Home Left

ପୁଣି ବଢିଲା ଶୀତ: ୪ ଦିନରେ ୪ ଡିଗ୍ରୀ ଖସିଲା ପାରଦ

ଦାରିଙ୍ଗବାଡି, ୧୨ /୧୧ (ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଏବେ ଶୀତର ସହର ଭାବେ ଜଣାଶୁଣା। ଜଳବାୟୁ ପରିବର୍ତ୍ତନ ଶୀତଳ ପବନ ବୋହିବା ସହ ଦୈନିକ ପାରଦ ତଳକୁ ତଳକୁ ଖସୁଛି । ବୁଧବାର...

କେଉଁ ରୋଗ ଯୋଗୁ ହଠାତ୍‌ ଚେତାଶୂନ୍ୟ ହୋଇ ପଡ଼ିଲେ ଗୋବିନ୍ଦା , ଜାଣନ୍ତୁ ଏହା କେତେ ବିପଦପୂର୍ଣ୍ଣ…

ମୁମ୍ବାଇ, ୧୨।୧୧: ବଲିଉଡର ନମ୍ବର ୱାନ ହିରୋ ଗୋବିନ୍ଦା ମଙ୍ଗଳବାର ରାତିରେ ହଠାତ୍‌ ତାଙ୍କ ନିଜ ଘରେ ବେହୋସ ହୋଇ ପଡ଼ିଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ପ୍ରଶ୍ନ ଉଠୁଛି ଯେ କେଉଁ ରୋଗ ଯୋଗୁ ଗୋବିନ୍ଦା ହଠାତ୍‌...

ହସ୍ପିଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ, ୧୨।୧୧: ବହୁ ଦିନ ଧରି ମୁମ୍ବାଇର ବ୍ରିଚ କ୍ୟାଣ୍ଡେଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଧର୍ମେନ୍ଦ୍ରଙ୍କୁ ଆଜି ସକାଳ ୭:୩୦ ରେ ଡିସଚାର୍ଜ କରାଯାଇଛି। ତାଙ୍କ ପୁଅ ବବି ଦେଓଲ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲରୁ ବାରିଛନ୍ତି। ସୂତ୍ର ଅନୁସାରେ, ପରିବାର...

ମିଳୁନି ସୁନାଘାସ ନାଳିଆ: ଚିନ୍ତାରେ ବୁଣାକାର ପରିବାର

ମହାକାଳପଡ଼ା, ୧୨ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଉପକୂଳ ଅଞ୍ଚଳ ନଦୀ ନାଳଘେରା ଜଙ୍ଗଲ ମଧ୍ୟରେ ପ୍ରଚୁର ପରିମାଣରେ ସୁନାଘାସ ନାଳିଆ ବିଲୁପ୍ତହେବାକୁ ବସିଲାଣି। ନାଳିଆ ଏକ ଶକ୍ତ ଘାସ, ଲୁଣା ହେନ୍ତାଳ ଜଙ୍ଗଲ ଅବକ୍ଷୟ ରୋକିବାରେ ସହାୟକ...

ମାର୍ଲବା ଘାଟିରେ ଦୁର୍ଘଟଣା: ପାହାଡ଼କୁ ଧକ୍କା ଦେଲା ମେଶିନ ବୋଝେଇ ଟ୍ରକ

ମୋହନା,୧୨।୧୧(ମନ୍ମଥ ମିଶ୍ର): ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ ମାର୍ଲବା ଘାଟିରେ ମଙ୍ଗଳବାର ରାତିରେ ଏକ ହିଟାଚି ମେଶିନ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଡ୍ରାଇଭର ମୃତ ହୋଇଥିବା ସହ ଦୁଇ ଗୁରୁତର ଆହତ ହୋଇଛନ୍ତି। ଟ୍ରକ୍‌ଟି...

ଏଇ ଭାରତରେ

ଯୋଜନା ସଫଳ ହେବା ପାଇଁ ସାମଗ୍ରିକ ଉଦ୍ୟମ ଲୋଡ଼ା, ଯାହା ପ୍ରମାଣ କରିଛନ୍ତି ତ୍ରିପୁରାର ଦାସପରା ଗାଁ। ତ୍ରିପୁରାର ବାୟୋ ଭିଲେଜ ୨.୦ ଯୋଜନାକୁ ଆଧାର କରି ଏହି ଗାଁ ଭାରତର ପ୍ରଥମ ବାୟୋ ଭିଲେଜ ବା ଜୈବ ଗଁାର...

କାଗଜ ବାଘ

ଦ୍ୱିତୀୟ ବିଶ୍ୱଯୁଦ୍ଧ ଉପରାନ୍ତ ଏହାର ଧ୍ୱଂସାବଶେଷ ଉପରେ ଜାତିସଂଘ ଏକ ସ୍ବପ୍ନ ନେଇ ସ୍ଥାପିତ ହୋଇଥିଲା। ଏହାର ପ୍ରଧାନ ଲକ୍ଷ୍ୟ ହେଉଛି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବା। କିନ୍ତୁ ଶାନ୍ତି ବଦଳରେ ବିଶ୍ୱରେ ଦିନକୁ ଦିନ ଅଶାନ୍ତିର ବାତାବରଣ ଏବଂ...

ଜଙ୍ଗଲ ସମ୍ପଦରେ ନବମ

ବୈଶ୍ୱିକ ପରିବେଶଜନିତ ସମସ୍ୟାରାଜିର ଗାମ୍ଭିର୍ଯ୍ୟ ଦୃଷ୍ଟିରୁ ସମ୍ପ୍ରତି ଯେତେବେଳେ ଜଙ୍ଗଲ ସମ୍ପଦର ସଂରକ୍ଷଣ ଏବଂ ବୃକ୍ଷରୋପଣ ମାଧ୍ୟମରେ ସବୁଜିମାର ପ୍ରସାରଣ ବିଶ୍ୱ ସମ୍ପ୍ରଦାୟର ଈପ୍ସିତ ଲକ୍ଷ୍ୟ ପାଲଟିଛି, ସେତେବେଳେ ଆମ ରାଷ୍ଟ୍ର ନିମନ୍ତେ ଏକ ଯଥାର୍ଥ ଖୁସିର ଖବର ଉପଲବ୍ଧ...

ନାଗ ସାପକୁ KISS କରୁଥିଲେ ଏହି ବ୍ୟକ୍ତି, ତା’ପରେ ଯାହା ଘଟିଲା ସହଜେ କରିବେନି ବିଶ୍ୱାସ: ଦେଖନ୍ତୁ VIDEO

ସାପମାନଙ୍କ ମଧ୍ୟରେ ନାଗ ନାମ ଶୁଣିଲେ ଅଧିକାଂଶ ଲୋକଙ୍କ ଶରୀର ଥରହର ହୋଇଯାଏ। ଏହାକୁ ବିଶ୍ୱର ସବୁଠାରୁ ଭୟଙ୍କର ସାପ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ...

ଜନସାଧାରଣଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି ରାସ୍ତା, ବଡ଼ ବଡ଼ ଖାଲ, ଅଳିଆ ଆବର୍ଜନା ଯୋଗୁ…

ଗଞ୍ଜାମ, ୧୨।୧୧ (ଅଖିଳ ତରାଇ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତରେ ରାସ୍ତା ମରାମତିର ଅଭାବ ଯୋଗୁ ସ୍ଥାନୀୟ ବାସିନ୍ଦାମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। କରପଡ଼ା ବଜାର ସାହିରେ ଥିବା ପଞ୍ଚାୟତ କାର୍ଯ୍ୟାଳୟରୁ ଶନି ମନ୍ଦିର ପର୍ଯ୍ୟନ୍ତ...

ଧୋନୀଙ୍କ କାରଣରୁ CSK ଛାଡୁଛନ୍ତି ଜାଡେଜା! ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା

ନୂଆଦିଲ୍ଲୀ,୧୨।୧୧: ଚେନ୍ନାଇ ସୁପର କିଙ୍ଗ୍ସ ସହିତ ରବିନ୍ଦ୍ର ଜାଡେଜାଙ୍କ ୧୨ ବର୍ଷର ସମ୍ପର୍କ ଖୁବ ଶୀଘ୍ର ଶେଷ ହୋଇପାରେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ରାଜସ୍ଥାନ ରୟାଲ୍ସକୁ ଯିବା ପାଇଁ ଏକ ବାଣିଜ୍ୟ ଚୁକ୍ତି ପାଇଁ ଏକ ବୁଝାମଣାପତ୍ର ସ୍ବାକ୍ଷର...

ଆଉ ଥରେ ହେଉ ନୂଆପଡ଼ା ଉପନିର୍ବାଚନ, କଂଗ୍ରେସ ବଟନ ଟିପିଲେ ଭାଜପାକୁ ଯାଉଛି: ସାଂଘାତିକ ଅଭିଯୋଗ କଲା କଂଗ୍ରେସ

ଭୁବନେଶର,୧୨।୧୧: ନୂଆପଡ଼ାର ଉପନିର୍ବାଚନରେ ଭୋଟ ଚୋରି ନେଇ ସାଙ୍ଘାତିକ ଅଭିଯୋଗ ଆଣିଛି କଂଗ୍ରେସ। ଏହି ଅବସରରେ ମଙ୍ଗଳବାର ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ପିସିସି ଉପସଭାପତି ତଥା ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ଖବରଦାତାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri