IPL ଗୋଟିଏ ମ୍ୟାଚରୁ କେତେ ରୋଜଗାର କରନ୍ତି ମୁମ୍ବାଇ ମାଲିକାଣୀ ନୀତା ଅମ୍ବାନୀ: ପ୍ରୀତି ଜିଣ୍ଟାଙ୍କ ରୋଜଗାର…
ନୂଆଦିଲ୍ଲୀ,୨।୬: IPL 2025ର କ୍ୱାଲିଫାୟର-୨ ମ୍ୟାଚ ପଞ୍ଜାବ କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ ଜିତି ପଞ୍ଜାବ ଦଳ ଫାଇନାଲରେ ପହଞ୍ଚିଛି ଏବଂ ଏହି IPL ରେ ମୁମ୍ବାଇ ଇଣ୍ଡିଆନ୍ସର ଯାତ୍ରା ଶେଷ ହୋଇଛି। ଏବେ ୩…
ଭାରତକୁ ଦୟାର ଭିକ ମାଗିବେ ଶହବାଜ-ମୁନିର? ପାକିସ୍ତାନରେ ହାହାକାର, ମୁଣ୍ଡରେ ଝୁଲୁଛି…
ଇସଲାମାବାଦ,୨।୬: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା, ଯାହା ପାକିସ୍ତାନରେ ହଇଚଇ ସୃଷ୍ଟି କରିଛି। ପାକିସ୍ତାନ ଚଳିତ ବର୍ଷ ଖରିଫ (ଗ୍ରୀଷ୍ମ ଫସଲ) ଋତୁରେ ଗମ୍ଭୀର ଜଳ ସଙ୍କଟକୁ ନେଇ…
RCB ନ ଜିତିଲେ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଦେବି… ମହିଳା ପ୍ରଶଂସକଙ୍କ ଧମକ ହେଉଛି ଭାଇରାଲ୍
ନୂଆଦିଲ୍ଲୀ,୨।୬: IPL 2025ର ଉତ୍ସାହ ଶୀର୍ଷରେ ପହଞ୍ଚିଛି। ଏବେ ଫାଇନାଲ ମ୍ୟାଚ ବାକି ଅଛି। ଅନ୍ୟପକ୍ଷରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପ୍ରଶଂସକଙ୍କ ଉତ୍ସାହ ବଢିଯଇଛି। କ୍ୱାଲିଫାୟର-୧ରେ ପଞ୍ଜାବ କିଙ୍ଗ୍ସ ଉପରେ ଚମତ୍କାର ବିଜୟ ପରେ RCB ଫାଇନାଲରେ ପହଞ୍ଚିଛି। RCB ଦଳ…
JEE ଆଡଭାନ୍ସଡ୍ ରେଜଲ୍ଟ ପ୍ରକାଶ, ରଜିତ୍ ଗୁପ୍ତା ଟପ୍ପର
ନୂଆଦିଲ୍ଲୀ,୨ା୬: JEE ଆଡଭାନ୍ସଡ ରେଜଲ୍ଟ ୨୦୨୫ ସୋମବାର ପ୍ରକାଶ ପାଇଛି। IIT ଦିଲ୍ଲୀ ଜୋନ୍ର ରଜିତ୍ ଗୁପ୍ତା ପ୍ରଥମ ସ୍ଥାନ ହାସଲ କରିଛନ୍ତି। ରଜିତ୍ ୩୬୦ ମାର୍କରୁ ୩୩୨ ମାର୍କ ପାଇ କମନ ରାଙ୍କ ଲିଷ୍ଟ (CRL)ରେ ଶୀର୍ଷ ସ୍ଥାନ ଅଧିକାର…
ଭାରତ ସହ ବିବାଦ ମଧ୍ୟରେ ପାକିସ୍ତାନର ବଡ଼ ଚାଲ୍, ଏୟାରବେସ୍ରେ ମୁତୟନ କଲା…
ଇସଲାମବାଦ,୨।୬: ଗତ କିଛି ଦିନ ମଧ୍ୟରେ ପାକିସ୍ତାନ ଦୁଇଥର ଧକ୍କା ଖାଇଛି। ଗୋଟିଏ ପଟେ ଭାରତ ଅପରେଶନ ସିନ୍ଦୂର ପରେ ହୋଇଥିବା ସାମରିକ ସଂଘର୍ଷରେ ତା’ର ପିଠି ଭାଙ୍ଗି ଦେଇଛି, ଅନ୍ୟପଟେ ଏହା ତାର ଆଭ୍ୟନ୍ତରୀଣ ସମସ୍ୟା। ପାକିସ୍ତାନର ଆବେଦନ ପରେ…
IPLରେ ଐତିହାସିକ ରେକର୍ଡ କଲେ ଶ୍ରେୟସ ଆୟର: ଏକମାତ୍ର ଖେଳାଳି ଭାବେ କଲେ ବଡ଼ କାରନାମା
ନୂଆଦିଲ୍ଲୀ,୨।୬: IPL-2025 ରେ କ୍ୱାଲିଫାୟର-୨ ଖେଳାଯାଇଥିଲା। ଏଥିରେ ପଞ୍ଜାବ କିଙ୍ଗସ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଉଇକେଟରେ ପରାସ୍ତ କରିଥିଲା। ପଞ୍ଜାବ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପହଞ୍ଚିଛି। ପୂର୍ବରୁ ୨୦୧୪ ମସିହାରେ ଦଳ ଟାଇଟଲ ମ୍ୟାଚ ଖେଳିଥିଲା। ଏହି ସିଜିନର ଶେଷ…
‘ହଁ ମୁଁ ଦୋଷୀ…’, IPLରୁ ବାହାରିବା ପରେ କାହିଁକି ଏମିତି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଜାଣନ୍ତୁ…
ନୂଆଦିଲ୍ଲୀ,୨।୬: IPL ୨୦୨୫ କ୍ୱାଲିଫାୟର-୨ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସ ସହିତ ମୁକାବିଲା କରିଥିଲା। ଏହି ମ୍ୟାଚରେ ଶ୍ରେୟସ ଆୟରଙ୍କ ୮୭ ରନର ଅପରାଜିତ ଇନିଂସ ଆଧାରରେ ପଞ୍ଜାବ କିଙ୍ଗ୍ସ ମୁମ୍ବାଇକୁ ୫ୱିକେଟରେ ପରାସ୍ତ କରିଥିଲା। ଏହି ମ୍ୟାଚରେ ବିଜୟ ସହିତ,…
ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ବନ୍ଧା ହେଲେ ସ୍ବାମୀ-ଶ୍ୱଶୁର
ଥୁଆମୂଳ ରାମପୁର,୨।୫(ଦୁର୍ଗା କୀର୍ତ୍ତି):ଗତ ମେ ମାସ ୨୯ରେ ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା ଗ୍ରାମଠାରେ ଜଣେ ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ପରଦା ହଟିଛି l ଏନେଇ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କୋର୍ଟ ଚାଲାଣ କରିଛି। ସୂଚନା…
ଆଇପିଏଲ ଫାଇନାଲ ଜିତିଯିବ ପଞ୍ଜାବ କିଙ୍ଗ୍ସ! ଅନେଇ ରହିଯିବ RCB
ନୂଆଦିଲ୍ଲୀ,୨।୬: ଗତ ୧୭ ସିଜିନ ଧରି IPL ଟାଇଟଲ ଜିତିପାରିନଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଥର ପାଇଁ ଚାମ୍ପିଅନ ହେବାର ଦ୍ୱାରଦେଶରେ ଅଛି। IPL 2025ରେ, ରଜତ ପତିଦାରଙ୍କ ନେତୃତ୍ୱରେ ଏହି ଦଳ ଦୃଢ଼ ପ୍ରଦର୍ଶନ ସହିତ ଫାଇନାଲରେ ପ୍ରବେଶ…
IPL 2025:ଶ୍ରେୟସ ଆୟରଙ୍କ ଉପରେ ବଡ଼ ଆକ୍ସନ ନେଲା BCCI, ଜାଣିଲେ ବିଶ୍ୱାସ ହେବନି
ନୂଆଦିଲ୍ଲୀ,୨।୬: ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ, ପଞ୍ଜାବ କିଙ୍ଗ୍ସ ଦ୍ୱିତୀୟ କ୍ୱାଲିଫାୟରରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦଳ ୨୦୩ ରନ କରିଥିଲା। ଆୟରଙ୍କ ଅଧିନାୟକତ୍ୱ ଇନିଂସ ସହାୟତାରେ, ପଞ୍ଜାବ କୌଣସି…
ମହାପ୍ରଭୁଙ୍କ ପାଟବସ୍ତ୍ର ବୁଣୁଛନ୍ତି ଦିବ୍ୟାଙ୍ଗ କାର୍ତ୍ତିକେଶ୍ୱର
ଖୋର୍ଦ୍ଧା,୨ା୬(ପ୍ରଭାତ ପାଣିଗ୍ରାହୀ): ସେ ହେଉଛନ୍ତି ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟାଙ୍ଗ ସେବକ। ନା ସେ ଠିକ୍ଭାବେ ଚାଲିପାରୁଛନ୍ତି, ନା ଠିକ୍ ଭାବେ କାମ କରିପାରୁଛନ୍ତି, ତଥାପି ମହାପ୍ରଭୁଙ୍କ ସେବାରେ ନିଜକୁ ସମର୍ପିତ କରିଛନ୍ତି। ଶ୍ରୀଜଗନ୍ନାଥଙ୍କ ସେବା ପାଇବା ଲାଗି ତାଙ୍କ ମନ…
କାହିଁକି ଭାଙ୍ଗି ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, ପଡ଼ିଆ ମଝିରେ କାନ୍ଦି କାନ୍ଦି ବେହାଲ, ଭିଡିଓ ହେଉଛି ଭାଇରାଲ
ନୂଆଦିଲ୍ଲୀ,୨।୬: ଜୁନ ୧ ରାତି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏକ ଅନ୍ଧକାର ରାତି ଥିଲା। ବର୍ଷା ଯୋଗୁଁ IPL ୨୦୨୫ କ୍ୱାଲିଫାୟର-୨ ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିଲା। ମ୍ୟାଚରେ ମୁମ୍ବାଇ ପଞ୍ଜାବକୁ ୨୦୪ ରନର ଟାର୍ଗେଟ ଦେଇଥିଲା, ସେଠାରେ ଶ୍ରେୟସ ଆୟରଙ୍କ…
Archives


