“ଦେଶ ଆମେରିକାକୁ ବିକ୍ରି କରୁଛନ୍ତି”: ଶେଖ ହାସିନାଙ୍କ ମହମ୍ମଦ ୟୁନୁସଙ୍କ ବିରୁଦ୍ଧରେ ବଡ଼ ଅଭିଯୋଗ
ଢାକା,୨୫ା୫: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଦେଶର ଅନ୍ତରୀଣ ସରକାରର ମୁଖ୍ୟ ମୁହାମ୍ମଦ ୟୁନୁସଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ ସେ ଦେଶକୁ “ଆମେରିକାକୁ ବିକ୍ରି କରୁଛନ୍ତି।” ସେ ତାଙ୍କର ଆୱାମୀ ଲୀଗ ପାର୍ଟି ଉପରେ ନିକଟରେ…
୪ ଲକ୍ଷ ଟଙ୍କାର ଗଞ୍ଜେଇ ଛାଡ଼ି ମାଫିଆ ଚମ୍ପଟ
ମୋହନା,୨୫ା୫(ମନ୍ମଥ ମିଶ୍ର): ସୁଲୁବା ନୂଆସାହି ଓ ବାଘମାରି ଗାଁ ରାସ୍ତାରୁ ୪୧ କିଲୋରୁ ଊଦ୍ଧର୍ବ ଗଞ୍ଜେଇ ଜବତଳ ହୋଇଥିବାବେଳେ ଗଞ୍ଜେଇ ମାଫିଆ ଫେରାର ହୋଇଯାଇଛନ୍ତି। ଗଜପତି ଜିଲା ଚନ୍ଦ୍ରଗିରି ଫାଣ୍ଡି ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇ ଚୋରା ଚାଲାଣକୁ ନେଇ…
ସାମାନ୍ୟ ବର୍ଷାରେ ସହର ସ୍ଥିତି ବେହାଲ୍: ଆଗକୁ ସ୍ଥିତି ଅସମ୍ଭାଳ
ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଡ୍ରେନେଜ୍ ଅବ୍ୟବସ୍ଥା ନିତିଦିନିଆଁ ଘଟଣାରେ ପରିଣତ ହୋଇଯାଇଛି। ପ୍ରତିବର୍ଷ ଅବ୍ୟବସ୍ଥିତ ଡ୍ରେନେଜ୍ ବ୍ୟବସ୍ଥା ଯୋଗୁ ସହର ଜଳାର୍ଣ୍ଣବ ହୋଇ ପଡ଼ିଥାଏ। ଏହାର ପ୍ରତିକାର ଦିଗରେ ସ୍ଥାନୀୟ ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀ ଆଖି ବୁଜି…
ଅପହୃତା ନାବାଳିକା ୨ ବର୍ଷ ପରେ କୋଏମ୍ବାଟୁରରୁ ଉଦ୍ଧାର, ଜେଲ୍ ଗଲେ ଅଭିଯୁକ୍ତ
ଦିଗପହଣ୍ଡି,୨୫ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଅପହୃତା ନାବାଳିକାଙ୍କୁ ୨ ବର୍ଷ ପରେ ପାଟପୁର ପୋଲିସ ତାମିଲନାଡୁ କୋଏମ୍ବାଟୁରରୁ ଉଦ୍ଧାର କରିବାରେ ସମର୍ଥ ହୋଇଛନ୍ତି। ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୁକ୍ତ ଜଣକ ହେଲେ ଯାଜପୁର…
ସାଇକେଲରେ ଯିବା ବେଳେ ଖୁବ୍ ଜୋର୍ରେ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…
କୋଟପାଡ଼,୨୫ା୫(ରାଜକିଶୋର ରାଓ): କୋରାପୁଟ ଜିଲା କୋଟପାଡ଼ ବ୍ଲକ ଏସ.ବି ନୂଆଗାଁ ପଞ୍ଚୟତ ଅଞ୍ଚଳରେ କିଛିଦିନ ହେବ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି। ରବିବାର ସନ୍ଧ୍ୟାରେ ଏସବି ନୂଆଗାଁ ପଞ୍ଚୟତରେ ଘଡ଼ଘଡ଼ି ସହ ବିଜୁଳି ମାରିବାରୁ ପଞ୍ଚୟତର କୁମାହାଣ୍ଡି ଗ୍ରାମର…
କିଡ୍ନୀ ନଷ୍ଟରୁ ସ୍ବାମୀଙ୍କ ମୃତ୍ୟୁ ପରେ ମମତାଙ୍କ କାନ୍ଧରେ ୨ ସନ୍ତାନଙ୍କ ବୋଝ
କର୍ଲାମୁଣ୍ଡା,୨୫ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତର ଧରାଖମନ ଗାଁରେ କିଡ୍ନୀ ଜନିତ ସମସ୍ୟା ଯୋଗୁ ୧୪ରୁ ଊଦ୍ଧର୍ବ ବ୍ୟକ୍ତି ମୃତ୍ୟୁବରଣ କରିସାରିଥିବାବେଳେ ଏବେ ବି ୧୯ରୁ ଊଦ୍ଧର୍ବ ମହିଳା ପୁରୁଷ ମୃତ୍ୟୁ ସହ ସଂଗ୍ରାମ କରୁଥିବା…
IPL 2025: ଶେଷ ମ୍ୟାଚରେ ବଡ଼ ବିଜୟ ସହିତ ବିଦାୟ ନେଲା ଚେନ୍ନାଇ, ଆଗାମୀ ସିଜିନରେ ଦୃଢ଼ ପ୍ରତ୍ୟାବର୍ତ୍ତନର ଆଶା
ଅହମଦାବାଦ,୨୫ା୫: ଚେନ୍ନାଇ ସୁପର କିଙ୍ଗ୍ସ (CSK) ଆଇପିଏଲ୍ ୨୦୨୫ ଅଭିଯାନକୁ ଏକ ଜୋରଦାର ବିଜୟ ସହିତ ଶେଷ କରିଛି। ଗୁଜରାଟ ଟାଇଟାନ୍ସ (GT)କୁ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୮୩ ରନରେ ପରାସ୍ତ କରି। ଏହି ଜୋରଦାର ବିଜୟ ସତ୍ତ୍ୱେ, ୫…
ATMରୁ ବାହାରୁଛି କାଗଜ ସିଲ୍ ଲଗା ନୋଟ୍, ଟଙ୍କା ଉଠାଇ…
ଗଞ୍ଜାମ,୨୫ା୫(ବିଦ୍ୟାଧର ସାହୁ): ହୁମ୍ମା ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ଥିବା ATMରୁ ବାହାରୁଛି କାଗଜ ସିଲ୍ ଲଗା ଯାଇଥିବା ନୋଟ୍। ଗତ ଶୁକ୍ରବାର ବାଲିବଗଡ଼ ଗ୍ରାମର ରଜନୀ କାନ୍ତ ସ୍ବାଇଁ ଏଟିଏମ୍ରୁ ଟଙ୍କା ବାହାର କରିଥିଲେ। ୫୦୦ ଟଙ୍କିଆ ନୋଟ୍ଗୁଡ଼ିକରେ କାଗଜ ସିଲ୍…
ଓଟିଇଟି ପରୀକ୍ଷା ପ୍ରତ୍ୟାହାର ନେଇ ବିଧାୟକଙ୍କୁ ଦାବିପତ୍ର
ଭଞ୍ଜନଗର,୨୫ା୫(ବାବୁଲା ପ୍ରଧାନ): ଓଟିଇଟି ପରୀକ୍ଷା ପ୍ରତ୍ୟାହାର ଦାବି ନେଇ ଭଞ୍ଜନଗର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ରବିବାର ମୁଖ୍ୟମନ୍ତ୍ରୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ…
ପରମାଣୁ ଅସ୍ତ୍ରାଗାରର ଆଧୁନିକୀକରଣ କରୁଛି ପାକିସ୍ତାନ, ଭାରତକୁ ଅସ୍ତିତ୍ୱର ବିପଦ ଭାବରେ ଦେଖୁଛି: ଆମେରିକା ରିପୋର୍ଟ
ନୂଆଦିଲ୍ଲୀ,୨୪ା୫: ଆମେରିକାର ଡିଫେନ୍ସ ଇଣ୍ଟେଲିଜେନ୍ସ ଏଜେନ୍ସି (DIA) ର ଏକ ସାମ୍ପ୍ରତିକ ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନ ନିଜର ପରମାଣୁ ଅସ୍ତ୍ରାଗାରର ଆଧୁନିକୀକରଣ କରୁଛି ଏବଂ ଭାରତକୁ ଏକ ଅସ୍ତିତ୍ୱଗତ ବିପଦ ଭାବେ ଦେଖୁଛି। ‘2025 ବିଶ୍ୱ ବିପଦ ମୂଲ୍ୟାଙ୍କନ’ ଶୀର୍ଷକ…
ମହିଳାଙ୍କ ଘରକୁ ଯାଇ ଆତ୍ମହତ୍ୟା କଲେ ଯୁବକ, ଭାଇ ଆଣିଲେ ହତ୍ୟା ଅଭିଯୋଗ
ଧରାକୋଟ,୨୫ା୫(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ପୋଡ଼ାପଲି ଗ୍ରାମର ପଙ୍କଜ ପ୍ରଧାନ ନାମକ ଜଣେ ମହିଳାଙ୍କ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଶନିବାର ସନ୍ଧ୍ୟାରେ ଧରାକୋଟ ପୋଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ହେଲେ…
Video: ହିମାଚଳ ପ୍ରଦେଶର ସିମଲାରେ ବାଦଲଫଟା ବର୍ଷା, ବନ୍ୟାରେ ଭାସିଗଲା କାର
ସିମଲା, ୨୫ା୫: ହିମାଚଳ ପ୍ରଦେଶର ସିମଲାରେ ଶନିବାର ସନ୍ଧ୍ୟାରେ ଏବଂ ରାମପୁର ଅଞ୍ଚଳରେ ରାତିରେ ବାଦଲଫଟା ବର୍ଷା ହୋଇଛି। ଏହି ବାଦଲଫଟା ବର୍ଷା ଯୋଗୁଁ ଅଞ୍ଚଳରେ ଆକସ୍ମିକ ବନ୍ୟା ସୃଷ୍ଟି ହୋଇଥିଲା, ଯାହା ବ୍ୟାପକ କ୍ଷୟକ୍ଷତି ଏବଂ ଜନଜୀବନରେ ବିଘ୍ନ ଘଟାଇଛି।…
Archives


