Home Left

ଦଳର ସମସ୍ତ ୧୧ ଖେଳାଳି କଲେ ବୋଲିଂ, ଉଇକେଟକିପରଙ୍କୁ ବି ମିଳିଲା ଉଇକେଟ; ନିଆରା ବିଶ୍ୱ ରେକର୍ଡ କଲା…

ନୂଆଦିଲ୍ଲୀ,୨୯।୧୧: ଟି୨୦ କ୍ରିକେଟ ବେଶ ରୋମାଞ୍ଚକର। କାରଣ ଏଥିରେ ବ୍ୟାଟିଂ, ବୋଲିଂ ସହ ଫିଲ୍ଡିରେ ଏକାଧିକ ରେକର୍ଡ ହୁଏ। ହେଲେ ଏବେ ସୈୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟରେ ବିଶ୍ୱ ରେକର୍ଡ ହୋଇଛି। ମଣିପୁର ବିପକ୍ଷ ମୁକାବିଲାରେ ଦିଲ୍ଲୀର ଟିମ୍‌ ୧୧ଜଣ ଖେଳାଳିଙ୍କୁ…

ଦେଓମାଳିରେ ତମ୍ବୁ ଲଗାଇବା ନେଇ କଟକଣା ଜାରି କଲା ପ୍ରଶାସନ

ପଟ୍ଟାଙ୍ଗି୨୯।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ରହିଛି ଦେଓମାଳି ପର୍ଯ୍ୟଟନ ସ୍ଥଳ। ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ରହିବାର ଏବଂ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ତମ୍ବୁର ବ୍ୟବସ୍ଥା କରାଯାଇଛି। ଏନେଇ ବ୍ଲକ ପ୍ରଶାସନ ପକ୍ଷରୁ…

ଭୟଙ୍କର ରୂପ ଧାରଣ କଲା ବାତ୍ୟା, ଏଇଠି ପିଟିହେବ…

ନୂଆଦିଲ୍ଲୀ,୨୯।୧୧: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ପେଙ୍ଗାଲ। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଫେଙ୍ଗାଲ ଭୟଙ୍କର ରୂପ ଧାରଣ କରିଛି । ଅପରାହ୍ନଣ ୨ଟା ୩୦ରେ ବାତ୍ୟାର ରୂପ ନେଇଛି ଗଭୀର ଅବପାତ। ତେବେ ତାମିଲନାଡୁରେ ଯେଉଁ ଝଡ଼ ସୃଷ୍ଟି ହେବାର ଆଶଙ୍କା…

ଲଘୁଚାପ ବର୍ଷା ବଢାଇଲା ଚାଷୀଙ୍କ ଚିନ୍ତା

ଧରାକୋଟ,୨୯ା୧୧(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଲଘୁଚାପ ଜନିତ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇଛି। ଗଞ୍ଜାମ ଜିଲାରେ ଶୁକ୍ରବାର ସକାଳୁ ଆକାଶ ମେଘାଚ୍ଛନ୍ନ ରହି ପୂର୍ବାହ୍ନ ୧୦ଟାରୁ ବର୍ଷା ହୋଇଥିଲା। ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବାରୁ ଚାଷୀ ବିଲରେ କେଉଁଠି କଳେଇ ପକେଇଛି…

ବସିଥିଲେ ମୋଦି, ଏ କ’ଣ କହିଦେଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର,୨୯।୧୧: ବିିମାନବନ୍ଦରରୁ ସିଧା ସଭାସ୍ଥଳରେ ପହଞ୍ଚିଥିଲେ ମୋଦି । ସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ରହି ମଞ୍ଚ ଉପରକୁ ମୋଦିଙ୍କୁ ସ୍ବାଗତ କରିଥିଲେ । ଏହାପରେ ସେ ନିଜର ଅଭିଭାଷଣ ରଖିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଭାଜପା ସରକାର ଗଠନ କରିବା…

ସମାନ୍ଥାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼

ହାଇଦ୍ରାବାଦ: ସାଉଥ୍‌ ଚୁଲବୁଲି ସମାନ୍ଥା ରୁଥ ପ୍ରଭୁଙ୍କ ଉପରେ ଭାଙ୍ଗିଛି ଦୁଃଖର ପାହାଡ଼। ତାଙ୍କ ବାପା ଜୋସେଫ ପ୍ରଭୁଙ୍କ ନିଧନ ହୋଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅଭିନେତ୍ରୀ ଏନେଇ ସୂଚନା ଦେଇଛନ୍ତି। ସମାନ୍ଥା ବାପାଙ୍କୁ ବହୁତ ଭଲପାଉଥିଲେ। କାରଣ…

ବାଂଲାଦେଶରେ ଚିନ୍ମୟ ଦାସଙ୍କ ସମେତ ୧୬ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟ ଜବତ

ଢାକା,୨୯।୧୧: ବାଂଲାଦେଶରେ ଲଗାତାର ଭାବେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ପୁଣି ଏକ ଅପଡେଟ ସାମ୍ନାକୁ ଆସିଛି। ସେଠାରେ ବାଂଲାଦେଶ ବ୍ୟାଙ୍କର ଫାଇନାନସିୟାଲ ଇଣ୍ଟଲିଜେନ୍ସ ୟୁନିଟ ବଡ କାର୍ଯ୍ୟାନୁଷ୍ଠାନ ସ୍ବରୂପ ହିନ୍ଦୁ ସନ୍ଥ ଚିନ୍ମୟ ଦାସ ଏବଂ ଇସ୍କନର ୬…

ହୋଟେଲ ମାଲିକଙ୍କୁ ବିଚ୍‌ ରାସ୍ତାରେ ଗୋଡାଇ ଗୋଡ଼ାଇ ହାଣିଲେ

ବାଲେଶ୍ବର,୨୯।୧୧: ବାଲେଶ୍ବର ସରସ୍ବତୀପୁର ସମଲପୁର ଛକରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ୬ରୁ ୭ଜଣ ଦୁର୍ବୃତ୍ତ ମାରଣାସ୍ତ୍ରରେ ଜଣେ ହୋଟେଲ ମାଲିକଙ୍କୁ ବିଚ୍‌ ରାସ୍ତାରେ ଗୋଡାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି। ଫଳରେ ହୋଟେଲ ମାଳିକ ଗୁରୁତର ହୋଇ ସ୍ଥାନୀୟ ହସ୍ପିଟାଲରେ…

ଚିରାଗ ପାସଓ୍ବାନଙ୍କ ବଡ଼ ହୃଦୟ, ଦୁର୍ଘଟଣାରେ ଆହତ ଯୁବକଙ୍କୁ ନିଜ ଗାଡ଼ିରେ ନେଇଗଲେ ହସ୍ପିଟାଲ

ହାଜିପୁର,୨୯।୧୧: କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ ପାଟନା ଠାରୁ ଦରଭଙ୍ଗା ଯାଉଥିଲେ। ଏହି ସମୟରେ ହାଜିପୁର-ମୁଜାଫରପୁର ଏନଏଚ-୨୨ରେ ସରାୟ ପୋଲିସ ଷ୍ଟେଶନର ମାନସପୁର ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଦୁଇଜଣ ଯୁବକ ରାସ୍ତାରେ ଯନ୍ତ୍ରଣା ଅନୁଭବ କରୁଥିବା…

ଶିନ୍ଦେ ହେବେ କେନ୍ଦ୍ର ମନ୍ତ୍ରୀ! ଉପ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଚିତ୍ର ସ୍ପଷ୍ଟ କଲେ ଶିବସେନା ନେତା

ମୁମ୍ବାଇ,୨୯।୧୧: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଉଛି। ମହାୟୁତିରେ ମୁଖ୍ୟମନ୍ତ୍ରୀ ଉପରେ ଆଲୋଚନା ପରେ ବର୍ତ୍ତମାନ ମନ୍ତ୍ରଣାଳୟକୁ ନେଇ ଏକ ସମସ୍ୟା ଦେଖାଦେଇଛି। ମହାୟୁତି, ଦେବେନ୍ଦ୍ର ଫଡନାଭିସ, ଏକନାଥ ଶିନ୍ଦେ ଏବଂ ଅଜିତ ପାୱାର ତିନିଜଣ ବଡ ନେତା ଗୁରୁବାର ଅମିତ…

ବସ୍‌ ଦୁର୍ଘଟଣାରେ ଚାଲିଗଲା ୧୦ ଜୀବନ, ୩୦ ଆହତ

ମୁମ୍ବାଇ,୨୯ା୧୧: ମହାରାଷ୍ଟ୍ରର ଗୋଣ୍ଡିଆରେ ଏକ ଭୟଙ୍କର ବସ୍‌ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି। ଏହି ମୃତ୍ୟୁସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ…

ଦୋହାରୁ କୋଚିନ ବିମାନ ଯାତ୍ରା କରି ଇତିହାସ ରଚିଲା ଇଭା

କୋଚି,୨୯।୧୧: ଇଭା ନାମକ ବିଲେଇ ଗୁରୁବାର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭିଭିଆଇପି ଯାତ୍ରୀ ହୋଇଛି। ଗୁରୁବାର ପୂର୍ବାହ୍ନ ୧୦ଟା ୧୭ରେ କୋଚି ନେଡୁମ୍ବାସେରି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏକ ଏୟାର ଇଣ୍ଡିଆ ବିମାନ ଏକ ଇତିହାସ ସୃଷ୍ଟି କରିଛି ଯାହା କେରଳର ବିମାନବନ୍ଦର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri