ଲୋକ ସଭା ନିର୍ବାଚନ ସରିବା ପରେ ଅଫ୍ ଏୟାର ହେଲା ‘ନମୋ ଟିଭି’
ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ଅଫ୍ ଏୟାର ହୋଇଯାଇଛି ‘ନମୋ ଟିଭି’। ମାର୍ଚ୍ଚ ୩୧ରୁ ଅନ୍ ଏୟାର ହୋଇଥିବା ଏହି ଚ୍ୟାନେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁରୁଣା ଭାଷଣ ଓ ଭାଜପା ସହ ସମ୍ପର୍କିତ ସାମଗ୍ରୀକୁ ପ୍ରସାରଣ…
ଇଂଲଣ୍ଡ ଯିବା ପୂର୍ବରୁ ଶିରିଡି ସାଇ ଦର୍ଶନ କଲେ କୋଚ ରବି ଶାସ୍ତ୍ରୀ
ନୂଆଦିଲ୍ଲୀ, ୨୧।୫: ମେ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେଉଛି ବିଶ୍ୱକପ୍ ମହାସମର। ଏଥିପାଇଁ ଭାରତୀୟ କ୍ରିକେଟ ଦଳ ମଙ୍ଗଳବାର ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ କୋଚ୍ ରବି ଶାସ୍ତ୍ରୀ ଏବଂ ଫିଲ୍ଡିଂ କୋଚ୍ ଆର୍.ଶ୍ରୀଧର ଶିରିଡି ପହଞ୍ଚି…
ଏକ୍ଜିଟ୍ ପୋଲ୍କୁ ଦେଖି ବିଚଳିତ ନ ହୋଇ ଫଳାଫଳକୁ ଅପେକ୍ଷା ରଖନ୍ତୁ: ପ୍ରିୟଙ୍କା
ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନ ସରିଥିବା ବେଳେ ଫଳଫଳ ଘୋଷଣା ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି। ଏପଟେ ଗଣମାଧ୍ୟମର ଏକ୍ଜିଟ୍ ପୋଲ୍ ପ୍ରମୁଖ ଦଳ ଗୁଡିକର ମୁଣ୍ଡ ବିଗାଡିଛି। ଏହି ସମୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ…
୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ ଭେନ୍ୟୁ ତାଲିକାରେ କଳିଙ୍ଗ ଷ୍ଟାଡିୟମ୍
ପଣଜୀ,୨୧ା୫- ଆସନ୍ତା ୨୦୨୦ ଜୁନ୍ରେ ଭାରତ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଆୟୋଜନ କରିବ। ଏଥିନେଇ ସର୍ବଭାରତୀୟ ଫୁଟ୍ବଲ ଫେଡେରେଶନ (ଏଆଇଏଫ୍ଏଫ୍) ୫ ଭେନ୍ୟୁ ଚୟନ କରିଛି। ଏଥିରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ସମେତ ଗୋଆ, ଅହମ୍ମଦାବାଦ,…
ବିବାହର ୮ ବର୍ଷ ପରେ ଇମ୍ରାନ-ଅବନ୍ତିକାଙ୍କ ସମ୍ପର୍କରେ ଫାଟ !
ମୁମ୍ବାଇ: ଦୀର୍ଘଦିନରୁ ଫିଲ୍ମ ଜଗତରୁ ନିଜକୁ ଦୂରେଇ ରଖିଥିବା ସୁପରଷ୍ଟାର ଆମିର ଖାନ୍ଙ୍କ ଭଣଜା ତଥା ଅଭିନେତା ଇମ୍ରାନ ଖାନ୍ଙ୍କୁ ନେଇ ନୂଆ ଚର୍ଚ୍ଚା। କାରଣଟି ହେଲା ସ୍ତ୍ରୀ ଅବନ୍ତିକା ମଲିକ ଓ ଇମ୍ରାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ମନୋମାଳିନ୍ୟକୁ…
ଅରୁଣାଚଳ ପ୍ରଦେଶରେ ଉଗ୍ରବାଦୀଙ୍କ ପକ୍ଷରୁ ବିସ୍ଫୋରଣ: ବିଧାୟକଙ୍କ ସମେତ ୧୧ ମୃତ
ଇଟ୍ଟାନଗର, ୨୧।୫: ଅରୁଣାଚଳ ପ୍ରଦେଶର ବିଧାୟକ ତିରୋଙ୍ଗ ଅବୋଙ୍କ ରାଲିରେ ଭୟାନକ ବିସ୍ଫୋରଣ ଘଟିଛି। ଏଥିରେ ବିଧାୟକଙ୍କ ସମେତ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରାଥମିକ ତଦନ୍ତରୁ ଏହା ଆତଙ୍କବାଦୀ ଆକ୍ରମଣ ହୋଇଥାଇପାରେ ବୋଲି ପୋଲିସ ଅନୁମାନ କରୁଛି। ସୂଚନାଯୋଗ୍ୟ,…
ଏହି ଦୁର୍ଗରେ ରହିଛି ଚମତ୍କାର ପାରସ ପଥର: ଯାହା ଲୁହାକୁ କରେ ସୁନା
ଦୁନିଆରେ ଏପରି କିଛି ଚମତ୍କାର ଜିନିଷ ଅଛି, ଯାହା ବିଷୟରେ ଲୋକେ କାହାଣୀରେ ପଢ଼ିଥିବେ। ଏପରି ଏକ ଚମତ୍କାର ପଥର ହେଉଛି ପାରସ ପଥର। ପାରସ ପଥର ଲୁହାକୁ ସୁନା କରିଥାଏ। ଏହି ପଥର ବିଷୟରେ ଆପଣ ଅନେକ ପଢ଼ିଥିବେ ମାତ୍ର…
ବିମାନରୁ ବିଦା ହେଲେ ଅଷ୍ଟ୍ରେଲିଆନ ପ୍ରାକ୍ତନ ଓପନର
ସିଡ୍ନୀ,୨୧ା୫- ଦୁଇ ସାଙ୍ଗଙ୍କ ସହ ପ୍ରବଳ ଯୁକ୍ତିତର୍କ ପରେ ପୂର୍ବତନ ଅଷ୍ଟ୍ରେଲିଆନ ଓପନର ମାଇକେଲ ସ୍ଲାଟରଙ୍କୁ ବିମାନରୁ ବିଦା ହେବାକୁ ପଡ଼ିଛି। ମାକୁରି ସ୍ପୋଟର୍ସ ରେଡିଓ ଅନୁଯାୟୀ, ରବିବାର ସିଡ୍ନୀରୁ ବିମାନ ଓ୍ବାଗା ଯିବାର ଥିଲା। କିନ୍ତୁ ସ୍ଲାଟର ଓ ଦୁଇ…
ପୁଣି ପରଦାରେ ଧମାଲ୍ କରିବେ ପ୍ରଭାସ୍, ଆସୁଛି ଫିଲ୍ମ ‘ସାହୋ’
ବାହୁବଳୀ ଫେମ୍ ପ୍ରଭାସ ପୁଣି ପରଦାରେ ଧମାଲ୍ କରିବାକୁ ଯାଉଛନ୍ତି। ବାହୁବଳୀ ଏବଂ ବାହୁବଳୀ ୨ ପରେ ଏବେ ଫିଲ୍ମ ‘ସାହୋ’ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ଏହି ସାଉଥ୍ ସୁପର୍ଷ୍ଟାର। ଇତିମଧ୍ୟରେ ‘ସାହୋ’ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଯାଇଛି। ପ୍ରଭାସ…
ମୋବାଇଲ୍ ଚାର୍ଜର ପାଟିରେ ପୁରାଇ ଦେବାରୁ ୨ବର୍ଷର ଶିଶୁର ଜୀବନ ଗଲା
ଲକ୍ଷ୍ନୌ, ୨୧।୫: ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ମୋବାଇଲ ଚାର୍ଜର ପାଟିରେ ପୂରେଇ ଦେବାରୁ ବିଦ୍ୟୁତ ଆଘାତ ଲାଗି ଜଣେ ଦୁଇବର୍ଷ ଶିଶୁର ମୃତ୍ୟୁ ଘଟିଛି। ଦିଲ୍ଲୀର ମୁସ୍ତଫାବାଦରେ ନିଜ ସ୍ବାମୀଙ୍କ ସହ ରହୁଥିବା ରଜିଆ…
ନାଲ୍କୋ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଟପ୍ପର ହେଲେ ଶୁଭମ୍ ଦାସ
ବଅଁରପାଳ,୨୧।୫(ଡି.ଏନ୍.ଏ.): ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଅନୁଗୋଳ ଜିଲା ନାଲ୍କୋ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛତ୍ରୀଛାତ୍ର ସଫଳତା ହାସଲ କରିଛନ୍ତି। ମୋଟ ୨୨୫ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୧୪…
ଅର୍ଜୁନଙ୍କ ଫିଲ୍ମରେ ନାହାଁନ୍ତି କେହି ନାୟିକା
ମୁମ୍ବାଇ: ବଲିଉଡ୍ ଅଭିନେତା ଅର୍ଜୁନ କପୁର ଏବେ ତାଙ୍କ ଅପ୍ କମିଙ୍ଗ ଫିଲ୍ମ ‘ଇଣ୍ଡିଆଜ୍ ମୋଷ୍ଟ ଓ୍ବାଣ୍ଟେଡ୍’ ପାଇଁ ଖୁବ୍ ବ୍ୟସ୍ତ। ଆସନ୍ତା ୨୪ତାରିଖରେ ଏହା ଫ୍ରାଇଡେ ରିଲିଜ୍ରେ ସାମିଲ ହେବାର ଯୋଜନା ରହିଛି। ନିକଟରେ ଏହାର ପ୍ରମୋଶନ ପାଇଁ ଆସିଥିବା…
Archives


