ସିଏଏ ନେଇ ଯୋଗୀ ସରକାରଙ୍କ କଡ଼ା ଆଇନ: ସର୍ବସାଧାରଣ ସମ୍ପତ୍ତି ନଷ୍ଟ କଲେ ଜବତ ହେବ ନିଜ ସମ୍ପତ୍ତି
ଲକ୍ଷ୍ନୌ,୧୯।୧୨: ସିଏଏକୁ ବିରୋଧ କରୁଥିବା ପ୍ରଦର୍ଶନକାରୀଙ୍କ ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର କଡ଼ା ଆଇନ କରିଛନ୍ତି। ଏଣିକି ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରୁଥିବା ପ୍ରଦର୍ଶନକାରୀଙ୍କ ସମ୍ପତ୍ତିକୁ ଜବତ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ଏଭଳି ନିଷ୍ପତ୍ତି…
୨ ମେଧାବୀ ଛାତ୍ରଙ୍କୁ ପଢ଼ାଇବ ବିଡେକା
ଭଞ୍ଜନଗର,୧୯।୧୨(ଡି.ଏନ.ଏ)-ଭଞ୍ଜନଗର ଜଳସମ୍ପଦ ବିଭାଜନ କର୍ମଚାରୀ ସାଂସ୍କୃତିକ ପରିଷଦ (ବିଡେକା) ଚଳିତବର୍ଷ ୨ ମେଧାବୀ ଛାତ୍ରଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବାକୁ ନିଷ୍ପତ୍ତି ନେଇଛି। ଦୁଇ ଛାତ୍ର ଷଷ୍ଠ ଶ୍ରେଣୀର ଓମ୍ ବେହେରା ଓ ୭ମ ଶ୍ରେଣୀର ଓମ୍ ପ୍ରଭୁଜିତ୍ଙ୍କ ପାଠପଢ଼ା ବାବଦ…
୨୯ରେ ରାଜ୍ୟସ୍ତରୀୟ ଓପନ୍ ଚେସ୍ ଟୁର୍ନାମେଣ୍ଟ
ସୋରଡ଼ା,୧୯ା୧୨(ଡି.ଏନ.ଏ.)-ଓଡ଼ିଶା ଚେସ୍ ସଂଘ ଓ ସୋରଡ଼ା ଚେସ ସଂଘ ମିଳିତ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଓପନ ଚେସ୍ ଟୁର୍ନାମେଣ୍ଟ ଆସନ୍ତା ୨୯ ତାରିଖରେ ସ୍ଥାନୀୟ ବୈଷୟିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ଏଥିନିମନ୍ତେ ସୋରଡ଼ା ଚେସ୍ ସଂଘର ମୁଖ୍ୟ ବିଚାରକ ରମେଶ…
ଜାଗା ସମୀକ୍ଷା ବୈଠକ :୪୩୯ ବସ୍ତି ବାସିନ୍ଦାଙ୍କୁ କରାଯାଇନି ଥଇଥାନ
ଛତ୍ରପୁର,୧୯ା୧୨(ଡି.ଏନ.ଏ)-ଗଞ୍ଜାମ ଜିଲାରେ ଜାଗା ଯୋଜନାରେ ବସ୍ତି ବାସିନ୍ଦାଙ୍କୁ ଥଇଥାନର ଅଗ୍ରଗତି ସମୀକ୍ଷା ବୈଠକ ଗୁରୁବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସହରାଞ୍ଚଳ ଉନ୍ନୟନ ସଂସ୍ଥା (ଡୁଡା)ର ପିଡି ସୁଦାମ ଚରଣ ମଣ୍ଡଳ ଅଧ୍ୟକ୍ଷତା କରିଥିଲେ । ଜିଲାର…
ଲଭ୍ ଚର୍ଚ୍ଚରେ କେବଳ ଦମ୍ପତି ପାଳନ୍ତି କ୍ରିସ୍ମାସ
ଆସୁଛି କ୍ରିସ୍ମାସ। ବିଦେଶରେ ପାଳନ କରାଯାଉଥିବା ପର୍ବ ମଧ୍ୟରେ ଏହା ଏକ ନିଆରା ପର୍ବ। ଅନେକ ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀ ରାଷ୍ଟ୍ରରେ ଖୁବ୍ ଧୁମ୍ଧାମରେ ଏହି ପର୍ବ ପାଳନ କରାଯାଇଥାଏ। ଏହି ସମୟରେ ବେଲଜିୟମର ‘ଦ ଚର୍ଚ୍ଚ ଅଫ୍ ଲଭ୍’ କିନ୍ତୁ ସମସ୍ତଙ୍କ…
ଦର୍ଶକଙ୍କୁ ପସନ୍ଦ ଆସୁଛି ରାଣୀଙ୍କ ‘ମର୍ଦ୍ଦାନୀ-୨’, ରିଲିଜର ଛଅ ଦିନରେ ବ୍ୟବସାୟ କଲା ୨୫ କୋଟି
ବମ୍ବେ: ବଡ଼ ପରଦାରେ ଭଲ ପ୍ରଦର୍ଶନ କରୁଛି ରାଣୀ ମୁଖାର୍ଜୀଙ୍କ ଚଳଚ୍ଚିତ୍ର ‘ମର୍ଦ୍ଦାନୀ-୨’। ରିଲିଜର ଷଷ୍ଠ ଦିନରେ ଫିଲ୍ମ ୨୫ କୋଟି ବ୍ୟବସାୟ କରିବାରେ ସଫଳ ହୋଇଛି। ଟୁଇଟର ପୃଷ୍ଠାରେ ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ଏନେଇ ସୂଚନା ଦେଇଛନ୍ତି। ଶୁକ୍ରବାର…
ଗୁଳିକରି ବିଲେଇକୁ ମାରିବା ଘଟଣା: ବ୍ୟବଚ୍ଛେଦ ପରେ ବାହାରିଲା ୨ଟି ପେଲେଟ
ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ସ୍ଥାନୀୟ ଖାରବେଳ ନଗର ଥାନା ଅନ୍ତର୍ଗତ ୟୁନିଟ-୪ ଅଞ୍ଚଳରେ ଏକ ପୋଷା ବିଲେଇକୁ ଗୁଳି କରି ମାରି ଦିଆଯାଇଥିଲା। ଗୁରୁବାର ବିଲେଇର ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ତା’ର ଦେହରୁ ୨ଟି ପେଲେଟ ବାହାରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ବୁଧବାର ପୂର୍ବାହ୍ନରେ…
କଟକ ଦିନିକିଆରେ ଖେଳିବେ ନାହିଁ ଦୀପକ
ନୂଆଦିଲ୍ଲୀ,୧୯।୧୨- କଟକର ବାରବାଟୀ ଷ୍ଟାଡିୟମରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଦିନିକିଆ ସିରିଜ୍ର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରୁ ମିଡିୟମ ପେସର ଦୀପକ ଚହର ଆହତ ସମସ୍ୟା ଯୋଗୁ ଦଳରୁ ବାଦ୍ ପଡ଼ିଛନ୍ତି। ବିଶାଖାପାଟଣାରେ…
ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ଜନବସତି ମୁହାଁ ବନ୍ୟପ୍ରାଣୀ
ସିଡ୍ନୀ,୧୯।୧୨: ଅଷ୍ଟ୍ରେଲିଆରେ ଚଳିତ ବର୍ଷର ଦ୍ୱିତୀୟ ଏମରଜେନ୍ସି ଘୋଷଣା କରାଯାଇଛି। କାରଣ ଜଙ୍ଗଲରେ ଲାଗିଥିବା ନିଆଁ ଏବେ ସିଡ୍ନୀ ସହରକୁ ଘେରି ରଖିଛି। Kanangra-Boyd National Parkରୁ କଙ୍ଗାରୁ ଓ ଅନ୍ୟ ଜୀବମାନେ ରାସ୍ତା ଉପରକୁ ଚାଲି ଆସୁଥିବା କୁହାଯାଉଛି। ନିଆଁକୁ…
ଖରିଫ୍ ଧାନ ଶସ୍ୟବୀମା ପ୍ରଦାନ ଦାବି: ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ
ଜମନକିରା,୧୯।୧୨(ଡି.ଏନ୍.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ୍ ମିଳିତ ଚାଷୀ ସଂଗଠନ ପକ୍ଷରୁ ଶସ୍ୟବୀମା ରାଶି ପ୍ରଦାନ ଦାବିରେ କୁଚିଣ୍ଡା ଉପଖଣ୍ଡରେ ଥିବା ୫୫ଟି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ନିଷ୍ପତ୍ତି ହୋଇଛି। ଏହିକ୍ରମରେ ଜମନକିରା ବ୍ଲକ୍ରେ ୨୧ଟିରୁ ଅଦ୍ୟାବଧି ୭ଟି ପଞ୍ଚାୟତ…
ନିର୍ଭୟା ମାମଲା: ପଓ୍ବନଙ୍କ ଆବେଦନ ଖାରଜ, କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଓକିଲଙ୍କ ଉପରେ ଲାଗିଲା ଜରିମାନା
ନୂଆଦିଲ୍ଲୀ,୧୯।୧୨: ନିର୍ଭୟା ଗଣବଳାତ୍କାର ମାମଲାରେ ଫାଶୀ ଦଣ୍ଡକୁ ସମ୍ନା କରୁଥିବା ୪ ଦୋଷୀଙ୍କ ମଧ୍ୟରୁ ପଓ୍ବନ କୁମାର ଗୁପ୍ତା ବୁଧବାର ୨୦୧୨ରେ ସେ ଜଣେ ନାବଳାକ ଦର୍ଶାଇ କୋର୍ଟରେ ଆବେଦନ କରିଥିଲେ। ଗୁରୁବାର ଏହି ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ…
ସିଏଏକୁ ବିରୋଧ: ପପୁ ଯାଦବ ବେଡି ପିନ୍ଧି କଲେ ପ୍ରଦର୍ଶନ
ପାଟନା,୧୯।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ) ନେଇ ଦେଶବ୍ୟାପି ବିରୋଧ ଜାରି ରହିଛି। ଏନେଇ ବିହାରରେ ଜନ ଅଧିକାରୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ଏମ୍ପି ପପୁ ଯାଦବ ବେଡ଼ି ପିନ୍ଧି ପ୍ରଦର୍ଶନ କରିଛନ୍ତି। ଏହା ସହିତ ସେ ସ୍ବାଧୀନତା ଚାହୁଁଥିବା ସ୍ଲୋଗାନ୍…

