୨୦୯ ବର୍ଷ ପୁରୁଣା କବରସ୍ତାନରେ ହେବ ରେଳଷ୍ଟେଶନ: ବାହାର କରାଯିବ ୬ହଜାର ୫ଶହ ମଣିଷ କଙ୍କାଳ
ବର୍ମିଂହାମ୍,୨୪।୯: ବ୍ରିଟେନରେ ଏକ ୨୦୯ ବର୍ଷ ପୁରୁଣା କବରସ୍ତାନରେ ରେଳଷ୍ଟେଶନ କରାଯିବା ଳାଗି ଯୋଜନା ହୋଇଛି। ଏଠାରେ ଏଚଏସଟୁ ରେଳଷ୍ଟେଶନ ନିର୍ମାଣ କରାଯିବ। ଏଥିପାଇଁ ଏହି କବରସ୍ତାନରୁ ୬ ହଜାର ୫ ଶହ ମଣିଷ କଙ୍କାଳ ବାହାର କରାଯିବ ବୋଲି ସ୍ଥାନୀୟ…
ନର୍ସ ନୀହାରିକା ହତ୍ୟା ମାମଲା: ରାଜାଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ପୋଲିସ
ଜଗତ୍ସିଂହପୁର ଅଫିସ,୨୪।୯: ନର୍ସ ନୀହାରିକା ପାତ୍ର ହତ୍ୟା ମାମଲା ପଛରେ ଆଉ କିଛି ଗୁମର ରହିଛି କି। ପ୍ରେମିକ କିଶୋର କୁମାର ଆଞ୍ଚଲ ଓରଫ ରାଜା ଏକାକି ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ବୀକାର କରିଥିଲେ ହେଁ ଏଥିରେ କେତେ ସତ୍ୟତା ରହିଛି।…
ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ଓକିଲ ସଂଘର ଅର୍ଥନୈତିକ ଅବରୋଧ ଆରମ୍ଭ
ବରଗଡ ଅଫିସ, ୨୪।୯: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସୋମବାର ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇ ଥିବାବେଳେ ମଙ୍ଗଳବାରରୁ ଅର୍ଥନୈତିକ ଅବରୋଧ ଆରମ୍ଭ କରିଛନ୍ତି। ସଂଘର ସମସ୍ତ କର୍ମକର୍ତ୍ତା, ସଭ୍ୟବୃନ୍ଦ ଏକତ୍ରିତ ହୋଇ ସ୍ଥାନୀୟ ଜିଲା…
ବାଇକ୍ ଲୁଟେରା ଗ୍ୟାଙ୍ଗ୍ର ପର୍ଦ୍ଦାଫାଶ ୪ ଗିରଫ, ୧୦ ବାଇକ୍ ଜବତ
ନୟାଗଡ଼ ଅଫିସ,୨୪ା୯: ନୟାଗଡ଼ ଟାଉନ ଥାନା ପୋଲିସ ଏକ ବାଇକ୍ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି। ଏହି ଗ୍ୟାଙ୍ଗର ୪ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ସେମାନଙ୍କଠାରୁ ୧୦ ବାଇକ୍ ଜବତ କରିଛି। ଗିରଫ ଲୁଟେରା ହେଲେ ନୟାଗଡ଼ ଇଟାମାଟି ଥାନା…
ମୁମ୍ବାଇରେ ପିଆଜ କିଲୋ ୮୦ଟଙ୍କା
ମୁମ୍ବାଇ,୨୪।୯: ସମଗ୍ର ଦେଶରେ ପିଆଜର ଦରଦାମ୍ ଆକାଶ ଛୁଆଁ ହୋଇଛି। ବିଭିନ୍ନ ସହରରେ ପିଆଜର ଦରଦାମ୍ ବୃଦ୍ଧିକୁ ନେଇ ଲୋକଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ନିକଟରେ ପିଆଜ କିଲୋ ପ୍ରତି ୧୫ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ବୃଦ୍ଧି ପାଇ ୮୦ଟଙ୍କା…
ବଉଳମାଳା ପଥର ବୋଝେଇ ଟ୍ରକ୍ ଜବତ ଏସ୍କର୍ଟରେ ଯାଉଥିବା ଯୁବକଙ୍କ ସମେତ ୫ ଜେଲ ଗଲେ
ରଣପୁର,୨୪ା୯(ସ୍ବ.ପ୍ର.): ପଡୋଶୀ ଗଞ୍ଜାମ ଜିଲାକୁ ଚୋରାରେ ଚାଲାଣ ହେଉଥିବା ବଉଳମାଳା ପଥର ବୋଝେଇ ୪୦୭ ଟ୍ରକ୍କୁ ରଣପୁର ପୋଲିସ ଜବତ କରିଛି। ଏହି ଘଟଣାରେ ଏସ୍କର୍ଟରେ ଯାଉଥିବା ଯୁବକଙ୍କ ସମେତ ୫ଜଣଙ୍କୁ ଗିରଫ କରି ପୋଲିସ ସୋମବାର କୋର୍ଟ ଚାଲାଣ କରିଛି।…
ଅଲ୍-କାଇଦା ଆତଙ୍କବାଦୀଙ୍କୁ ତାଲିମ୍ ଦେଇଥିଲା ଆଇଏସ୍ଆଇ: ମାନିଲେ ଇମ୍ରାନ୍
ନ୍ୟୁୟର୍କ,୨୪।୯: ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ଅଲ୍-କାଇଦା ଆତଙ୍କବାଦୀଙ୍କୁ ତାଲିମ୍ ଦେଇଥିଲା। ଏନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ନ୍ୟୁୟର୍କର ସେଣ୍ଟର ଫର୍ ଫରେନ୍ ରିଲେଶନ୍ ପକ୍ଷରୁ ଆୟୋଜିତ ଏକ ବୈଠକରେ ସୂଚନା ଦେଇଛନ୍ତି। ଏଥିରେ ପାକିସ୍ତାନ ସୈନ୍ୟ ବାହିନୀ ମଧ୍ୟ…
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ପାଟଣାଗଡ଼,୨୪।୯(ଡି.ଏନ୍.ଏ.): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲା ପାଟଣାଗଡ଼ ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ପାତ୍ରଙ୍କ ଘରେ ମଙ୍ଗଳବାର ସକାଳେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ପାଟଣାଗଡ଼ର ସ୍ଥାୟୀ ବାସିନ୍ଦା କିଶୋରଙ୍କ ନିଜ ଘର, ଭାଇଙ୍କ ଘର…
ଲାଞ୍ଚ ନେଇ ଆର୍ଆଇ ଗିରଫ
କଟକ ଅଫିସ/ନିଶ୍ଚିନ୍ତକୋଇଲି (ସ୍ବ.ପ୍ର.), ୨୪।୯: ଲାଞ୍ଚ ନେବାବେଳେ ନିଶ୍ଚିନ୍ତକୋଇଲି ତହସିଲ ଅଧୀନ ଜିଗ୍ନୀପୁର ରାଜସ୍ବ ନିରୀକ୍ଷକ(ଆର୍ଆଇ) ଅଚ୍ୟୁତାନନ୍ଦ ସେଠୀ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି। କଟକ ଭିଜିଲାନ୍ସ ସେଲ୍ ଶାଖା ଆର୍ଆଇ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା…
ବ୍ୟକ୍ତିଗତ ହାଜର ପାଇଁ ସ୍ବାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ
କଟକ ଅଫିସ, ୨୪।୯: ରାଜ୍ୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ବ୍ୟକ୍ତିଗତ ହାଜର ପାଇଁ ହାଇକୋର୍ଟ ସୋମବାର ସ୍ବାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଅଦାଲତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ…
୬ ପ୍ରତିଭାଧାରୀ ପାଇଲେ ଧନେଶ୍ୱର ରଥ ସ୍ମୃତି ସମ୍ମାନ
କଟକ ଅଫିସ, ୨୪।୯: ପୂଜ୍ୟପୂଜା ପରମ୍ପରାର ଭୂମିକା ଏବେ ବି ବଞ୍ଚିଛି। ପୂଜ୍ୟଙ୍କୁ ପୂଜା କରିବା ଏକ ମହତ୍ କାର୍ଯ୍ୟ। ଯିଏ ଜ୍ୟେଷ୍ଠ, ବରିଷ୍ଠ ଓ ଶ୍ରେଷ୍ଠ ସିଏ ସମାଜରେ ପୂଜ୍ୟ। ଯିଏ ପୂଜ୍ୟଙ୍କୁ ସମ୍ମାନ କରିବା ଶିଖିନାହିଁ ସେ ଅନ୍ୟମାନଙ୍କ…
ଚପିଯାଉଛି ସିଏମ୍ସିର ଦୁର୍ନୀତି
କଟକ ଅଫିସ, ୨୪।୯: କଟକ ମହାନଗର ନିଗମ(ସିଏମ୍ସି)ରେ ବହୁ ଦୁର୍ନୀତି ଲୋକଲୋଚନକୁ ଆସିଛି। ସେନେଇ ତଦନ୍ତ ହେବା ସହ ମାମଲା ବି ରୁଜୁ ହୋଇଛି। ହେଲେ ଅନେକ ଦୁର୍ନୀତି ଘଟଣାର ତଦନ୍ତ ବାଟବଣା ହୋଇଥିବାବେଳେ କେତେକ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁନାହିଁ। ସହରର…
Archives


