ଜୁଆଆଡ୍ଡା ଉପରେ ଚଢାଉ, ୯ ଗିରଫ
ଜଗନ୍ନାଥପ୍ରସାଦ,୩୦।୫(ଡି.ଏନ.ଏ.)- ଜଗନ୍ନାଥପ୍ରସାଦ ପୋଲିସ ବୁଧବାର ବିଳମ୍ବିତ ରାତିରେ ଏକ ଜୁଆଆଡ୍ଡା ଉପରେ ଚଢାଉ କରିଥିବା ସୂଚନା ମିଳିଛି। ରାଉତି-ଭାବସର ଗ୍ରାମ ମଧ୍ୟରେ ଥିବା ଏକ ଆମ୍ବ ତୋଟାରେ ଜୁଆ ଖେଳ ଚାଲିଥିବା ପୋଲିସକୁ ଖବର ମିଳିଥିଲା। ଥାନାଧିକାରୀ ଯୁବରାଜ ସ୍ବାଇଁଙ୍କ...
ଡ୍ରେନ୍ ନାହିଁ, ବର୍ଷା ହେଲେ ଘରେ ପଶୁଛି ପାଣି
ରାଇକିଆ,୩୦।୫(ଡ଼ି.ଏନ.ଏ)- ରାଇକଆ ଷ୍ଟେଟ୍ ବ୍ୟାଙ୍କ ରୋଡ଼ରୁ ପଡ଼ିଶିଲା ଯିବା ରାସ୍ତାରେ ସାମାନ୍ୟ ବର୍ଷା ହେଲେ ପାଣି ଜମୁଛି ା ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଯୋଗୁ ଏଭଳି ସମସ୍ୟା ଉପୁଜୁଥିବା ଲୋକେ ଅଭିଯୋଗ କରିଛନ୍ତି। ଗତ କିଛିମାସ ତଳେ ଏଠାରେ କଂକ୍ରିଟ...
ଅଂଶୁଘାତରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ
ବଇଣ୍ଡା,୩୦।୫(ଡି.ଏନ.ଏ.)-ହଣ୍ଡପା ଥାନା ନାକିଚି ଗ୍ରାମର ସୁରୁଚି ରଣା(୫୮) ଜଣେ ମହିଳାଙ୍କ ବୁଧବାର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣାରୁ ଜଣାପଡ଼ିଛି, ସୁରୁଚି ଅପରାହ୍ନରେ ତାଙ୍କ ଘର ବାରଣ୍ଡାରେ ବସି କାମ କରୁଥିବାବେଳେ ହଠାତ୍ ଅଚେତ ହୋଇପଡ଼ିଥିଲେ। ପରିବାର ଲୋକ...
ଜିଆର୍ଏସ୍ଙ୍କୁ ଆକ୍ରମଣ ଘଟଣା: ଦମ୍ପତି ଗିରଫ
ବାସୁଦେବପୁର, ୩୦।୫ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ଅରଣ୍ଡୁଆ ପଞ୍ଚାୟତ କିଆପଡ଼ା ଗ୍ରାମର ଜିଆର୍ଏସ୍ ଲମ୍ବୋଦର ଦାସଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ଆକ୍ରମଣକାରୀ ଦମ୍ପତିଙ୍କୁ ଗିରଫ କରିଛି। ସେମାନେ ହେଲେ ଗ୍ରାମର ହେମନ୍ତ ବେହେରା ଓ...
ସାକ୍ଷୀଗୋପାଳ ମନ୍ଦିରରେ ଭିତର ଚନ୍ଦନ ନୀତି: କଦମ୍ବ ବୃକ୍ଷ ଡାଳରେ ଦର୍ଶନ ଦେଲେ ଠାକୁର
ସାକ୍ଷୀଗୋପାଳ, ୩୦।୫(ଡି.ଏନ୍.ଏ.)-ସାକ୍ଷୀଗୋପାଳ ମନ୍ଦିରରେ ୨୧ ଦିନ ବ୍ୟାପୀ ଭିତର ଚନ୍ଦନ ନୀତି ଚାଲିଛି। ତନ୍ମଧ୍ୟରେ ଠାକୁରଙ୍କର ଆକର୍ଷଣୀୟ ଜଳକ୍ରୀଡା ବେଶ ଏକାଦଶୀ ଗୁରୁବାର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଠାକୁର କଦମ୍ବ ବୃକ୍ଷ ଡାଳରେ ଗୋଡ ଲମ୍ବାଇ ବସି ବଂଶୀ...
ଯେଉଁଠି ବିବାହରେ ବର ଘରକୁ ଆସନ୍ତି କନ୍ୟାଯାତ୍ରୀ…
ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପାଳିତ ହୋଇଥାଏ। ସାଧାରଣତଃ ବିବାହରେ କନ୍ୟାଘରକୁ ବରଯାତ୍ରୀ ଆସିଥାନ୍ତି। ତେବେ ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା, ମଧ୍ୟପ୍ରଦେଶ ଆଦି କେତେକ ଜନଜାତି ସମ୍ପ୍ରଦାୟରେ ବରଘର ପକ୍ଷରୁ ବିବାହର ଏକ ସପ୍ତାହ ପୂର୍ବରୁ କନ୍ୟାକୁ...
ମୋଦି ସରକାରରେ ସାମିଲ ହେବନି ଜେଡିୟୁ
ନୂଆଦିଲ୍ଲୀ, ୩୦।୫: ନରେନ୍ଦ୍ର ମୋଦି ସରକାରରେ ସାମିଲ ହେବନି ଜେଡିୟୁ। ଜେଡିୟୁ ସୁପ୍ରିମୋ ନୀତିଶ କୁମାର ଏହା ଘୋଷଣା କରିଛନ୍ତି। ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ନେବାକୁ ଯାଉଥିବା ବେଳେ ନୀତିଶ କୁମାରଙ୍କ ଏଭଳି ଘୋଷଣା ନେଇ...
କପିଲ ଶର୍ମାଙ୍କ ଶୋ’ରେ ଦୌଡ଼ରାଣୀ ଦୂତୀ
ନିକଟ ଅତୀତରେ ସମଲିଙ୍ଗୀ ସମ୍ପର୍କକୁ ସ୍ବୀକାର କରିଥିବା ଓଡ଼ିଆ ଝିଅ ତଥା ଦୌଡ଼ରାଣୀ ଦୂତୀ ଚାନ୍ଦ ସୋନୀ ଟିଭିରେ ପ୍ରସାରିତ ଲୋକପ୍ରିୟ କମେଡ଼ି ଧାରାବାହିକ ‘ଦି କପିଲ ଶର୍ମା ଶୋ’ରେ ଯୋଗ ଦେଇଛନ୍ତି। ଦୂତୀ ଏହି ଶୋ’ରେ କାହିଁକି ଯୋଗ...
ସ୍ତନ କର୍କଟ ଭଲ କରିବ ନିମ୍ବ!
ହାଇଦ୍ରାବାଦସ୍ଥିତ ରାଷ୍ଟ୍ରୀୟ ଔଷଧୀୟ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ (ଏନ୍ଆଇପିଇଆର୍)ର ବୈଜ୍ଞାନିକମାନେ ସ୍ତନ କର୍କଟର ଚିକିତ୍ସା ଦିଗରେ ଏକ ସଫଳତା ହାସଲ କରିଛନ୍ତି। ବୈଜ୍ଞାନିକଙ୍କ ଦାବି ଅନୁସାରେ, ନିମ୍ବପତ୍ର ଏବଂ ଫୁଲରୁ ପ୍ରାପ୍ତ ହେଉଥିବା ଏକ ରାସାୟନିକ ଯୌଗିକ ଦ୍ୱାରା...
ରାହୁଲ ଗାନ୍ଧୀଙ୍କୁ ନିଜ ରକ୍ତରେ ଲେଖିଲେ ଚିଠି, ‘ଦୟାକରି ଇସ୍ତଫା ଦିଅନ୍ତୁ ନାହିଁ ’
ଲକ୍ଷ୍ନୌ, ୩୦।୫: ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପାଇଁ ଅଡି ବସିଛନ୍ତି ରାହୁଲ ଗାନ୍ଧୀ। ତାଙ୍କୁ ମନାଇବା ପାଇଁ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କଂଗ୍ରେସର ବଡ ବଡ ନେତା...
ଟିସୁ ପେପରରେ ବାହାଘର ପୋଷାକ ତିଆରି କରି ରେକର୍ଡ କଲେ ମହିଳା
କାରି କରଲୋଟୋ ନାମକ ନ୍ୟୁୟର୍କର ଜଣେ ମହିଳା ଟଏଲେଟରେ ବ୍ୟବହାର କରାଯାଉଥିବା ଟିସୁ ପେପର ବ୍ୟବହାର କରି ଏକ ବିବାହ ପୋଷାକ ତିଆରି କରି ଆସିଛନ୍ତି ଚର୍ଚ୍ଚାକୁ। କେବଳ ସେତିକି ନୁହେଁ ନ୍ୟୁୟର୍କ ଆୟୋଜିତ ଏକ ଫ୍ୟାଶନ କମ୍ପିଟିଶନରେ ଯୋଗ...
ଜନତାଙ୍କ ଆଶାକୁ ନିଶ୍ଚୟ ପୂରା କରିବେ ମୋଦି: ହେମାମାଳିନୀ
ନୂଆଦିଲ୍ଲୀ, ୩୦।୫: ଲୋକ ସଭା ନିର୍ବାଚନରେ ଉତ୍ତର ପ୍ରଦେଶର ମଥୁରା ଆସନରୁ ବିଜୟ ହାସଲ କରିବା ପରେ ଅଭିନେତ୍ରୀ ହେମାମାଳିନୀ ଗୁରୁବାର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ଅବସରରେ ସେ କହିଛନ୍ତି,...
Archives


