Home Left

ଭାଜପାକୁ ଲାଗିଲା ବଡ଼ ଝଟକା, ଦଳ ଛାଡିଲେ ଫାୟାର ବ୍ରାଣ୍ଡ ନେତା

ନୂଆଦିଲ୍ଲୀ,୩୦।୬୫: ତେଲଙ୍ଗାନାର ଫାୟାରବ୍ରାଣ୍ଡ ନେତା ଏବଂ ଗୋଶାମହଲ ବିଧାୟକ ଟି ରାଜା ସିଂହ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି। ତାଙ୍କର ତେଲଙ୍ଗାନା ପାର୍ଟି ନେତୃତ୍ୱ ସହିତ କିଛି ଦିନ ଧରି ବିବାଦ ଚାଲିଥିଲା। ରାଜ୍ୟ ଭାଜପା ସଭାପତି ପଦ ପାଇଁ…

ଶରଧାବାଲି ଦଳାଚକଟାକୁ ନେଇ ପ୍ରସନ୍ନ ଆଚାର୍ଯ୍ୟ କହିଲେ ସରକାର ବାକ୍ୟ ବୀର ନ ହୋଇ…

ଭୁବନେଶ୍ୱର,୩୦ା୬: ପୁରୀ ଶରଧାବାଲିରେ ଦଳାଚକଟାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ସେ କହିଛନ୍ତି, ସରକାର ବାକ୍ୟ ବୀର, କର୍ମ ବୀର ନୁହନ୍ତି। ରଥଯାତ୍ରାରେ ସମ୍ପୂର୍ଣ୍ଣ ତ୍ରୁଟି ହୋଇଛି। ଜିଲାପାଳ…

ଲଘୁଚାପ କ୍ଷେତ୍ର ସୃଷ୍ଟି: ୪ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା, ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୩୦।୬: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ୪ ତାରିଖ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଅତିପ୍ରବଳ ବର୍ଷା…

୧୦୦ କୋଟିର ରାସ୍ତାରେ ଗଛ ଅଡ଼ୁଆ: ବିହାର ବିକାଶ ମଡେଲ ଦେଖି ଲୋକ ହେଲେ ଆଶ୍ଚର୍ଯ୍ୟ

ପାଟଣା, ୩୦।୬: ବିହାରର ଜେହାନାବାଦରେ ଏକ ୧୦୦ କୋଟି ଟଙ୍କାର ରାସ୍ତା ପ୍ରକଳ୍ପ ଚର୍ଚ୍ଚାରେ ରହିଛି, କିନ୍ତୁ ଭୁଲ କାରଣ ପାଇଁ। ପାଟଣା-ଗୟା ମୁଖ୍ୟ ରାସ୍ତାରେ ୭.୪୮ କିଲୋମିଟର ଲମ୍ବର ଏହି ରାସ୍ତା ପ୍ରଶସ୍ତିକରଣ ପ୍ରକଳ୍ପରେ ରାସ୍ତା ମଝିରେ ଥିବା ଗଛକୁ…

ପୁରୀ ଦଳାଚକଟା: ଜିଲାପାଳ, ଏସ୍‌ପିଙ୍କୁ ମାନବାଧିକାର କମିଶନଙ୍କ ନୋଟିସ

ପୁରୀ, ୩୦।୬: ପୁରୀ ଦଳାଚକଟା ଘଟଣାରେ ରାଜ୍ୟ ମାନବାଧିକାର କମିଶନଙ୍କ ନୋଟିସ ଜାରି କରିଛନ୍ତି। ପୁରୀ ଜିଲାପାଳ ଓ ଏସ୍‌ପିଙ୍କୁ ଜବାବ ତଲବ କରିଛନ୍ତ କମିଶନ। ଏହା ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାକି ରଥଯାତ୍ରା…

ଚାଇନା, ପାକିସ୍ତାନ, ବାଂଲାଦେଶର ନୂଆ ଆଞ୍ଚଳିକ ଗୋଷ୍ଠୀ ଗଠନ ଯୋଜନା: ଭାରତକୁ ଦୁର୍ବଳ କରିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୬: ଚାଇନା, ପାକିସ୍ତାନ ଓ ବାଂଲାଦେଶ ଦକ୍ଷିଣ ଏସିଆରେ ଏକ ନୂଆ ଆଞ୍ଚଳିକ ଗୋଷ୍ଠୀ ଗଠନ କରି ସାର୍କ (ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ)କୁ ବଦଳାଇବାକୁ ଯୋଜନା କରୁଛନ୍ତି। ପାକିସ୍ତାନର ଦି ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ ଅନୁସାରେ, ଇସଲାମାବାଦ ଓ…

ପ୍ରଶାସନର ଯଗ୍ମ ଅଭିଯୋଗ ଶୁଣାଣିରେ ହୋ-ହଲ୍ଲା

ପୁରୁଷୋତ୍ତମପୁର,୩୦ା୬(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟରେ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏପରି ଏହ କାର୍ଯ୍ୟକ୍ରମକୁ ବର୍ଷକୁ ଥରେ ବ୍ଲକରେ ହେଉଥିବାରୁ ଏହା ଜନସାଧାରଣଙ୍କ ଲାଗି ଏକ ଗୁରୁତ୍ବ ହୋଇଥିବା ବେଳେ ଏଥିନେଇ ସ୍ଥାନିୟପ୍ରଶାନ…

ଏନ୍‌କାଉଣ୍ଟରରେ ଟଳି ପଡ଼ିଲେ ୨ ମାଓବାଦୀ

କଟକ,୩୦।୬: ମାଓବାଦୀ ଦମନ କ୍ଷେତ୍ରରେ କନ୍ଧମାଳ ଜିଲା ପୋଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି। ପୋଲିସ ଏନ୍‌କାଉଣ୍ଟରେ ୨ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ଗୋଟିଏ ରାଇଫଲ, ରିଭଲଭର, ଜୀବନ୍ତ ଗୁଳି, ୱାକି ଟକି, ବ୍ୟାଟେରୀ ଏବଂ ଅନ୍ୟାନ୍ୟ…

ପ୍ଲଟ ପ୍ରିୟ ସରକାରୀ ବାବୁ: ଲାଞ୍ଚ ଟଙ୍କାରେ କରିଛନ୍ତି ୫୭ ଏକର ଜମି, ୨ ଫାର୍ମହାଉସ୍‌

ଭୁବନେଶ୍ୱର/ଭବାନୀପାଟଣା,୩୦।୬ (ଉତ୍ତମ କୁମାର ଦାଶ): ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ରେଡ୍‌ କରିଛି। ଏହି ରେଡ୍‌ରେ ଦୟାନିଧିଙ୍କ ନାଁରେ ୫୭ ଏକର…

ପିଲାମାନେ ଅଣଦେଖା କରିବାରୁ ପିତା ନେଲେ ଏମିତି ନିଷ୍ପତ୍ତି ସମସ୍ତେ କରୁଛନ୍ତି ପ୍ରଶଂସା

ତିରୁଭନ୍ନାମଲାଇ,୩୦।୬: ତାମିଲନାଡୁର ତିରୁଭନ୍ନାମଲାଇ ଜିଲାର ୬୫ ବର୍ଷୀୟ ଅବସରପ୍ରାପ୍ତ ସୈନିକ ଏସ ବିଜୟନ ତାଙ୍କ ଝିଅମାନଙ୍କୁ ଦେବା ପରିବର୍ତ୍ତେ ମନ୍ଦିରକୁ ତାଙ୍କ ସମ୍ପତ୍ତି ଦାନ କରିଛନ୍ତି। ଅରୁଲମିଘୁ ରେଣୁଗାମ୍ବଲ ଅମ୍ମାନ ମନ୍ଦିରର ଦାନ ବାକ୍ସରୁ ୪କୋଟି ଟଙ୍କାର ସମ୍ପତ୍ତିର କାଗଜପତ୍ର ମିଳିବା…

ସ୍କିଜୋଫ୍ରେନିୟାରେ ଅଧିକ ଆକ୍ରାନ୍ତ ହୁଅନ୍ତି ପୁରୁଷ

ସ୍କିଜୋଫ୍ରେନିୟା ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କଠାରେ ଏହା ଅଧିକ ଦେଖାଯାଇଥାଏ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଟୋକିଓ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ଏକ ସର୍ଭେ କରି ଏକଥା ଜାଣିପାରିଥିଲେ। ସେମାନଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ସ୍କିଜୋଫ୍ରେନିୟା ମୁଖ୍ୟତଃ ୧୫-୩୫ ବର୍ଷ…

ସି ଜିନପିଙ୍ଗ ନିଖୋଜ! ୧୬ ଦିନ ପର୍ଯ୍ୟନ୍ତ କିଏ ଚଳାଇଲା ଦେଶ? ଜାଣନ୍ତୁ…

ବେଜିଂ,୩୦।୬: ଏବେ ଚାଇନାରେ ଅଶାନ୍ତି ଲାଗି ରହିଛି। ଡ୍ରାଗନ ବିଶ୍ୱକୁ ଦେଖାଇବାକୁ ଯଥାସମ୍ଭବ ଚେଷ୍ଟା କରୁଛି ଯେ ସବୁକିଛି ଠିକ ଚାଲିଛି, କିନ୍ତୁ ଆସୁଥିବା ଖବରଗୁଡ଼ିକ ଦର୍ଶାଉଛି ଯେ ହୁଏତ ଚାଇନାରେ ସବୁକିଛି ଠିକ ନାହିଁ। ୨୧ ମଇ ରୁ ୫…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri