Home Left

ଗତବର୍ଷ ଅଧିକ ଶିଶୁ କନ୍ୟା ହୋଇଛନ୍ତି ପୋଷ୍ୟ: ସିଏଆରଏ

ନୂଆଦିଲ୍ଲୀ,୪।୬: ଗତ ୨୦୧-୧୯ ବର୍ଷରେ ଅଧିକ ଶିଶୁକନ୍ୟାଙ୍କୁ ଲୋକେ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଏନେଇ ଚାଇଲ୍ଡ୍‌ ଆଡପଟେଶନ୍‌ ରିସୋର୍ସ ଅଥରିଟି(ସିଏଆରଏ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ ହୋଇଛି। ଏହି ସମୟରେ ମୋଟ ୪ ହଜାର ୨୭ ଜଣ...

ନାଇଜେରିଆରେ ମିଳିତ ଅପରେଶନ୍‌: ୨୦ ଆତଙ୍କବାଦୀ ନିହତ

ଲାଗୋସ୍‌,୪।୬: ଦି ମଲ୍ଟି ନ୍ୟାଶନାଲ ଟାକ୍ସ ଫୋର୍ସ (ଏମ୍‌ଟିଜେଟିଏଫ୍‌)ର ମିଳିତ ଅପରେଶନରେ ନାଇଜେରିଆର ଏରିଜି, ମାଲକୋନୋରୀ, ତୁମବୁମ ରେଗୋ ଅଞ୍ଚଳରେ ପାଖାପାଖି ୨୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି, ନାଇଜେରିଆ ମିଲିଟାରୀ ପ୍ରବକ୍ତା। ଏହାସହ ୪ ସୁରକ୍ଷାକର୍ମୀ ମଧ୍ୟ...

ମହାରାଷ୍ଟ୍ରରେ ପାଣି ପାଇଁ ହାହାକାର:ମରାଠାଓ୍ବାଡାରେ ଜଳସ୍ତର ୦.୭ ପ୍ରତିଶତ

ମୁମ୍ବାଇ,୪।୬: ଚଳିତ ବର୍ଷ ମୌସୁମୀ ଆସିବାରେ ବିଳମ୍ବ ହେଉଥିବା ବେଳେ ମହାରାଷ୍ଟ୍ରରେ ଭୀଷଣ ଗରମ ବଢ଼ିବା ସହିତ ଜଳସଙ୍କଟ ଦେଖାଦେଇଛି। ମହାରାଷ୍ଟ୍ରର ମରାଠାଓ୍ବାଡା ଅଞ୍ଚଳର ନଦୀମାନଙ୍କରେ ଜଳସ୍ତର କମି ପ୍ରାୟ ୦.୭ ପ୍ରତିଶତ ଥିବା ଜଣାପଡ଼ିଛି। ଶୁଖିଲା ପଡ଼ିଥିବା ମହାରାଷ୍ଟ୍ରର...

ଯେସାକୁ ତେସା: ‘ଜୟ ହିନ୍ଦ୍‌’, ‘ଜୟ ବାଂଲା’ଲେଖି ୨୦ ଲକ୍ଷ ପୋଷ୍ଟକାର୍ଡ ମୋଦିଙ୍କ ପାଖକୁ ପଠାଇବ ଟିଏମ୍‌ସି

କୋଲକାତା,୪।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଭାଜପା ମଧ୍ୟରେ ଲାଗି ରହିଥିବା କନ୍ଦଳ ଥମିବାର ନାଁ ନେଉନି। ଭାଜପାର ‘ଜୟ ଶ୍ରୀରାମ’ ସ୍ଲୋଗାନକୁ ନେଇ ଖପ୍ପା ହୋଇଥିବା ମମତାଙ୍କ ପାଖକୁ ଭାଜପାର କେତେଜଣ ନେତା ପ୍ରାୟ ୧୦ ଲକ୍ଷ...

ନୀତିଶ-ସୁଶୀଲଙ୍କ ଇଫତାର ପାର୍ଟି: ବିବାଦୀୟ ମନ୍ତବ୍ୟ ଦେଲେ ଗିରିରାଜ

ପାଟନା, ୪।୬: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ସୁଶୀଲ ମୋଦିଙ୍କ ଇଫତାର୍‌ ପାର୍ଟି ନେଇ କେନ୍ଦ୍ରୀୟ ପଶୁପାଳନ ମନ୍ତ୍ରୀ ଗିରିରାଜ ସିଂ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ୪ଟି ଫଟୋ ଶେୟାର କରିବା ସହିତ କହିଛନ୍ତି ଏଭଳି ଉତ୍ସବ...

କମ୍ପାନୀରେ ନିଯୁକ୍ତି ପାଇଁ ରୋବୋ ନେଉଛି ଇଣ୍ଟରଭ୍ୟୁ

ନୂଆଦିଲ୍ଲୀ,୪।୬: କମ୍ପାନୀରେ ନିଯୁକ୍ତି ପାଇଁ ଏବେ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି। ଏବେ ପ୍ରାର୍ଥୀଙ୍କ ଚୟନ ପାଇଁ ମନୁଷ୍ୟ ନୁହେଁ ରୋବୋ ନେଉଛି ଇଣ୍ଟରଭ୍ୟୁ। ଭିଡିଓ ଇଣ୍ଟରଭ୍ୟୁରେ ଏଲ୍‌ଗୋରିଦମ୍‌ର ସାହାଯ୍ୟରେ ଲୋକଙ୍କ ଚେହେରାରୁ ସୋସନଙ୍କ ହାବଭାବକୁ ପଢ଼ାଯାଇପାରିବ। ଲୋକଙ୍କ କଣ୍ଠରୁ...

କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର, ୪।୬(ବ୍ୟୁରୋ): ବାଲେଶ୍ୱର ଭାଜପା ଏମ୍‌ପି ପ୍ରତାପ ଷଡ଼ଙ୍ଗୀ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏମ୍‌ଏସ୍‌ଏମ୍‌ଇ, ପ୍ରାଣୀ ସମ୍ପଦ, ମତ୍ସ୍ୟ ଓ ଦୁଗ୍ଧ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ସହ କାର୍ଯ୍ୟ ଆରମ୍ଭ କରିଛନ୍ତି।...

କେଜରିଓ୍ବାଲଙ୍କ ମାଗଣା ଯାତ୍ରା ଘୋଷଣାକୁ ନେଇ ପ୍ରଶ୍ନ ଉଠାଇଲେ ମହିଳା

ନୂଆଦିଲ୍ଲୀ,୪।୬: ରାଜଧାନୀ ଦିଲ୍ଲୀରେ ମେଟ୍ରୋ ଟ୍ରେନ୍‌ ଓ ସରକାରୀ ବସ୍‌ରେ ଯାତ୍ରା କରୁଥିବା ମହିଳା ଏଣିକି ମାଗଣରେ ଯାତ୍ରା କରିବେ ବୋଲି ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଘୋଷଣା କରିଥିଲେ। ହେଲେ ମଙ୍ଗଳବାର ମହିଳାମାନେ ଏହାକୁ ନେଇ ପ୍ରଶ୍ନ...

ଶାରୀରିକ ଅସୁସ୍ଥତା ସହି ନ ପାରି ବୃଦ୍ଧାଙ୍କ ଆତ୍ମହତ୍ୟା ଉଦ୍ୟମ

ଅନୁଗୋଳ ଅଫିସ,୪।୬: ଅନୁଗୋଳ ଜିଲା ହୁଲୁରସିଂହା ପୁରୁଣା ପୋଲ ଉପରୁ ଡେଇଁ ମଙ୍ଗଳବାର ଜଣେ ବୃଦ୍ଧା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ନୟନୀ ବେହେରା (୬୦)। ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ...

ବିଶ୍ୱକପ୍‌ ଓପନିଂ ମ୍ୟାଚ୍‌ କେବେ ଜିତିଥିଲା ଭାରତ

ଆଇସିସି ବିଶ୍ୱକପ୍‌ରେ ଏଥର ଭାରତ ଏବଂ ଇଂଲଣ୍ଡ ଟାଇଟେଲର ପ୍ରବଳ ଦାବିଦାର ଦଳ କୁହାଯାଉଛି। ଜୁନ୍‌ ୫ ଅର୍ଥାତ୍‌ ବୁଧବାର ବିଶ୍ୱକପରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବ। ଭାରତ ଏପର୍ଯ୍ୟନ୍ତ ୧୧ଟି ବିଶ୍ୱକପ୍‌ ଖେଳିସାରିଛି। ସେଥିମଧ୍ୟରୁ...

ଜଙ୍ଗଲକୁ ଟୋଲ ସଂଗ୍ରହ କରିବାକୁ ଯାଇ ହାତୀ ଆକ୍ରମଣରେ ବୃଦ୍ଧା ମୃତ

କେନ୍ଦୁଝର,୪।୬ (ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଆକୁଳ ଅଞ୍ଚଳରେ ବଣୁଆ ହାତୀ ଆକ୍ରମଣରେ ମଙ୍ଗଳବାର ସକାଳେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଦଳୀ ରଣାସିଙ୍ଗ(୬୦)। ଅନ୍ୟ ସାଥୀଙ୍କ ସହ କଦଳୀ ଟୋଲ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବା...

ହସ୍ପିଟାଲରେ ରୋଗୀଙ୍କୁ ପିଟିଲେ ଡାକ୍ତର: ଭିଡିଓ ଭାଇରାଲ

ଜୟପୁର,୪।୬: ରାଜସ୍ଥାନ ଜୟପୁରର ସଓ୍ବାଇ ମାନସିଂ ହସ୍ପିଟାଲରେ ଜଣେ ଡାକ୍ତର ରୋଗୀଙ୍କୁ ପିଟିବାର ଭିଡିଓ ଭାଇରାଲ ହୋଇଛି। ସୋମବାର ଏହି ଭିଡିଓ ଭାଇରାଲ ହେବାପରେ ରାଜସ୍ଥାନ ମାନବାଧିକାର ଆୟୋଗ ୨୫ ଜୁନ୍‌ ମଧ୍ୟରେ ଏହାର ରିପୋର୍ଟ ଦେବାକୁ ହସ୍ପିଟାଲ ପ୍ରଶାସନକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri