ଭଣ୍ଡ ସନ୍ୟାସୀଙ୍କ ‘ଚକ୍ରାନ୍ତ’…ନୂଆପଡ଼ାରେ ବିଜେଡି ହାରିବା ପରେ ସାଂଘାତିକ ଅଭିଯୋଗ ଆଣିଲେ ଶ୍ରୀମୟୀ
ଭୁବନେଶ୍ୱର,୧୪।୧୧: ବିଜେଡିରୁ ବହିଷ୍କାର ହୋଇଥିବା ଶ୍ରୀମୟୀ ମିଶ୍ର ବାରମ୍ବାର ଦଳକୁ ଟାର୍ଗେଟ୍ କରୁଛନ୍ତି। ସେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୁହେଁ, ବିଜେଡିର ପୂର୍ବତନ ନେତା କାର୍ତ୍ତିକେୟ ପାଣ୍ଡିଆନ୍ଙ୍କୁ ସମାଲୋଚନା କରୁଛନ୍ତି। ନୂଆପଡ଼ାରେ ବିଜେଡି ତୃତୀୟ ସ୍ଥାନ ହାସଲ କରିବା...
ବିହାର ନିର୍ବାଚନରେ ବିଜୟ ପୂର୍ବରୁ ପ୍ରଥମ ପ୍ରତିକ୍ରିୟା ଦେଲେ ମୋଦି, କହିଲେ ଏହା ସୁଶାସନ ସହ ବିକାଶର ହୋଇଛି ବିଜୟ
ପାଟନା,୧୪।୧୧: ପ୍ରଧାନମନ୍ତ୍ରୀ ମୋଦି ବିହାର ନିର୍ବାଚନ ଫଳାଫଳ ବିଷୟରେ ସୋସିଆଲ ମିଡିଆରେ ଲେଖିଛନ୍ତି, ‘ସୁଶାସନ ଜିତିଛି। ବିକାଶ ଜିତିଛି। ଜନ କଲ୍ୟାଣର ଆତ୍ମା ଜିତିଛି। ସାମାଜିକ ନ୍ୟାୟ ଜିତିଛି। ମୁଁ ବିହାରରେ ମୋ ପରିବାରର ସଦସ୍ୟମାନଙ୍କ ପ୍ରତି ଗଭୀର କୃତଜ୍ଞ,...
ବିହାର ଫଳାଫଳକୁ ନେଇ ମମତା ଶିବିରରେ ଛନକା! ପଦ୍ମ ଫୁଟିବା ଚର୍ଚ୍ଚା ମଧ୍ୟରେ TMC କହିଲା ଏମିତି…
କୋଲକାତା,୧୪।୧୧: ବିହାର ବିଧାନସଭା ନିର୍ବାଚନରେ ଏନ୍ଡିଏ ମେଣ୍ଟର ବିଜୟ ସୁନିଶ୍ଚିତ ହୋଇଥିବା ବେଳେ ପଶ୍ଚିମବଙ୍ଗର ମମତା ଶିବିରର ଚିନ୍ତା ବଢ଼ିଥିବା ଚର୍ଚ୍ଚା ଜୋର ଧରିଛି। ଏମିତିରେ ତୃଣମୂଳ କଂଗ୍ରେସ(ଟିଏମ୍ସି) ଶୁକ୍ରବାର ବିହାର ଫଳାଫଳ ନେଇ ମତ ରଖିଛି। ଦଳ କହିଛି...
Chirag Paswan : ଚିରାଗଙ୍କ ବିଜୟରେ ଝଲସି ଉଠିଲା NDA, କେମିତି ହେଲେ ବିହାର ପଲିଟିକ୍ସର ପାଓ୍ବାର ଷ୍ଟାର ଜାଣନ୍ତୁ…
ପାଟନା,୧୪।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନରେ NDAର ଭୂସ୍ଖଳନ ଏବଂ ଆଶା କରାଯାଇଥିବା ବିଜୟ ନିଶ୍ଚିତ ବୋଲି ବିବେଚନା କରାଯାଉଥିଲା, କିନ୍ତୁ ସବୁଠାରୁ ବଡ଼ ରାଜନୈତିକ ଆଶ୍ଚର୍ଯ୍ୟ ଏପରି ସ୍ଥାନରୁ ଆସିଥିଲା ଯାହାଠାରୁ ଆମେ ଆଶା କରୁ ନ ଥିଲୁ:...
ଦୀର୍ଘ ବର୍ଷ ହେବ ଯାହା ହୋଇ ନ ଥିଲା, ଗୋଟିଏ ମାସରେ କରିଦେଖାଇଲେ ବିଡ଼ିଓ: ହସୁଛି କଫି ବଗିଚା
ଦାରିଙ୍ଗବାଡି, ୧୪।୧୧ (ଅରୁଣ ସାହୁ): ଓଡିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲା ଦାରିଙ୍ଗବାଡି କଫି ବଗିଚାର ରୂପରେଖ ଗୋଟିଏ ମାସରେ ବଦଳି ଯାଇଛି । କଫିବଗିଚା ପରିସର ମଧ୍ୟରେ ଇଟା, ସିମେଣ୍ଟରେ ଦୁଇ ପାଖ ଅତି ସୁନ୍ଦରରେ ପାର୍କ...
ପାକିସ୍ତାନର ସାଂଘାତିକ ଧମକ, ଭାରତକୁ ଦୁଇଆଡୁ କରିବ ଆକ୍ରମଣ!
ଇସଲାମବାଦ,୧୪।୧୧: ଇସଲାମାବାଦରେ ଆତ୍ମଘାତୀ ବିସ୍ଫୋରଣ ପରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଏକ ପ୍ରମୁଖ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ପୂର୍ବ ସୀମାରେ ଭାରତ ଏବଂ ପଶ୍ଚିମ ସୀମାରେ ଆଫଗାନ ତାଲିବାନ ବିରୋଧରେ ଦୁଇ ମୋର୍ଚ୍ଚା...
ମନରେଗା ଯୋଜନାରେ କାମ କରୁଥିବାବେଳେ ଟଳିପଡ଼ିଲେ ଶ୍ରମିକ: ସହାୟତା ଦାବି
କର୍ଲାମୁଣ୍ଡା,୧୪।୧୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପଞ୍ଚାୟତର ମାତୃପୁରୀ ଅଞ୍ଚଳରେ ମନରେଗା ଯୋଜନାରେ ଗାତ ଖୋଳା କାମ ଚାଲୁଥିଲା l ଏଥିରେ ରିଷିଡା ଗାନ୍ଧୀନଗର ପଡାର ଜବ କୁମାର ମଧ୍ୟ ଶ୍ରମିକ ଭାବେ ନିୟୋଜିତ ଥିଲେ...
ଭାରତ ଆସିବେ ବାଂଲାଦେଶର ସୁରକ୍ଷା ପରାମର୍ଶଦାତା, କାହିଁକି NSA ଅଜିତ ଡୋଭାଲ ପଠାଇଲେ ନିମନ୍ତ୍ରଣ? ଜାଣନ୍ତୁ ଏହାର କାରଣ
ନୂଆଦିଲ୍ଲୀ/ଢାକା,୧୪।୧୧: ବାଂଲାଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଖଲିଲ-ଉର-ରହମାନ ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବେ। ସେ ନଭେମ୍ବର ୨୦, ୨୦୨୫ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଭାରତ ମହାସାଗର କ୍ଷେତ୍ର ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀରେ ଅଂଶଗ୍ରହଣ କରିବେ।...
ଘରୁ ଭିଡିଓ ଶୁଟିଂ ପାଇଁ ବାହାରିଥିଲେ ଯୁବକ: ଗୋଟିଏ ଦିନ ପରେ ମିଳିଲା…
ପରଜଙ୍ଗ୧୪/୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ମୁକ୍ତାପଶି ଗାଁ ସତସଙ୍ଗ ଘର ପାଖ ପୋଖରୀରୁ ମିଳିଲା ଯୁବକଙ୍କ ସନ୍ଦେହଜନକ ମୃତଦେହ। ତାଙ୍କୁ ହତ୍ୟା କରି କେହି ପୋଖରୀରେ ପକେଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।...
ସତ ହେଲା ରିଷଭ ପନ୍ତଙ୍କ ଭବିଷ୍ୟବାଣୀ: ଗୋଟିଏ ବଲ୍ ବୋଲିଂ ପରେ ଘଟିଲା….
କୋଲକାତା,୧୪।୧୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ଟେମ୍ବା ବାଭୁମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରିଆନ ରିକେଲଟନ ଏବଂ ଏଡେନ ମାର୍କ୍ରାମ...
୨୦ ରାଉଣ୍ଡ ଗଣତି ଶେଷ: ବହୁ ଆଗରେ ଭାଜପା, ଦ୍ୱିତୀୟ ସ୍ଥାନ ପାଇଁ କଂଗ୍ରେସ-ବିଜେଡି ଛକ୍କାପଞ୍ଝା
ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୨୦ ରାଉଣ୍ଡ ଗଣତି ସୁଦ୍ଧା ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ୯୭୭୮୯ ଭୋଟ ପାଇଛନ୍ତି। ହେଲେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଘାସିରାମ ମାଝୀଙ୍କୁ ୩୨ହଜାର ୧୯୧ଖଣ୍ଡ...
‘ଜନ୍ମଦିନରେ କଂଗ୍ରେସର ପରାଜୟ ଦେଖୁଛନ୍ତି ନେହେରୁ’, ମିମ୍ସ ଭାଇରାଲ୍
ନୂଆଦିଲ୍ଲୀ,୧୪ା୧୧: ବିହାର ବିଧାନସଭା ନିର୍ବାଚନ ୨୦୨୫ର ଆଦ୍ୟ ଟ୍ରେଣ୍ଡରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ବଡ଼ ବିଜୟ ଆଡକୁ ଅଗ୍ରସର ହେବା ପରେ ସୋସିଆଲ ମିଡିଆରେ ମିମ୍ସର ବନ୍ୟା ଛୁଟିଛି। ଏହି ମିମ୍ସଗୁଡ଼ିକ ରାଜ୍ୟର ବର୍ତ୍ତମାନର ରାଜନୈତିକ ମାହୋଲକୁ ପ୍ରତିଫଳିତ...
Archives


