ବାଣ କାରିଗରଙ୍କ ଘରେ ଭୟଙ୍କର ବିସ୍ଫୋରଣ: ମହିଳା ଗୁରୁତର ହୋଇ…
ନିଶ୍ଚିନ୍ତକୋଇଲି,୧୨ା୧୧(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ ନତକାଇ ଗ୍ରାମରେ ବାଣ ବିସ୍ଫୋରଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ନତକାଇ ଗ୍ରାମର ଜଣାଶୁଣା ବାଣ କାରିଗର ଭାଗ୍ୟଧର ମଳିକଙ୍କ ଘରେ ବୁଧବାର ମଧ୍ୟାହ୍ନରେ ଆକସ୍ମିକ ଭାବେ ବାଣ...
ଗଛ ଲଗାଇଲେ ହେଲେ ଚାଷୀଙ୍କୁ ମିଳିଲାନି ପାରିଶ୍ରମିକ
ରାଇକିଆ,୧୨ା୧୧(ପ୍ରଦୀପ ବେହେରା): ଲୋକଙ୍କୁ ରୋଜଗାର ଯୋଗାଇବା ଏବଂ ବିଭିନ୍ନ ପ୍ରକାର ଚାଷ କାର୍ଯ୍ୟ ପାଇଁ ଯୋଜନା କରି ଚାଷୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ଚାଷୀ ମଧ୍ୟ ସରକାରଙ୍କ ଯୋଜନା ଉପରେ ଭରସା କରି...
୫୧ ବର୍ଷ ବୟସରେ ବି ଫିଟ୍ କରିସ୍ମା: ଜାଣନ୍ତୁ ତାଙ୍କ ଫିଟ୍ନେସ୍ର ରାଜ୍
ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର ଆଜିବି ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି। ୫୧ ବର୍ଷ ବୟସରେ ମଧ୍ୟ କରିସ୍ମାଙ୍କ ଚମକ ଏବଂ ଫିଟନେସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ସେ ଏବେ ବି ଆଗଭଳି ଫିଟ ଏବଂ ଆତ୍ମବିଶ୍ୱାସୀ ଅଛନ୍ତି। ରେଡ...
ନୂଆପଡ଼ା ଉପନିର୍ବାଚନକୁ ନେଇ ପ୍ରମିଳାଙ୍କ ନୂଆ ଥିଓରି, କହିଲେ ସବୁ ଠିକ୍ ଥିଲେ ଆମେ…
ଭୁବନେଶ୍ୱର,୧୨ା୧୧: ନୂଆପଡ଼ା ଉପନିର୍ବାଚନ ଫଳାଫଳକୁ ନେଇ ବିଜେଡିର ନୂଆ ଥିଓରି ସାମ୍ନାକୁ ଆସିଛି। ପ୍ରେସ୍ମିଟ୍ କରି ଭାଜପାକୁ ଟାର୍ଗେଟ କରିଛନ୍ତି ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ସବୁ ଠିକ ଥିଲେ ଆମେ ୧୦ ହଜାର ଭୋଟ୍ରେ ଜିତିବୁ। ଭାଜପା ଯଦି...
୨ ସ୍ତ୍ରୀ ଥିବା ସ୍ବାମୀଙ୍କ ସମ୍ପତ୍ତି କେମିତି ବଣ୍ଟାଯାଏ, ଜାଣନ୍ତୁ ସମ୍ପୂର୍ଣ୍ଣ ନିୟମ
ମୁମ୍ବାଇ,୧୨।୧୧: ଚଳଚ୍ଚିତ୍ର ଅଭିନେତା ଧର୍ମେନ୍ଦ୍ର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ତାଙ୍କର ସମ୍ପୂର୍ଣ୍ଣ ପରିବାର ଏକାଠି ଅଛନ୍ତି। ତାଙ୍କର ଦୁଇଟି ସ୍ତ୍ରୀ ଅଛନ୍ତି: ପ୍ରକାଶ କୌର ଏବଂ ଭାଜପା ଏମ୍ପି ତଥା ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତ୍ରୀ ହେମା...
ଚାଲିଥିଲା ଯାତ୍ରା: ହଠାତ୍ ଦର୍ଶକ ମଞ୍ଚକୁ ଫିଙ୍ଗିଲେ ଚେୟାର, କଳାକାରଙ୍କୁ ମାରିଲେ ମାଡ଼…
ବାସୁଦେବପୁର,୧୨ା୧୧(କାଳୀପଦ ରାୟ): ଭଦ୍ରକ ସଦର ବ୍ଲକ ଅଧୀନ ସାହାଡ଼ା ପଞ୍ଚାୟତରେ ଲାଲାଜୀ ଗୌଡ଼ିୟ ମଠ ନିକଟରେ ମଙ୍ଗଳବାର ରାତିରେ ଅପେରା ରାଜନନ୍ଦିନୀ ଦ୍ୱାରା ନାଟକ ପରିବେଷଣ କରାଯାଉଥିଲା। ମେଲୋଡ଼ି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଜଣେ ଦର୍ଶକ ଉପସ୍ଥାପକଙ୍କୁ ଅଶ୍ଳୀଳ ଭାଷାରେ...
ବରଗଡ଼ରେ ପୁଣି ବୁଲିଲା ବୁଲ୍ଡୋଜର
ବରଗଡ଼,୧୨ା୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ପୁଣି ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ବୁଧବାର ସ୍ଥାନୀୟ ବାନ୍ଦୁଟିକ୍ରା ଛକରୁ ଘୁଲିପାଲି ଛକ ରାସ୍ତା ପାଶର୍ବ ଜବରଦଖଲ ଉଚ୍ଛେଦ କରାଯାଉଛି। ରାସ୍ତା ପ୍ରଶସ୍ତିକରଣ ଓ ଡ୍ରେନ ନିର୍ମାଣ ପାଇଁ ଏହି ଉଚ୍ଛେଦ ଚାଲିଛି।...
ବାପା ଧର୍ମେନ୍ଦ୍ରଙ୍କୁ ସ୍ବାସ୍ଥ୍ୟକୁ ନେଇ ଏମିତି କଥା କହିଦେଲେ ସନି ଦେଓଲ
ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ପ୍ରଶଂସକମାନଙ୍କ ପାଇଁ କିଛି ଆଶ୍ୱସ୍ତି ଆସିଛି। ତାଙ୍କୁ ଆଜି ସକାଳ ପ୍ରାୟ ୭:୩୦ ସମୟରେ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ତାଙ୍କ ପରିବାର ତାଙ୍କୁ ଘରେ ଚିକିତ୍ସା କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ...
ସାମ୍ନାକୁ ଆସିଲା ଦିଲ୍ଲୀ ବିସ୍ଫୋରଣର ନୂଆ ସିସିଟିଭି ଫୁଟେଜ: Video ଦେଖିଲେ ଥରିଉଠିବ ଛାତି
ନୂଆଦିଲ୍ଲୀ,୧୨।୧୧: ଦିଲ୍ଲୀ ବିସ୍ଫୋରଣର ନୂଆ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଏଥିରେ ଲାଲକିଲ୍ଲା ନିକଟରେ ଚଳନ୍ତା ଯାନ ମଧ୍ୟରେ ଏକ କାରରେ କିପରି ବୋମା ବିସ୍ଫୋରଣ ହୋଇଥିଲା। ଫୁଟେଜ ସ୍ପଷ୍ଟ ଭାବରେ କାରର ଗତିବିଧି ଏବଂ ଆଖପାଖର ପରିବେଶକୁ ଦର୍ଶାଉଛି।...
ଟ୍ରାକ୍ଟର ଚପାଇ ୨ ଭାଇଙ୍କୁ ହତ୍ୟା କଲେ ଚୋରି କରିବା ପାଇଁ ଆସିଥିବା ଦୁର୍ବୃତ୍ତ
ଭବାନୀପାଟଣା/ ଧର୍ମଗଡ଼,୧୨।୧୧(ଉତ୍ତମ କୁମାର ଦାଶ/ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅଧୀନ ମେରଘରା ଗ୍ରାମରେ ମଙ୍ଗଳବାର ଦୁଃଖଦ ଘଟଣା ଘଟିଛି। ଟ୍ରାକ୍ଟର ଟ୍ରଲି ଚୋରି ପାଇଁ ଆସିଥିବା ଦୁର୍ବୃତ୍ତମାନେ ୨ଭାଇ ଅଟକାଇବାରୁ ଟ୍ରାକ୍ଟର ଚପାଇ ସେମାନଙ୍କୁ ହତ୍ୟା କରିଛନ୍ତି।...
ପୁଣି ହେବ କି ଭାରତ-ପାକିସ୍ତାନ ଯୁଦ୍ଧ? ମୋଦି ନେବେ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୧୨।୧୨: ଦିଲ୍ଲୀ ବିସ୍ଫୋରଣକୁ ନେଇ ଆଜି ବସୁଛି CCS ବୈଠକ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି ସୁରକ୍ଷା ସଂପର୍କିତ କେନ୍ଦ୍ର କ୍ୟାବିନେ ବୈଠକ। ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି। ପାକିସ୍ତାନ ବିରୋଧରେ ପ୍ରମାଣ ମିଳିଲେ ହୋଇପାରେ ବଡ଼ ଆକ୍ସନ। ପୁଲୱାମା ଆତଙ୍କବାଦୀ...
ଟ୍ରମ୍ପଙ୍କ ବଡ଼ ଖୁଲାସା: କହିଲେ ବିଦେଶୀ ଛାତ୍ରମାନଙ୍କୁ ନିଷେଧ କଲେ ବନ୍ଦ ହୋଇପାରେ…
ଓ୍ବାଶିଂଟନ,୧୨ା୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ବିଦେଶୀ ଛାତ୍ରମାନଙ୍କୁ ପଢ଼ିବାକୁ ଅନୁମତି ଦେବା ପାଇଁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ଏହା କେବଳ ଦେଶର ଶିକ୍ଷା ବ୍ୟବସ୍ଥାକୁ ମଜବୁତ କରେ ନାହିଁ ବରଂ ଆର୍ଥିକ ଦୃଷ୍ଟିରୁ ମଧ୍ୟ...
Archives


