ଏହି ଯୋଜନାରେ ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୫୦୦ ଟଙ୍କା , ଜାଣନ୍ତୁ କେଉଁମାନେ ପାଇବେ …
ନୂଆଦିଲ୍ଲୀ,୨୬।୨: କେନ୍ଦ୍ର ସରକାର ଦେଶର ବିଭିନ୍ନ ବର୍ଗ ପାଇଁ ଅନେକ ଯୋଜନା ଚଳାନ୍ତି, ଯାହାର ଲକ୍ଷ୍ୟ ଅର୍ଥନୈତିକ ସୁରକ୍ଷା ଏବଂ ସାମାଜିକ ସଶକ୍ତିକରଣ। ଏହି ଯୋଜନାଗୁଡ଼ିକ ଚାଷୀ, ଶ୍ରମିକ, ବୃଦ୍ଧ ଏବଂ ମହିଳାମାନଙ୍କୁ ଲାଭ ପହଞ୍ଚାଏ। ଏବେ ମହିଳାମାନଙ୍କୁ, ବିଶେଷକରି ଆତ୍ମନିର୍ମରଶୀଳ…
ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ଏହି ଦିନ ହେବ…
ଭୁବନେଶ୍ୱର,୨୬।୨: ରାଜ୍ୟ ସଭା ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ମାର୍ଚ୍ଚ ୫ ଯାଏ ନାମାଙ୍କନ ଦାଖଲ ପ୍ରକ୍ରିୟା ହେବ। ୬ରେ ଯାଞ୍ଚ କରାଯିବ। ମାର୍ଚ୍ଚ ୯ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ୧୬ରେ…
ମୋଦିଙ୍କୁ ଇସ୍ରାଏଲ ସଂସଦର ସର୍ବୋଚ୍ଚ ସମ୍ମାନ: ସତ୍ୟ, ବାସ୍ତବତାକୁ ଆପଣାଇଛି ଭାରତ
ଜେରୁଜେଲମ୍,୨୬ା୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶତ ପ୍ରଶଂସାରେ ପୋତି ପକାଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ମୋଦି କେବଳ ଉତ୍ତମ ବନ୍ଧୁ ନୁହନ୍ତି, ଭାଇଠାରୁ ବି ଅଧିକ। ଭାରତ-ଇସ୍ରାଏଲ ସମ୍ପର୍କ ସେତୁର ବିନ୍ଧାଣି। ବିଶ୍ୱ ମଞ୍ଚରେ ଜଣେ ପ୍ରଭାବଶାଳୀ ନେତା। ଭାରତ ଇସ୍ରାଏଲ…
ଭାରତର ଚିକେନ-ଅଣ୍ଡାକୁ ବ୍ୟାନ୍; ଏହି ଦେଶ ନେଲା ବଡ଼ ନିଷ୍ପତ୍ତି…
ନୂଆଦିଲ୍ଲୀ,୨୬।୨: ସାଉଦି ଆରବ ଭାରତୀୟ କୁକୁଡ଼ା ଶିଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଚିନ୍ତାଜନକ ଖବର ଜାରି କରିଛି। ସାଉଦି ଆରବର ଖାଦ୍ୟ ଏବଂ ଔଷଧ ପ୍ରାଧିକରଣ (SFDA) ଭାରତ ସମେତ 40ଟି ଦେଶରୁ କୁକୁଡ଼ା (କୁକୁଡ଼ା ମାଂସ) ଏବଂ ଅଣ୍ଡା ଆମଦାନୀ…
ଭୋଜି ଖାଇବାକୁ ଯାଇ ନିଖୋଜ ହୋଇଯାଇଥିଲେ ରଘୁନାଥ: ଆଜି ସକାଳୁ…
ଦିଗପହଣ୍ଡି,୨୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡ଼ଙ୍ଗପୁର ଗ୍ରାମର ସିଏଚ. ରଘୁନାଥ ପାତ୍ର(୬୫) ନାମକ ଜଣେ ବୃଦ୍ଧଙ୍କ ମୃତଦେହକୁ ସାହସପୁର ହାଟପଦା ନିକଟ ଏକ ଜମିରେ ଥିବା ଗାଡ଼ିଆରୁ ଗୁରୁବାର ସକାଳେ ଉଦ୍ଧାର କରାଯାଇଛି। ରଘୁନାଥ ସାହସପୁର ଗ୍ରାମର…
ପୋଲରେ ଝୁଲିପଡ଼ିଲା ବସ୍: ପ୍ରାଣ ବିକଳରେ ଯାତ୍ରୀ…
ଅତାବିରା, ୨୬।୨(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ନଂ ଜାତୀୟ ରାଜପଥର ଅତାବିରାରେ ଏକ ବସ ଦୁର୍ଘଟଣା l ଆଜି ସକାଳ ୮ଟା ସମୟରେ ବଣ୍ଟି ନାମକ ଏକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ସମ୍ବଲପୁରରୁ ବରଗଡ଼ ପଟକୁ ଯାଉଥିବାବେଳେ ଦମଦମା ପୋଲରେ…
ପନିପରିବା ପାଇଁ ଗଞ୍ଜାମ ଭରସା: କଲରା ୧୦୦, କଞ୍ଚାଲଙ୍କା ୧୧୦
ଦାରିଙ୍ଗବାଡି,୨୬।୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଏବେ ପନିପରିବା ସଙ୍କଟ ବଢିବାରେ ଲାଗିଛି। ପୁର୍ବରୁ ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶରୁ ପନିପରିବା ଆସୁଥିବା ବେଳେ ଏବେ ଗଞ୍ଜାମ ଭରସା। ପ୍ରକାଶ ଯେ, ଭୌଗୋଳିକ ସ୍ଥିତିକୁ ଦେଖିଲେ ଦାରିଙ୍ଗବାଡି ଅଞ୍ଚଳରେ ଜଳସେଚିତ ଜମି ମାତ୍ର…
ବଢ଼ିଲାଣି ଖରା, ଜମୁଛି ତରଭୁଜ ବେପାର
ଗୁଣପୁର, ୨୬।୨(ସଂକେତ ପାତ୍ର):ଦିନକୁ ଦିନ ଖରା ବଢ଼ିବାରେ ଲାଗିଛି। ତାପମାତ୍ରା ବୃଦ୍ଧି ଯୋଗୁ ରାୟଗଡ଼ା ଜିଲା ଗୁଣପୁରରେ ଏବେ ତରଭୁଜର ଚାହିଦା ମଧ୍ୟ ବଢି ଚାଲିଥିବା ଦେଖିବାକୁ ମିଳିଛି। ଗୁଣପୁର ସହରର ରାସ୍ତାକଡ଼ରେ ତରଭୁଜ ବେପାର ବେଶ୍ ଜମୁଛି। ତରଭୁଜରେ ୯୨%…
ଡିନର ପୂର୍ୱରୁ ମୋଦିଙ୍କୁ ସରପ୍ରାଇଜ୍ ଦେଲେ ନେତାନ୍ୟାହୁ, ଭାରତୀୟ ପୋଷାକ ପିନ୍ଧି କଲେ ଏମିତି ତାଜୁବ ହୋଇଗଲେ ମୋଦି!
ନୂଆଦିଲ୍ଲୀ,୨୬।୨: ବୁଧବାର (୨୫ ଫେବୃଆରୀ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ରାତ୍ରୀଭୋଜନ ପୂର୍ୱରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପାରମ୍ପରିକ ଭାରତୀୟ ପୋଷାକ ପିନ୍ଧିଥିଲେ। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ତାଙ୍କୁ ଭାରତୀୟ…
ମୋଦିଙ୍କୁ ଭଲବନ୍ଧୁ କହିଲେ ଇସ୍ରାଏଲର ବଡ଼ ଶତ୍ରୁ, କରିଦେଲେ ଏମିତି ଦାବି…
ନୂଆଦିଲ୍ଲୀ,୨୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ତାଙ୍କୁ ପାଲେଷ୍ଟାଇନ ପ୍ରସଙ୍ଗ ଉଠାଇବାକୁ ଅନୁରୋଧ କରିଛନ୍ତି। ଆରାଘଚି ଏକ ସାକ୍ଷାତକାରରେ କହିଛନ୍ତି, “ମୁଁ ଆଶା କରୁଛି ଯେ ପ୍ରଧାନମନ୍ତ୍ରୀ…
୨୫ବର୍ଷ ବୟସରେ କରନ୍ତୁ ୧୦୦୦ଟଙ୍କାର SIP, ମାସକୁ ହେବ ୨୦ହଜାର ଟଙ୍କାର ରୋଜଗାର
ନୂଆଦିଲ୍ଲୀ,୨୬।୨: 50 ବର୍ଷ ବୟସ ପରେ କେବଳ 1,000 ର ମାସିକ SIP ପେନସନ ପରି ଆୟ ସୃଷ୍ଟି କରିପାରିବ କି? ଉତ୍ତର ହେଉଛି ହଁ, ଯଦି ଆପଣ ଦୀର୍ଘ ସମୟ ଧରି ନିରନ୍ତର ନିବେଶ କରନ୍ତି ଏବଂ ତା’ପରେ SWP…
ସ୍ବାମୀ-ସ୍ତ୍ରୀ ମଧ୍ୟରେ ଲାଗିଲା କଳି, ରାଗିକି ସ୍ବାମୀ ନେଲେ ଏମିତି ପଦକ୍ଷେପ
ଦେବଗଡ଼,୨୬ା୨(ଶଶାଙ୍କ ଶେଖର ଝାଙ୍କର):ଦେବଗଡ଼ ଜିଲା ରିଆମାଳ ଥାନା ଅଧୀନ ବରଡାତଇଲା ଗ୍ରାମରେ ସ୍ବାମୀ-ସ୍ତ୍ରୀ ଗଣ୍ଡଗୋଳର କରୁଣ ପରିଣତି ଦେଖିବାକୁ ମିଳିଛି। ଗଣ୍ଡଗୋଳ ପରେ ରାଗିଯାଇ ସ୍ତ୍ରୀ ବାପଘରକୁ ପଳାଇ ଥିବାବେଳେ ଘର ଭିତରେ ସ୍ବାମୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତକ ହେଲେ…
Archives


