ହାରିବା ପରେ ଘାସିରାମ କହିଦେଲେ ଏମିତି: ପୁରା ରାଜନୀତିିରେ ହଲଚଲ
ନୂଆପଡ଼ା,୧୯ା୧୧ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନରେ ଅର୍ଥବଳ ନ ହେବାରୁ ଦ୍ୱିତୀୟ ସ୍ଥାନରେ ରହିଲୁ ବୋଲି କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଘାସିରାମ ମାଝୀ କହିଛନ୍ତି। ମଙ୍ଗଳବାର ଜିଲା କଂଗ୍ରେସ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଘାସିରାମ କହିଛନ୍ତି, ମୁଁ ହାରିଥିଲେ...
ବିହାରରେ ନୂତନ ସରକାର ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ, ଆଜି ଆସିବ ମନ୍ତ୍ରୀମାନଙ୍କର ଚୂଡ଼ାନ୍ତ ତାଲିକା, ଜାଣନ୍ତୁ କାହାକୁ ମିଳିବ…
ପାଟନା,୧୯।୧୧: ବିହାରରେ ନୂତନ NDA ସରକାର ଗଠନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ରାଜ୍ୟପାଳଙ୍କ ନିକଟରେ ତାଙ୍କର ବହୁମତ ଦାବି ଉପସ୍ଥାପନ କରିବେ, ଯାହା ପରେ ମନ୍ତ୍ରୀମାନଙ୍କର ଚୂଡ଼ାନ୍ତ ତାଲିକା ଚୂଡ଼ାନ୍ତ ହେବ ବୋଲି...
ଜଗାଦର୍ଶନ ସାରି ଫେରୁଥିଲେ ହଠାତ୍ ଟ୍ରେନ୍ଭିତରେ ଛାତିରେ ହେଲା ଯନ୍ତ୍ରଣା , ଟଳିପଡିଲେ…
ଗଞ୍ଜାମ,୧୯।୨୫: ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତର ମାଳି ଜଗନ୍ନାଥପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ହରିବନ୍ଧୁ ରାଓ (୫୫) ମଙ୍ଗଳବାର ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ଟ୍ରେନ ଯୋଗେ ଫେରୁଥିବା ବେଳେ ଅଧା ରାସ୍ତାରେ ତାଙ୍କର...
ଆଜିଠୁ ଶ୍ରୀମନ୍ଦିରରେ ଦେବ ଦୀପାବଳି: ପିତୃଗଣଙ୍କୁ ଦୀପଦାନ କରିବେ ମହାପ୍ରଭୁ
ପୁରୀ,୧୯ା୧୧(ଅଜିତ୍ କୁମାର ମହାନ୍ତି):ମାର୍ଗଶିର ମାସ ଚତୁର୍ଦ୍ଦଶୀ ତିଥି ବୁଧବାରଠାରୁ ଶ୍ରୀମନ୍ଦିରରେ ତିନିଦିନ ବ୍ୟାପୀ ଦେବ ଦୀପାବଳି ଉତ୍ସବ ଅନୁଷ୍ଠିତ ହେବ। ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଏହିଦିନ ପିତୃଗଣଙ୍କୁ ଶ୍ରାଦ୍ଧ ପ୍ରଦାନପୂର୍ବକ ଦୀପଦାନ କରିବେ। ଏଥିପାଇଁ ଶ୍ରୀମନ୍ଦିରରେ ବିଶେଷ ନୀତି...
ନୂଆପଡ଼ା ଉପନିର୍ବାଚନ ଜନାଦେଶ ନୁହେଁ, ଯନ୍ତ୍ରାଦେଶ: ସ୍ନେହାଙ୍ଗିନୀ
ନୂଆପଡ଼ା,୧୯ା୧୧ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି ଅର୍ଥବଳ, ବାହୁବଳ, ସରକାରୀ କଳ ପ୍ରୟୋଗ କରି ଜନାଦେଶରେ ନୁହେଁ ଯନ୍ତ୍ରାଦେଶରେ ବିଜୟୀ ହୋଇଛି ବୋଲି ମଙ୍ଗଳବାର ସ୍ଥାନୀୟ ଖୁଣ୍ଟିଆ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଜେଡି ପ୍ରାର୍ଥତ୍ନୀ...
ବାର୍ହା ଉପଦ୍ରବ: ଚାଷୀ ହିଡ଼ମୁଣ୍ଡରେ ମଞ୍ଚା ବାନ୍ଧି ରାତି ଅନିଦ୍ରା
ମହାକାଳପଡ଼ା, ୧୯ା୧୧ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ପାଚିଲା ଧାନ ଜମିରେ ବାର୍ହା ପଲ ଉପଦ୍ରବ କରୁଛନ୍ତି। ବାର୍ହା କ୍ଷେତରେ ପ୍ରବେଶ କରି ଧାନ ନଷ୍ଟ କରୁଥିବା ନେଇ ସ୍ଥାନୀୟ ଚାଷୀମାନେ ମୁଣ୍ଡରେ ହାତ ଦେଲେଣି।...
ଯୁଦ୍ଧ ଉପାର୍ଜିତ ପୁରସ୍କାର
ନୋବେଲ୍ ପୁରସ୍କାର’ ବିଶ୍ୱର ସର୍ବୋଚ୍ଚ ସମ୍ମାନ ରୂପେ ପରିଗଣିତ। କିଏ ସେ ନୋବେଲ୍? କାହିଁକି ବା ତାଙ୍କ ନଁାରେ ଏପରି ସର୍ବୋଚ୍ଚ ପୁରସ୍କାର ଦେବାର ଘୋଷଣା କରାଗଲା? ଏହାର ଇତିହାସ ଅନେକଟା ଦୁଃଖଦ, ଯାହାକୁ ସୁଖଦ କରିବାକୁ ବିଶ୍ୱଦରବାରରେ ବାରମ୍ବାର...
ପୁରବନ୍ଦୀ ଘର- ପ୍ରାଥମିକ ଶିକ୍ଷା
ପୁରବନ୍ଦୀ ଘର ବିଶେଷଭାବେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଖାଯାଉଥିଲା। ଏବେ ଆଉ ଏହି ପ୍ରକାର ଘର କେଉଁଠି ନା କେଉଁଠି ଥିବ! ଏହି ଘରର ଗଢ଼ଣ ଶୈଳୀ ହେଉଛି – ଗୋଟେ ଦାଣ୍ଡ ଦୁଆର, ଆଉ ଗୋଟେ ବାଡ଼ି ଦୁଆର।...
ସେହି ରାତିରେ ସାରା ଭାରତ କାନ୍ଦିଥିଲା… ରୋହିତଙ୍କ ଆଖିରେ ଲୁହ, କୋହଲିଙ୍କ ନଇଁ ଯାଇଥିବା ମୁଣ୍ଡ, ଭାରତୀୟ କ୍ରିକେଟ ପାଇଁ କଳା ଦିନ
ନୂଆଦିଲ୍ଲୀ,୧୯।୧୧: ୧୯ ନଭେମ୍ବର, ୨୦୨୩… ଭାରତୀୟ କ୍ରିକେଟର କଳା ଦିବସ। ଠିକ ଦୁଇ ବର୍ଷ ପୂର୍ବେ, ଭାରତ ତା’ର କ୍ରୀଡ଼ା ଇତିହାସର ସବୁଠାରୁ ତିକ୍ତ ସ୍ମୃତିକୁ ସହ୍ୟ କରିଥିଲା। ସେହି ରାତିରେ, ଭାରତ କେବଳ ଗୋଟିଏ ମ୍ୟାଚ ହାରିନଥିଲା ବରଂ...
କ୍ୟାମ୍ବ୍ରିଜ ଡିକ୍ସନାରିରେ ବର୍ଷର ଶ୍ରେଷ୍ଠ ଶବ୍ଦ ‘ପାରାସୋସିଆଲ’: ଜାଣନ୍ତୁ ଏହାର ଅର୍ଥ କ’ଣ
ନୂଆଦିଲ୍ଲୀ,୧୯ା୧୧:କ୍ୟାମ୍ବ୍ରିଜ ଡିକ୍ସନାରିରେ ୨୦୨୫ ବର୍ଷର ଓ୍ବାର୍ଡ ଅଫ୍ ଦି ଇୟର ଭାବେ ମାନ୍ୟତା ପାଇଛି ‘ପାରାସୋସିଆଲ’, ଯାହାର ଅର୍ଥ ହେଉଛି ସେଲିବ୍ରିଟିଙ୍କ ପ୍ରତି ଏକତରଫା ଆକର୍ଷଣ। ଯଦି ଜଣେ ବ୍ୟକ୍ତି ଏଭଳି କୌଣସି ସେଲିବ୍ରିଟି, କାଳ୍ପନିକ ଚରିତ୍ର କିମ୍ବା ସାଧାରଣ...
ଚିପ୍ସ ପ୍ୟାକେଟ୍ରେ ଥିଲା ଖେଳନା, ଗିଳିଦେଲେ ଶିଶୁ: ଆଉ ତା’ପରେ ଘଟିଲା…
ଦାରିଙ୍ଗବାଡି, ୧୯।୧୧ (ଅରୁଣ ସାହୁ):ଏମିତି ବି ଆସେ ମୃତ୍ୟୁ । ମସଲା ଜାତୀୟ ଚିପ୍ସ ପ୍ୟାକେଟ ଭିତରେ ଥିବା ପ୍ଲାଷ୍ଟିକ ଖେଳନା ଗିଳି ୪ ବର୍ଷର ଶିଶୁଙ୍କ ଅକାଳରେ ଜୀବନ ଚାଲିଯାଇଛି। ମୃତ ଶିଶୁ ହେଲେ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ...
ଘରକୁ ଯାଇଥିଲେ ମାଲିକ ,ଆସି ଦେଖିଲା ବେଳକୁ ହୁହୁ ହୋଇ ଜଳୁଛି ଦୋକାନ
ଭବାନୀପାଟଣା,୧୯ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ନିକଟରେ ଥିବା ଏକ ଖେଳ ସାମଗ୍ରୀ ଦୋକାନରେ ମଙ୍ଗଳବାର ଅପରାହ୍ନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ଦୋକାନ ମାଲିକ ଅଶୋକ ପତି...
Archives


