ଭାରତ-ପାକିସ୍ତାନ ଯୁଦ୍ଧ ବିରତିକୁ ନେଇ ଆଉ ଏକ ନୂଆ ଦାବି କଲେ ଟ୍ରମ୍ପ, କହିଲେ…
ଓ୍ବାଶିଂଟନ,୨୦।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି ଯେ ସେ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦକୁ ସମାଧାନ କରିଛନ୍ତି। ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ସେ ଉଭୟ ଦେଶ ଉପରେ ୩୫୦...
ଜିତିଲେ ୫ MLA କିନ୍ତୁ କାହାକୁ ନୀତୀଶଙ୍କ କ୍ୟାବିନେଟରେ ମିଳିଲା ନାହିଁ ସ୍ଥାନ, ଏହାପରେ ବି କାହିଁକି ଖୁସି ଅଛନ୍ତି ଜିତନ ରାମ? ଜାଣନ୍ତୁ କାରଣ
ପାଟନା,୨୦।୧୧: ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (HAM) ବିହାର ବିଧାନସଭା ନିର୍ବାଚନରେ ଛଅଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ପାଞ୍ଚଟିରେ ବିଜୟୀ ହୋଇଥିଲା। ଏହା ସତ୍ତ୍ୱେ, ଦଳର କୌଣସି ବିଜୟୀ ବିଧାୟକ ନୀତୀଶ କୁମାରଙ୍କ ନୂତନ ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ନଥିଲେ। ଦଳର...
‘ଲାଲକିଲ୍ଲାରୁ କଶ୍ମୀର ପର୍ଯ୍ୟନ୍ତ କରିବୁ ଆକ୍ରମଣ…’, ପାକିସ୍ତାନ କରିଥିଲା ଦିଲ୍ଲୀ ବ୍ଲାଷ୍ଟ? ଚମକାଇବା ଭଳି ବୟାନ ଦେଲେ ପାକ୍ ନେତା
ଇସଲାମାବାଦ,୨୦।୧୧: ନଭେମ୍ବର ୧୦ରେ ଦିଲ୍ଲୀର ଲାଲକିଲ୍ଲା ବାହାରେ ହୋଇଥିବା କାର ବୋମା ବିସ୍ଫୋରଣ ସମ୍ପର୍କରେ ପାକିସ୍ତାନରୁ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଆଶ୍ଚର୍ଯ୍ୟଜନକ ବୟାନ ଆସିଛି। ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ର ପୂର୍ବତନ ‘ପ୍ରଧାନମନ୍ତ୍ରୀ’ ଚୌଧୁରୀ ଅନ୍ବର-ଉଲ-ହକ ଦାବି କରିଛନ୍ତି ଯେ...
Epstein Files: ଖୋଲିବ ବିଶ୍ୱର ସବୁଠାରୁ ବଡ଼ ସେକ୍ସ ସ୍କାଣ୍ଡାଲର ଫାଇଲ, ଜାଣନ୍ତୁ ଏହା କ’ଣ ଯେଉଁଥିରେ ଆସୁଛି ଟ୍ରମ୍ପଙ୍କ ନାମ
ଓ୍ବାଶିଂଟନ,୨୦।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ‘ଏପଷ୍ଟାଇନ ଫାଇଲ୍ସ ଟ୍ରାନ୍ସପରେନ୍ସି ଆକ୍ଟ’ରେ ସ୍ବାକ୍ଷର କରିଛନ୍ତି। ଏହା ପରେ, ନ୍ୟାୟ ବିଭାଗକୁ ୩୦ ଦିନ ମଧ୍ୟରେ ଜେଫ୍ରି ଏପଷ୍ଟାଇନଙ୍କ ଯୌନ ଅପରାଧ ଏବଂ ୨୦୧୯ ଜେଲରେ ତାଙ୍କ ମୃତ୍ୟୁର ତଦନ୍ତ ସହିତ...
ପୋଷ୍ଟ ଅଫିସରୁ ଲକ୍ଷାଧିକ ଲୁଟିନେଲେ ଦୁର୍ବୃତ୍ତ
ସାକ୍ଷୀଗୋପାଳ,୨୦ା୧୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ ସତ୍ୟବାଦୀ ଥାନାକୁ ଲାଗି ରହିଥିବା ସାକ୍ଷୀଗୋପାଳ ଉପଡାକଘରୁ ବୁଧବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଛି। କବାଟ କବଜା ତାଡ଼ି ଲୁଟେରା ଅଫିସ ଭିତରେ ପଶି ସିସିଟିଭି ହାର୍ଡଡିକ୍ସ...
ନେପାଳରେ ପୁଣି ବ୍ୟାପିଲା ହିଂସା? ଲାଗିଲା କର୍ଫ୍ୟୁ
କାଠମାଣ୍ଡୁ,୨୦।୧୧: ଭାରତ ସୀମାନ୍ତ ନେପାଳର ବାରା ଜିଲାରେ ଜେନ-ଜେଡ ଯୁବକ ଏବଂ ପଦଚ୍ୟୁତ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ଦଳ ସିପିଏନ-ୟୁଏମଏଲର କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିବା ପରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଏହାର ଜବାବରେ ପ୍ରଶାସନ ଏହି ଅଞ୍ଚଳରେ...
ବାନ୍ଧବୀଙ୍କ ସହ ଗଞ୍ଜେଇ ଚାଲାଣ କରୁଥିଲେ ଯୁବକ, ବାଟରେ ଛକି ରହିଥିଲା ପୋଲିସ, ଆଉ ତା’ପରେ…
ଦେବଗଡ,୨୦।୧୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ରିଆମାଳ ପୋଲିସକୁ ସଫଳତା । ବାନ୍ଧବୀଙ୍କ ସହ ଜଣେ ଯୁବକ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଗୋଡାଇ ଗୋଡାଇ ଧରିଲା ପୋଲିସ । ୫୮ କେଜି ଗଞ୍ଜେଇ ସମେତ ସ୍ବିିପ୍ଟ ଡିଜାୟାର କାର...
ପୂଜାର୍ଚ୍ଚନା କରି ମଣ୍ଡିରେ ଧାନ ପୂରାଇଲେ ଚାଷୀ, ଆସନ୍ତାକାଲିଠାରୁ ପ୍ରତିଦିନ…
ଅତାବିରା, ୨୦।୧୧(ଯୁଧିଷ୍ଠିର ମହାପାତ୍ର ): ଚଳିତ ବର୍ଷ ଖରିଫ ଧାନ କିଣା ବିକା ପ୍ରକ୍ରିୟା ବିଳମ୍ବକୁ ନେଇ ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି। ରାଜ୍ୟର ଭାତ ହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଅତାବିରା ଅଞ୍ଚଳରେ ସର୍ବପ୍ରଥମେ ଧାନ କିଣା ବିକା...
ଲଙ୍କାଚାଷ କରି ଦୁଇ ପଇସା ରୋଜଗାର କରୁଛନ୍ତି ଗୁଣ ନାଏକ, କହିଲେ ସଫଳତାର ସୂତ୍ର…
କେସିଙ୍ଗା,୨୦ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କିକିଆ ପଞ୍ଚାୟତର କଣ୍ଟାପଡ଼ା ଗ୍ରାମର ଜଣେ ସଫଳ ଚାଷୀ ୨୦ ଡେସିମିଲି ଜାଗାରେ ଲଙ୍କାଚାଷ କରି ସଫଳ ହୋଇଥିବାରୁ ଗତ ୧୮ ତାରିଖରେ ଅନୁଷ୍ଠିତ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ...
ତହସିଲଦାରଙ୍କ ପାଖକୁ ଗଲେ ଗ୍ରାମବାସୀ, ଜବରଦଖଲ ଉଚ୍ଛେଦ ଦାବିରେ ଦେଲେ ଏମିତି ଦାବିପତ୍ର
ଅମରପାଲି,୨୦।୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ହିଲୁଙ୍ଗ ଗ୍ରାମରେ ଜବରଦଖଲ ଉଚ୍ଛେଦ ଦାବିରେ ଗୁରୁବାର ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ। ଅଭିଯୋଗ ଅନୁସାରେ ତହସିଲ ଅନ୍ତର୍ଗତ ହିଲୁଙ୍ଗ ଗ୍ରାମର କେତେକ ବ୍ୟକ୍ତି ଗ୍ରାମରେ ଥିବା ଅନାବାଦୀ,ଗୋଚର,ଜଳଚର,...
୨୦୨୩ରେ ନାବାଳିକାଙ୍କୁ ଉଠାଇ ନେଇଥିଲେ ଯୁବକ, ଆଜି ଆସିଲା ରାୟ, ଅଭିଯୁକ୍ତ ୩ ବର୍ଷ ପାଇଁ…
ଜୟପାଟଣା,୨୦ା୧୧(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅଞ୍ଚଳରେ ଗତ ୨୦୨୩ ମସିହାରେ ହୋଇଥିବା ଜଣେ ନାବାଳିକାଙ୍କୁ ଅପହରଣ ଓ ଯୌନ ନିର୍ଯାତନା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ଭବାନୀପାଟଣାସ୍ଥିତ ଜିଲା ପୋକ୍ସୋ କୋର୍ଟର ସ୍ବତନ୍ତ୍ର ବିଚାରପତି...
ବିଜେଡିର ଗୁମର ଖୋଲିଲେ ଦଳୀୟ ନେତା: ନୂଆପଡ଼ା ପରାଜୟକୁ ନେଇ…
ଭୁବନେଶ୍ୱର,୨୦।୧୧: ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂଙ୍କ ଗୁରୁବାର ଏକ ବଡ଼ ବୟାନ ଦେଇଛନ୍ତି। ନୂଆପଡ଼ାରେ ବିଜେଡିର ପରାଜୟକୁ ନେଇ ଭୂପିନ୍ଦର ପ୍ରତିକ୍ରିୟା ରଖିଛନ୍ତି। ବିଜେଡିର ପ୍ରାର୍ଥୀ ଚୟନରେ ଭୁଲ ରହିଥିବା କହି ଦଳ ପ୍ରତି ଦୋଷାରୋପ କରିଛନ୍ତି। ଏପରିକି...
Archives


