ଭାରତ ବିରୋଧରେ ବିଷ ଓଗାଳୁଥିବା PAK ରାପର ଏବେ ଉଡ଼ାଇଲେ ତ୍ରିରଙ୍ଗା
ଇସଲାମାବାଦ,୧୭।୧୧: ରବିବାର (ନଭେମ୍ବର ୧୬) ନେପାଳରେ ଏକ କନସର୍ଟ ସମୟରେ ପାକିସ୍ତାନୀ ରାପର୍ ତଲହା ଅଞ୍ଜୁମ ମଞ୍ଚରେ ଭାରତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ବନ୍ଧୁତାର ବାର୍ତ୍ତା ଦେବା ପାଇଁ ଏହାକୁ ତାଙ୍କ ପିଠିରେ ରଖି ରାପ କରିଥିଲେ। ତଥାପି,...
ହାଇଆଲର୍ଟରେ ବାଂଲାଦେଶ: ଶେଖ ହାସିନାଙ୍କ ପୁଅ ଦେଲେ ଚେତାବନୀ
ଢାକା,୧୭।୧୧: ବାଂଲାଦେଶ ଆଜିକାଲି ରାଜନୈତିକ ଇତିହାସର ସବୁଠାରୁ ଉତ୍ତେଜନାପୂର୍ଣ୍ଣ ସମୟ ଦେଇ ଗତି କରୁଛି। ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ମାନବତା ବିରୋଧୀ ଅପରାଧ ଅଭିଯୋଗ ସାରା ଦେଶରେ ଅସ୍ଥିରତା ବୃଦ୍ଧି କରୁଛି। ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ...
Bihar CM Oath : ଆଜି ଇସ୍ତଫା ଦେଇ ନୂଆ ସରକାର ଗଠନ ପାଇଁ ଦାବି ରଖିବେ ନୀତୀଶ
ପାଟନା,୧୭।୧୧: ନୀତୀଶ କୁମାର ସୋମବାର ସକାଳେ କ୍ୟାବିନେଟ ବୈଠକ ଡାକିଛନ୍ତି। ସୂଚନା ଅନୁଯାୟୀ ଏହି ବୈଠକରେ କ୍ୟାବିନେଟ ଭାଙ୍ଗିବାକୁ ଅନୁମୋଦନ ମିଳିପାରେ। ଏହା ପରେ ତୁରନ୍ତ ନୀତୀଶ କୁମାର ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିବେ ଏବଂ ନୂତନ ସରକାର ଗଠନ...
ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ: ୨ ଦଫା ଦାବି ନେଇ…
ଭୁବନେଶ୍ୱର,୧୭।୧୧(ଅନୁରାଧା ମହାରଣା):୨ ଦଫା ଦାବି ନେଇ ଡିସେମ୍ବର ୧ରୁ ପ୍ରାଥମିକ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇବେ। ମୂଳ ପଦବୀକୁ ଉନ୍ନୀତ କରି ୪୨୦୦ ଗ୍ରେଡ୍ ପେ’ ପ୍ରଦାନ, ୨୦୦୧ରୁ ୨୦୨୪ ମସିହା ପର୍ଯ୍ୟନ୍ତ ୬ ବର୍ଷର କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା...
କରିସ୍ମାଙ୍କ ଫିଟ୍ନେସ୍ ରାଜ୍
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର ଆଜିବି ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି। ୫୧ ବର୍ଷ ବୟସରେ ମଧ୍ୟ କରିସ୍ମାଙ୍କ ଚମକ ଏବଂ ଫିଟ୍ନେସ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ସେ ଏବେବି ଆଗଭଳି ଫିଟ୍ ଏବଂ ଆତ୍ମବିଶ୍ୱାସୀ ଅଛନ୍ତି। ରେଡ୍ କାର୍ପେଟରେ...
ନିର୍ବାଚନରେ ଲାଗିଥିଲା ୧୪ ହଜାର କୋଟିର ବିଶ୍ୱବ୍ୟାଙ୍କ ପାଣ୍ଠି
ନୂଆଦିଲ୍ଲୀ,୧୭ା୧୧: ବିଭିନ୍ନ ପ୍ରକଳ୍ପରେ ବିନିଯୋଗ ପାଇଁ ଉଦ୍ଦିଷ୍ଟ ୨୧,୦୦୦ କୋଟି ଟଙ୍କା ବିଶ୍ୱବ୍ୟାଙ୍କ ପାଣ୍ଠିରୁ ୧୪,୦୦୦ କୋଟି ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମହିଳା ଭୋଟରଙ୍କ ଆକାଉଣ୍ଟକୁ ପଠାଯାଇଥିବା ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ରବିବାର ଅଭିଯୋଗ କରିଛି।...
କ୍ୟାଚ୍ ଧରିବା ପରେ ବି ନଟ୍ଆଉଟ୍…ଭାରତ-ପାକିସ୍ତାନ ମ୍ୟାଚ୍ବେଳେ ହାଇଭୋଲଟେଜ୍ ଡ୍ରାମା
ନୂଆଦିଲ୍ଲୀ,୧୭।୧୧: ୨୦୨୫ ମସିହାରେ ଏସିଆ କପ ରାଇଜିଂ ଷ୍ଟାର୍ସରେ ଏକ ହାଇଭୋଲଟେଜ ମ୍ୟାଚ୍ରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। କିନ୍ତୁ ଏକ ବଡ଼ ବିବାଦ ମଧ୍ୟ ମୁଖ୍ୟ ଖବର ପାଲଟିଥିଲା। ପାକିସ୍ତାନ ମ୍ୟାଚକୁ ୮ ଉଇକେଟ୍ରେ ଜିତିଥିଲା, କିନ୍ତୁ...
ପାକିସ୍ତାନ ଜଡ଼ିତ ଥିବା ଅସ୍ତ୍ରଶସ୍ତ୍ର, ଡ୍ରଗ୍ସ ନେଟ୍ଓ୍ବର୍କର ପର୍ଦ୍ଦାଫାଶ: ୫ ଗିରଫ
ଚଣ୍ଡିଗଡ଼,୧୭ା୧୧(ପି.ଟି.): ପଞ୍ଜାବ ପୋଲିସ ୬ଟି ଅତ୍ୟାଧୁନିକ ପିସ୍ତଲ ଏବଂ ୧.୧୦ କେ.ଜି. ହେରୋଇନ୍ ସହ ୫ ଜଣଙ୍କୁ ଗିରଫ କରିବା ଫଳରେ ପାକିସ୍ତାନ ଜଡ଼ିତ ଥିବା ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ନେଟ୍ଓ୍ବର୍କର ପର୍ଦ୍ଦାଫାଶ ହୋଇଛି। ଗିରଫ ଅଭିଯୁକ୍ତମାନେ ପାକିସ୍ତାନରେ ଥିବା ପରିଚାଳକମାନଙ୍କ...
୨୦୨୮ରେ ଚନ୍ଦ୍ରୟାନ-୪ ଲଞ୍ଚ୍ କରିବ ଇସ୍ରୋ
କୋଲ୍କାତା,୧୭ା୧୧: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଚଳିତ ଆର୍ଥତ୍କ ବର୍ଷରେ ଆଉ ୭ଟି ଉତ୍କ୍ଷେପଣ ଯୋଜନା ରଖିଛି। ୨୦୨୭ରେ ଭାରତର ପ୍ରଥମ ମାନବଯୁକ୍ତ ମହାକାଶ ଅଭିଯାନ ହେବାକୁ ଥିବାବେଳେ ୨୦୨୮ରେ ଚନ୍ଦ୍ରୟାନ-୪ ଚନ୍ଦ୍ର ଅଭିମୁଖେ ପ୍ରେରଣ ନିମନ୍ତେ ଲକ୍ଷ୍ୟ...
ଓଡ଼ିଶା ଉପରେ ଆତଙ୍କବାଦୀଙ୍କ ନଜର: ଗୋଇନ୍ଦାକୁ ଅଧିକ ସକ୍ରିୟ
ଭୁବନେଶ୍ୱର,୧୭ା୧୧(ତ୍ରିନାଥ ମହାନ୍ତି):ଆତଙ୍କବାଦୀଙ୍କ ଦିଲ୍ଲୀ ବିସ୍ଫୋରଣ ପରେ ଓଡ଼ିଶା ହାଇଆଲର୍ଟରେ ରହିଛି। ପୁରୀ, ଭୁବନେଶ୍ୱର, କଟକ, ପାରାଦୀପ, ବାଲେଶ୍ୱର, ସମ୍ବଲପୁର, ରାଉରକେଲା ଭଳି ବଡ଼ ସହର ସମେତ ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ, ଉପକୂଳ ତଥା ସମୁଦ୍ରାଞ୍ଚଳରେ ସୁରକ୍ଷା ବଢାଇ ଦିଆଯାଇଛି।...
ବିହାର ଏନ୍ଡିଏରେ କ୍ଷମତା ବଣ୍ଟନ ଚୂଡ଼ାନ୍ତ
ନୂଆଦିଲ୍ଲୀ,୧୭ା୧୧: ବିହାର ବିଧାନସଭା ନିର୍ବାଚନରେ ଏନ୍ଡିଏ ୨୦୨ ଆସନରେ ବିଜୟୀ ହୋଇଥିବାବେଳେ ଆସନ୍ତା ୧୯ କିମ୍ବା ୨୦ରେ ନୂଆ ସରକାର ଶପଥ ଗ୍ରହଣ କରିବା ଆଶା କରାଯାଉଛି। ଏଥିପାଇଁ ପାଟନାର ଗାନ୍ଧୀ ମଇଦାନରେ ପ୍ରସ୍ତୁତି ଜୋର୍ଦାର ଚାଲିଛି। ମେଣ୍ଟ ସହଯୋଗୀଙ୍କ...
କାର୍ଯ୍ୟାନୁଷ୍ଠାନ ଧମକ ଦେଲେ ରାଜ୍ୟପାଳ
କୋଲକାତା,୧୭ା୧୧: ପଶ୍ଚିମବଙ୍ଗ ରାଜଭବନ ପରିସରରେ ଭାଜପା ନେତାମାନଙ୍କ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଗଚ୍ଛିତ ରଖିବା ପାଇଁ ଅନୁମତି ଦିଆଯାଇଥିବା ତୃଣମୂଳ କଂଗ୍ରେସ ଏମ୍ପି କଲ୍ୟାଣ ବାନାର୍ଜୀ ଶନିବାର ଅଭିଯୋଗ ଆଣିବା ପରେ ଏହାକୁ ନେଇ ଉଭୟ ଦଳ ମୁହଁାମୁହିଁ ହୋଇଛନ୍ତି। ହୁଗ୍ଲି...
Archives


