Home Left

ସିମନବାଡିରେ ନୀତିକାନ୍ତି ବିଳମ୍ବ: ସଂଧ୍ୟା ୬ ଟାପରେ ଟାଣିଲେ ରଥ

ଦାରିଙ୍ଗବାଡି,୨୭ା୬(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ତେବେ ଅପରାହ୍ନରେ ଝିପିଝିପି ବର୍ଷା ଓ ଅନ୍ୟ କାରଣରୁ ରଥ ଟଣାରେ ବିଳମ୍ବ ହୋଇଛି ।ଅପରାହ୍ନରେ ରଥ ପ୍ରତିଷ୍ଠା ହୋଇଥିବା ବେଳେ ପହଣ୍ଡି ବିଜେ, ଛେରା ପହଁରା…

ରାଇକିଆ ରଥ ଯାତ୍ରା, ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଜନସମାଗମ

ରାଇକିଆ,୨୭।୬( ପ୍ରଦିପ  ବେହେରା): କନ୍ଧମାଳ ଜଲା ରାଇକିଆୟର ପ୍ରସିଦ୍ଧ ରଥଯାତ୍ରା ସମ୍ପନ୍ନ ହୋଇଯାଇଛି । ସକାଳୁ ଅଖଣ୍ଡ ଦୀପ ପ୍ରଜ୍ବଳନ ସହ ବିଡିଓ ସବ୍ୟସାଚୀ ସାହୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନ କରିଥିଲେ । ମଧ୍ୟାହ୍ନରେ ରଥ ସଂସ୍କାର କାର୍ଯ୍ୟ …

ରଥଯାତ୍ରା: ତିନି ଠାକୁରଙ୍କ ଦର୍ଶନ କଲେ ଶହଶହ ଶିଶୁ

କର୍ଲାମୁଣ୍ଡା:୨୭।୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। କର୍ଲାମୁଣ୍ଡା (ବସ୍ତି)ଠାରେ ହଜାର ହଜାର ହଜାର ଭକ୍ତଙ୍କ ସମାଗମରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ନୀତିକାନ୍ତି ରେ ପୂଜାର୍ଚ୍ଚନା ସହ ରଥ…

ଜଗାର ମନ ଜିଣିବାକୁ ବଡ଼ଦାଣ୍ଡରେ ଶବରୀ ବେଶରେ ଆଇଟମ୍‌ ଗର୍ଲ ରାନୀ , କହିଲେ…

ପୁରୀ ,୨୭।୬: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଶୁକ୍ରବାର ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଦାରୁଦିଅଁ ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଓହ୍ଲାଇଆସି ଭକ୍ତଙ୍କୁ ଦର୍ଶନ ଦେବା ସହ ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବଦିନାତ୍ମକ ଯାତ୍ରା କରିବେ।…

କୋଲକାତା ଲଜ୍ଜା: କିଏ ସେହି ଲ’ କଲେଜ ଗଣ ବଳାତ୍କାରର ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ରା? ଜାଣନ୍ତୁ ତାଙ୍କର ପୁରା କୁଣ୍ଡଳୀ

କୋଲକାତା,୨୭।୬: ଆରଜି କର ହସ୍ପିଟାଲ ପରେ, ପଶ୍ଚିମବଙ୍ଗର ଆଉ ଏକ ପ୍ରସିଦ୍ଧ ପ୍ରତିଷ୍ଠାନରୁ ଭୟଙ୍କର ଖବର ଆସିଛି। ପ୍ରତିଷ୍ଠିତ ଦକ୍ଷିଣ କଲିକତା ଆଇନ କଲେଜରେ ଜଣେ ଛାତ୍ରୀଙ୍କୁ ଗଣ ବଳାତ୍କାର କରାଯାଇଛି। ୨୫ ଜୁନ ସାରେ କଲେଜ କ୍ୟାମ୍ପସ ଭିତରେ ଜଣେ…

ପୁଣି ଯୁଦ୍ଧ ପ୍ରସ୍ତୁତ କଲାଣି ପାକିସ୍ତାନ! ଭାରତ ସୀମାରେ ସାଂଘାତିକ…

ନୂଆଦିଲ୍ଲୀ,୨୭।୬: ପହଲଗାମ ଆକ୍ରମଣ ପରେ ପରାଜୟର ସାମ୍ନା କରିବା ପରେ ମଧ୍ୟ ପାକିସ୍ତାନ ତାର ଅଭ୍ୟାସ ଛାଡି ପାରୁନାହିଁ। ପାକିସ୍ତାନ ପୁଣି ଥରେ ଭାରତ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର ରଚୁଛି। ରିପୋର୍ଟରୁ ସୂଚନା ମିଳିଛି ଯେ ପାକିସ୍ତାନରେ ଅପରେଶନ ସିନ୍ଦୁର…

ଆରମ୍ଭ ହେଲା ରଥଟଣା, ସ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଟାଣିଲେ ରଥ

ପୁରୀ,୨୭।୬: ବଡ଼ ଦେଉଳରୁ ଭଉଣୀ ଭାଇଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଆସିଛନ୍ତି କାଳିଆ ସାଆନ୍ତ। ରଥରେ ବିଜେ କରି ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ରଥାରୂଢ଼ ଶ୍ରୀଜିଉଙ୍କ ଛେରାପହଁରା ନୀତିକାନ୍ତି ସମ୍ପନ୍ନ ପରେ ଆରମ୍ଭ ହୋଇଛି ରଥଟଣା। ଶ୍ରଦ୍ଧାଳୁମାନେ ପ୍ରଥମେ ଦେବୀ…

ଧୂମଧାମରେ କୁଲାଡ ରଥଯାତ୍ରା ପାଳିତ: ଭକ୍ତଙ୍କ ସେବାରେ ବିଧାୟକ

ଭଞ୍ଜନଗର,୨୭।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ କୁଲାଡରେ ଧୂମଧାମରେ ପାଳିତ ହୋଇଯାଇଛି ରଥଯାତ୍ରା। ଅପରାହ୍ନରେ ଭଞ୍ଜ ରାଜବଂଶର ଉତ୍ତରାଧିକାରୀ ପ୍ରଶାନ୍ତ ଭଞ୍ଜ ଛେରା ପହଁରା କରିବା ପରେ ଭକ୍ତମାନେ ରଥକୁ ଟାଣିଥିଲେ। ରଥଯାତ୍ରାରେ ହଜାର ହଜାର ଭକ୍ତ ଯୋଗଦେଇଥିବା ଜଣାପଡିଛି। ଘୁମୁସରର…

ଆମେରିକାକୁ କଡ଼ା ଶବ୍ଦରେ ଜବାବ ଦେଲା ଇରାନ, ସିଧା ସିଧା କହିଲା ହେବନାହିଁ କୌଣସି ପରମାଣୁ ବାର୍ତ୍ତା

ତେହେରାନ,୨୭।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପରେ ମଧ୍ୟ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି ଯେ ଆମେରିକା ସହିତ ଆଉ କୌଣସି ପରମାଣୁ ଆଲୋଚନା ହେବ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଗୋଡ଼ ଧରି ଚିତ୍କାର କରିଥିଲି, କିନ୍ତୁ ମୋତେ କ୍ଲାସ୍‌ରୁମ୍‌କୁ ନେଇ…ଲୋମଟାଙ୍କୁରା କାହାଣୀ ବଖାଣିଲେ ଗଣବଳାତ୍କାର ପୀଡ଼ିତା

କୋଲକାତା,୨୭।୬: ପଶ୍ଚିମବଙ୍ଗରେ ଜଣେ ଆଇନ ଛାତ୍ରୀଙ୍କ ସହ ଗଣବଳାତ୍କାର ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ପୋଲିସ ଏହି ବର୍ବରତାରେ ସମ୍ପୃକ୍ତ ଦୁଇ ଜଣ ବର୍ତ୍ତମାନର ଛାତ୍ର ଏବଂ ଜଣେ ପୂର୍ବତନ ଛାତ୍ର ସମେତ ତିନି ଜଣଙ୍କୁ ଗିରଫ କରିଛି। ଏହି…

ମୃତ ପୁଅର ସ୍ପର୍ମ ଦାବି କରି କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମା’, ଜାଣନ୍ତୁ ଏବେ କ’ଣ ହେଲା

ମୁମ୍ବାଇ,୨୭।୬: ଏକ ଭିନ୍ନ ମାମଲାରେ, ବମ୍ବେ ହାଇକୋର୍ଟ ଏକ ଫର୍ଟିଲିଟି ସେଣ୍ଟର ବା ପ୍ରଜନନ କେନ୍ଦ୍ରକୁ ଜଣେ ମୃତ ଯୁବକଙ୍କ ଫ୍ରୋଜେନ ସିରିୟମ ତାଙ୍କ ମାଆଙ୍କ ଆବେଦନ ଉପରେ ନିଷ୍ପତ୍ତି ନ ନିଆଯିବା ପର୍ଯ୍ୟନ୍ତ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକୃତରେ,…

ନବୀନଙ୍କ ଆଉ ଏକ ନୂଆ ଭିଡିଓ ଭାଇରାଲ, ଇନଷ୍ଟାରେ ପାଣ୍ଡିଆନ କଲେ ଶେୟାର, ସବୁକିଛି ଜଣାପଡିଗଲା…

ଭୁବନେଶ୍ୱର,୨୭।୬: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଧୀରେଧୀରେ ସୁସ୍ଥ ହେଉଛନ୍ତି। ଗୁରୁବାର ମେଡିକାଲ ବେଡରୁ ସେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତେବେ ଆଜି ସେ ରଥଯାତ୍ରା ଦେଖୁଥିବା ଏକ ଭିଡିଓ ଭାଇରାଲ ହୋଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri