ବିବାହ ପାଇଁ ଘୋଡ଼ା ଚଢି ବରଘରେ ପହଞ୍ଚିଲେ ଦୁଇ ଭଉଣୀ
ଖଣ୍ଡଓ୍ବା,୨୪।୧: ରାଜସ୍ଥାନର ଖଣ୍ଡଓ୍ବାରେ ବିବାହକୁ ନେଇ ଦେଖିବାକୁ ମିଳିଛି ଏକ ଭିନ୍ନ ପରମ୍ପରା। ବିବାହ ପାଇଁ ଯାଉଥିବା ସମୟରେ ଘୋଡ଼ା ସହ ବରଯାତ୍ରୀ ଓ ବାଜାବାଣ ସବୁ ଥିଲା ହେଲେ ଘୋଡ଼ା ଉପରେ ବର ବଦଳରେ ଦେଖିବାକୁ ମିଳିଥିଲା ଦୁଇ କନ୍ୟାଙ୍କୁ।…
ନନ୍ଦନକାନନକୁ ଆସିବ ଧଳା ଗଣ୍ଡା, ଆଫ୍ରିକୀୟ ସିଂହ
ଭୁବନେଶ୍ୱର, ୨୪।୧(ବ୍ୟୁରୋ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି। ସିଙ୍ଗାପୁରରୁ ଧଳା ଗଣ୍ଡା ନନ୍ଦନକାନନ ଆସିବ। ସେହିଭଳି ଶ୍ରୀଲଙ୍କାରୁ ଆଫ୍ରିକୀୟ ସିଂହ ଓ ଅନ୍ୟ ଜନ୍ତୁ ଆଣିବାକୁ ଯୋଜନା କରାଯାଇଛି। ଏଥିସହ ରୋପଓ୍ବେ ପଏଣ୍ଟକୁ ଯିବା ପାଇଁ ଟୟ ଟ୍ରେନ୍…
ଗାର୍ଲଫ୍ରେଣ୍ଡ୍ଙ୍କୁ ବିବାହ ନ କରିବା ପାଇଁ ବୟଫ୍ରେଣ୍ଡ୍ ନାଇଟ୍ କ୍ଲବ ଯାଇ କଲେ ଏମିତି
ବେଜିଂ: ଦୁନିିଆରେ ଭିନ୍ନ ମଣିଷ ଅଛନ୍ତି। ସେମାନଙ୍କ ଚିନ୍ତାଧାରା ମଧ୍ୟ ଅଲଗା ପ୍ରକାର। କେତେବେଳେ କ’ଣ କରିବେ ନିଜେ ମଧ୍ୟ ଜାଣନ୍ତି ନାହିଁ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଚାଇନାରେ। ଏଠାକାର ଜଣେ ଯୁବକ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ବିବାହ କରିବେନି…
ଏପ୍ରିଲ ୧ରୁ ଘଣ୍ଟାଏରେ ମିଳିବ ଜମିବାଡ଼ି କାଗଜପତ୍ର
ଭୁବନେଶ୍ୱର, ୨୪।୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୋଟିଏ ପରେ ଗୋଟିଏ ବିଭାଗ ମୋ ସରକାର ଅଧୀନକୁ ଆସୁଛି। ଏହି କ୍ରମରେ ଫେବୃୟାରୀ ୧୦ରେ ରାଜସ୍ବ ବିଭାଗ ମୋ ସରକାର ଅଧୀନକୁ ଆସିବ। ଏହା ପୂର୍ବରୁ ଯେଉଁ ତହସିଲଦାରଙ୍କ କାମ ବାକି ଅଛି, ସେମାନଙ୍କ…
ରଜନୀକାନ୍ତଙ୍କ ବିରୋଧରେ ହୋଇଥିବା ମାମଲାକୁ ଖାରଜ କଲେ ମାଡ୍ରାସ ହାଇକୋର୍ଟ
ଚେନ୍ନାଇ,୨୪।୧: ଅଭିନେତାରୁ ରାଜନେତା ପାଲଟିଥିବା ରଜନୀକାନ୍ତଙ୍କ ବିରୋଧରେ ହୋଇଥିବା ମାମଲାକୁ ନେଇ ଶୁକ୍ରବାର ମାଡ୍ରାସ ହାଇକୋର୍ଟ ଶୁଣାଣି କରି ଉକ୍ତ ମାମଲାକୁ ଖାରଜ କରି ଦେଇଛନ୍ତି। ପେରିୟରଙ୍କୁ ନେଇ ସୁପରଷ୍ଟାର ରଜନୀକାନ୍ତ ବିବାଦୀୟ ବୟାନ ଦେଇଥିବା ଅଭିଯୋଗ କରି ହାଇକୋର୍ଟରେ ଆବେଦନ…
୬ ବର୍ଷରେ ଟେଲରଙ୍କ ପ୍ରଥମ ଟି୨୦ ଅର୍ଦ୍ଧଶତକ
ଅକ୍ଲାଣ୍ଡ,୨୪।୧- ଭାରତ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍ରେ ନ୍ୟୁଜିଲାଣ୍ଡର ବରିଷ୍ଠ ବ୍ୟାଟ୍ସମ୍ୟାନ ରସ ଟେଲର ୨୭ ବଲରେ ବିସ୍ଫୋରକ ୫୪ ରନ୍ର ଇନିଂସ ଖେଳିଥିଲେ। ତାଙ୍କ ଅର୍ଦ୍ଧଶତକୀୟ ଇନିଂସରେ ସାମିଲ ଥିଲା ୩ ଲେଖାଏ ଚୌକା ଓ ଛକା। ଗତ ୬…
ପୁଣି କୋର୍ଟଙ୍କ ଦ୍ୱାରସ୍ଥ ହେଲେ ନିର୍ଭୟା ମାମଲାର ଦୋଷୀ
ନୂଆଦିଲ୍ଲୀ,୨୪।୧: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀମାନେ ପୁଣି କୋର୍ଟ ପହଞ୍ଚିଛନ୍ତି। ଏମାନଙ୍କ ପାଇଁ ଲଢୁଥିବା ଓକିଲ ଏପି ସିଂ ଶୁକ୍ରବାର ପୁଣିଥରେ ପଟିଆଲା ହାଉସ କୋର୍ଟ ପହଞ୍ଚିଥିବା ଜଣାପଡିଛି। ଏଥର ସେ ତିହାର ଜେଲ ପ୍ରଶାସନ ଉପରେ ଅଭିଯୋଗ ଆଣି ଆବେଦନ…
ଭାରତ ଆଗରେ ବିଶାଳ ବିଜୟଲକ୍ଷ୍ୟ
ଅକ୍ଲାଣ୍ଡ,୨୪।୧- ଭାରତ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ୨୦୪ ରନ୍ର ବିଶାଳ ବିଜୟଲକ୍ଷ୍ୟ ଛିଡ଼ା କରିଛି। ଦୁଇ ଓପନର ମାର୍ଟିନ ଗୁପ୍ଟିଲ ଓ କଲିନ ମୁନ୍ରୋଙ୍କ ଧୂଆଁଧାର ଆରମ୍ଭ ପରେ ଅଧିନାୟକ କେନ ଓ୍ବିଲିୟମସନ…
ଝିଣ୍ଟିକା ବୋଝେଇ ଟୋକେଇ ଧରି ବିଧାନସଭା ପହଞ୍ଚିଲେ ଭାଜପା ବିଧାୟକ
ଜୟପୁର,୨୪।୧: ରାଜସ୍ଥାନ ବିଧାନସଭାରେ ଶୁକ୍ରବାର ଏକ ଆଶ୍ଚର୍ଯ୍ୟକଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଭାରତୀୟ ଜନତା ପାର୍ଟି(ଭାଜପା)ର ବିଧାୟକ ବିହାରୀ ଲାଲ ନୋଖା ଶୁକ୍ରବାର ଏକ ଝିଣ୍ଟିକା ବେଝେଇ ଟୋକେଇ ଧରି ବିଧାନସଭା ଭିତରେ ପ୍ରବେଶ କରିଛନ୍ତି। ଏହାକୁ ଦେଖିବା ପରେ…
କେଉଁମାନଙ୍କୁ ହୋଇଥାଏ ବ୍ରେନ୍ ଷ୍ଟ୍ରୋକ୍ ଜାଣନ୍ତୁ
ମସ୍ତିଷ୍କରେ ହେଉଥିବା ଷ୍ଟ୍ରୋକ୍କୁ ବ୍ରେନ୍ ଷ୍ଟ୍ରୋକ୍ କୁହାଯାଏ। ଏଭଳି ପରିସ୍ଥିତିରେ ମସ୍ତିଷ୍କକୁ ରକ୍ତ ପହଞ୍ଚିବାରେ ସମସ୍ୟା ଦେଖା ଦେଇଥାଏ। ଯଦ୍ଦ୍ବାରା ମସ୍ତିଷ୍କର କୋଷିକା ନଷ୍ଟ ହୋଇ ଯାଇଥାଏ। ଷ୍ଟ୍ରୋକ୍ ସମୟରେ ଶରୀରର କୌଣସି ଅଙ୍ଗ କାମ କରି ନ ଥାଏ। ସ୍ବାସ୍ଥ୍ୟ…
ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ପରଲୋକ
ଧାମନଗର,୨୪।୧(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ବାହାରବିଲ ଗ୍ରାମର ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କର ୭୮ ବର୍ଷ ବୟସରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ଜଗନ୍ନାଥ ଧାମନଗର ନିର୍ବାଚନ ମଣ୍ଡଳୀରୁ ୩…
ଓମ୍ଫେଡ୍ ଗୋଖାଦ୍ୟ ଦୁର୍ନୀତି: ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
କଟକ ଅଫିସ,୨୪।୧: ଓମ୍ଫେଡ୍ ଗୋଖାଦ୍ୟ ଦୁର୍ନୀତିର ସିବିଆଇ ତଦନ୍ତ କରାଯିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗକାରୀଙ୍କ ଅର୍ଜିକୁ ଏତଲା ଭାବେ ଗ୍ରହଣ କରି ତଦନ୍ତ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶଯେ, ଓମ୍ଫେଡ୍ କଟକ ଜିଲା ଦୁଗ୍ଧ ସଂଘରେ ୧୩…

