Home Left

ସଡ଼କ ଦୁର୍ଘଟଣାରେ ଆଖି ବୁଜିଲେ ଟିମ୍‌ ଇଣ୍ଡିଆର ଏହି ଯୁବ କ୍ରିକେଟର, ଖେଳଜଗତରେ ଶୋକର ଛାୟା

ମୁମ୍ବାଇ,୨।୧୧: ମୁମ୍ବାଇରୁ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ସଡ଼କ ଦୁର୍ଘଟଣାରେ ଜଣେ ପ୍ରତିଭାବାନ ଯୁବ କ୍ରିକେଟରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାଜେଶ ବଣିକ(୩୦)। ସେ ଭାରତୀୟ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଦଳର ପୂର୍ବତନ ସଦସ୍ୟ ତଥା ରଣଜୀ...

ସ୍କୁଲରେ ଚାଲୁଥିଲା ପାଠପଢା, ଏପଟେ ଏକୁଟିଆ ପାଇ ଛାତ୍ରୀଙ୍କୁ ଅସଦାଚରଣ କରୁଥିଲେ ଶିକ୍ଷକ, ଏବେ ଗଲେ ଜେଲ୍‌

ଗଞ୍ଜାମ,୨।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ଏକ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ରୀଙ୍କୁ ସେହି ସ୍କୁଲର ଜଣେ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ହୁମ୍ମା ଫାଣ୍ଡି ପୋଲିସ...

ବଢୁଛି ଚୋରାମଦ କାରବାର, ନାକେଦମ ହେଉଛନ୍ତି ବ୍ୟବସାୟୀ, ସନ୍ଧ୍ୟା ହେଲେ ନିଶାସକ୍ତ ଅବସ୍ଥାରେ…

ଦାରିଙ୍ଗବାଡି, ୨।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଉଛି । ବିଶେଷ କରି ଉକ୍ତ ଥାନା ଅଞ୍ଚଳ ସିମନବାଡି ପଞ୍ଚାୟତ ଅଞ୍ଚଳରେ ସନ୍ଧ୍ୟା ହେଲେ ଭଦ୍ର ଲୋକ...

ରାତି ଅଧରେ ବେଆଇନ ଭାବେ ବିକ୍ରି କରୁଥିଲେ ମଦ, ଅଚାନକ ପହଞ୍ଚିଗଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୨।୧୧(ଅଶେଷ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଏନ.ବିଦେଶୀ ପାତ୍ରଙ୍କୁ ପୋଲିସ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ଶନିବାର ରାତି ପ୍ରାୟ ୧୦ ଟାରେ ଗାଁରେ ବେଆଇନ ଭାବେ ମଦ ବିକ୍ରି କରୁଥିବାବେଳେ ସେ ଧରା...

ମିଳିଲା ହଜିଯାଇଥିବା ୨୩ ମୋବାଇଲ ଫୋନ, ଏହି କୌଶଳରେ ଠାବ କରି ଲୋକଙ୍କୁ ହସ୍ତାନ୍ତର କଲା ପୋଲିସ

ଭଞ୍ଜନଗର,୨।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଲୋକଙ୍କ ହଜିଯାଇଥିବା ୨୩ ଟି ମୋବାଇଲ ଫୋନକୁ ଜବତ କରି ସେମାନଙ୍କୁ ହସ୍ତାନ୍ତର କରିଛି। ଏନେଇ ଆଜି ଅପରାହ୍ନରେ ଥାନା ପରିସରରେ ଏକ ଖବରଦାତା ସମ୍ମିଳନୀ ହୋଇଥିଲା। ପୋଲିସ ସିଇଆଇଆର୍‌କୁ...

‘ରୁଚି ମସଲା’ ପ୍ରତିଷ୍ଠାତା ଡକ୍ଟର ଶରତ କୁମାର ସାହୁଙ୍କ ପରଲୋକ

ଭୁବନେଶ୍ୱର,୨।୧୧: ପ୍ରସିଦ୍ଧ ଶିଳ୍ପପତି ତଥା ରୁଚି ମସଲା ପ୍ରତିଷ୍ଠାତା ଏବଂ MD ଡକ୍ଟର ଶରତ କୁମାର ସାହୁଙ୍କର ରବିବାର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ମୁମ୍ବାଇ ଲୀଳାବତି ହସ୍ପିଟାଲରେ ଚିକିତ୍ସିତ ହେଉଥିବା...

କଳାହାଣ୍ଡି ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ

କର୍ଲାମୁଣ୍ଡା;୨।୧୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ରବିବାର କଳାହାଣ୍ଡି ଜିଲାସ୍ତରୀୟ ଦୌଡକୁଦ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ଜିଲା ଶିକ୍ଷା କାର୍ଯ୍ୟଳୟ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ଜିଲାର ୧୩ଟି ବ୍ଲକରୁ ୧୪...

ଜଳେଶ୍ୱରରୁ ଚୋରି ଟ୍ରକ୍‌ ରାସଗୋବିନ୍ଦପୁରରେ ଠାବ, ୩ ଗିରଫ

ମୋରଡ଼ା,୨।୧୧(ସ୍ମାରକ ମାଜୀ): ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଞ୍ଚଳରୁ ଶନିବାର ଚୋରି ହୋଇଥିବା ଏକ ଟ୍ରକ୍‌କୁ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ପୋଲିସ ଠାବ କରିବା ସହ ୩ଜଣଙ୍କୁ ଗିରଫ କରିଛି। ଗିରଫ ୩ଜଣ ହେଲେ ବାରିପଦା ଟାଉନ ଥାନା ଅଞ୍ଚଳର...

Alert: ବନ୍ଦ ହୋଇଯିବ ଉଜ୍ଜ୍ୱଳା ସିଲିଣ୍ଡରରେ ମିଳୁଥିବା ସବ୍‌ସିଡି! ଯଦି କରିବେ ନାହିଁ ଏହି କାମ…

ନୂଆଦିଲ୍ଲୀ,୨।୧୧: LPG ସିଲିଣ୍ଡର ଗ୍ରାହକଙ୍କ ପାଇଁ ଆଧାର ପ୍ରମାଣୀକରଣ ପ୍ରକ୍ରିୟାକୁ ଏବେ ବହୁତ ସରଳ କରାଯାଇଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏକ ନୂତନ ସୁବିଧା ଆରମ୍ଭ କରିଛି ଯାହା ଗ୍ରାହକମାନଙ୍କୁ ସେମାନଙ୍କ ଘରେ ବସି ମାଗଣାରେ, ସ୍ମାର୍ଟଫୋନ...

ନିର୍ବାଚନ ପ୍ରଚାର ସମୟରେ ମାଛ ଧରିବାକୁ ପୋଖରୀକୁ ଡେଇଁପଡିଲେ ରାହୁଲ ଗାନ୍ଧୀ, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୨।୧୧: ବିହାର ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ନେତାମାନେ ଜନସାଧାରଣଙ୍କୁ ପ୍ରଭାବିତ କରିବା ପାଇଁ ସମସ୍ତ ପ୍ରକାରର ଉପାୟ ଅବଲମ୍ବନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ, ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର ଏକ ଆଶ୍ଚର୍ଯ୍ୟଜନକ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ବିଶ୍ୱକପ ଫାଇନାଲ ମ୍ୟାଚ ନ ହେଲେ କାହାକୁ ଘୋଷଣା କରାଯିବ ବିଜେତା, ଜାଣନ୍ତୁ ICC ନିୟମ

ନୂଆଦିଲ୍ଲୀ,୨।୧୧: ଆଜି ଅପରାହ୍ନ ୩ଟାରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମହିଳା ଦିନିକିଆ ବିଶ୍ୱକପ ଫାଇନାଲ ଆରମ୍ଭ ହେବାର ଥିଲା, କିନ୍ତୁ ନଭି ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁ ମ୍ୟାଚ ସମୟ ଅନୁସାରେ ଆରମ୍ଭ ହୋଇପାରିଲା ନାହିଁ। ସମୟ...

କେନାଲରୁ ମିଳିଲା ପୁଅର ଗଳାକଟା ମୃତଦେହ, ଦାଦାଙ୍କ ନାଁରେ ହତ୍ୟା ଅଭିଯୋଗ ଆଣି ବାପା କହିଲେ …

କଟକ ସଦର,୨ା୧୧(ସୁଶାନ୍ତ କୁମାର ଜେନା): କିଶନନଗର ଥାନା ଅନ୍ତର୍ଗତ ଥୋରିଆପଡ଼ା ଗ୍ରାମର ନିଖୋଜ ଯୁବକ ଦିଲ୍ଲୀପ ଭୋଇ (୨୪)ର ଗଳାକଟା ମୃତଦେହ ରବିବାର ସକାଳୁ ତାଳଦଣ୍ଡା କେନାଲର ଅଇନିପୁର ସ୍ବାଇଁ ସାହି ନିକଟରୁ ଉଦ୍ଧାର କରାଯାଇଛି। କେନାଲରେ ମୃତଦେହ ଭାସୁଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri