Home Left

ନୀତୀଶଙ୍କୁ ମିଳୁ ଭାରତ ରତ୍ନ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ପୂର୍ବତନ ଏମପି କେସି ତ୍ୟାଗୀ

ପାଟନା,୧୦।୧: ପୂର୍ବତନ ଏମପି ଏବଂ ଜେଡିୟୁ ରାଜନୈତିକ ପରାମର୍ଶଦାତା କେସି ତ୍ୟାଗୀ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଏକ ଚିଠିରେ ତ୍ୟାଗୀ କହିଛନ୍ତି,…

ଗ୍ରାହକଙ୍କୁ ୨ ଲକ୍ଷ ଟଙ୍କା ଅଫର ଦେଉଛି SBI! ଜାଣନ୍ତୁ କାହିଁକି, କେଉଁମାନେ ଉଠାଇପାରିବେ ଏହାର ଲାଭ…

ନୂଆଦିଲ୍ଲୀ,୧୦।୧: ଆପଣ ହୁଏତ ଆପଣଙ୍କ ଇନଷ୍ଟାଗ୍ରାମ ଫିଡ୍‌ରେ ଏକ ଭିଡିଓ ଦେଖିଥିବେ ଯେଉଁଥିରେ ଦାବି କରାଯାଇଛି ଯେ SBI ଏହାର ପୁରୁଣା ଗ୍ରାହକମାନଙ୍କୁ ୨ ଲକ୍ଷ ଦେଉଛି। ଏହା ପ୍ରକୃତରେ SBIର RTXC (ରିଅଲ-ଟାଇମ ଏକ୍ସପ୍ରେସ କ୍ରେଡିଟ) ଅଫର୍‌ ବିଷୟରେ, ଯାହା…

ନବୋଦୟ ବିଦ୍ୟାଳୟ ଜଣ୍ଡିସ: ବଡ଼ କଥା କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ, କାହିଁକି ବ୍ୟାପିଲା…

ଭୁବନେଶ୍ୱର,୧୦।୧: ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟ ଜଣ୍ଡିସ ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି। ଏ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ସ୍କୁଲ ରୋଷେଇ ଘର ପାଇପ ଫାଟି ପାଣି ଦୂଷିତ ହୋଇଥିଲା। ସେହି ପାଣିରୁ ଜଣ୍ଡିସ ବ୍ୟାପିଥିଲା, ପାଣି…

ହନୁମାନ ଚାଳିଶା ପଢୁଛନ୍ତି ପରିଣୀତି: କାରଣ ଜାଣିଲେ…

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ନିକଟରେ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ସେ ଏବେ ତାଙ୍କ ପ୍ରସବ ପରେ ଜୀବନ ବିଷୟରେ ମୁହଁ ଖୋଲିଛନ୍ତି। ପ୍ରସବର ଦୁଇ ମାସ ପରେ ସେ ଧୀରେ ଧୀରେ ସାଧାରଣ ଜୀବନକୁ ଫେରୁଛନ୍ତି। ପ୍ରସବ ପରେ…

ବାଂଲାଦେଶୀ କ୍ରିକେଟର ତମିମ ଇକବାଲଙ୍କୁ ‘ଭାରତୀୟ ଏଜେଣ୍ଟ’ କହି ଫସିଗଲେ BCB ନିର୍ଦ୍ଦେଶକ!

ନୂଆଦିଲ୍ଲୀ,୧୦।୧: ପୂର୍ବତନ ବାଂଲାଦେଶ ଅଧିନାୟକ ତାମିମ ଇକବାଲ ଭାରତ ଏବଂ ବାଂଲାଦେଶ ମଧ୍ୟରେ କ୍ରିକେଟ ସମ୍ପର୍କରେ ବର୍ତ୍ତମାନର ଉତ୍ତେଜନାର ସମାଧାନ ପାଇଁ ଆଲୋଚନା ପାଇଁ ଆହ୍ବାନ ଦେଇଥିଲେ, ଯାହା ଫଳରେ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ନିର୍ଦ୍ଦେଶକ ଏମ ନଜମୁଲ ଇସଲାମ…

ଟି-୨୦ ବିଶ୍ୱକପରେ ଭାରତ ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେବେ ଏହି ଖେଳାଳି, ବଡ଼ ଭବିଷ୍ୟବାଣୀ କଲେ ସୋଏବ ଅଖତର

ନୂଆଦିଲ୍ଲୀ,୧୦।୧: ଆସନ୍ତା ମାସରେ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜିତ କରିବାକୁ ଯାଉଛନ୍ତି T20 ବିଶ୍ୱକପ। ଟିମ ଇଣ୍ଡିଆ ଡିଫେଣ୍ଡିଂ ଚାମ୍ପିଅନ ଭାବରେ ପଡ଼ିଆରେ ପ୍ରବେଶ କରିବ। ସମସ୍ତଙ୍କ ନଜର ଏହି ଦଳ ଉପରେ ରହିବ କାରଣ ଭାରତରେ କେତେଜଣ…

Budget 2026: ଟ୍ୟାକ୍ସପେୟରଙ୍କ ପାଇଁ ବଡ଼ ଘୋଷଣା! ଦେବାକୁ ପଡିବନି…

ନୂଆଦିଲ୍ଲୀ,୧୦।୧: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧, ୨୦୨୬ (ରବିବାର) ରେ ତାଙ୍କର କ୍ରମାଗତ ନବମ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ମଧ୍ୟବିତ୍ତ ଏବଂ ବେତନଭୋଗୀ କର୍ମଚାରୀମାନେ ମୋଦି ୩.୦ ସରକାରଙ୍କ ଏହି ଦ୍ୱିତୀୟ ପୂର୍ଣ୍ଣ ବଜେଟ ଠାରୁ ବହୁତ…

ରୌପ୍ୟ ପଦକ ହାତେଇ ଜିଲା ପାଇଁ ଗୌରବ ଆଣିଲେ ହରପ୍ରିୟା

କୋରାପୁଟ,୧୦।୧(ଅମିତାଭ ବେହେରା): ଭୁବନେଶ୍ୱର ସରକାରୀ ଦକ୍ଷତା ବିକାଶ ମହାବିଦ୍ୟାଳୟରେ ଆୟୋଜିତ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାଗ ନେଇଥିବା କୋରାପୁଟ ଜିଲା ଦାମନଯୋଡ଼ିର ଛାତ୍ରୀ ହରପ୍ରିୟା ସାମଲ ଦ୍ୱିତୀୟ ହୋଇଛନ୍ତି। ଏହି କୃତିତ୍ୱ ପାଇଁ ତାଙ୍କୁ ରୌପ୍ୟ ପଦକ ମିଳିଛି। ଶୁକ୍ରବାର ଲୋକସେବା…

ଜଳିଗଲା ଲକ୍ଷାଧିକ ଟଙ୍କାର ମକା, ସରକାରଙ୍କ ପାଖରେ କ୍ଷତିପୂରଣ ଦାବି କରି…

ମୋହନା,୧୦ା୧(ମନ୍ମଥ ମିଶ୍ର): ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଶୁଖିଲା ମକା ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏଭଳି ଘଟଣା ଘଟିଛି ଗଜପତି ଜିଲା ରା.ଉଦୟଗିରି ଥାନା ଅନ୍ତର୍ଗତ ପରିସଲ ଗ୍ରାମରେ। ଶୁକ୍ରବାର ହଠାତ୍‌ ନିଆଁ ଲାଗିଥିଲା ମକା ଖଳାରେ। ପରିସଲ ଗ୍ରାମର ଅନେକ…

ଶେଷ ୪ ବଲ୍‌ରେ ଆବଶ୍ୟକ ଥିଲା ୧୮ ରନ: ଏମିତି କାରନାମା କରିଦେଲେ ନାଦିନେ ଡି କ୍ଲାର୍କ, ପାଲଟିଗଲା ଇତିହାସ

ନଭି ମୁମ୍ବାଇ, ୯।୧: ନାଦିନେ ଡି କ୍ଲାର୍କଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଶୁକ୍ରବାର ଅନୁଷ୍ଠିତ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ଉଦ୍‌ଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରୋମାଞ୍ଚକ ବିଜୟ ହାସଲ କରିଛି। ଶେଷ ଓଭରରୁ…

ଶୋ’ ରୁମ୍‌ରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ଗାଡ଼ି

ବାରିପଦା,୧୦ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହରସ୍ଥିତ ଦାରୋଗାଡ଼ାହି ଛକ ନିକଟରେ ଥିବା କାଇନେଟିକ୍‌ ଶୋ’ ରୁମ୍‌ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଗାଡ଼ି ପୋଡ଼ି ଯାଇଛି। ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଥିବାରୁ ନିଆଁକୁ ଆୟତ୍ତ କରିବାରେ ବିଳମ୍ବ…

ଗୋଟିଏ ମଞ୍ଚରେ ଦେଖାଦେଲା ପାଓ୍ବାର ପରିବାରର ‘ପାଓ୍ବାର’

ମୁମ୍ବାଇ,୧୦।୧: ୨୦୨୩ ମସିହାରେ ଏନସିପିରେ ବିଭାଜନ ହେବା ପରେ ପ୍ରଥମ ଥର ପାଇଁ, ଅଜିତ ପାୱାର ଏବଂ ସୁପ୍ରିୟା ସୁଲେ ମହାରାଷ୍ଟ୍ରର ପୌର ନିର୍ବାଚନରେ ଏକ ରାଜନୈତିକ ମଞ୍ଚ ଶେୟାର କରିଥିଲେ। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱରେ ଏନସିପି ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri