ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡା,ଟମାଟୋ ମାଡ଼
ଭୁବନେଶ୍ୱର,୨୫ା୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ଘେରାଉ ବେଳେ କଂଗ୍ରେସ କର୍ମୀମାନେ ବୁଧବାର ଅଣ୍ଡା, ଟମାଟୋ ମାଡ଼ କରିଥିବା ଅଭିଯୋଗ ହୋଇଛି। ଫଳରେ ଯୁବ କଂଗ୍ରେସ କର୍ମୀଙ୍କୁ ପୋଲିସ ଉଠାଇ ନେଇଛି। ନାରୀ ନିର୍ଯାତନା ଅଭିଯୋଗ ଆଣିବା ସହ ଓଡ଼ିଆ…
୧୪ ଦିନର ମହାକାଶ ଯାତ୍ରା ସମୟରେ କ’ଣ କରିବେ ଶୁଭାଂଶୁ? ଜାଣନ୍ତୁ…
ନୂଆଦିଲ୍ଲୀ,୨୫।୬: ବୁଧବାର ଦିନ ୧୨ଟା ୧ (IST) ରେ ନାସାର କେନେଡି ସ୍ପେସ ସେଣ୍ଟରରୁ ଭାରତର ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଲାଙ୍କ ସମେତ ଚାରି ଜଣ ମହାକାଶଚାରୀଙ୍କୁ ନେଇ ଆକ୍ସିଅମ-୪ ମିଶନ ଉତକ୍ଷେପଣ କରାଯାଇଥିଲା। ଏହି ମିଶନ ସମସ୍ତ ଚାରି ଜଣ…
ଜଙ୍ଗଲି ଛତୁ ଖାଇବା ପରେ ଗୋଟିଏ ପରିବାରର ୪ ଅସୁସ୍ଥ
ଆନନ୍ଦପୁର,୨୫ା୬(ସୁଶାନ୍ତ କୁମାର ସାହୁ): ମୟୂରଭଞ୍ଜ ଜିଲା ମହୁଲଡିହା ଥାନା ଅନ୍ତର୍ଗତ ବାଲିଡାହି ଗାଁର ଗୋଟିଏ ପରିବାର ଜଙ୍ଗଲି ଛତୁ ଖାଇ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହେଇଛନ୍ତି। ଶନିବାର ଜଙ୍ଗଲରୁ ଆଣିଥିବା ଛତୁ ଖାଇବା ପରେ ପରିବାରର ୪…
ମନୁଷ୍ୟ ନିକଟରେ ଏହି ଗୁଣ ଥିଲେ ଶତ୍ରୁ ବି ପାଲଟିବେ ମିତ୍ର, ଚାଣକ୍ୟ କହିଛନ୍ତି…
ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ତା’ର ନିଦାନ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଏହି ନୀତିକୁ ଆପଣାଇବା ଦ୍ୱାରା ମଣିଷ ଜୀବନରେ ସଫଳତା ପାଇଥାଏ। ଏହି କ୍ରମରେ ଚାଣକ୍ୟ ଶତ୍ରୁଙ୍କୁ ମିତ୍ର କରିବାର ଦୁଇଟି…
ରାଗିଗଲେ ଗିଲ୍: ପରାଜୟ ପାଇଁ ଏମାନଙ୍କୁ କଲେ ଦାୟୀ
ଲିଡ୍ସ,୨୫।୬: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପାଞ୍ଚ ଉଇକେଟରେ ପରାଜୟ ପରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଭୁଲ୍ ସ୍ବୀକାର କରିଛନ୍ତି। ନିମ୍ନ କ୍ରମ ବ୍ୟାଟସମ୍ୟାନ୍ମାନେ ରନ ସଂଗ୍ରହ କରିବାରେ ବିଫଳ ହେବା ପରାଜୟର ଏକ ପ୍ରମୁଖ କାରଣ ଥିଲା ବୋଲି…
ଏଣିକି ଆଉ ଦୌଡ଼ିବାକୁ ପଡ଼ିବନି ଆର୍ଆଇ ଅଫିସ, ଘରେ ବସି ଲୋକେ ପାଇବେ ରାଜସ୍ବ ସଂକ୍ରାନ୍ତ ସମସ୍ତ ସୁବିଧା
ଭୁବନେଶ୍ୱର,୨୫ା୬: ଏଣିକି ସୁବିଧା ହେବ ଜମିଜମା ପଞ୍ଜୀକରଣ। ଛୋଟମୋଟ କାମ ପାଇଁ ଆଉ ଦୌଡ଼ିବାକୁ ପଡ଼ିବନି ଆର୍ଆଇ ଅଫିସ ବା ରାଜସ୍ବ କାର୍ଯ୍ୟାଳୟ। ମୋବାଇଲ ଆପରେ ମିଳିବ ସମସ୍ତ ରାଜସ୍ବ ସେବା ମିଳିଯିବ। ଏନେଇ ଇ-ରେଜିଷ୍ଟ୍ରେଶନ ଆପ ଉନ୍ମୋଚିତ ହୋଇଛି। ମୁଖ୍ୟମନ୍ତ୍ରୀ…
ମହାକାଶ ଷ୍ଟେଶନରେ ରହିବା ପାଇଁ ଶୁଭାଂଶୁଙ୍କୁ ମିଳିବ କେତେ ଟଙ୍କା? ଘଣ୍ଟାଏ ପାଇଁ…
ନୂଆଦିଲ୍ଲୀ,୨୫।୬: ଆଜି ଭାରତ ପାଇଁ ଏକ ଐତିହାସିକ ଦିନ। ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ଆଜି ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS) ରୁ ମହାକାଶ ପାଇଁ ଯାତ୍ରା କରିବେ। ଏହା ପ୍ରଥମ ଥର ଯେ ଜଣେ ଭାରତୀୟ ବୈଜ୍ଞାନିକ…
ମହାକାଶଚାରୀ ଶୁଭାଂଶୁଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, କହିଲେ ସମଗ୍ର ଦେଶ…
ନୂଆଦିଲ୍ଲୀ,୨୫ା୬: ଭାରତୀୟ ବାୟୁସେନା ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ବୁଧବାର ମହାକାଶ ଯାତ୍ରା କରିଛନ୍ତି। ଏନେଇ ଶୁଭାଂଶଙ୍କୁ ସୋସିଆଲ ମିଡିଆ ‘ଏକ୍ସ’ରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଲେଖିଛନ୍ତି, ଭାରତ ପାଇଁ ମହାକାଶରେ ଏକ ନୂତନ ମାଇଲଖୁଣ୍ଟ ସୃଷ୍ଟି…
ସେବା ସମବାୟ ସମିତିରେ ତାଲା ପକାଇଲେ ଚାଷୀ
ଭୋଗରାଇ,୨୫ା୬(ପ୍ରଦୀପ ଦାସ): ସରକାର ଚାଷୀଙ୍କଠାରୁ ଟାର୍ଗେଟ୍ ଅନୁଯାୟୀ ରବିଧାନ କିଣୁ ନ ଥିବାରୁ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବାଉଁଶଡିହା ସେବାସମବାୟ ସମିତିର ହଜାର ହଜାର ଧାନ ଚାଷୀ ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନଂ ରାଜ୍ୟ ରାଜପଥ ବାଉଁଶଡିହା ଛକରେ ସକାଳ ସାଢ଼େ…
ରାଜା ରଘୁବଂଶୀ ହତ୍ୟା ମାମଲାରେ ଏହି ୫ ଜିନିଷ ଖୋଜୁଛି ପୋଲିସ, ପ୍ରମାଣ ମିଳିଗଲେ…
ଶିଲଂ,୨୫ା୬: ଇନ୍ଦୋରର ବ୍ୟବସାୟୀ ରାଜା ରଘୁବଂଶୀ ହତ୍ୟା ମାମଲାରେ ୮ ଅଭିଯୁକ୍ତ ପୋଲିସ ହେପାଜତରେ ଅଛନ୍ତି। ଏଥିରେ ତିନି ଜଣ ହତ୍ୟାକାରୀ, ଦୁଇ ଜଣ ଷଡ଼ଯନ୍ତ୍ରକାରୀ ଏବଂ ତିନି ଜଣ ପ୍ରମାଣ ନଷ୍ଟକାରୀ ସାମିଲ ଅଛନ୍ତି। ପୋଲିସ ହତ୍ୟା ସହିତ ଜଡ଼ିତ…
ହୃଦୟ ଜିତିଲେ ଶୁଭାଂଶୁଙ୍କ ମା’: କହିଲେ, ମୋ ବୋହୂ ପାଇଁ ହୋଇଛି ସବୁକିଛି ସମ୍ଭବ
ନୂଆଦିଳ୍ଲୀ,୨୫।୬: ଭାରତର ଶୁଭାଂଶୁ ଶୁକ୍ଳା ଅନ୍ୟ ତିନି ଜଣ ମହାକାଶଚାରୀଙ୍କ ସହ କେନେଡି ସ୍ପେସ ସେଣ୍ଟରରୁ ଆକ୍ସିଅମ-୪ ମିଶନ ପାଇଁ ଉଡ଼ାଣ ଭରିଛନ୍ତି। ଏହି ମିଶନକୁ ଭାରତର ଶୁଭାଂଶୁ ଶୁକ୍ଳା ପରିଚାଳନା କରୁଛନ୍ତି। ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳାଙ୍କ ମା’ ଆଶା…
ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଅପରେଶନ ସିନ୍ଦୂର ପରେ ହେବାକୁ ଯାଉଛି…
ନୂଆଦିଲ୍ଲୀ,୨୫।୬: ଅପରେଶନ ସିନ୍ଦୂର ପରେ ପ୍ରଥମ ଥର ପାଇଁ, ଭାରତ ଏବଂ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ମୁହାଁମୁହିଁ ହେବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ NSA ଅଜିତ ଡୋଭାଲ ବୁଧବାର (ଜୁନ ୨୫,…
Archives


