Home Left

ଫସିଗଲେ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ, ରିଲ୍ସ କରି ସ୍କୁଟି …

ଭୁବନେଶ୍ୱର,୨୫।୧୧ ରିଲ୍ସ କରିବା ପଡ଼ିଲା ମହଙ୍ଗା। ଜବତ ହେଲା ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀଙ୍କ ସ୍କୁଟି। ବିନା ହେଲମେଟରେ ସ୍କୁଟି ଚଢ଼ି ରାଜରାସ୍ତାରେ ରିଲ୍ସ କରୁଥିଲେ। ଗାଡ଼ି ଜବତ ସହ ଜାରିମାନା କଲା ଆରଟିଓ । ଜଣେ ଯୁବତୀ ବିନା ହେଲମେଟରେ ବେପରୁଆ…

ବିଜୟର ଦ୍ୱାରଦେଶରେ ଭାରତ: ଆଉ ମାତ୍ର ୩ ଉଇକେଟ ଆବଶ୍ୟକ…

ପର୍ଥ,୨୫।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ପର୍ଥରେ ଜାରି ରହିଛି। ଏହି ମ୍ୟାଚ୍‌ରେ ଭାରତ ବିଜୟ ଆଡ଼କୁ ମୁହାଁଇଛି। ଭାରତକୁ ଜିତିବାକୁ ଆଉ ମାତ୍ର ୩ ଉଇକେଟ୍‌ ଆବଶ୍ୟକ। ୧୮୨ ସ୍କୋରରେ…

ଓଲଟି ପଡ଼ିଲା ଗୋ’ ଚାଲାଣ ଗାଡ଼ି, ଗୋରୁଙ୍କୁ ନେଇ ଅନ୍ୟତ୍ର ଲୁଚାଇ ରଖିଲେ ମାଫିଆ

ପାଟଣା,୨୫ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଭାଲିଆଡିହା ନିକଟରେ ଏକ ବେଆଇନ ଗୋରୁ ବୋଝେଇ ଗାଡ଼ି ସୋମବାର ସକାଳୁ ଦୁର୍ଘଟଣାଗସ୍ତ ହୋଇ ଓଲଟି ପଡ଼ିଛି। ରାଇ ଡିହା ପାର୍ଶ୍ୱରୁ ଗୋରୁ ବୋଝେଇ ପିକ୍‌ଅପ୍‌ଟି ସାହାରପଡ଼ା ଅଭିମୁଖେ ଯାଉଥିବା ବେଳେ ଭାଲିଆଡିହା…

ସ୍ବାମୀଙ୍କ ନାଁରେ ଏମିତି ଅଭିଯୋଗ ଆଣିଲେ ନବବିବାହିତା: ମୁଣ୍ଡରେ ହାତ ଦେଲା ପୋଲିସ

ନୂଆଦିଲ୍ଲୀ,୨୫।୧୧: ଉତ୍ତର ପ୍ରଦେଶର ଆଗ୍ରାରେ ଏକ ଅଜବ ଘଟଣା ଘଟିଛି। ଜଣେ ନବବିବାହିତ ସ୍ବାମୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଲିପଷ୍ଟିକ ଏବଂ ପାଉଡର ଆଣିବାକୁ ସ୍ବାମୀଙ୍କୁ ସ୍ତ୍ରୀ ଅନୁରୋଧ କରିଥିଲେ। କିନ୍ତୁ ସେ ଆଣି ନ ଥିଲେ। ମାମଲା ବଢିବା…

ଆଉ ନାହାନ୍ତି ମୁଖ୍ୟମନ୍ତ୍ରୀଙ୍କ ଅନୁଗତ ନିରୁଭାଇ: ଶେଷ ଦର୍ଶନ କରିବାକୁ ଯିବେ ମୋହନ

କେନ୍ଦୁଝର,୨୫।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାରତୀୟ ଜନତା ପାର୍ଟି ନଗର ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ ଶତପଥୀ (ନିରୁଭାଇ)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଛି। ରବିବାର ଛାତିରେ ଯନ୍ତ୍ରଣା ହେବାରୁ ଚିକିତ୍ସା ପାଇଁ କଟକ ଯାଉଥିବା ବେଳେ ବିଳମ୍ବିତ ରାତିରେ ଅଧା ରାସ୍ତାରେ ମୃତ୍ୟୁ…

ସକାଳୁ ସକାଳୁ ଯାଜପୁର ଟାଉନ ଥାନାରେ କ୍ରାଇମବ୍ରାଞ୍ଚ ଟିମ୍: ଚାଲିଛି ତନାଘନା

ଭୁବନେଶ୍ୱର,୨୫ା୧୧: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ତେବେ ସୋମବାର ସକାଳୁ ସକାଳୁ କ୍ରାଇମବ୍ରାଞ୍ଚ ଟିମ୍ ଯାଜପୁର ଟାଉନ ଥାନାରେ ପହଞ୍ଚି ତଦନ୍ତ ଅଆରମ୍ଭ କରିଛନ୍ତି। କ୍ରାଇମ୍‌ବ୍ରାଞ୍ଚର…

ରିଲେସନ୍‌ସିପ୍‌ ଷ୍ଟାଟସ୍‌କୁ ନେଇ ଖୁଲାସା କଲେ ମଲାଇକା

ଅଭିନେତ୍ରୀ ମଲାଇକା ଆରୋରା ତାଙ୍କ ରିଲେସନ୍‌ସିପ୍‌ ଷ୍ଟାଟସ୍‌କୁ ନେଇ ଖୁଲାସା କରିଛନ୍ତି। ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହା ପ୍ରକାଶ କରିଛନ୍ତି। ଆଜିକାଲି ସେ କେଉଁ ପ୍ରକାରର ରିଲେସନ୍‌ସିପ୍‌ରେ ଅଛନ୍ତି, ସେ ଏକ କ୍ରିପ୍ଟିକ ପୋଷ୍ଟ ମାଧ୍ୟମରେ ଏହା ପ୍ରକାଶ…

କିଡ୍‌ନୀ ଖରାପ ହେଲେ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରିଥାଏ। ତା’ ସହ ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ। କିଡ୍‌ନୀ କାର୍ଯ୍ୟ ବାଧାପ୍ରାପ୍ତ ହେଲେ ହାତଗୋଡ଼ ଫୁଲିଯାଏ। ଶରୀରର ଯୋଡ଼ା…

ଜଳବାୟୁ ପରିବର୍ତ୍ତନ ପାଇଁ ପ୍ଲାଷ୍ଟିକ ପ୍ରଦୂଷଣ ଦାୟୀ

ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ସମଗ୍ର ବିଶ୍ୱରେ ଏକ ପ୍ରମୁଖ ସମସ୍ୟା ଭାବରେ ଉଭା ହୋଇଛି। ଏହା ପଛରେ ତ ବିଭିନ୍ନ କାରଣ ରହିଛି। ତେବେ ଏଥିପାଇଁ ପ୍ଲାଷ୍ଟିକ ପ୍ରଦୂଷଣ ମଧ୍ୟ ଅନେକାଂଶରେ ଦାୟୀ ବୋଲି ସିଓଲ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ମତ ଦେଇଛନ୍ତି।…

ଦୀର୍ଘାୟୁ ପାଇଁ ଦିନଚର୍ଯ୍ୟା

ଆଧୁନିକ ଯୁଗରେ ମଣିଷ ଏକ ଯନ୍ତ୍ର ମାନବରେ ପରିଣତ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ବସ୍ତୁବାଦୀ ଯୁଗରେ ମଣିଷର ନିଅଣ୍ଟ ପରିପୂର୍ଣ୍ଣ ହେଉନାହିଁ। ମୋବାଇଲ୍‌, ଟିଭି, ଲାପଟପ ଧରି ବିତୁଛି ଅଧିକାଂଶ ସମୟ। ଏହି ଯନ୍ତ୍ରଗୁଡ଼ିକରୁ ବାହାରୁଥିବା ରଶ୍ମି ଆମ ଶରୀର…

ମାଲାମାଲ ହେଲେ ରିଷଭ ପନ୍ତ: ଏହିସବୁ ଖେଳାଳିଙ୍କୁ ପଛରେ ପକାଇଲେ

ଦୁବାଇ,୨୫।୧୧: ଆଇପିଏଲ୍‌ ୨୦୨୫ର ମେଗା ନିଲାମ ବମ୍ପର ଆରମ୍ଭ ହୋଇଛି। ଆଇପିଏଲ ଇତିହାସରେ ରିଷଭ ପନ୍ତ ସର୍ବାଧିକ ମୂଲ୍ୟର ଖେଳାଳି ହୋଇପାରିଛନ୍ତି। ତାଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ୨୭ କୋଟି ଟଙ୍କାରେ କିଣିଛି। ସେ ଏହି ପ୍ରସଙ୍ଗରେ ଶ୍ରେୟସ ଆୟାରଙ୍କୁ ପଛରେ…

ଜିନତ୍‌ ଗଲା ଘଞ୍ଚ ଜଙ୍ଗଲ

ମୟୂରଭଞ୍ଜ,୨୫।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଏନ୍‌କ୍ଲୋଜରୁ ବାହାରିଛି ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିବା ମହାବଳ ବାଘୁଣୀ ‘ଜିନତ୍‌’। ‘ଜିନତ୍‌’କୁ ଘଞ୍ଚ ଜଙ୍ଗଲରେ ଛଡ଼ାଯାଇଥିବା ଶିମିଳିପାଳ ଆରସିସିଏଫ୍‌ ସୂଚନା ଦେଇଛନ୍ତି। ରାତି ୯ଟା ୩୦ରେ ଘଞ୍ଚ ଜଙ୍ଗଲରେ ଛଡ଼ାଯାଇଛି। ତେବେ ୨୪ ଘଣ୍ଟିଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri