କ୍ରମାଗତ କମୁଛି ଯାନ ବିକ୍ରି;ସରକାରଙ୍କ ହସ୍ତକ୍ଷେପ ଲୋଡିଲା ଅଟୋମୋବାଇଲ ଶିଳ୍ପ
ନୂଆଦିଲ୍ଲୀ, ୩-୯: ଘରୋଇ ବଜାରରେ ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ମାନ୍ଦାବସ୍ଥା ଦେଇ ଗତି କରୁଛି। ଯାନ ବିକ୍ରି କ୍ରମାଗତ ଭାବେ ହ୍ରାସ ହେଉଥିବା ବେଳେ ଏହାକୁ ନେଇ ଶିଳ୍ପ ଚିନ୍ତାରେ ରହିଛି। ସମସ୍ୟା ସମାଧାନ ଲାଗି ଅଟୋ ଉଦ୍ୟୋଗ ପକ୍ଷରୁ ସରକାରଙ୍କ…
ମଧ୍ୟାହ୍ନରେ ଆରଟିଓ, ରାତିରେ ପୋଲିସ ପକ୍ଷରୁ ଯାଞ୍ଚ:ପ୍ରଥମ ଦିନରେ ୧୩ ହଜାର ଜରିମାନା ଆଦାୟ
ଅନୁଗୋଳ ଅଫିସ, ୩।୯ ଭାରତ ସରକାରଙ୍କ ସଂଶୋଧିତ ମୋଟରଯାନ ଆଇନ ସେପ୍ଟେମ୍ବର ପହିଲାରୁ ଲାଗୁ ହେଉ ହେଉ ଅନୁଗୋଳ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ସହରରେ ଯାଞ୍ଚ କଡ଼ାକଡ଼ି କରାଯାଇଛି। ରବିବାର ଏହି ଆଇନ ଉଲ୍ଲଂଘନ କରିଥିବା ୧୨ଜଣଙ୍କଠାରୁ ୧୩…
ଅବହେଳିତ ନୂଆହତା ଗୋଚ୍ଛାୟତସାହି : ସୁଧୁରୁନି ରାସ୍ତା ସମସ୍ୟା
ବଅଁରପାଳ, ୩।୯ (ଡି.ଏନ୍.ଏ) – ସମସ୍ୟା ଘେରରୁ ମୁକୁଳି ପାରୁନି ବଅଁରପାଳ ବ୍ଲକ ମହକୁମା ନିକଟସ୍ଥ ନୂଆହତା ଗୋଚ୍ଛାୟତସାହି। ପାନୀୟ ଜଳ, ରାସ୍ତା ପରି ମୌଳିକ ସୁବିଧା ସାହିବାସୀଙ୍କ ନିକଟରେ ପହଞ୍ଚି ପାରୁନି। ଏଥିଯୋଗୁ ବିଭିନ୍ନ ଅସୁବିଧାରେ ଲୋକେ ହନ୍ତସନ୍ତ ହେଉଛନ୍ତି।…
ବରିଷ୍ଠ ନାଗରିକ ପରିଷଦର ବୈଠକ:ଅବସରପ୍ରାପ୍ତ ଜିଲା ଜଜ୍ଙ୍କୁ ସଭାପତି ଦାୟିତ୍ୱ
ଢେଙ୍କାନାଳ ଅଫିସ,୩ା୯ ଢେଙ୍କାନାଳ ଭାଗୀରଥିସାଗର ନିକଟସ୍ଥ ପିପାର ସଭା ଗୃହରେ ସଂଘ ସଭାପତି ଦୁର୍ଗା ଚରଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ରବିବାର ଜିଲା ବରିଷ୍ଠ ନାଗରିକ ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲାର ବିଭିନ୍ନ ପ୍ରାନ୍ତରୁ ବହୁ ସଭ୍ୟ ଯୋଗ ଦେଇଥିଲେ।…
ଶ୍ରୋତା ପରିଷଦର ରାଜ୍ୟସ୍ତରୀୟ ସମ୍ମିଳନୀ:ଆକାଶବାଣୀ କାର୍ଯ୍ୟକ୍ରମ ସଦା ଆଦରଣୀୟ
ଢେଙ୍କାନାଳ ଅଫିସ,୩ା୯ ଢେଙ୍କାନାଳ ଜିଲା ସଦର ବ୍ଲକ ପଶ୍ଚିମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆକାଶବାଣୀ ଶ୍ରୋତା ପରିଷଦର ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଆକାଶବାଣୀ କାର୍ଯ୍ୟକ୍ରମ ସମୀକ୍ଷକ ତଥା ପୁରୀର ବରିଷ୍ଠ ଶ୍ରୋତା ଡା. ଅଜିତ କୁମାର ଦାସଙ୍କ ସଭାପତିତ୍ୱରେ…
ଚାର୍ଜଶିଟ୍ ନ ଦେଖିବା ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବନି: ବିସିସିଆଇ
ନୂଆଦିଲ୍ଲୀ, ୨।୯- ଘରୋଇ ହିଂସା ମାମଲାରେ କ୍ରିକେଟର୍ ମହମ୍ମଦ ଶାମିଙ୍କ ନାମରେ ଗିରଫ ପର୍ଓ୍ବାନା ଜାରି ହୋଇଛି। ଆଗାମୀ ୧୫ ଦିନ ମଧ୍ୟରେ କୋର୍ଟରେ ହାଜର ହେବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଚାର୍ଜଶିଟ୍ ନ ଦେଖିଲା ପର୍ଯ୍ୟନ୍ତ କୌଣସି…
ଶାମିଙ୍କ ନାମରେ ଗିରଫ ପରଓ୍ବାନ
କୋଲକାତା, ୩।୯- ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ନାମରେ ସୋମବାର ଗିରଫ ପରଓ୍ବାନା ଜାରି ହୋଇଛି। ସ୍ତ୍ରୀ ହାସିନ ଜହାନଙ୍କ ଦ୍ୱାରା ଫାଇଲ୍ ହୋଇଥିବା ଘରୋଇ ହିଂସା ମାମଲାରେ ଶାମିଙ୍କ ସମେତ ତାଙ୍କ…
ଓସାକା ପରାସ୍ତ
ନ୍ୟୁୟର୍କ, ୩ା୯- ଗତଥରର ମହିଳା ସିଙ୍ଗଲ୍ସ ଚାମ୍ପିୟନ ଜାପାନର ନାଓମି ଓସାକା ୟୁଏସ ଓପନ ମହିଳା ସିଙ୍ଗଲ୍ସ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ସୋମବାର ଅନୁଷ୍ଠିତ ଏକ ପ୍ରି-କ୍ୱାର୍ଟରଫାଇନାଲ ମ୍ୟାଚରେ ସୁଇଜରଲାଣ୍ଡର ବେଲିଣ୍ଡା ବେନ୍ସିକ୍ ତାଙ୍କୁ ୭-୫, ୬-୪ ସେଟ୍ରେ ହରାଇ ଦେଇଛନ୍ତି।…
ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ସ୍ବାମୀ ଗିରଫ
ଡାବୁଗାଁ,୨।୯(ଡି.ଏନ.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ସରଗୁଡା ଗ୍ରାମରେ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ଟାଙ୍ଗିଆରେ ହାଣି ରବିବାର ବିଳମ୍ବିତ ରାତିରେ ହତ୍ୟା କରଛି। ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ସ୍ବାମୀ ମାହାଙ୍ଗୁ…
ଟ୍ରେନ୍ରେ ଯାତ୍ରୀ ଛାଡିଥିବା ବ୍ୟାଗ ଦେଲା ଆରପିଏଫ୍
ଛତ୍ରପୁର,୨ା୯(ଡି.ଏନ.ଏ)- ଟ୍ରେନ୍ରେ ଜଣେ ଯାତ୍ରୀ ଛାଡି ଯାଇଥିବା ବ୍ୟାଗକୁ ଛତ୍ରପୁର ଆର୍ପିଏଫ୍ ଆଉଟପୋଷ୍ଟ ପକ୍ଷରୁ ତାଙ୍କୁ ହସ୍ତାନ୍ତର କରାଯାଇଛି ା ସୋମବାର ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲା କାଞ୍ଚିଲି ଥାନା ଅଧିନ କୋକିଲିପୁଟୁଗ ଗାଁର କ୍ଷେତ୍ରବାସୀ ସାହୁ ତିରୁପତି-ଭୁବନେଶ୍ୱର ଏକ୍ସପ୍ରେସରୁ ସୋମପେଟା ଷ୍ଟେଶନରେ…
ଜୁଆର ମାଡ଼ରେ ଭୁଷୁଡ଼ିଲା ନିର୍ମାଣାଧୀନ ଶୌଚାଳୟ
ଗୋପାଳପୁର,୨ା୯-ଗୋପାଳପୁର ବେଳାଭୂମିକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି। ଗତ ୩ ମାସ ହେଲା ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ବେଳାଭୂମିରେ ନିର୍ମାଣ ଚାଲିଥିବା ଏକ ଶୌଚାଳୟ ଜୁଆର ମାଡ଼ରେ ଭୁଷୁଡ଼ି ପଡ଼ିଛି। ୭୬ ଲକ୍ଷ…
ଉପାଧ୍ୟକ୍ଷାଙ୍କ ମାଡ଼ରେ ଛାତ୍ରୀ ଆହତ: ପୋଲିସ ହସ୍ତକ୍ଷେପ ପରେ ପରିସ୍ଥିତି ସ୍ବାଭାବିକ
ବାଲେଶ୍ୱର ଅଫିସ, ୨।୯-ବାଲେଶ୍ୱର ଟାଉନ ଥାନା ଅଧୀନ ଚୁନଭାଟି ଅଞ୍ଚଳରେ ଥିବା ବେସିକ ସାଇନ୍ସ କଲେଜରେ ଗଣେଶ ପୂଜା ଚାଲିଥିବା ବେଳେ ଛାତ୍ର ଅଶାନ୍ତି ଦେଖାଦେଇଛି। କଲେଜ ଉପାଧ୍ୟକ୍ଷା ନୀଳିମା ମଢୁଆଳ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିବାରୁ ସେ କିଛି ସମୟ…
Archives


