ଆଜି ପ୍ରକାଶ ପାଇବ OJEE ରେଜଲ୍ଟ
ଭୁବନେଶ୍ୱର,୧୦।୬: ମଙ୍ଗଳବାର ପ୍ରକାଶ ପାଇବ OJEE-୨୦୨୫ ରେଜଲ୍ଟ। ସନ୍ଧ୍ୟା ୫ରୁ ୬ ମଧ୍ୟରେ ଆସିବ ରେଜଲ୍ଟ। ଶିଳ୍ପମନ୍ତ୍ରୀ ଆନୁଷ୍ଠାନିକ ଭାବେ OJEE-୨୦୨୫ ରେଜଲ୍ଟ ଘୋଷଣା କରିବେ। ojee.nic.in ୱେବ୍ସାଇଟ୍ରେ ଛାତ୍ରୀଛାତ୍ର ନିଜ ର଼୍ୟାଙ୍କ୍ କାର୍ଡ ପାଇପାରିବେ।
୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ କନିଷ୍ଠ ଯନ୍ତ୍ରୀ: ମାଡିବସିଲା ଭିଜିଲାନ୍ସ
ବରଗଡ଼, ୧୦।୬(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଗାଇସିଲଟ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ସ୍ଥାନୀୟ ଆରଡି ରାସ୍ତାରୁ କଂସଡୋଲ ରାସ୍ତା ଉନ୍ନତିକରଣ ବାବଦ ଟଙ୍କା ରିଲିଜ କରିବା ପାଇଁ ସେ ପ୍ରଦୀପ…
ଜୁନ ୧୮ରେ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ: ବଢୁଛି ରାଜନୈତିକ ଉଷ୍ମତା
ପାଟଣା,୧୦।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଧ୍ୟକ୍ଷା ପଦପାଇଁ ଉପନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ୧୮ଜୁନ ଦିନ ୧୨.୩୦ଦିନ ଧାର୍ଯ୍ୟ କରିଛନ୍ତି। ଏନେଇ ନିର୍ବାଚନ କମିଶନ ନୋଟିସ ସଂଖ୍ୟା ୧୫୪୫/ଏସଇସି ରେ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ,…
ସ୍ତ୍ରୀଙ୍କୁ ମାରି ନିଜେ ଆତ୍ମହତ୍ୟା କରିବା ପୂର୍ବରୁ ଭିଡିଓରେ ଏମିତି କଥା କହିଦେଇଥିଲେ ସ୍ବାମୀ: ଭାଇରାଲ ହେଉଛି ଭିଡିଓ
ଗଜପତି,୧୦।୬(ଗିରିଧାରୀ ପରିଛା):ପରକ୍ରିୟା ପ୍ରୀତି ଯୋଗୁ ସ୍ତ୍ରୀଙ୍କୁ ମାରି ନିଜେ ଆତ୍ମହତ୍ୟା କରିଛନ୍ତି ସ୍ବାମୀ। ନିଜେ ଆତ୍ମହତ୍ୟା କରିବା ପୂର୍ବରୁ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଥିଲେ ସମ୍ପୁର୍ଣ୍ଣ କାହାଣୀ । ଏହି ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି। ପୋଲିସ ଏହି…
ବିବାହର ଖୁବ କମ ଦିନ ମଧ୍ୟରେ ଖାନ ସାର୍ଙ୍କ ଘରେ ଆରମ୍ଭ ହେଲାଣି ଝଗଡ଼ା! ସାର୍ କହିଲେ…
ପାଟନା,୧୦।୬: ଗତ ମାସରେ, ଜଣାଶୁଣା ଶିକ୍ଷକ ଖାନ ସାର୍ ବିବାହ କରିଥିଲେ। ବିବାହର ପ୍ରାୟ ଗୋଟିଏ ମାସ ପରେ, ସେ ସମସ୍ତଙ୍କୁ ଏହା ଜଣାଇଥିଲେ। ଏହା ପରେ, ତାଙ୍କ ବିବାହ ସହିତ ଜଡିତ ପ୍ରତ୍ୟେକ ଛୋଟ ବଡ଼ କଥା ସୋସିଆଲ ମିଡିଆରେ…
ଭୟଙ୍କର ଅଗ୍ନୀକାଣ୍ଡ, ଜୀବନ ବଞ୍ଚାଇବାକୁ ୭ ମହଲାରୁ ଡେଇଁ ପଡିଲେ ଲୋକେ, ସ୍ଥିତି ଗମ୍ଭୀର
ନୂଆଦିଲ୍ଲୀ,୧୦।୬: ମଙ୍ଗଳବାର ସକାଳେ ଦିଲ୍ଲୀର ଦ୍ୱାରକା ସେକ୍ଟର-୧୩ରେ ଏକ କୋଠାର ସପ୍ତମ ମହଲାରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଏତେ ଭୟଙ୍କର ଥିଲା ଯେ ଅନେକ ଲୋକ ତରବରରେ କୋଠାରୁ ତଳକୁ ଡେଇଁ ପଡ଼ିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ହସ୍ପିଟାଲରେ…
ଦେଶରେ କରୋନାରେ ଗଲା ଆଉ ଏକ ଜୀବନ, ଜାଣନ୍ତୁ ୨୪ ଘଣ୍ଟାରେ ସଂକ୍ରମଣ ସ୍ଥିତି
ନୂଆଦିଲ୍ଲୀ,୧୦।୬: ରାଜଧାନୀ ଦିଲ୍ଲୀରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଉଛି। ମଙ୍ଗଳବାର ଦିଲ୍ଲୀରେ ଜଣେ ୯୦ ବର୍ଷୀୟା ମହିଳାଙ୍କର କରୋନାରେ ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ୬୯୧ ସକ୍ରିୟ କୋଭିଡ ମାମଲା ରିପୋର୍ଟ…
ବସ୍କୁ ଧକ୍କା ଦେଲା ତେଲ ଟ୍ୟାଙ୍କର:ଚାଲିଗଲା ଡ୍ରାଇଭରଙ୍କ ଜୀବନ
ଧର୍ମଶାଳା,୧୦।୬(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ବସ ଷ୍ଟାଣ୍ଡ ନିକଟରେ ବସକୁ ଏକ ତେଲ ଟ୍ୟାଙ୍କର ଧକ୍କା ଦେବା ଫଳରେ ଡ୍ରାଇଭର ମୃତଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ଓଆର୍୦୫ଏଏଲ୯୭୫୯ ତେଲ ଟ୍ୟାଙ୍କର ଟ୍ରକଟି କଟକରୁ ବାଲେଶର ଅଭିମୁଖେ…
ଗଛରେ ପିଟିହେଲା କାର୍: ଚାଲିଗଲା ୨ ଜୀବନ
ଯାଜପୁର,୧୦।୬: ଯାଜପୁର ଜିଲା କାଳିଆପାଣି ଥାନା ମହୁଲଖାଲ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କାର୍ରେ ଥିବା ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ…
ChatGPT କଲା ଚମତ୍କାର: JEE Advancedରେ ରଖିଲା ୩୬୦ରୁ ୩୨୭, IIT ଇଞ୍ଜିନିୟର ବିସ୍ମିତ
ନୂଆଦିଲ୍ଲୀ,୧୦।୬: OpenAIର ChatGPT ଆରମ୍ଭ ହେବା ପରଠାରୁ ଏହା ସର୍ବଦା ଚର୍ଚ୍ଚାରେ ରହିଛି। ଏବେ ChatGPTର ନୂତନ ସଂସ୍କରଣ ଦେଶର ସବୁଠାରୁ କଠିନ ପରୀକ୍ଷାରେ ଦୃଢ଼ ନମ୍ବର ରଖି ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି। OpenAIର ନୂଆ AI ମଡେଲ…
ବିବାହର ୫ ଦିନ ମଧ୍ୟରେ ଗର୍ଭବତୀ ହୋଇଛନ୍ତି ରାଜାଙ୍କ ହତ୍ୟାକାରୀ ସୋନମ! ହେଲା ଟେଷ୍ଟ, ଏବେ ୭ ଦିନ ପରେ…
ଶିଲଂ,୧୦।୬: ରାଜା ରଘୁବଂଶୀ ହତ୍ୟା ମାମଲାରେ ଅଭିଯୁକ୍ତ ସୋନମ ରଘୁବଂଶୀଙ୍କ ଡାକ୍ତରୀ ପରୀକ୍ଷା ସୋମବାର (୦୯ ଜୁନ, ୨୦୨୫) ରେ ଶେଷ ହୋଇଛି। ତିନି ଜଣ ମହିଳା ଡାକ୍ତରଙ୍କ ଏକ ଟିମ୍ ତାଙ୍କର ସମ୍ପୂର୍ଣ୍ଣ ପରୀକ୍ଷା କରିଥିଲେ, ଯେଉଁଥିରେ ତାଙ୍କ ଶରୀର…
ସ୍ବାମୀହନ୍ତା ସୋନମଙ୍କୁ ରିମାଣ୍ଡରେ ନେଇ ଘାଣ୍ଟୁଛି ପୋଲିସ, ମିଳିବ ଅଧିକ ତଥ୍ୟ
ଶିଲଂ,୧୦।୬: ବହୁ ଚର୍ଚ୍ଚିତ ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀ ହତ୍ୟା ମାମଲାରେ ସ୍ବାମୀହନ୍ତା ସୋନମଙ୍କୁ ମେଘାଳୟ ପୋଲିସ ମଙ୍ଗଳବାର ୩ ଦିନିଆ ଟ୍ରାନଜିଟ ରିମାଣ୍ଡରେ ନେଇଛି। ରିମାଣ୍ଡରେ ନେବା ପରେ ମେଘାଳୟ ପୋଲିସ ସୋନମଙ୍କୁ ଅଧିକ ପଚରାଉଚରା କରୁଛି। ଏପରିକି ପୋଲିସ…
Archives


