ସବୁ ଖେଳ ଓଲଟାଇ ଦେଲେ ମୋଦିଙ୍କ ହନୁମାନ, ନୀତୀଶଙ୍କଠାରୁ ତେଜସ୍ବୀଙ୍କ ପର୍ଯ୍ୟନ୍ତ ସମସ୍ତେ ବେଦମ, ଲମ୍ବା ଡିଆଁରେ କଲେ ମହାରେକର୍ଡ
ପାଟନା,୧୪।୧୧: ବିହାର ବିଧାନସଭା ନିର୍ବାଚନରେ ଏପର୍ଯ୍ୟନ୍ତ ଥିବା ଟ୍ରେଣ୍ଡ ଅନୁଯାୟୀ, NDA ସରକାର ପୁଣି ଥରେ ଗଠନ ହେବା ନିଶ୍ଚିତ ବୋଲି ବିବେଚନା କରାଯାଉଛି। ମହାମେଣ୍ଟର ସମସ୍ତ ଦଳ ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଛନ୍ତି। ଗତ ବିଧାନସଭା ନିର୍ବାଚନରେ,...
ଗ୍ୟାସ୍ ଫିଲିଂ ଷ୍ଟେଶନରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ଜୀବନ ଗଲା
ରାୟଗଡ଼ା,୧୪ା୧୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାସ୍ଥିତ ଏଚ୍ପି ଗ୍ୟାସ୍ ଫିଲିଂ ଷ୍ଟେଶନରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ରାୟଗଡ଼ା ବ୍ଲକ ପିତାମହଲ ଗ୍ରାମ ନୀର ବିଶ୍ୱାଳଙ୍କ ପୁଅ ଆଲୋକ। ସେ ଏଚ୍ପି ଫିଲିଂ ଷ୍ଟେଶନରେ ଶ୍ରମିକ...
“ବିହାର ବିଜୟ ଆମର, ଏବେ ପଶ୍ଚିମବଙ୍ଗର ପାଳି”: ପ୍ରାରମ୍ଭିକ ଟ୍ରେଣ୍ଡ ପରେ କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ବୟାନ
ପାଟନା,୧୪ା୧୧: ବିହାର ନିର୍ବାଚନ ଭୋଟ୍ ଗଣତିରେ ଭାଜପା ନେତୃତ୍ୱାଧୀନ ଏନଡିଏ ମେଣ୍ଟ ଏକ ବଡ଼ ଅଗ୍ରଣୀ ହାସଲ କରିଥିବା ବେଳେ, କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଦୃଢ଼ତାର ସହ କହିଛନ୍ତି ଯେ ଏହି ବିଜୟ ଏନଡିଏ’ର ଏବଂ ଦଳର ପରବର୍ତ୍ତୀ ଲକ୍ଷ୍ୟ...
ଜାତୀୟ ଉଦ୍ୟାନ, ଅଭୟାରଣ୍ୟ ନିକଟରେ ଖଣି ଖନନ ମନା
ନୂଆଦିଲ୍ଲୀ,୧୪ା୧୧: ସରଣ୍ଡା ଜଙ୍ଗଲର ୧୨୬ଟି ଅଞ୍ଚଳକୁ ୩ ମାସ ମଧ୍ୟରେ ବନ୍ୟପ୍ରାଣୀ ଅଭୟାରଣ୍ୟ ଘୋଷଣା କରିବାକୁ ସର୍ବୋଚ୍ଚ ଅଦାଲତ ଝାଡ଼ଖଣ୍ଡ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଉକ୍ତ ଅଞ୍ଚଳ ସୀମାର ୧ କିଲୋମିଟର ପରିଧି ମଧ୍ୟରେ କୌଣସି ପ୍ରକାର ଖଣି...
ରାତିରେ ପରିସ୍ରା କରିବାକୁ ଉଠିଥିଲେ ଯୁବକ, ଗୁଳିମାଡ଼ କଲେ ଗୋଚାଲାଣକାରୀ
କେନ୍ଦ୍ରପଡ଼ା,୧୪ା୧୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ଗୋଚାଲାଣକାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସମୟରେ ଧରାପଡ଼ି ଜେଲ୍ ଯାଉଥିଲେ ମଧ୍ୟ ଏହା ବନ୍ଦ ହେଉନାହିଁ। ଗୁରୁବାର ରାତିରେ ଏପରି ଏକ ଦୌରାତ୍ମ୍ୟ ଘଟଣା ସଦର ଥାନା ଗଣ୍ଡାକିଆ ନିକଟ ନରଣପୁର...
ଆଦିବାସୀ ଯୁବତୀଙ୍କୁ ଅସଦାଚରଣ କରି ବେଫିକର ବୁଲୁଛନ୍ତି ଅଭିଯୁକ୍ତ, ସପ୍ତାହକ ପରେ ବି…
ଅମରପାଲି,୧୪ା୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହରିହର ଯୋର (ଠେଙ୍ଗୋ ଡ୍ୟାମ୍) ଫାଣ୍ଡି ଅଧିନସ୍ଥ ଦୁର୍ଜନତୈଲା ଅଞ୍ଚଳରେ ଜଣେ ଆଦିବାସୀ ଯୁବତୀଙ୍କୁ ଅସଦାଚରଣ ସହିତ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ କିଛି ଦିନ ପୂର୍ବରୁ...
ଅଫିସ୍ ରୋମାନ୍ସରେ ଭାରତ ଦ୍ୱିତୀୟ: ପୁରୁଷମାନେ ମହିଳା ସହକର୍ମୀଙ୍କ ସହ…
ନୂଆଦିଲ୍ଲୀ,୧୪ା୧୧: ଭାରତରେ ଅଫିସ୍ ରୋମାନ୍ସ ବା କାର୍ଯ୍ୟସ୍ଥଳୀରେ ପ୍ରେମ କରିବା ଦେଖାଯାଇଥାଏ। ଡେଟିଂ ପ୍ଲାଟଫର୍ମ ‘ଆଶ୍ଲେ ମ୍ୟାଡିସନ’ ପକ୍ଷରୁ କରାଯାଇଥିବା ବିଶ୍ୱସ୍ତରୀୟ ଅଧ୍ୟୟନ ଅନୁଯାୟୀ କର୍ମକ୍ଷେତ୍ରରେ ହେଉଥିବା ରୋମାନ୍ସ ବିଷୟରେ ଲୋକେ କରିଥିବା ସ୍ବୀକାରୋକ୍ତିରୁ ଜଣାପଡ଼ିଛି ଯେ, ଭାରତ ବିଶ୍ୱରେ...
ଆନ୍ଦୋଳନ ଭୟ: ପୋଲିସ ରାତି ଅଧିଆ ଚାଷୀନେତାଙ୍କୁ ଉଠାଇ ନେଇ…
ବରଗଡ଼/ଅତାବିରା,୧୪ା୧୧(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର ): ଧାନ ବିକ୍ରି ପଞ୍ଜୀକରଣ ଦାବିରେ ଗତ ୧୦ତାରିଖରୁ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଯୁକ୍ତ କୃଷକ ସଂଗଠନ ନେତୃତ୍ୱରେ ଧାରଣା ଚାଲିଛି। ଚାଷୀମାନେ ନିଜର ହକ୍ ଦାବିରେ ଶୀତ, କାକର ସହି ଅହୋରାତ୍ର ଧାରଣାରେ...
‘ସବୁ କାଶ୍ମୀରୀଙ୍କୁ ସନ୍ଦେହ କରିବା ବନ୍ଦ କରନ୍ତୁ’: ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣ ପରେ ଓମାର ଅବଦୁଲାଙ୍କ ବଡ଼ ବୟାନ
ନୂଆଦିଲ୍ଲୀ,୧୪ା୧୧: ଦିଲ୍ଲୀରେ ହୋଇଥିବା କାର୍ ବିସ୍ଫୋରଣ, ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି, ସେହି ଘଟଣାକୁ ଜମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ନିନ୍ଦା କରିବା ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଦେଇଛନ୍ତି। ସେ କାଶ୍ମୀରୀ ମୁସଲମାନ ସମ୍ପ୍ରଦାୟକୁ...
କେନ୍ଦ୍ରାପଡ଼ା ପୋଲିସକୁ କେନ୍ଦୁଝରରେ ଆକ୍ରମଣ: ପୋଲିସଠାରୁ ଅଭିଯୁକ୍ତଙ୍କୁ ଛଡ଼ାଇ ଆଣିଲେ ଦୁର୍ବୃତ୍ତ
ହାଟଡିହୀ,୧୪ା୧୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦୀପଦା ଥାନା ଅଞ୍ଚଳକୁ ଏକ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଧରି କେନ୍ଦ୍ରାପଡ଼ା ପୋଲିସ ଗୁରୁବାର ବିଳମ୍ବିତ ରାତିରେ ଯାଉଥିବାବେଳେ ପ୍ରାୟ ୨୦ ଜଣ ଦୁର୍ବୃତ୍ତ ପୋଲିସକୁ ଆକ୍ରମଣ କରି ଅଭିଯୁକ୍ତଙ୍କୁ ଛଡ଼ାଇ ଆଣିଛନ୍ତି। ଏନେଇ...
ପ୍ରମୁଖ ଉତ୍ପାଦନ କ୍ଷେତ୍ର ଉପରେ ବୋଝ କମ କରିବା ପାଇଁ ୧୪ଟି ଗୁଣବତ୍ତା ମାନଦଣ୍ଡକୁ ବାତିଲ କଲେ ସରକାର
ନୂଆଦିଲ୍ଲୀ,୧୪ା୧୧: କେନ୍ଦ୍ର ସରକାର ମୁଖ୍ୟ ଉତ୍ପାଦନ ଶିଳ୍ପଗୁଡ଼ିକ ଉପରୁ ନିୟାମକ ଚାପ ହ୍ରାସ କରିବା ଲକ୍ଷ୍ୟରେ ୧୪ଟି BIS (ଭାରତୀୟ ମାନକ ବ୍ୟୁରୋ) ଗୁଣବତ୍ତା ନିୟନ୍ତ୍ରଣ ନିର୍ଦ୍ଦେଶ (QCOs) ପ୍ରତ୍ୟାହାର କରିଛନ୍ତି। ଏହି ନିଷ୍ପତ୍ତି ରସାୟନ, ପ୍ଲାଷ୍ଟିକ ଏବଂ ବୟନ...
ଏଇ ଭାରତରେ
ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ଦେଶରେ ଉଦାହରଣ ସୃଷ୍ଟି କରିଛି ଦକ୍ଷିଣ ଦିଲ୍ଲୀର ନବଜୀବନ ବିହାର। ଏଠାରେ ରହନ୍ତି ୨୫୦ ପରିବାର। ପରିବାରଗୁଡ଼ିକରେ ପ୍ରତିଦିନ ରୋଷେଇଘରୁ ବାହାରୁ ଥିବା ବର୍ଜ୍ୟ ସହ ଅନ୍ୟାନ୍ୟ ଅଦରକାରୀ ଜିନିଷକୁ ପୁନଃ ବ୍ୟବହାର ଯୋଗ୍ୟ କରିପାରୁଛନ୍ତି...
Archives


