କାହିଁକି ଲାଲୁଙ୍କ ପରିବାରକୁ ସିଧାସଳଖ ଟାର୍ଗେଟ କଲେ ଚିରାଗ ପାସଓ୍ବାନ? ଜାଣନ୍ତୁ ଏହା ପଛର ରହସ୍ୟ
ପାଟନା,୮।୧୧: କେନ୍ଦ୍ର ମନ୍ତ୍ରୀ ଏବଂ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ମୁଖ୍ୟ ଚିରାଗ ପାସୱାନ ଶନିବାର (ନଭେମ୍ବର ୮, ୨୦୨୫) ବିରୋଧୀ ମହାମେଣ୍ଟକୁ ଟାର୍ଗେଟ କରିଥିଲେ। ସେ ସିଧାସଳଖ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ଉପରେ ମଧ୍ୟ ଆକ୍ରମଣ...
କାର୍ରେ ଗାର୍ଲଫ୍ରେଣ୍ଡକୁ କରୁଛନ୍ତି କିସ୍? ବାନ୍ଧିବ ପୋଲିସ୍
ନୂଆଦିଲ୍ଲୀ,୮।୧୧: ଆଜିକାଲି ଯୁବପିଢ଼ି ପ୍ରାୟତଃ ଡେଟରେ ଯାଆନ୍ତି। ଏହି ସମୟ ମଧ୍ୟରେ ସେମାନେ ଏକାଠି ସମୟ ବିତାଇ ପରସ୍ପରକୁ ଜାଣିବାକୁ ଚେଷ୍ଟା କରନ୍ତି। ଏହି ବିଶେଷ ସମୟ ସେମାନଙ୍କୁ ନିକଟତର ହେବାର ସୁଯୋଗ ମଧ୍ୟ ଦିଏ, ଏବଂ କେତେବେଳେ ସେମାନେ...
ମହିଳାଙ୍କ ସହ ଅସଭ୍ୟ ବ୍ୟବହାର କଲେ ରାପିଡୋ କ୍ୟାପଟେନ! ଇନଷ୍ଟା ପୋଷ୍ଟରେ ପ୍ରତିକ୍ରିୟା ରଖିଲା କମ୍ପାନୀ
ବେଙ୍ଗାଲୁରୁ,୮।୧୧: ବେଙ୍ଗାଲୁରୁର ଜଣେ ମହିଳା ଯାତ୍ରୀ ରାପିଡୋ ବାଇକ ଟ୍ୟାକ୍ସି ଡ୍ରାଇଭରଙ୍କ ଉପରେ ତାଙ୍କ ସହ ଅସଭ୍ୟ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଯାତ୍ରା ସମୟରେ ଆରୋହୀ ତାଙ୍କ ଗୋଡ଼ ଧରିବାକୁ ଚେଷ୍ଟା କରିଥିଲେ।...
ପ୍ରତିଭା ସମ୍ମାନ ସମାରୋହ: ପ୍ରତିଭାକୁ ଖୋଜିଖୋଜି…
ବଲାଙ୍ଗୀର,୮।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ସ୍ବତନ୍ତ୍ର ପ୍ରତିଭା ସମ୍ମାନ ସମାରୋହ ଶନିବାର ଜିଲା ସିଭିଲ କୋର୍ଟ ବାର ହଲଠାରେ ଅନୁଷ୍ଠିତ ହୋଇଛି। ଜିଲା ଓକିଲ ସଂଘ ସଭାପତି ବାସୁଦେବ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିଭା...
ହଠାତ ଅଧାରୁ ଅଟକାଗଲା ମ୍ୟାଚ୍, ମଇଦାନରୁ ବାହାରକୁ ଗଲେ ଖେଳାଳି, ଦର୍ଶକ ବି ଲୁଚିଲେ; ଗାବାରେ କ’ଣ ଏମିତି ହେଲା?
ବ୍ରିସବେନ, ୮।୧୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରଜ୍ର ଅନ୍ତିମ ମ୍ୟାଚ୍ରେ ଏକ ଅଦ୍ଭୁତ ଘଟଣା ଘଟିଛି। ଅଧାରୁ ହଠାତ ମ୍ୟାଚ୍କୁ ଅଟକାଇ ଦିଆଯାଇଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ମ୍ୟାଚ ବ୍ରିସବେନ୍ର...
ପୀତବାସଙ୍କ ପରିବାରକୁ ୨୪ ଘଣ୍ଟିଆ ସୁରକ୍ଷା: ସ୍ତ୍ରୀଙ୍କ ଅଭିଯୋଗ ପରେ…
ବ୍ରହ୍ମପୁର, ୮।୧୧(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡାଙ୍କ ପରିବାରକୁ ୨୪ ଘଣ୍ଟିଆ ସୁରକ୍ଷା ଦିଆପିବ। ପୀତବାସଙ୍କ ଘର ଚାରିପଟେ ସାଧା ପୋଷାକଧାରୀ ପୋଲିସ ମୁତୟନ ହେବେ। ତାଙ୍କ ସ୍ତ୍ରୀଙ୍କ ପ୍ରେସମିଟ ପରେ ସୁରକ୍ଷା ଦେବାକୁ ପଦକ୍ଷେପ ନିଆଯାଇଛି। ଅଭିଯୁକ୍ତ...
ନୂଆପଡ଼ାରୁ ନବୀନଙ୍କୁ ନିଶାନା କଲେ ମୋହନ: କହିଦେଇଗଲେ ଭିତିରି କଥା..
ନୂଆପଡ଼ା,୧୧।୮(ମକାରୁ ବେମାଲ): ମୁଖ୍ୟମନ୍ତ୍ରୀ ମୋହନ ମାଝି ଶନିବାର ନୂଆପଡ଼ା ଗସ୍ତରେ ଆସିଛନ୍ତି। ସେଠାରୁ ସେ ସିଧା ନବୀନଙ୍କୁ ନିଶାନା କରିଛନ୍ତି। ସେ କହିଛନ୍ତି, ନୂଆପଡ଼ାର ଆଦିବାସୀ ଜନଜାତି ପ୍ରତି ଅବହେଳା ହୋଇଛି। ଅଭୟାରଣ୍ୟ ଭିତରେ ଥିବା ସୁନାବେଡ଼ା ଗାଁରେ ମୁଖ୍ୟମନ୍ତ୍ରୀ...
କ୍ରମାଗତ ଦ୍ୱିତୀୟ ଅପରାଜିତ ଶତକ ମାରିଲେ ଧ୍ରୁବ ଜୁରେଲ, ବିପଦରେ ରିଷଭ ପନ୍ତଙ୍କ ସ୍ଥାନ!
ନୂଆଦିଲ୍ଲୀ,୮।୧୧: ଟିମ ଇଣ୍ଡିଆର ଉଦୀୟମାନ ୱିକେଟକିପର-ବ୍ୟାଟ୍ସମ୍ୟାନ ଧ୍ରୁବ ଜୁରେଲ ଉତ୍କୃଷ୍ଟ ଫର୍ମରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ପୂର୍ବରୁ ଭାରତ ଏ ପାଇଁ ଖେଳୁଥିବା ସେ ଦ୍ୱିତୀୟ ଅଣଆନୁଷ୍ଠାନିକ ମ୍ୟାଚରେ ତାଙ୍କର ଦ୍ୱିତୀୟ ଶତକ ହାସଲ କରିଥିଲେ।...
୧୦ ଫୁଟ ତଳେ ପଡ଼ିଥିଲେ ଯୁବକ, ଆଧାରକାର୍ଡରୁ ଜଣାପଡ଼ିଲା ପରିଚୟ
ମୋହନା,୮ା୧୧(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲେଡ଼ବନ୍ଧ ବୁଲାଣି ରାସ୍ତା କଡ଼ରୁ ଯୁବକକୁ ପୋଲିସ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଦ୍ୱାରା ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର କିରନ କୁମାର ସାହୁ ମୃତ ଘୋଷଣା...
ନୂଆପଡ଼ା ରୋଡ୍ରେ ହୋଟେଲ ଯାଞ୍ଚ
ନୂଆପଡ଼ା,୮ା୧୧(ମକାରୁ ବେମାଲ): ନୂଆପଡ଼ା ଓ ଖରିଆର ରୋଡ୍ରେ ଶନିବାର ବିଭିନ୍ନ ହୋଟେଲରେ ଯାଞ୍ଚ ଚାଲିଛି। ନିର୍ବାଚନ ପ୍ରଚାର ସରିବାକୁ ଗୋଟିଏ ଦିନ ବାକିଥିବାବେଳେ କଡ଼ାକଡ଼ି ଯାଞ୍ଚ ଚାଲିଛି। ଆୟକର ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଯାଞ୍ଚ ଚାଲିଛି। ସେହିପରି...
‘ପାକ୍ର ସିଗାରେଟ, ଚାଇନାର ହ୍ୟାଣ୍ଡ ଗ୍ରେନେଡ’, ମୃତ ଆତଙ୍କବାଦୀ ଖୋଲିଦେଲେ ମୁନିରଙ୍କ ଘଟିଆ ପ୍ଲାନର ପୋଲ୍
ଇସଲାମାବାଦ,୮।୧୧: ଜମ୍ମୁ ଓ କଶ୍ମୀରର କୁପୱାଡା ଜିଲାର କେରନ ସେକ୍ଟରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଭାରତୀୟ ସେନା ଅପରେଶନ ପିମ୍ପଲ ସମୟରେ ଏକ ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରି ଏକ ପାକିସ୍ତାନୀ ଆତଙ୍କବାଦୀ...
DNA ଆବିଷ୍କାରକ ଜେମ୍ସ ଓ୍ବାଟସନଙ୍କ ପରଲୋକ. ୧୯୬୨ରେ ମିଳିଥିଲା ନୋବେଲ ପୁରସ୍କାର
ଚିକାଗୋ,୮।୧୧: ଡିଏନଏ ଆବିଷ୍କାରକ ଏବଂ ନୋବେଲ ପୁରସ୍କାର ବିଜେତା ଜେମ୍ସ ୱାଟସନଙ୍କର ୯୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ୧୯୫୩ ମସିହାରେ, ୱାଟସନ twisted-ladder structure(ଡବଲ ହେଲିକ୍ସ) ଆବିଷ୍କାର କରିଥିଲେ। ଏହି ଆବିଷ୍କାର ଚିକିତ୍ସା, ଅପରାଧ ତଦନ୍ତ, ବଂଶାବଳୀ ଏବଂ...
Archives


