Home Left

ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ମାଲକାନଗିରି,୭ା୭: ଦୁର୍ଦ୍ଦାନ୍ତ ମାଓବାଦୀ ସୋଡ଼ି କନ୍ନା ଓରଫ ପଦନାମ ନିହତ ହୋଇଛନ୍ତି। ଛତିଶଗଡ଼ସ୍ଥିତ ବିଜାପୁର ନ୍ୟାଶନାଲ ପାର୍କ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି। ପିଏଲ୍‌ଜିଏ ବାଟାଲିଅନ ନଂ-୧ର ଡେପୁଟି କମାଣ୍ଡର ଥିଲେ। ସୋଡ଼ି କନ୍ନାଙ୍କୁ ଧରାଇଦେବାକୁ ୮ ଲକ୍ଷ ପୁରସ୍କାର…

ଦିଗପହଣ୍ଡି ବ୍ୟାପୁଛି ଝାଡାବାନ୍ତି: ୧୧ ଅସୁସ୍ଥ, ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି

ଦିଗପହଣ୍ଡି,୭।୬(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା ପଞ୍ଚାୟତ ଜନଜାତି ବହୁଳ ଦୁର୍ଗମ ଉସ୍ତପଲ୍ଲୀ ଗ୍ରାମରେ ଗତ ପ୍ରାୟ ୫ ଦିନ ହେଲା ଝାଡାବାନ୍ତି ଲାଗିରହିଛି। ୯ ଜଣ ଆକ୍ରାନ୍ତ ହୋଇଥିବା ୨ ମହିଳା ଗୁରୁତର ହୋଇ ବ୍ରହ୍ମପୁର…

ସାମାନ୍ୟ ବର୍ଷାରେ କୃତ୍ରିମ ବନ୍ୟା: ରାସ୍ତା ମରାମତି ଦାବି

କର୍ଲାମୁଣ୍ଡା,୭ା୭(ପ୍ରଦୀପ ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜର ଜାନିପଡ଼ା ପିଚୁ ରାସ୍ତାରେ ବର୍ଷା ପାଣି ଜମି ରହିଛି। ଫଳରେ ଲୋକଙ୍କୁ ଯିବା ଆସିବା କରିବାରେ ସମସ୍ୟା ସୃଷ୍ଟି ହେଉଛି। ଗତ କିଛି ମାସ ତଳେ କର୍ଲାମୁଣ୍ଡା ବ୍ଲକ ସଦର ରିଞ୍ଜଛକଠାରୁ…

ପ୍ରକ୍ରିୟାକରଣ ହେବ ଷ୍ଟ୍ରବେରୀ-ହଳଦୀ-କଫି, ରାଜ୍ୟ ମିଶନ ଶକ୍ତି ନିର୍ଦ୍ଦେଶିକା ଦାରିଙ୍ଗବାଡ଼ି ଆସି…

ଦାରିଙ୍ଗବାଡ଼ି,୭ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ରବିବାର ରାଜ୍ୟ ମିଶନ ଶକ୍ତି ନିର୍ଦ୍ଦେଶିକା ତଥା ଆଇଏଏସ୍‌ ମନିକା ପ୍ରିୟଦର୍ଶିନୀ ଦାରିଙ୍ଗବାଡ଼ି ଗସ୍ତରେ ଆସିଥିଲେ। ସେ ଶନିବାର ସନ୍ଧ୍ୟାରେ ଦାରିଙ୍ଗବାଡ଼ି ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ପହଞ୍ଚିବା ପରେ ବିଡିଓ…

ସ୍କୁଲ ଖୋଲିଲେ ଏଲନ ମସ୍କ, ପଢିପାରିବେ ସାରା ବିଶ୍ୱର ପିଲା, ଘଣ୍ଟାକୁ ଫି ରହିଛି…

ଓ୍ବାଶିଂଟନ,୭।୭: ଆଜିକାଲି ସ୍କୁଲଗୁଡ଼ିକରେ ପାଠପଢ଼ା ସମ୍ପର୍କରେ ଅନେକ ପ୍ରକାରର ପରୀକ୍ଷଣ କରାଯାଉଛି। ପିଲାମାନଙ୍କୁ ପାଠପଢ଼ାରେ ଧ୍ୟାନ ଦେବା ପାଇଁ ଖେଳ ଏବଂ ମଜା ଭଳି ଉପାଦାନ ଯୋଡାଯାଉଛି। ଏହା ସହିତ, ବର୍ତ୍ତମାନ ତତ୍ତ୍ୱ ଶିକ୍ଷା ଅପେକ୍ଷା ବ୍ୟବହାରିକ ଶିକ୍ଷା ଉପରେ ଅଧିକ…

ଖୋଲିଲା ମା’ ମଝିଘରିଆଣୀଙ୍କ ୯ ହୁଣ୍ଡି, କଡ଼ାସୁରକ୍ଷାରେ ଚାଲିଛି ଗଣତି

ରାୟଗଡ଼ା,୭ା୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ସୋମବାର ସକାଳ ୯ଟାରେ ଖୋଲାଯାଇଛି। ମନ୍ଦିରରେ ଥିବା ୯ଟି ଦାନହୁଣ୍ଡି ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ କରାଯାଇଛି। ଚଳିତ ଥର ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ,…

କୋହଲି ଉତ୍‌ଫୁଲିତ: ଏହି ୩ ଖେଳାଳିଙ୍କୁ କହିଲେ ଚମତ୍କାର

ବର୍ମିଂହାମ,୭।୭:ବର୍ମିଂହାମ ଟେଷ୍ଟରେ ଭାରତର ବିଜୟରେ ସମସ୍ତେ ଖୁସି। ୫୮ ବର୍ଷ ପରେ ପ୍ରଥମ ଥର ପାଇଁ ଏଜବାଷ୍ଟନରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଛି। ଭାରତର ବିଜୟ ଉପରେ ପୂର୍ବତନ ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି।…

ବିରାଟ କୋହଲିଙ୍କଠାରୁ ପ୍ରଶଂସା ଶୁଣି ଇମୋଶନାଲ ହେଲେ ସିରାଜ, ସୋସିଆଲ ମିଡ଼ିଆରେ କହିଲେ ଏମିତି କଥା

ନୂଆଦିଲ୍ଲୀ,୭।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଶେଷ ହୋଇଛି। ଯେଉଁଠାରେ ଟିମ ଇଣ୍ଡିଆ ଆୟୋଜକ ଦଳକୁ ୩୩୬ ରନରେ ପରାସ୍ତ କରିଥିଲା। ଏଜବାଷ୍ଟନରେ ଏହା ଭାରତୀୟ ଦଳର ପ୍ରଥମ ଟେଷ୍ଟ ବିଜୟ। କେତେଜଣ ଖେଳାଳିଙ୍କ ପ୍ରଦର୍ଶନ ବହୁତ ଭଲ…

କଟ୍‌ ଅଫ୍‌ ମାର୍କ ଆଗରେ ରେଭେନ୍ସା

କଟକ,୭ା୭: ସୋମବାର ପ୍ରକାଶ ପାଇଛି ଯୁକ୍ତ ଦୁଇ କଟ୍‌ ଅଫ୍‌ ମାର୍କ ତାଲିକା। ଏହି କଟ୍‌ ଅଫ୍‌ ମାର୍କରେ ରେଭେନ୍ସା ଆଗରେ ରହିଛି। କଳା, ବିଜ୍ଞାନ ଏବଂ ବାଣିଜ୍ୟରେ ରେଭେନ୍ସା ଆଗରେ ରହିଛି। କଳାରେ ୮୧.୩୩% ଥିବାବେଳେ ବିଜ୍ଞାନରେ ୯୧.୮୩% ଏବଂ…

ପାକିସ୍ତାନ ପ୍ରତି ବନ୍ଧୁ ଚାଇନାର ସ୍ବର ବଦଳିଲା: ଭାରତର ବଡ଼ କୂଟନୈତିକ ବିଜୟ

ବ୍ରାସିଲିଆ,୭।୭: ବ୍ରିକ୍ସ ଶିଖର ସମ୍ମିଳନୀ ୨୦୨୫ ଅନେକ ଦୃଷ୍ଟିରୁ ସ୍ବତନ୍ତ୍ର। ଏହି ଶିଖର ସମ୍ମିଳନୀ ଅଧୀନରେ, ପଶ୍ଚିମ ଦେଶଗୁଡ଼ିକ ବିଶେଷକରି ଆମେରିକା, ଏହି ବାର୍ତ୍ତା ପାଆନ୍ତି ଯେ, ଏହାର ସର୍ବୋଚ୍ଚତାକୁ ଚ୍ୟାଲେଞ୍ଜ କରିବା ପାଇଁ ଅନେକ ଦେଶ ଠିଆ ହୋଇଛନ୍ତି।ଏଥର ଏହି…

କେରଳ ସରକାରଙ୍କ ଟଙ୍କାରେ କେମିତି ବୁଲୁଥିଲେ ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରା? ସାମ୍ନାକୁ ଆସିଲା ଚମକାଇବା ଭଳି ତଥ୍ୟ

ନୂଆଦିଲ୍ଲୀ,୭।୭: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ହରିୟାଣାର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଥିଲା। ଜ୍ୟୋତିଙ୍କ ବିରୋଧରେ ପାକିସ୍ତାନକୁ ଅନେକ ଗୁପ୍ତ ସୂଚନା ପଠାଉଥିବା ଅଭିଯୋଗ ହୋଇଥିଲା। ଏବେ ଏ ସମ୍ପର୍କରେ ଆଉ ଏକ ଆଶ୍ଚର୍ଯ୍ୟଜନକ ସୂଚନା ସାମ୍ନାକୁ ଆସିଛି। ଏକ ରିପୋର୍ଟ…

ବିଜୟ ସତ୍ତ୍ୱେ ତୃତୀୟ ଟେଷ୍ଟରୁ ବିଦା ହେବେ ଏହି ଖେଳାଳି: ଗିଲ୍‌ ଦେଲେ ସଙ୍କେତ

ବର୍ମିଂହାମ,୭।୭:ଏଜବାଷ୍ଟନରେ ବିଜୟୀ ହେବା ସତ୍ତ୍ୱେ, ଭାରତର ପ୍ଲେଇଂ ୧୧ରେ ଗୋଟିଏ ପରିବର୍ତ୍ତନ ନିଶ୍ଚିତ ହୋଇଛି। କାରଣ ଶୁବମନ ଗିଲ ନିଶ୍ଚିତ କରିଛନ୍ତି ଯେ, ଜସପ୍ରିତ ବୁମରା ଲର୍ଡସରେ ଖେଳିବେ। ବୁମରା ଦ୍ୱିତୀୟ ଟେଷ୍ଟରେ ଖେଳି ନ ଥିଲେ, ତାଙ୍କ ସ୍ଥାନରେ ଆକାଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri