୧୪ ବର୍ଷର ବାଳିକା ୮ ମାସର ଗର୍ଭବତୀ: ୬୦ ବର୍ଷର ବ୍ୟକ୍ତି କୋର୍ଟ ଚାଲାଣ
ଜୁନାଗଡ଼,୧।୬(ଡି.ଏନ୍.ଏ): କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଏକ ଅଭାବନୀୟ ଘଟଣା ସମ୍ମୁଖକୁ ଆସିଛି। ୧୪ ବର୍ଷର ବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଜଣେ ୬୦ ବର୍ଷର ବ୍ୟକ୍ତିଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ସେ ହେଲେ ଡମ୍ବରୁ ମାଝି। ତେବେ ନାବାଳିକା ଜଣକ…
ତୈମୁରଙ୍କ ହାତରେ ଟାଟୁ
ମୁମ୍ବାଇ,୧।୬: ନିକଟରେ ଶାହରୁଖ ଖାଁ ନିଜ ସାନ ପୁଅ ଅବରାମଙ୍କ ବର୍ଥଡେ ସେଲିବ୍ରେଟ କରିଥିଲେ। ଏହି ବାର୍ଥଡେ ପାର୍ଟିରେ ସୈଫ ଅଲ୍ଲୀ ଖାଁ, କରୀନା କପୁର ଖାଁଙ୍କ ସହ ତୈମୁର ମଧ୍ୟ ପହଞ୍ଚିଥିଲେ। ପାର୍ଟିରେ ତୈମୁର ଖୁବ୍ ଏନଜୟ କରିବା ସହ…
ବୟଫ୍ରେଣ୍ଡ ସହ ହଲିଡେ ଏନଜୟ କରୁଛନ୍ତି ହିନା
ମୁମ୍ବାଇ,୧।୬: ଛୋଟ ପରଦାର ପପୁଲାର ଅଭିନେତ୍ରୀ ହିନା ଖାନ ଟ୍ରାଭେଲର ସଉକ ରଖୁଥିବା ବେଳେ ସ୍ବିଜରଲ୍ୟାଣ୍ଡ ପରେ ଏବେ ପ୍ୟାରିସରେ ହଲିଡେ ଏନଜୟ କରୁଛନ୍ତି। ନିଜ ବୟଫ୍ରେଣ୍ଡ ରକି ଜୈସଓ୍ବାଲଙ୍କ ସହ ସେ ପ୍ୟାରିସ୍ରେ ଛୁଟି ମନାଉଥିବା ଦେଖିବାକୁ ମିଳିଛି। ସୋସିଆଲ…
କେଜରିଓ୍ବାଲଙ୍କ ମାଷ୍ଟର ଷ୍ଟ୍ରୋକ୍: ଏଥର ମାଗଣାରେ ଯାତ୍ରା କରିବେ ମହିଳା
ନୂଆଦିଲ୍ଲୀ,୧।୬: ବିଜୁଳି ଅଧା ଦାମ୍ରେ ଓ ପାଣି ମାଗଣାରେ ଉପଲବ୍ଧ କରିବାକୁ ଘୋଷଣା କରିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏଥିରେ ସଫଳ ହେବା ପରେ ଏବେ ଆଉ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନା ଲାଗୁ…
ହସ୍ପିଟାଲରେ ରୋଗୀଛାଡ଼ି ଫେରୁଥିବା ବେଳେ ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ: ଡ୍ରାଇଭର ମୃତ
ବଲାଙ୍ଗୀର ଅଫିସ, ୧।୬: ବଲାଙ୍ଗୀର ଜିଲା ରତନପୁର ନିକଟରେ ଶନିବାର ଟ୍ରକ୍ ଧକ୍କାରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ ବେହେରାପାଟି ଗ୍ରାମର ଧନପତି ବଗର୍ତ୍ତି(୪୦)। ବଗର୍ତ୍ତି ୧୦୮ ଆମ୍ବୁଲାନ୍ସ ଯୋଗେ…
ବଧୂହତ୍ୟା ଘଟଣା: ସ୍ବାମୀ, ଶାଶୁ, ନଣନ୍ଦଙ୍କୁ ଆଜୀବନ କାରାଦଣ୍ଡ
ଖୋର୍ଦ୍ଧା ଅଫିସ, ୧।୬: ଖୋର୍ଦ୍ଧାର ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍ କୋର୍ଟରେ ଜଙ୍କିଆ ମାନପୁର ଗାଁର ବିଳାସିନୀ ରାଉତରାୟ ହତ୍ୟାକାଣ୍ଡ ଘଟଣାର ରାୟ ଶନିବାର ପ୍ରକାଶ ପାଇଛି। ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍ ଧନୁର୍ଦ୍ଧର ସେନାପତି ଏହି ଘଟଣାର ବିଚାରକରି ବିଳାସିନୀଙ୍କ…
ଯେଉଁଠି ମୃତ ବ୍ୟକ୍ତିଙ୍କ ସହ କରାଯାଏ ଝିଅଙ୍କ ବିବାହ
ଭାରତ ଏକ ବିଶାଳ ଦେଶ। ଏଠାରେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରିଥାନ୍ତି। ପ୍ରତ୍ୟେକ ସମ୍ପ୍ରଦାୟର ଲୋକ ନିଜ ସଂସ୍କୃତି ଏବଂ ପରମ୍ପରା ଅନୁସାରେ କାର୍ଯ୍ୟ କରିଥାନ୍ତି। ମାତ୍ର ଭାରତର କେତୋଟି ସ୍ଥାନରେ ଅଜବ ପରମ୍ପରା ପାଳନ କରାଯାଇଥାଏ ଯାହା…
ନୂଆ ହେୟାରଷ୍ଟାଇଲ୍ ଯୋଗୁ ଟ୍ରୋଲ୍ ହେଲେ ରିତେଶ
ମୁମ୍ବାଇ: ସ୍ତ୍ରୀ ଜେନେଲିଆଙ୍କୁ ଖୁସି କରିବାକୁ ଯାଇ ଟ୍ରୋଲ ହୋଇଛନ୍ତି ବଲିଉଡ୍ ଅଭିନେତା ରିତେଶ ଦେଶମୁଖ। ସେ ବି ନିଜ ହେୟାରଷ୍ଟାଇଲ୍(କେଶ ବିନ୍ୟାସ) ଲାଗି। ନିକଟରେ ରିତେଶ ରେଡ୍ ସ୍କାଇରଲ୍ ଟେଲ୍ ଲୁକ୍ କରି ଜେନେଲିଆକୁ ସର୍ପ୍ରାଇଜ୍ କରିବାକୁ ଚେଷ୍ଟା କରିଥିଲେ।…
ବଧିରଙ୍କୁ କର୍ମନିଯୁକ୍ତି ଦେବା ଲାଗି ରେଷ୍ଟୁରାଣ୍ଟ ମାଲିକଙ୍କ ଅଭିନବ ପ୍ରୟାସ: କଥା କହି ନୁହେଁ ଗ୍ରାହକ ଦିଅନ୍ତି ଠାରରେ ଅର୍ଡର
ବିଶ୍ୱରେ ବିଭିନ୍ନ ପ୍ରକାର ରେଷ୍ଟୁରାଣ୍ଟ ରହିଛି। ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ହୋଟେଲମାଲିକମାନେ ବିଶେଷକରି ଏହାର ନିର୍ମାଣଶୈଳୀ ଉପରେ ଗୁରୁତ୍ୱ ଦେଇଥାନ୍ତି। କିଛି ରେଷ୍ଟୁରାଣ୍ଟ ଜେଲ ପରି ତିଆରି ହୋଇଥାଏ ତ କେଉଁଠି ଗଛ ଉପରେ ନିର୍ମିତ ହୋଇଥାଏ। ପାଣିରେ ମଧ୍ୟ…
ଅଧିକ ପେଷ୍ଟର ବ୍ୟବହାର ଦାନ୍ତ ପାଇଁ ହୋଇପାରେ କ୍ଷତିକାରକ: ଜାଣନ୍ତୁ କେତେ ରହିବ ପେଷ୍ଟର ମାତ୍ରା
ଟୁଥ୍ପେଷ୍ଟର ବ୍ୟବହାର ଦାନ୍ତ ଓ ପାଟିକୁ ସୁସ୍ଥ ରଖିବା ସହିତ ମୁଖ ଦୁୁର୍ଗନ୍ଧରୁ ମୁକ୍ତି ଦେଇଥାଏ। ବ୍ରଶ୍ କରିବା ସମୟରେ ଯେତେ ଅଧିକ ଟୁଥ୍ପେଷ୍ଟର ବ୍ୟବହାର କରାଯିବ ସେତେ ଅଧିକ ଦାନ୍ତ ସଫା ହେବ ବୋଲି ଅନେକେ ଭାବନ୍ତି। ମାତ୍ର ଏହା…
ଚିନ୍ତା କମ୍ କରିବା ପାଇଁ ଆପଣାନ୍ତୁ କେତୋଟି ସହଜ ଉପାୟ
ଆଜିକାଲିର ବ୍ୟସ୍ତ ଜୀବନଶୈଳୀକୁ ନେଇ ଅଧିକାଂଶ ଲୋକ ଚିନ୍ତାରେ ରହିଥାନ୍ତି। ଚିନ୍ତା ଯୋଗୁ ଅନେକ ରୋଗ ହେବା ସମ୍ଭାବନା ମଧ୍ୟ ରହିଥାଏ। ବ୍ୟସ୍ତ ଜୀବନଶୈଳୀ ଯୋଗୁ ଚିନ୍ତାରୁ ଦୂରେଇ ରହିବା କଷ୍ଟକର। ମାତ୍ର ସହଜ ଉପାୟରେ ଏଥିରୁ ଆମେ ଦୂରେଇ ରହିପାରିବା।…
ନକଲି ଆଇପିଏସ୍ ଅଫିସର ହୋଇ ଲୋକଙ୍କୁ ଲୁଟୁଥିବା ଦ୍ୱାଦଶ ଫେଲ୍ ଯୁବକ ଗିରଫ
ଜୟପୁର,୧।୬: ଜଣେ ନକଲି ଆଇପିଏସ୍ ଅଫିସରଙ୍କୁ ଏସଓଜି ଗିରଫ କରିଛି। ନକଲି ଆଇପିଏସ୍ ହୋଇ ଲୋକଙ୍କ ଲୁଟୁଥିବା ଅଭୟ ମୀଣା ଦ୍ୱାଦଶ ଫେଲ ହୋଇଥିଲେ ମଧ୍ୟ ଦିଲ୍ଲୀ ଆଇଆଇଟିରୁ ବିଟେକ୍ ପାଶ୍ କରିଥିବା ଦର୍ଶାଇଥିଲେ। ସବାଇମାଧୋପୁରର ପିଲୋନ୍ଦା ଗାଁରେ ବାସ କରୁଥିବା…
Archives


