ଅଟକ ରଖି ୩ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା: ଫିଲ୍ମ ଷ୍ଟାଇଲ୍ରେ ଘରକୁ କରିଦେଲେ ଫୋନ୍, ଏକାବେଳକେ ଖେଳଶେଷ
ଦିଗପହଣ୍ଡି,୧୩।୨(ଅଶେଷ ନାଥ ମିଶ୍ର): ସୁଦୂର ତାମିଲନାଡୁ ତିରିପୁର ଜିଲା ପଙ୍ଗାଲୁ ଗ୍ରାମ ନିକଟ ଏକ ପାଣି ବୋରୱେଲ ଗ୍ୟାରେଜର ଏକ ଘର ମଧ୍ୟରେ ଅଟକ ଥିବା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଲକ୍ଷ୍ମୀ ନାରାୟଣପୁର ଗ୍ରାମର ୩ ନିର୍ଯ୍ୟାତିତ ଓଡ଼ିଆ…
୬ ଦାବିଦାରଙ୍କୁ ପଛରେ ପକାଇ ରାଜସ୍ଥାନ ରୟାଲ୍ସର ନୂଆ ଅଧିନାୟକ ହେଲେ ରିୟାନ ପରାଗ, ଜୟସ୍ବାଲ ଦେଲେ ଏଭଳି…
ନୂଆଦିଲ୍ଲୀ,୧୩।୨: ଆଇପିଏଲ ୨୦୨୬ ସିଜିନ ପୂର୍ବରୁ ରାଜସ୍ଥାନ ରୟାଲ୍ସ (RR) ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲିଗ୍ର ପ୍ରଥମ ଚାମ୍ପିୟନ ଦଳ ଏଥର ସମ୍ପୂର୍ଣ୍ଣ ନୂଆ ରୂପରେ ପଡ଼ିଆକୁ ଓହ୍ଲାଇବ। ସଞ୍ଜୁ ସାମସନ ଦଳ ଛାଡ଼ିବା ପରେ…
ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଏମିତି କଥା କହିଲେ ପୂର୍ବତନ ପାକିସ୍ତାନୀ କ୍ରିକେଟର, ଯାହାକୁ ନେଇ ଉଠିଲାଣି ବଡ଼ ବିବାଦ
ନୂଆଦିଲ୍ଲୀ,୧୩।୨: ୨୦୨୬ ଟି୨୦ ବିଶ୍ୱକପରେ ଭାରତ ବନାମ ପାକିସ୍ତାନ ମ୍ୟାଚ ଫେବୃଆରୀ ୧୫ ରେ ହେବାକୁ ଯାଉଛି। ଏହି ବଡ଼ ମ୍ୟାଚ ପୂର୍ବରୁ, ଆମିର ଏକ ଟିଭି ଶୋ’ରେ କହିଥିଲେ ଯେ ଭାରତୀୟ ଓପନର ଅଭିଷେକଙ୍କ ପାଖରେ ସ୍ଥିରତା ନାହିଁ ଏବଂ…
ଅଭିନେତା ବିଜୟଙ୍କ ରାଲିରେ ଅଘଟଣ, ଭାଷଣ ସମୟରେ ଟଳି ପଡ଼ିଲେ ଯୁବକ
ଚେନ୍ନାଇ,୧୩।୨: ଶୁକ୍ରବାର ତାମିଲନାଡୁର ସାଲେମରେ ଟିଭିକେ ମୁଖ୍ୟ ଏବଂ ଅଭିନେତା ବିଜୟ ଥାଲାପତିଙ୍କ ଏକ ରାଲିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସାଲେମର ଜଣେ ପୋଲିସ ଅଧିକାରୀ ନ୍ୟୁଜ ଏଜେନ୍ସି ଏଏନଆଇକୁ କହିଛନ୍ତି ଯେ ରାଲି ସମୟରେ ହୃଦଘାତରେ ବ୍ୟକ୍ତିଙ୍କ ମୃତ୍ୟୁ…
ଦ୍ୱିତୀୟ ସ୍ତ୍ରୀଙ୍କୁ ଏସିଡ ମାଡ଼କରି ମାରିଥିଲେ ସ୍ବାମୀ: କୋର୍ଟ ଶୁଣାଇଲେ ଏମିତି ରାୟ
ବାଲେଶ୍ବର,୧୩।୨(ବାଞ୍ଛାନିଧି ଦେ): ୨୦୨୩ରେ ବାଲେଶ୍ୱର ସହଦେବଖୁଣ୍ଟା ଥାନା ଭୀମପୁରା ଅଞ୍ଚଳର ମହିଳା ବନିତା ସିଂଙ୍କୁ ଏସିଡ୍ ପକାଇ ହତ୍ୟା ମାମଲାର ଶୁକ୍ରବାର ରାୟ ପ୍ରକାଶ ପାଇଛି । ଦୋଷୀ ନୀଳଗିରି ଥାନା ନୟାପାଟଣା ଗ୍ରାମର ଚନ୍ଦନ ରଣାକୁ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି…
୪ ବର୍ଷର ଶିଶୁପୁତ୍ର ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଶ୍ରୀକାନ୍ତ: ମିଳିଲା ଏମିତି ଦଣ୍ଡ
ବ୍ରହ୍ମପୁର, ୧୩ା୨(ସୁବାସ ଚନ୍ଦ୍ର ପାୀ): ୪ ବର୍ଷ ଶିଶୁପୁତ୍ର ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖି ତାଙ୍କୁ ହତ୍ୟା କରାଯାଇଥିବା ମାମଲାର ସ୍ବତନ୍ତ୍ର ପୋକ୍ସୋ ଜଜ ପ୍ରଣତୀ ପଟ୍ଟନାୟକ ଶୁକ୍ରବାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ସେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ…
ଚୋରି ମୋଟର ସାଇକେଲ ଜବତ: ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ପଦ୍ମପୁର,୧୩।୨(ପ୍ରଦୀପ୍ତ ଦାଶ): ପଦ୍ମପୁର-ଜଗଦଲପୁର ରାସ୍ତାରୁ ଚୋରି ହୋଇଥିବା ୟାମାହା(R15 V4) ମୋଟର ସାଇକେଲକୁ ପୋଲିସ ଜବତ କରିଛି। ଏହି ଘଟଣାରେ ତଦନ୍ତ କରି ପଦ୍ମପୁର ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଦୀପକ ସାହୁ (୨୫)…
T20 World Cupରେ ଏହି ଟିମକୁ ଲାଗିଲା ଶକ୍ତ ଝଟକା, କ୍ୟାପଟେନ…
ନୂଆଦିଲ୍ଲୀ,୧୩।୨: ୨୦୨୬ ଟି୨୦ ବିଶ୍ୱକପରେ ଆୟର୍ଲାଣ୍ଡ କ୍ରିକେଟ ଦଳକୁ ଏକ ବଡ଼ ଝଟକା ଲାଗିଛି। ଦଳର ଅଧିନାୟକ ପଲ ଷ୍ଟର୍ଲିଙ୍ଗ ଆଘାତ ଯୋଗୁ ସମଗ୍ର ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ସମୟରେ ଷ୍ଟର୍ଲିଙ୍ଗ ଏହି ଆଘାତ ପାଇଥିଲେ। ଆୟର୍ଲାଣ୍ଡର…
ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରି ଅଭିନବ ଉପାୟରେ କରୁଥିଲେ ଠକେଇ, ୨ ଅଭିଯୁକ୍ତଙ୍କୁ ଧରିଲା ପୋଲିସ
ବଲାଙ୍ଗୀର, ୧୩।୨ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସାଇବର ଥାନା ପୋଲିସ କୋଟି କୋଟି ଟଙ୍କାର ସାଇବର ଠକେଇର ପର୍ଦ୍ଦାଫାଶ କରିଛି। ଏ ସଂକ୍ରାନ୍ତରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଗିରଫ ଦୁଇ ଅଭିଯୁକ୍ତ ହେଲେ ବଲାଙ୍ଗୀର ସଦର ଥାନା…
ବାଂଲାଦେଶର ଭାବି ପ୍ରଧାନମନ୍ତ୍ରୀଙ୍କର ରହିଛି ବଡ଼ ରୋଚକ ପ୍ରେମ କାହାଣୀ! କଠିନ ସମୟରେ ବି ହାତ ଛାଡି ନ ଥିଲେ ପତ୍ନୀ
ଢାକା,୧୩।୨: ବାଂଲାଦେଶର ରାଜନୀତି ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ଅଛି। କ୍ଷମତା ପରିବର୍ତ୍ତନ ଏବଂ ନିର୍ବାଚନୀ ବିଜୟ ପରେ, ଏବେ ଦେଶରେ ଏକ ନୂତନ ନେତୃତ୍ୱ ବିଷୟରେ ଆଲୋଚନା ବଢୁଛି, ଏବଂ ତାରିକ ରହମାନ ଏହି ପରିବର୍ତ୍ତନର କେନ୍ଦ୍ରରେ ଅଛନ୍ତି। ପ୍ରାୟ ୧୭…
ଗଞ୍ଜାମରୁ ପୁରୀ ଗଲେ ୭୪ ଶ୍ରଦ୍ଧାଳୁ, ଦୁଇଟି ବସ୍ରେ ଯାଇ…
ଛତ୍ରପୁର,୧୩ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରଠାରେ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଶୁକ୍ରବାର ନବରଙ୍ଗପୁରରୁ ଏହାର ଶୁଭାରମ୍ଭ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିପାରିବେ। ଏହି ଅବସରରେ…
ବାଇକ୍ ସହ ବ୍ରିଜ୍ ତଳକୁ ଖସିପଡ଼ିଲେ ବୃଦ୍ଧ, ଆଉ ତା’ ପରେ…
ଥୁଆମୂଳରାମପୁର,୧୩ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅନ୍ତର୍ଗତ ଲୋହରାଜୋର ବ୍ରିଜ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍ ନିୟନ୍ତ୍ରଣ ହରାଇ ପ୍ରାୟ ୧୫ ଫୁଟ ତଳକୁ ଖସି ପଡ଼ିବାରୁ ଜଣେ ବୃଦ୍ଧଙ୍କର ଘଟଣାସ୍ଥଳରେ ହିଁ…
Archives


