ଗୋ ମାଂସ ନେଇ ଯାଉଥିବାବେଳେ ବ୍ୟବସାୟୀଙ୍କୁ କାବୁ କଲେ ଗ୍ରାମବାସୀ, ଅଟକ ରଖି ଦେଲେ ପୋଲିସ ଜିମା
ଧର୍ମଶାଳା,୨୬।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ସୁନ୍ଦୁରିଆ ପଞ୍ଚାୟତର ଏକ ପୋଖରୀ ନିକଟରୁ ବେଆଇନ ଗୋ ମାଂସ ନେଇ ଯାଉଥିବା ବ୍ୟବସାୟୀଙ୍କୁ ସ୍ଥାନୀୟ ଲୋକେ ଅଟକ ରଖି ପୋଲିସ ଜିମା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ନେଉଳପୁର…
ନନ୍ଦପୁରରେ ଚଢ଼ାଉ: ୧୧୪୩ କେଜି ଗଞ୍ଜେଇ ଜବତ, ଆନୁମାନିକ ମୂଲ୍ୟ ଏତେ କୋଟି
କୋରାପୁଟ, ୨୬।୨(ଅମିତାଭ ବେହେରା ): କୋରାପୁଟ ଜିଲାର ନନ୍ଦପୁର ଥାନା ଅଞ୍ଚଳରେ ଚଢ଼ାଉରେ ୧୧୪୩ କେଜି ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ବୋଲି ଜଣାପଡ଼ିଛି। ଗଞ୍ଜେଇକୁ ଦୁଇଟି ମହିନ୍ଦ୍ରା ପିକଅପ ଗାଡ଼ିରେ…
ଟଙ୍କା ବଞ୍ଚାଇବାକୁ ଯାଇ କୁକୁରକୁ ଅଳିଆ ଉଠାଇବା କାମରେ ଲଗାଇଦେଲେ ମାଲିକ, ଏବେ ଲାଗିଲା ଜରିମାନା
ରୋମ,୨୬।୨: ଇଟାଲୀର କାଟାନିଆ ସହରର ଜଣେ ବ୍ୟକ୍ତି ଅଳିଆ ସଂଗ୍ରହକାରୀଙ୍କ ଟଙ୍କା ସଞ୍ଚୟ କରିବା ପାଇଁ ଏପରି ଏକ ପଦ୍ଧତି ଗ୍ରହଣ କରିଛନ୍ତି ଯାହା କର୍ତ୍ତୃପକ୍ଷଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ସହର ଅଧିକାରୀମାନେ ସମ୍ପ୍ରତି ପୌରପାଳିକାରେ ସ୍ଥାପିତ ସିସି କ୍ୟାମେରା ଦ୍ୱାରା…
ନିଜ ମାଆଙ୍କୁ ‘I LOVE U’ ଲେଖି କାହିଁକି ଜୀବନ ହାରିଲେ ୟୁଟ୍ୟୁବର? ଜାଣନ୍ତୁ ଏହା ପଛର କାରଣ
ହାଇଦ୍ରାବାଦ,୨୬।୨: ସୋମବାର (୨୩ ଫେବୃଆରୀ) ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଥିବା ଏକ ଭଡା ଘରେ (ଆପାର୍ଟମେଣ୍ଟ)ରେ ୨୧ ବର୍ଷୀୟା ୟୁଟ୍ୟୁବର ବୋନୁ କୋମାଲିଙ୍କ ମୃତଦେହ ମିଳିଥିଲା। ମୃତ୍ୟୁର କିଛି ସମୟ ପୂର୍ବରୁ, ସେ ତାଙ୍କ ମାଆଙ୍କୁ ଏକ ବାର୍ତ୍ତା ପଠାଇଥିଲେ, ‘I…
ସୁନାରୂପା ଦରକୁ ନେଇ ଚାଇନାରୁ ଆସିଲା ବଡ଼ ଅପଡେଟ୍, ସୁନା କିଣୁଥିଲେ ଜାଣି ନିଅନ୍ତୁ…
ନୂଆଦିଲ୍ଲୀ,୨୬।୨: ସୁନା ଏବଂ ରୂପା ବଜାରରେ ନିବେଶକଙ୍କ ପାଇଁ ଚାଇନାରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ବିଶ୍ୱର ସର୍ୱବୃହତ ବୁଲାନ ବାଣିଜ୍ୟ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏ, ସାଂଘାଇ ଗୋଲ୍ଡ ଏକ୍ସଚେଞ୍ଜ, ସୁନା ଏବଂ ରୂପା ଚୁକ୍ତିନାମା ପାଇଁ ମାର୍ଜିନ ଆବଶ୍ୟକତା ଏବଂ…
ଆଜି ରଶ୍ମିକା-ବିଜୟଙ୍କ ପଡିବ ହାତଗଣ୍ଠି: ଏହି ଖାସ୍ ‘ଥିମ୍’ ସହିତ କରିବେ ବିବାହ
ମୁମ୍ବାଇ: ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା ଆଜି ଉଦୟପୁରରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହି କପଲ ସେମାନଙ୍କର ତେଲୁଗୁ ଏବଂ କୋଡାଭା ମୂଳକୁ ସମ୍ମାନ ଜଣାଇ ଦୁଇଟି ସମାରୋହ କରିବେ। ସଦ୍ୟତମ ରିପୋର୍ଟ ଅନୁସାରେ, ଏହି…
କୋରାପୁଟ ପୋଲିସକୁ ବଡ଼ ସଫଳତା: ୨୦୦ କୋଟିର ହାଶିଶ ତେଲ ଜବତ
କୋରାପୁଟ/ନନ୍ଦପୁର/ପାଡୁଆ,୨୬।୨(ଅମିତାଭ ବେହେରା/ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ପୋଲିସ ଜିଲାରେ ଚାଲୁଥିବା ଏକ ଆନ୍ତରାଜ୍ୟ ହାଶିଶ ତେଲ ତିଆରି କାରଖାନାକୁ ଧ୍ୱଂସ କରି ଐତିହାସିକ ସଫଳତା ହାସଲ କରିଛି। ଏହି ଅଭିଯାନରେ ୧୮୦୦ ଲିଟରରୁ ଅଧିକ ହାଶିଶ ତେଲ ଜବତ କରାଯାଇଛି।…
ଶାହିନ ଆଫ୍ରିଦିଙ୍କୁ ନେଇ ଶ୍ୱଶୁର ଶାହିଦ ଆଫ୍ରିଦି କ’ଣ କହିଲେ? ଏବେ ହେଉଛି ଖୁବ ଚର୍ଚ୍ଚା
ନୂଆଦିଲ୍ଲୀ,୨୬।୨: ପାକିସ୍ତାନର ଦ୍ରୁତ ବୋଲର ଶାହିନ ଆଫ୍ରିଦି ICC T20 ବିଶ୍ୱକପ ୨୦୨୬ ସମୟରେ ଖରାପ ଫର୍ମ ଦେଇ ଗତି କରୁଥିଲେ। ତାଙ୍କୁ ଟିମ ଇଣ୍ଡିଆ ବିପକ୍ଷରେ ମଧ୍ୟ ପ୍ରବଳ ଗାଳି କରାଯାଇଥିଲା। ଭାରତୀୟ ଦଳଠାରୁ ପରାଜୟ ପରେ, ପୂର୍ବତନ କିମ୍ବଦନ୍ତୀ…
ଏହି ଯୋଜନାରେ ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୫୦୦ ଟଙ୍କା , ଜାଣନ୍ତୁ କେଉଁମାନେ ପାଇବେ …
ନୂଆଦିଲ୍ଲୀ,୨୬।୨: କେନ୍ଦ୍ର ସରକାର ଦେଶର ବିଭିନ୍ନ ବର୍ଗ ପାଇଁ ଅନେକ ଯୋଜନା ଚଳାନ୍ତି, ଯାହାର ଲକ୍ଷ୍ୟ ଅର୍ଥନୈତିକ ସୁରକ୍ଷା ଏବଂ ସାମାଜିକ ସଶକ୍ତିକରଣ। ଏହି ଯୋଜନାଗୁଡ଼ିକ ଚାଷୀ, ଶ୍ରମିକ, ବୃଦ୍ଧ ଏବଂ ମହିଳାମାନଙ୍କୁ ଲାଭ ପହଞ୍ଚାଏ। ଏବେ ମହିଳାମାନଙ୍କୁ, ବିଶେଷକରି ଆତ୍ମନିର୍ମରଶୀଳ…
ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ଏହି ଦିନ ହେବ…
ଭୁବନେଶ୍ୱର,୨୬।୨: ରାଜ୍ୟ ସଭା ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ମାର୍ଚ୍ଚ ୫ ଯାଏ ନାମାଙ୍କନ ଦାଖଲ ପ୍ରକ୍ରିୟା ହେବ। ୬ରେ ଯାଞ୍ଚ କରାଯିବ। ମାର୍ଚ୍ଚ ୯ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ୧୬ରେ…
ମୋଦିଙ୍କୁ ଇସ୍ରାଏଲ ସଂସଦର ସର୍ବୋଚ୍ଚ ସମ୍ମାନ: ସତ୍ୟ, ବାସ୍ତବତାକୁ ଆପଣାଇଛି ଭାରତ
ଜେରୁଜେଲମ୍,୨୬ା୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶତ ପ୍ରଶଂସାରେ ପୋତି ପକାଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ମୋଦି କେବଳ ଉତ୍ତମ ବନ୍ଧୁ ନୁହନ୍ତି, ଭାଇଠାରୁ ବି ଅଧିକ। ଭାରତ-ଇସ୍ରାଏଲ ସମ୍ପର୍କ ସେତୁର ବିନ୍ଧାଣି। ବିଶ୍ୱ ମଞ୍ଚରେ ଜଣେ ପ୍ରଭାବଶାଳୀ ନେତା। ଭାରତ ଇସ୍ରାଏଲ…
ଭାରତର ଚିକେନ-ଅଣ୍ଡାକୁ ବ୍ୟାନ୍; ଏହି ଦେଶ ନେଲା ବଡ଼ ନିଷ୍ପତ୍ତି…
ନୂଆଦିଲ୍ଲୀ,୨୬।୨: ସାଉଦି ଆରବ ଭାରତୀୟ କୁକୁଡ଼ା ଶିଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଚିନ୍ତାଜନକ ଖବର ଜାରି କରିଛି। ସାଉଦି ଆରବର ଖାଦ୍ୟ ଏବଂ ଔଷଧ ପ୍ରାଧିକରଣ (SFDA) ଭାରତ ସମେତ 40ଟି ଦେଶରୁ କୁକୁଡ଼ା (କୁକୁଡ଼ା ମାଂସ) ଏବଂ ଅଣ୍ଡା ଆମଦାନୀ…
Archives


