Home Left

ସମାଜ ସୁଧାରକଙ୍କ ମଧ୍ୟରେ ମୋଦିଙ୍କ ନାଁ ଲିପିବଦ୍ଧ ହେବ: ଅମିତ୍‌ ଶାହ

ନୂଆଦିଲ୍ଲୀ,୧୮ା୮: ତିନି ତଲାକ୍‌କୁ ବିରୋଧ କରୁଥିବା ନେତାଙ୍କୁ କଡ଼ା ଜବାବ ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ। ସେ କହିଛନ୍ତି, ଏଭଳି ଘୃଣ୍ୟ ପ୍ରଥାକୁ ହଟାଇବା ପାଇଁ କାହାର ସାହସ ନ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିବାହିତ ପ୍ରେମିକାଙ୍କୁ ଧରି ପ୍ରେମିକ ଫେରାର, ପଞ୍ଚାୟତରେ ୭୧ ମେଣ୍ଢା ଜରିମାନା

ଲକ୍ଷ୍ନୌ, ୧୮।୮: ଉତ୍ତର ପ୍ରଦେଶର ଗୋରଖପୁରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ବିବାହିତ ପ୍ରେମିକାଙ୍କୁ ଧରି ଫେରାର ହୋଇଯାଇଛନ୍ତି। ଫଳସ୍ବରୂପ ତାଙ୍କୁ ଗାଁ ପଞ୍ଚାୟତ ୭୧ଟି ମେଣ୍ଢା ଜରିମାନା କରିଛନ୍ତି। ଯୁବକ ଜଣକ ବିବାହିତ ପ୍ରେମିକାଙ୍କ…

ଡାଲି ଖାଇବାକୁ ଲୋକଙ୍କ ପାଖରେ ଟଙ୍କା ନାହିଁ, ଭାରତ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛନ୍ତି ପାକିସ୍ତାନ ସରକାର

ଇସ୍‌ଲାମାବାଦ, ୧୮।୮: ପାକିସ୍ତାନର ଆର୍ଥିକ ପରିସ୍ଥିତି ସମ୍ପୂର୍ଣ୍ଣ ଧରାଶାୟୀ ହୋଇପଡିଛି। ଦେଶରେ ଡାଲି, ଚାଉଳ ଏବଂ ପନିପରିବା ଦର ଆକାଶଛୁଆଁ ହୋଇଛି। କିନ୍ତୁ ଇମ୍ରାନ ଖାନ୍‌ ସରକାର ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ଭାରତ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ…

ଡୋକଲାମ ବିବାଦ କଥାବାର୍ତ୍ତା ଦ୍ୱାରା ସମାଧାନ ସମ୍ଭବ: ଲୋଟେ ଶେରିଙ୍ଗ୍‌

ନୂଆଦିଲ୍ଲୀ, ୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଭୂଟାନ ଗସ୍ତରେ ଯାଇ ଭାରତ ଫେରିବା ପରେ ଭୂଟାନ ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ ଡୋକଲାମ ବିବାଦକୁ ନେଇ ବଡ ବୟାନ ଦେଇଛନ୍ତି। ଏଥର ମୋଦିଙ୍କ ସହ ସାକ୍ଷାତବେଳେ ଡୋକଲାମକୁ ନେଇ କୌଣସି ଆଲୋଚନା…

ପୁଣି ‘ଆକ୍ସନ’ ଅବତାରରେ କଙ୍ଗନା

‘ମଣିକର୍ଣ୍ଣିକା, ଦି କ୍ୱିନ୍‌ ଅଫ୍‌ ଝାନ୍‌ସୀ’ ହେଉ ବା ‘ଜଜ୍‌ମେଣ୍ଟାଲ ହେ କ୍ୟା’ ହେଉ, ଭଳି ଫିଲ୍ମରେ ଅଭିନୟ କରିଥିବା ବଲିଉଡର ହଟ୍‌କେ ଗାର୍ଲ କଙ୍ଗନା ରାଣାୱତ ପୁଣି ଏକ ଆକ୍ସନ୍‌ ଥ୍ରିଲର୍‌ରେ ନଜର ଆସିବେ। ତାଙ୍କ ଆଗାମୀ ଫିଲ୍ମର ‘ଧକଡ’ରେ…

ମନରେ ସକାରାତ୍ମକ ଚିନ୍ତାଧାରା ପାଇଁ କରନ୍ତୁ ଏପରି…

ମଣିଷର ବିକାଶ ପ୍ରକ୍ରିୟା ଚିନ୍ତାଧାରା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାଏ । ଜୀବନରେ ଅନେକ ସମୟରେ ନକାରାତ୍ମକ ଚିନ୍ତା ମନକୁ ଆନ୍ଦୋଳିତ କରିଥାଏ । ତେବେ କୌଣସି କ୍ଷେତ୍ରରେ ସଫଳତା ପାଇବା ଲାଗି ନିଜକୁ ପ୍ରଥମେ ଭଲ ଭାବେ ଚିହ୍ନିବା ବା…

ଜେଟଲୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର, ଏମ୍ସ ଗଲେ ମୋହନ ଭାଗବତ

ନୂଆଦିଲ୍ଲୀ,୧୮।୮:ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି। ତାଙ୍କୁ ତାଙ୍କ ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖାଯାଇଛି। ଆରଏସଏସ ମୁଖ୍ୟ ମୋହନ ଭାଗବତ ରବିବାର ଏମ୍ସରେ ପହଞ୍ଚି ଜେଟଲୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।…

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା, ଅନେକ ନିଖୋଜ

ଡେରାଡୁନ୍‌,୧୮।୮: ଉତ୍ତରାଖଣ୍ଡରେ ପୁଣି ପ୍ରକୃତିର କୋପ। ବାଦଲ ଫଟା ବର୍ଷା ଯୋଗୁ ଉତ୍ତରକାଶୀ ଜିଲାରେ ପାଣିରେ ଜଣେ ତିନି ବର୍ଷର ଶିଶୁ ସହ ଅନେକ ଲୋକ ଭାସି ଯାଇଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ଏନଡିଆରଏଫର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜିଲାର…

ପେସାରେ କ’ଣ କରନ୍ତି ଏହିସବୁ କ୍ରିକେଟଙ୍କ ସ୍ତ୍ରୀ

ଭାରତୀୟ କ୍ରିକେଟରଙ୍କ ସ୍ତ୍ରୀଙ୍କ ବ୍ୟକ୍ତିଗତ ଜୀବନ ଅଧିକାଂଶ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥାଏ। ତେବେ ଆସନ୍ତୁ ଜାଣିବା କିଛି କ୍ରିକେଟରଙ୍କ ସ୍ତ୍ରୀ ପେସାରେ କ’ଣ କରନ୍ତି। କୋହଲି-ଅନୁଷ୍କା ଭାରତୀୟ ଅଧିନାୟକ ବିରାଟ କୋହଲି ବିଷୟରେ ତ କହିବା ଆବଶ୍ୟକ ନାହିଁ। ତାଙ୍କ…

ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ, ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

କୋରୁକୋଣ୍ଡା,୧୮।୮(ଡି.ଏନ୍‌.ଏ.): ସରକାର ଗରିବଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ଅଧିକାଂଶ ଲୋକ ଏଥିରୁ ବଞ୍ଚିତ ହେଉଛନ୍ତି। ଏଭଳି ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ୩ ନଂ ପଞ୍ଚାୟତର ପୁରୁଣା ବାଲିମେଳା ଗ୍ରାମରେ। ଏହି…

ଦୁଲୀପ ଟ୍ରଫି: ଦ୍ୱିତୀୟ ଦିନର ଖେଳ ବାତିଲ

ବେଙ୍ଗାଲୁରୁ,୧୮।୮(ପି.ଟି.)- ସ୍ଥାନୀୟ ଜଷ୍ଟ କ୍ରିକେଟ ଏକାଡେମୀ ଗ୍ରାଉଣ୍ଡରେ ଇଣ୍ଡିଆ ବ୍ଲୁ ଓ ଇଣ୍ଡିଆ ଗ୍ରୀନ୍‌ ମଧ୍ୟରେ ଚାଲିଥିବା ଦୁଲୀପ ଟ୍ରଫି ଉଦ୍‌ଘାଟନୀ ମ୍ୟାଚର ଦ୍ୱିତୀୟ ଦିନ ଖେଳ ବାତିଲ ହୋଇଛି। ଗତ ରାତିରେ ହୋଇଥିବା ପ୍ରବଳ ବର୍ଷା ଜନିତ ଓଦା ଗ୍ରାଉଣ୍ଡ…

ଲତାଙ୍କ ଦୀର୍ଘ ଜୀବନ କାମନା କଲେ ରାଷ୍ଟ୍ରପତି

ମୁମ୍ବାଇ,୧୮।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ମୁମ୍ବାଇ ଗସ୍ତ କରିଥିବା ବେଳେ ସେଠାରେ ସେ ବଲିଉଡ୍‌ର କୋକିଳ କଣ୍ଠି ଗାୟିକା ତଥା ଭାରତ ରତ୍ନ ଲତା ମଙ୍ଗେସକରଙ୍କୁ ଭେଟିଛନ୍ତି। ଲତାଙ୍କ ଘରକୁ ଯାଇ ରାଷ୍ଟ୍ରପତି ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?