ନିର୍ବାଚନରେ ହାରିବା ପରେ ଟ୍ୟୁବଓ୍ବେଲ ଭାଙ୍ଗୁଛନ୍ତି ଟିଏମ୍ସି କର୍ମୀ: ଭାଜପା
କୋଲକାତା,୩୦।୫: ପଶ୍ଚିମବଙ୍ଗରେ ତ୍ରୁଣମୂଳ କଂଗ୍ରେସ(ଟିଏମ୍ସି)ର ପରାଜୟ ପରେ ବହୁ ନେତା ଟିଏମ୍ସି ଛାଡି ଭାଜପାରେ ଯୋଗ ଦେବା ପରେ ଏହା ଦଳ ପାଇଁ ଶକ୍ତ ଧକ୍କା ବୋଲି ଆଲୋଚନା ହେଉଛି। ହେଲେ ଏତିକି ବେଳେ ଭାଜପା ଟିଏସ୍ସି ଉପରେ ଆଉ...
କେନ୍ଦ୍ର ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ସୁଯୋଗ: ପ୍ରତାପ, ଅପରାଜିତା, ଜୁଏଲ, ଧର୍ମେନ୍ଦ୍ରଙ୍କୁ ନେଇ ଚର୍ଚ୍ଚା
ଭୁବନେଶ୍ୱର,୩୦।୫(ବ୍ୟୁରୋ): ଚଳିତ ସାଧାରଣ ନିର୍ବାଚନରେ ରାଜ୍ୟରୁ ୮ଜଣ ଭାଜପା ଏମ୍ପି ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି। ଗତ ଥର ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କୁ କେନ୍ଦ୍ର ମନ୍ତ୍ରୀ ହେବାର ସୁଯୋଗ ମିଳିଥିବା ବେଳେ ଚଳିତ ଥର କିଏ କେନ୍ଦ୍ର...
‘ମୋଦିଙ୍କ ସହ ଆଖି ମିଶାଇବାର ସାହସ ମମତାଙ୍କର ନାହିଁ’
ନୂଆଦିଲ୍ଲୀ, ୩୦।୫: ନରେନ୍ଦ୍ର ମୋଦି ଗୁରୁବାର ପୁଣି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ମୋଦିଙ୍କ ଶପଥଗ୍ରହଣ ସମାରୋହରେ ଦେଶ ବିଦେଶର ଅନେକ ନେତା, ଶିଳ୍ପପତି ଏବଂ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏହି ଉତ୍ସବରେ ପଶ୍ଚିମବଙ୍ଗ...
ସେଲ୍ଫି ନେବା ବାହାନାରେ ୧୦ ରାଜନେତାଙ୍କ ପକେଟ୍ମାର
ଜଳନ୍ଧର,୩୦।୫: ପଞ୍ଜାବ ଫତେହଗଡ଼ ସାହିବ୍ରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଏକ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିବା ୧୦ ରାଜନେତାଙ୍କ ସହିତ ସେଲ୍ଫି ନେବା ବାହାନାରେ ସେମାନଙ୍କର ପକେଟ୍ମାର୍ କରିଯାଇଥିବା ଅଭିଯୋଗ ହୋଇଛି। ଏହି ଲୋକ ସଭା ଆସନରୁ ନିର୍ବାଚିତ...
କାହାକୁ ଡରନ୍ତି ଆଲିୟା
ମଣିଷ ମାତ୍ରକେ ମନରେ ଭୟ ରହିବା ସ୍ବାଭାବିକ। କେହି କେହି ଗୋଟିଏ ଜିନିଷକୁ ଭାରି ଭୟ କରନ୍ତି। ଠିକ୍ ସେମିତି ଆଲିୟା। ତାଙ୍କୁ ସବୁ କଥା କୁହନ୍ତୁ, ହେଲେ ଭୂତ କଥା ପଡ଼ିଲେ ତାଙ୍କ ମନରେ ଛନକା ପଶିଯାଏ। ହେଲେ...
ଶଗଡ ଗାଡିରେ ବିବାହ କରିବାକୁ ଗଲେ ବର
ଭୋପାଳ, ୩୦।୫: ବିବାହରେ ଅଯଥା ଖର୍ଚ୍ଚ ରୋକିବା ପାଇଁ ଜଣେ ଯୁବକ ଅଭିନବ ପ୍ରନ୍ଥା ଆପଣାଇଛନ୍ତି। ପୁରୁଣା ପ୍ରଥା ଏବଂ ପରମ୍ପରାକୁ ବଜାୟ ରଖି ଶଗଡ ଗାଡିରେ ବସି ବିବାହ ମଣ୍ଡପକୁ ଯାଇଥିଲେ। ମଧ୍ୟପ୍ରଦେଶର ଛପ୍ରା ଗାଁରେ ରହୁଥିବା ସୋନେବନ...
ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ଲାଗି ଦିଲ୍ଲୀ ପହଞ୍ଚିଲେ ମୃତ ୫୪ ଜଣ ଭାଜପା କର୍ମୀଙ୍କ ପରିବାର ସଦସ୍ୟ
ନୂଆଦିଲ୍ଲୀ,୩୦।୫: ଲୋକ ସଭା ନିର୍ବାଚନ ପ୍ରଚାର ହେଉ ଅବା ପ୍ରାର୍ଥିପତ୍ର ଦାଖଲ ସମୟରେ ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା ରାଜନୈତିକ ହିଂସା। ତେବେ ସବୁଠାରୁ ଅଧିକ ହିଂସା ଉପୁଜିଥିଲା ପଶ୍ଚିମବଙ୍ଗରେ। ଏଠାରେ ପାଖାପାଖି ୫୪ ଜଣ ଭାଜପା କର୍ମୀଙ୍କୁ...
ଚିକେନ ମଷ୍ଟାର୍ଡ
ଚିକେନରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପ୍ରତି ଏବେବି ଆଦର ବଢୁଛି। ଗ୍ରାହକଙ୍କ ଆଦର ଓ ରୁଚି ଅନୁଯାୟୀ ଏବେ ହୋଟେଲଗୁଡିକ ମଧ୍ୟ ଚିକେନରେ ବିଭିନ୍ନ ନୂଆ ନୂଆ ଡିସ୍ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ରେଷ୍ଟୁରାଣ୍ଟଗୁଡିକ ମଧ୍ୟରେ ଚିକେନରେ...
ବିନା ଶାର୍ଟରେ କ୍ୟାଟ୍ଙ୍କ ସହ ପାର୍ଟିକୁ ଯାଇଥିଲେ ଭାଇଜାନ : ସୋସିଆଲ ମିଡିଆରେ ଫଟୋ ଭାଇରାଲ
ଦବଙ୍ଗ ଖାନ୍ ସଲମାନ ଶାର୍ଟଲେସ୍ ଆକ୍ଟର ଭାବେ ବଲିଉଡ୍ରେ ଜଣାଶୁଣା। ତାଙ୍କର ଅଧିକାଂଶ ଫିଲ୍ମରେ ଯେମିତି ହେଲେ ଗୋଟିଏ ଶାର୍ଟ ଖୋଲା ସିନ୍ ଥିବ। ବଡି ଦେଖାଇ ଦର୍ଶକଙ୍କ ହୃଦୟ ଜିତି ଯାଇଥାନ୍ତି ଭାଇଜାନ। ଇଏ ତ ରିଲ୍ ଲାଇଫ୍...
ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଟାଟା ଏସି
ପାଟଣା,୩୦।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଦେଇ ଯାଇଥିବା ୨୨୦ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ଜଣଙ୍କ ଆହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଟାଟା ଏସି ଭୁବନେଶ୍ୱରରୁ ମୟୁରଭଞ୍ଜ ଜିଲାର ଜଶିପୁର ବଜାରକୁ ୱାସିଙ୍ଗ...
ପେସା ଡାକ୍ତର, ନିଶା ସଙ୍ଗୀତ
ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହକି ୱାଲର୍ଡକପ ଅବସରରେ ହକି ଆନ୍ଥେମ ‘ଜୟ ହୋ ହକି’ରେ କଣ୍ଠଦାନ କରି କିପରି ଅନୁଭବ କରୁଛନ୍ତି ? ନିଶ୍ଚିତ ରୂପେ ଗର୍ବ ଅନୁଭବ କରୁଛି। ଓଡିଶାରେ ପ୍ରଥମ ଥର ପାଇଁ ହକି...
ମୋଦିଙ୍କ ଶପଥ ଗ୍ରହଣ ଲାଗି ଦିଲ୍ଲୀରେ ୧୦ ହଜାର ଯବାନ ମୁତୟନ
ନୂଆଦିଲ୍ଲୀ,୩୦।୫: ସଜେଇ ହୋଇଛି ରାଜଧାନୀ ଦିଲ୍ଲୀ, ମଞ୍ଚ ପ୍ରସ୍ତୁତ, ଅତିଥି ମଧ୍ୟ ପହଞ୍ଚି ସାରିଛନ୍ତି। ଗୁରୁବାର ସନ୍ଧ୍ୟା ୭ଟାରେ ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ଦାମୋଦାର ଦାସ ମୋଦି। ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ...
Archives


