ହାତୀ ଆକ୍ରମଣରେ ଜଣଙ୍କ ଜୀବନ ଗଲା
ସୁନ୍ଦରଗଡ଼,୧୪।୧୨(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କିଞ୍ଜିରିକେଲା ରେଞ୍ଜ ଅନ୍ତର୍ଗତ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଶୁକ୍ରବାର ରାତିରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ପରୀକ୍ଷିତ ଗହୀର (୪୬)। ତାଙ୍କ ଘର କେନ୍ଦୁଡିହି ଗ୍ରାମରେ। ଖବର ପାଇ ପୋଲିସ ଓ…
ଶିରୋମଣି ଅକାଳି ଦଳର ନେତା ନିର୍ବାଚିତ ହେଲେ ସୁଖବୀର
ଚଣ୍ଡିଗଡ଼,୧୪।୧୨: ସର୍ବସମ୍ମତି କ୍ରମେ ଶନିବାର ଶିରୋମଣି ଅକାଳି ଦଳର ଅଧ୍ୟକ୍ଷ ଭାବେ ସୁଖବୀର ସିଂ ବାଦଲଙ୍କୁ ପୁଣିଥରେ ନିର୍ବାଚିତ କରାଯାଇଛି। ବହୁବାର ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିବା ପ୍ରକାଶ ସିଂ ବାଦଲଙ୍କର ପୁଅ ସୁଖବୀର ଏବେ ଫିରୋଜପୁରରୁ ଏମ୍ପି ଅଛନ୍ତି। ସୁଖବୀରଙ୍କ ସ୍ତ୍ରୀ…
ମୋଦିଙ୍କୁ ଭାବପୂର୍ଣ୍ଣ ପତ୍ର ଲେଖିଲେ ସ୍ବାତୀ
ନୂଆଦିଲ୍ଲୀ,୧୪।୧୨: ମହିଳା ସୁରକ୍ଷାକୁ ନେଇ ଆଜିକୁ ୧୨ ଦିନ ହେବ ଆମରଣ ଅନଶନରେ ବସିଥିବା ଦିଲ୍ଲୀ ମହିଳା ଆୟୋଗର ମୁଖ୍ୟ ସ୍ବାତୀ ମାଲଓ୍ବୋଲ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ଭାବପୂର୍ଣ୍ଣ ପତ୍ର ଲେଖିଛନ୍ତି। ସେ ଲେଖିଛନ୍ତି ଯଦି ଆନ୍ଧ୍ର…
ଓ୍ବାଶିଂମେଶିନ୍ରେ ଏମିତି କିଛି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ବ୍ୟକ୍ତି, ଫଟୋ ଭାଇରାଲ
ଋଷ୍: ସାଧାରଣତଃ ଓ୍ବାଶିଂମେଶିନ୍ରେ କପଡ଼ା ଧୁଆ ଯାଇଥାଏ। ଯଦି ଏହା ଭିତରେ ଆପଣ ହଠାତ୍ କିଛି ଅଦ୍ଭୁତ ଦୃଶ୍ୟ ଦେଖିବେ ତେବେ ଲୋମ ଟାଙ୍କୁରି ଉଠିବା ସ୍ବାଭାବିକ। ଏମିତି ଏକ ଘଟଣା ଘଟିଛି ଋଷ୍ର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ। ଉକ୍ତ ବ୍ୟକ୍ତିଙ୍କ…
ଶୂନ୍ୟରେ ଆଉଟ୍ ହେବାରେ ଆଫ୍ରିଦୀଙ୍କ ଶତକ
ଢାକା,୧୪।୧୨- ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଥିବା ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦୀ ଏବେ ବିଶ୍ୱର ବିଭିନ୍ନ ଲିଗ୍ରେ ଖେଳୁଛନ୍ତି। ମାତ୍ର ଏହି ଅବସରରେ ସେ ଶୂନ୍ୟରେ ଆଉଟ୍ ହେବରେ ଶତକ କରିଛନ୍ତି, ଯାହାକୁ ବିଶ୍ୱର କୌଣସି ଖେଳାଳି ହାସଲ କରିବାକୁ…
ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ଯୁଦ୍ଧ: ପାକିସ୍ତାନ ମନ୍ତ୍ରୀ
ଇସ୍ଲାମାବାଦ,୧୪।୧୨: ନିଜର ବେକାବୁ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାକୁ ଆସି ପରିହାସର ଶିକାର ହେଉଥିବା ପାକିସ୍ତାନର ରେଳମନ୍ତ୍ରୀ ଶେଖ ରସିଦ ଏଥର ମଧ୍ୟ ସେମିତି ଏକ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ଜମ୍ମୁ-କଶ୍ମୀରରୁ ୩୭୦ ଉଚ୍ଛେଦ ପରେ ହଡବଡେଇ ଯାଇଥିବା ପାକିସ୍ତାନ…
ମେଡିକାଲରେ ରୋଗୀଙ୍କୁ ଗିଫ୍ଟ ଦେଲେ ଲିଭରପୁଲ ଖେଳାଳି
ମେଲଉଡ,୧୪।୧୨- ଏଠାରେ ଲିଭରପୁଲ ଖେଳାଳି ଟ୍ରେନିଂ ଶେଷ କରିବା ପରେ କୋଚ୍ ଜୁର୍ଗେନ କୋପ ସମେତ ପ୍ରାୟ ସମସ୍ତ ଖେଳାଳି ଓ୍ବେଷ୍ଟ ଡର୍ବି ମେଡିକାଲରେ ରୋଗୀ ଓ ଷ୍ଟାଫଙ୍କୁ ଭେଟିଛନ୍ତି। ସେମାନେ ମେଡିକାଲ ୩ଟି ଓ୍ବାଡର୍ସ ବୁଲି ଦେଖିଥିଲେ। ସେଠାରେ ଖେଳାଳିମାନେ…
ଡାକ୍ତରମାନେ ଭଗବାନ ସଦୃଶ ହୋଇ ରୋଗ ଦୂର କରିଥାନ୍ତି: ରାଜ୍ୟପାଳ
ବ୍ରହ୍ମପୁର ଅଫିସ,୧୪।୧୨: ଏଣ୍ଡୋକ୍ରାଇନ ସୋସାଇଟି ଅଫ୍ ଓଡିଶାର ୮ମ ବାର୍ଷିକ ସମିଳନୀ ଶନିବାର ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଡାକ୍ତର ହେଉଛନ୍ତି ଭଗବାନଙ୍କ ସଦୃଶ୍ୟ । ଭଗବାନ…
ହେମା, ରେଖା, ଶ୍ରୀଦେବୀଙ୍କ ପରେ ଭୂମୀଙ୍କୁ ମିଳିଲା ସଫଳତା
ମୁମ୍ବାଇ: ବଲିଉଡ୍ ନାୟିକା ହେମାମାଳିନୀ, ରେଖା ଓ ଶ୍ରୀଦେବୀଙ୍କୁ ବଡ ପରଦାରେ ଯେଉଁ ସଫଳତା ମିଳିଥିଲା ତାହା ବୋଧହୁଏ ଏପର୍ଯ୍ୟନ୍ତ ଅନ୍ୟ କୌଣସି ଅଭିନେତ୍ରୀଙ୍କୁ ମିଳିନାହିଁ ବୋଲି କୁହାଯାଏ। ହେଲେ ଏହି ସଫଳତା ଏବେ ନାୟିକା ଭୂମୀ ପେଡନେକରଙ୍କୁ ମିଳିଛି ବୋଲି…
ଚିକିତ୍ସା ଅଭାବରୁ ଗର୍ଭସ୍ଥ ଶିଶୁର ମୃତ୍ୟୁ: ଅଭିଯୋଗ ଆଣିଲେ ପରିବାର ଲୋକେ
ବାରିପଦା ଅଫିସ,୧୪।୧୨: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଚିକିତ୍ସା ଅବହେଳା ଯୋଗୁ ଜଣେ ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ଜାମଦା ଅଞ୍ଚଳର ଜଣେ ମହିଳାଙ୍କର…
ସଲମାନଙ୍କ ବିବାହକୁ ନେଇ ମଜା କଲେ ଅର୍ଚ୍ଚନା
ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାଁଙ୍କ ବିବାହକୁ ନେଇ ଏପର୍ଯ୍ୟନ୍ତ ପ୍ରଶ୍ନ କରୁଛନ୍ତି ତାଙ୍କ ପ୍ରଶଂସକ। ହେଲେ ନିକଟରେ ସଲମାନ ତାଙ୍କ ଫିଲ୍ମ ‘ଦବଙ୍ଗ-୩’ର ପ୍ରମୋଶନ ପାଇଁ ‘କପିଲ ଶର୍ମା ଶୋ’କୁ ଆସିଥିବା ବେଳେ ଏହାକୁ ନେଇ ମଜା କରିଥିଲେ ଅର୍ଚ୍ଚନା…
ପାକିସ୍ତାନୀ ନୌକା ଜବତ: ବିଏସ୍ଏଫ୍ର ତଦନ୍ତ ଜାରି
ନୂଆଦିଲ୍ଲୀ,୧୪।୧୨: ଅନୁପ୍ରବେଶ ପାଇଁ ଅତିସମ୍ବେଦନଶୀଳ ଅଞ୍ଚଳ ଭାବେ ଜଣାଯାଉଥିବା କଚ୍ଛର ହରାମି ନାଲାରୁ ଶନିବାର ଏକ ଖାଲି ନୌକା ଜବତ କରାଯାଇଛି। ସୀମାର ସୁରକ୍ଷାକର୍ମୀ ଏହି ଖାଲି ନୌକାକୁ ଜବତ କରି ଯାଞ୍ଚ କରିଛନ୍ତି। ତେବେ ଏହି ନୌକା ପାକିସ୍ତାନର ବୋଲି…

