Home Left

ମେଟାଲ ଅର୍ଗାନିକ୍‌ ଫ୍ରେମ୍‌ଓ୍ବାର୍କ

ସୁଷୁମୁ କିଟାଗାଓ୍ବା ୧୯୫୧ ମସିହା ଜୁଲାଇ ୪ ତାରିଖରେ ଜାପାନର କ୍ୱିଟୋଠାରେ ଜନ୍ମଗ୍ରହଣ କରିଥିଲେ। ସେ କ୍ୱିଟୋ ବିଶ୍ୱବିଦ୍ୟାଳୟରୁ ରସାୟନବିଜ୍ଞାନରେ ଡକ୍ଟରେଟ (୧୯୭୯) ପ୍ରାପ୍ତ ହେଲା ପରେ କିଣ୍ଡାଇ ବିଶ୍ୱବିଦ୍ୟାଳୟ ଏବଂ ଟୋକିଓ ମେଟ୍ରୋପଲିଟାନ୍‌ କିଣ୍ଡାଇ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ।...

ସୌରଜଗତରେ ଅଜଣା ପରିବ୍ରାଜକ

ଥରେ କଲେଜରୁ ଫେରି ଘରେ ବିଶ୍ରାମ ନେଉଥାଏ। ଏହି ସମୟରେ ପତ୍ନୀ ଲୋପାମୁଦ୍ରା ଫେସ୍‌ବୁକରେ ରିଲ୍ସ ଦେଖୁ ଦେଖୁ ହଠାତ ବିସ୍ମିତ ହୋଇପଡ଼ିଲେ ଓ ତାଙ୍କ ଚକ୍ଷୁ ଡୋଳା ବିସ୍ତାରିତ ହୋଇଗଲା। ସେ ଉତ୍ସାହିତ ହୋଇ ପଚାରିଲେ, ”ତୁମେ ଏ...

ନିର୍ବାଚନ ପ୍ରତିଶ୍ରୁତି ପାଳନ କରୁନି ଭାଜପା, ଅଭିଯୋଗ ଆଣି ବିଜେଡି କହିଲା ମାଗଣା ବିଦ୍ୟୁତ୍‌କୁ…

ଦାରିଙ୍ଗବାଡ଼ି,୩ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଜେଡି ପକ୍ଷରୁ ସୋମବାର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କାର୍ଯ୍ୟକାରୀ ସଭାପତି ଦିଲୀପ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ବିଧାନସଭାର ପୂର୍ବତନ ଉପବାଚସ୍ପତି ତଥା ଜିଲାର ବରିଷ୍ଠ ବିଜେଡି ନେତା...

ସରକାରଙ୍କୁ ନବୀନଙ୍କ କଡ଼ା ଟାର୍ଗେଟ୍‌: କହିଲେ ସେମାନେ ଗେମ୍‌ ଚେଞ୍ଜର ନୁହନ୍ତି, ନେମ୍‌ ଚେଞ୍ଜର

ଭୁବନେଶ୍ୱର/ନୂଆପଡ଼ା,୩ା୧୧: ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ଆସି ଆୟୋଜିତ ଏକ ସଭାରେ ଦମ୍‌ ଦେଖାଇଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୋହନ ସରକାରଙ୍କୁ କଡ଼ା ଟାର୍ଗେଟ୍‌ କରି ନବୀନ କହିଛନ୍ତି, ୧୬ ମାସର ଭାଜପା ସରକାର କାମରେ...

କାହିଁକି ବିଜେଡି ଛାଡିଲେ ଅମର ପଟ୍ଟନାୟକ: ନିଜେ କଲେ ଖୁଲାସା…

ଭୁବନେଶ୍ୱର,୩।୧: ବିଜେଡିର ପୂର୍ବତନ ରାଜ୍ୟ ସଭା ଏମ୍‌ପି ଅମର ପଟ୍ଟନାୟକ ସୋମବାର ଭାଜପାରେ ମିଶିଛନ୍ତି। କାହିଁକି ବିଜେଡି ଛାଡି ଭାଜପାରେ ମିଶିଲେ ତାକୁ ନେଇ ଅମର ବଡ଼ ଖୁଲାସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଭାଜପାରେ ସାମିଲ...

‘କ୍ୟାମେରା ସବୁ ଦେଖୁଛି, କିନ୍ତୁ…,’ ଜେଡି ଭାନ୍ସଙ୍କ ସହ ଭାଇରାଲ ଭିଡିଓକୁ ନେଇ ମୁହଁ ଖୋଲିଲେ ଏରିକା

ଓ୍ବାଶିଂଟନ,୩।୧୧: ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କର୍କଙ୍କ ମୃତ୍ୟୁକୁ କିଛି ମାସ ବିତିନାହିଁ, ଏବେ ତାଙ୍କ ପତ୍ନୀ ଏରିକା କିର୍କଙ୍କ ଖୁବ ଚର୍ଚ୍ଚାରେ ରହୁଛନ୍ତି। ତାଙ୍କର ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କୁ ଆଲିଙ୍ଗନ କରିବାର ଏକ ଭିଡିଓ ସୋସିଆଲ...

ପାକିସ୍ତାନକୁ ନେଇ ସାଂଘାତିକ କଥା କହିଦେଲେ ଟ୍ରମ୍ପ: ବଢୁଛି ଚର୍ଚ୍ଚା

ଓ୍ବାଶିଂଟନ୍‌,୩।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ ଟେଲିଭିଜନ ଚ୍ୟାନେଲରେ ଏକ ବଡ଼ ଦାବି କରିଛନ୍ତି। ପାକିସ୍ତାନ ଭୂତଳ ପରମାଣୁ ପରୀକ୍ଷଣ କରୁଛି। ରୁଷିଆ ଏବଂ ଚାଇନା ଭଳି ଦେଶ ମଧ୍ୟ ପରମାଣୁ ପରୀକ୍ଷଣ କରୁଛନ୍ତି। ଭୂତଳ ପରୀକ୍ଷଣ ଯୋଗୁ...

ଗାଧୋଇବାକୁ ଯାଇଥିଲେ ରୁଦ୍ର, ହଠାତ୍‌ ବୁଡ଼ିଗଲେ: ଆଉ ତା’ପରେ…

ଭଞ୍ଜନଗର,୩।୧୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବାଉଁଶଲୁଣ୍ଡି ମୁଖ୍ୟ ରାସ୍ତା କଡରେ ଥିବା ପୋଖରୀରେ ବୁଡି ସୋମବାର ଜଣେ ନାବାଳକ ଛାତ୍ର ମୃତ୍ୟୁବରଣ କରିଛନ୍ତି। ମୃତ ଛାତ୍ର ଜଣକ ହେଲେ ଚିତ୍ତରଞ୍ଜନ ଦାସଙ୍କ ପୁଅ ରୁଦ୍ର ପ୍ରସାଦ ଦାସ...

ରାଜ୍ୟକୁ ନାହିଁ ବର୍ଷା ଭୟ: ଏହି ଦୁଇ ଜିଲାକୁ ଛାଡ଼ି ସବୁ ଜିଲାରେ ଶୁଖିଲା ରହିବ ପାଗ

ଭୁବନେଶ୍ୱର,୩ା୧୧: ରାଜ୍ୟକୁ ଏବେ ବର୍ଷା ଭୟ ନାହିଁ। ଗୋଟିଏ କିମ୍ବା ୨ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିଲେ ମଧ୍ୟ ବାକି ସମସ୍ତ ଜିଲାର ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ...

ଦଳକୁ ଚାମ୍ପିୟନ କରିବାରେ ଏହି ବ୍ୟକ୍ତିଙ୍କ ପାଦ ଛୁଇଁଲେ ହରମନପ୍ରୀତ: ଜାଣନ୍ତୁ ଭାରତ ବିଜୟ ପଛର ହିରୋଙ୍କ ବିଷୟରେ…

ନଭି ମୁମ୍ବାଇ,୩।୧୧: ଭାରତ ମହିଳା ବିଶ୍ୱକପ ୨୦୨୫ ଜିତିଛି। ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ମହିଳା ବିଶ୍ୱକପ ଜିତି ଇତିହାସ ସୃଷ୍ଟି କରିଛି। ଏହି ବିଜୟ ପାଇଁ ମୁଖ୍ୟ କୋଚ ଅମୋଲ ମଜୁମଦାରଙ୍କୁ ମଧ୍ୟ ଶ୍ରେୟ ଦିଆଯିବ। ଅମୋଲ...

‘କେଉଁ ବ୍ୟାଙ୍କରେ କେତେ ଟଙ୍କା ରଖିଛ ଜଣାଅ’

ଭୁବନେଶ୍ୱର,୩ା୧୧(ରବିନାରାୟଣ ଜେନା): କେଉଁ ବ୍ୟାଙ୍କରେ କେତେ ଟଙ୍କା ରହିଛି ତା’ର ଟିକିନିଖି ହିସାବ ଲୋଡ଼ିଛନ୍ତି ରାଜ୍ୟ ସରକାର। ପବ୍ଲିକ ଆକାଉଣ୍ଟ କମିଟି(ପିଏସି) ଏବଂ ବିଧାନସଭା ପ୍ରଶ୍ନକୁ ନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହାକୁ ନେଇ...

ବିଜେଡିକୁ ଶକ୍ତ ଧକ୍କା: ବିଜେଡି ଛାଡ଼ି ପଦ୍ମ ଧରିଲେ ଅମର ପଟ୍ଟନାୟକ

ଭୁବନେଶ୍ୱର,୩।୧: ବିଜେଡିକୁ ସୋମବାର ବଡ଼ ଶକ୍ତ ଝଟ୍‌କା ଲାଗିଛି। ବିଜେଡିର ପୂର୍ବତନ ରାଜ୍ୟ ସଭା ଏମ୍‌ପି ଅମର ପଟ୍ଟନାୟକ ଭାଜପାରେ ମିଶିଛନ୍ତି। ସେ ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ବିଧିବଦ୍ଧ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri