ପ୍ରଥମେ ପ୍ରେମ ବିବାହ, ପରେ ସ୍ତ୍ରୀଙ୍କ ନଗ୍ନ ଫଟୋ ଭାଇରାଲ କରି ସ୍ବାମୀ…
ଭୁବନେଶ୍ୱର,୨୩ା୨: ପ୍ରେମ ବିବାହ କରିଥିଲେ ଦୁଇ ପ୍ରେମୀଯୁଗଳ। ପରେ ଯୌତୁକକୁ ନେଇ ଦୁଇ ପରିବାର ଭିତରେ ଦେଖାଦେଇଥିଲା ବିବାଦ। ଯାହାକୁ ନେଇ ସ୍ତ୍ରୀଙ୍କୁ ସ୍ବାମୀ ଜଣକ ଘରୁ ବାହାର ବି କରିଦେଇଥିଲେ। ଏହା ପରେ କିଛି ନଗ୍ନ ଫଟୋକୁ ଏଡିଟ୍ କରି…
ସାବଧାନ! କ୍ଷୀର ପିଇବାର ୪୮ ଘଣ୍ଟା ମଧ୍ୟରେ କିଡନୀ ଫେଲ୍, ଚାରି ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ,୨୩।୨: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାର ରାଜମୁଣ୍ଡ୍ରି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗତ ୪୮ ଘଣ୍ଟା ମଧ୍ୟରେ କିଡନି ସମ୍ବନ୍ଧୀୟ ରୋଗରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ବାର ଜଣଙ୍କ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା…
ସେମିଫାଇନାଲ ପୂର୍ବରୁ ଟିମ ଇଣ୍ଡିଆର ଚିନ୍ତା ବଢାଇଲେ ଏହି ୩ ଖେଳାଳି, ଖରାପ ଫର୍ମ ପ୍ରଦର୍ଶନ ହୋଇପାରେ ମହଙ୍ଗା
ନୂଆଦିଲ୍ଲୀ,୨୩।୨: ଭାରତୀୟ ଦଳ ଟି-୨୦ ବିଶ୍ୱକପ ୨୦୨୬ ସୁପର ୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟ ବରଣ କରିଥିଲା। ଦକ୍ଷିଣ ଆଫ୍ରିକା ଭାରତକୁ ୭୬ ରନରେ ପରାସ୍ତ କରି ସେମିଫାଇନାଲ ପୂର୍ବରୁ ଟିମ ଇଣ୍ଡିଆକୁ ଚେତାବନୀ ଦେଇଛି। ତିନି ଜଣ ଭାରତୀୟ…
ଟ୍ରମ୍ପଙ୍କ କେଉଁ ନିର୍ଦ୍ଦେଶରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ହେବ ସତ୍ୟ? ସାର୍ବଜନୀନ କରାଯିବ ସିକ୍ରେଟ୍ ଫାଇଲ
ନୂଆଦିଲ୍ଲୀ,୨୩।୨:ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିରକ୍ଷା ସଚିବ ପିଟ ହେଗସେଥ ଏବଂ ପେଣ୍ଟାଗନକୁ ଏଲିଏନ ଏବଂ UFO ସମ୍ପର୍କିତ ଗୁପ୍ତ ସରକାରୀ ଫାଇଲ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେବା ପରେ ବୁଲଗେରିଆନ ରହସ୍ୟବାଦୀ ବାବା ଭେଙ୍ଗାଙ୍କ ଦଶନ୍ଧି ପୁରୁଣା ଭବିଷ୍ୟବାଣୀ ପୁଣି ଥରେ…
ବିଧାନସଭାରେ ନିଆରା ଦୃଶ୍ୟ: ନବୀନଙ୍କ ସହ ଭେଟ ହୋଇଗଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଉ ତା’ ପରେ…
ଭୁବନେଶ୍ୱର,୨୩ା୨: ସୋମବାର ବିଧାନସଭାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଭେଟ ହୋଇଯାଇଛି।ଗୃହକୁ ପ୍ରବେଶ କରିବା ବେଳେ ଏକାଠି ଭେଟ ହୋଇଛନ୍ତି। ଏହା ପରେ ପ୍ରଭାତୀ…
ଟଙ୍କା ଖାଇଗଲେ ଦଲାଲ-ବୁଝିଲାନି ପ୍ରଶାସନ, ଦଶା ଭୋଗୁଛନ୍ତି ବିଧବା
ବୁଗୁଡ଼ା,୨୩।୨(କାଳିଚରଣଦାଶ): ଗଂଜାମ ଜିଲା ବୁଗୁଡ଼ା ବ୍ଲକ ଗୋଲାବନ୍ଧ ପଞ୍ଚାୟତ ଅନ୍ତର୍ଗତ ସୁବୁଦ୍ଧିପଲ୍ଲୀ ଗ୍ରାମର ବିଧବା ଦମୟନ୍ତୀଙ୍କ ପାଇଁ ଏବେ ଆବାସ ପାଲଟି ଯାଇଛି ସାତ ସପନ । କେତେ ଗୁହାରି କଲେବି କେହି ଶୁଣୁ ନାହାନ୍ତି । ୧୫ବର୍ଷ ତଳେ ତାଙ୍କ…
ଭାରତ ପାଇଁ ସେମିଫାଇନାଲରେ ପହଞ୍ଚିବା ଏବେ କଷ୍ଟକର, ଦକ୍ଷିଣ ଆଫ୍ରିକାଠାରୁ ହାରିବା ପରେ…
ନୂଆଦିଲ୍ଲୀ,୨୩।୨: ୨୦୨୬ ଟି-୨୦ ବିଶ୍ୱକପର ସୁପର ୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦଳ ପରାଜୟ ବରଣ କରିଥିଲା। ଗତ ରବିବାର (୨୨ ଫେବୃଆରୀ), ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୭୬ ରନରେ ପରାସ୍ତ…
୦,୦,୦,୦,୦,୦,୦,୦,୦,୦,୦,୦…ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ରେକର୍ଡ
ନୂଆଦିଲ୍ଲୀ,୨୩।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆ ୭୬ ରନରେ ଶୋଚନୀୟ ପରାଜୟ ବରଣ କରିଛି । ଦକ୍ଷିଣ ଆଫ୍ରିକାର ୧୮୭ ରନର ଜବାବରେ ଭାରତୀୟ ଦଳ ମାତ୍ର ୧୧୧ ରନରେ ପତନ ଘଟିଛି ।…
ତାରାତାରିଣୀରୁ ଉଡ଼ିଲା ପବନହଂସ, ଆକାଶମାର୍ଗରୁ ମଜା ନେବେ ପର୍ଯ୍ୟଟକ
ପୁରୁଷୋତ୍ତମପୁର,୨୩ା୨(ସବିତା ମିଶ୍ର): ରାଜ୍ୟ ସରକାର ଗଞ୍ଜାମ ଜିଲାରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଆଣିବା ସହ ପର୍ଯ୍ୟଟକଙ୍କ ସୁବିଧା ଲାଗି ହେଲିଟ୍ୟାକ୍ସି ସେବା ଯୋଜନା ହାତକୁ ନେଇଛନ୍ତି। ଏନ୍ଜୟ ରାଇଡ୍ ନାମରେ ଆରମ୍ଭ ହୋଇଥିବା ଏହି ହେଲି ଟ୍ୟାକ୍ସି ସେବା। ଏହା ରଙ୍ଗେଇଲୁଣ୍ଡା…
୪ ମହଲା ଛାତରୁ ଖସି ମହିଳା ମୃତ: ସନ୍ଦେହରେ ୭ ଯୁବକ
ପାରାଦୀପ, ୨୩।୨(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ତାରିଣୀଗଡା ଅଞ୍ଚଳରେ ସୋମବାର ସକାଳୁ ଅଭାବନୀୟ ଘଟଣା ଘଟିଛି। ଜଣେ ଅଚିହ୍ନା ମହିଳା ୪ ମହଲା ବିଶିଷ୍ଟ କୋଠା ଛାତରୁ ଖସି ପଡିବାରୁ ତାଙ୍କର ମୃତ୍ୟୁ ଘଟିଛି। ଖବରପାଇ ଆଦର୍ଶଥାନା…
ମାର୍ଚ୍ଚ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ନିର୍ଦ୍ଦେଶ, ଗ୍ରୁପ୍ ‘ଏ’ ଠାରୁ ଆରମ୍ଭ କରି…
ଭୁବନେଶ୍ୱର,୨୩ା୨: ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୁପ ‘ଏ’ ଠାରୁ ଆରମ୍ଭ କରି ଗ୍ରୁପ ‘ଡି’ ପର୍ଯ୍ୟନ୍ତ ସମସ୍ତଙ୍କୁ ଦାଖଲ ନିର୍ଦ୍ଦେଶ ଦିଆଯାଇଛି। ଏଚ୍ଆର୍ଏମ୍ଏସ୍ ପୋର୍ଟାଲରେ ସ୍ଥାବର ଓ…
ସାଇକେଲରେ ଚାରିଧାମ ଯାତ୍ରା କରି ଚର୍ଚ୍ଚାରେ ଶଙ୍କର, ଦୀର୍ଘ ୬ ମାସ ପରେ….
ଦାରିଙ୍ଗବାଡି,୨୩।୨(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଏକ ପର୍ଯ୍ୟଟନକ୍ଷେତ୍ର। ଏହାର ପ୍ରଚାର କରିବା ଲକ୍ଷ୍ୟ ରଖିବା ସହ ସାରା ଭାରତ ବର୍ଷକୁ ସ୍ବଚ୍ଛତା ଓ ପରିବେଶ ସୁରକ୍ଷା ନେଇ ବାର୍ତ୍ତା ବାଣ୍ଟିଲେ ଦାରିଙ୍ଗବାଡିର ଯୁବକ ଶଙ୍କର କୁମାର ସାହୁ । ସେ…
Archives


