ଯୁଦ୍ଧ ଭିତରେ ରୁଷିଆ-ଭାରତ ମଧ୍ୟରେ ବଡ଼ ଡିଲ୍, ଆମେରିକାକୁ ଶକ୍ତ ଝଟ୍କା!
ନୂଆଦିଲ୍ଲୀ,୫।୩: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ବିଶ୍ୱ ଶକ୍ତି ବଜାରରେ ତୀବ୍ର ପରିବର୍ତ୍ତନ ଘଟୁଛି। ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ଯୋଗାଣ ପଥ ମଧ୍ୟରୁ ଗୋଟିଏ, ହର୍ମୁଜ ପ୍ରଣାଳୀ ଦେଇ ତୈଳ ଟ୍ୟାଙ୍କରଗୁଡ଼ିକର ଗତିବିଧି ବୃଦ୍ଧି ପାଇଥିବାରୁ,…
ବୈଶାଖ ନପଶୁଣୁ ଉତ୍କଟ ଜଳ ସମସ୍ୟା, ବ୍ଲକ ଅଫିସ୍ ସମ୍ମୁଖରେ ଗରା ବାଲିଟି ଧରି ମହିଳାଙ୍କ ପ୍ରତିବାଦ
ପାଟଣା,୫।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଡୁମୁରିଆ ପଂଚାୟତ ତଣ୍ଡ ବାଙ୍କ ଘାଟ ସାହିରେ ପାଣି ସମସ୍ୟା ଦେଖାଦେଇଛି । ସେଠାରେ ଏକ ମାତ୍ର ନଳକୂପ ୨୩ଦିନ ହେବ ଅଚଳ ହୋଇ ପଡ଼ିବାରୁ ସାହିର ୨୫ରୁ ଉର୍ଦ୍ଧ୍ବ ମହିଳା…
ଅଭିଷେକ ଶର୍ମା OUT, ରିଙ୍କୁ ସିଂ IN! ସେମିଫାଇନାଲ ମ୍ୟାଚରେ ଭାରତର ସାମ୍ଭାବ୍ୟ ପ୍ଲେ-୧୧, ଜାଣନ୍ତୁ କାହାକୁ ମିଳିବ ସ୍ଥାନ
ନୂଆଦିଲ୍ଲୀ,୫।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ ୨୦୨୬ର ଦ୍ୱିତୀୟ ସେମିଫାଇନାଲ ମାର୍ଚ୍ଚ ୫ରେ ଖେଳାଯିବ। ଏହି କର ବା ମର ମ୍ୟାଚରେ ଉଭୟ ଦଳ ବିଜୟ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେମିଫାଇନାଲର ବିଜେତା ଫାଇନାଲରେ ନ୍ୟୁଜିଲାଣ୍ଡ ସହିତ ମୁକାବିଲା…
ପ୍ରଥମ ଥର ପାଇଁ କାହିଁକି ଆତଙ୍କବାଦ ତଦନ୍ତରେ ଚାଇନାର ସାହାଯ୍ୟ ଲୋଡ଼ିବ ଭାରତ? ଗୁପ୍ତ ସୂଚନା ଲୋଡ଼ିବ NIA, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
ନୂଆଦିଲ୍ଲୀ,୫।୩: ପହଲଗାମ ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତ ସଂସ୍ଥା (NIA) ଏବେ ଚାଇନାରେ ପହଞ୍ଚିଛି। ତଦନ୍ତ ସମୟରେ ଉଦ୍ଧାର ହୋଇଥିବା GoPro Hero-12 କଳା କ୍ୟାମେରା ପ୍ରଥମେ ଚାଇନାରେ ସକ୍ରିୟ ହୋଇଥିଲା। NIA ଜାଣିବାକୁ ଚାହୁଁଛି ଯେ ଏହି କ୍ୟାମେରା…
ମଣ୍ଡିରୁ ଉଠୁନି ଧାନ: ଜିଲାପାଳଙ୍କ ଅଫିସ ଆଗରେ ଧାନ ଗଦାକଲେ ଚାଷୀ
ବରଗଡ,୫।୩(ପ୍ରେମାନନ୍ଦ ଖମାରୀ): ଆଉ ସପ୍ତାହକ ପରେ ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ସାଢେ ୩ମାସ ବିତିଯିବ। ତଥାପି ଜିଲାରେ ଧାନବିକ୍ରି ଅବ୍ୟବସ୍ଥା ଲାଗି ରହିଛି। ଗୋଟିଏ ପଟେ ରବି ଚାଷକାର୍ଯ୍ୟ ଆଗେଇ ଚାଲିଥିବାବେଳେ ଅନ୍ୟପଟେ ଖରିଫରେ ଅମଳ ଧାନ…
ସେମିଫାଇନାଲ ମ୍ୟାଚରେ ଜସପ୍ରିତ ବୁମ୍ରାଙ୍କ ପାଇଁ ବଡ଼ ସୁଯୋଗ, ମାତ୍ର ଗୋଟିଏ ଉଇକେଟ୍ ନେଲେ…
ନୂଆଦିଲ୍ଲୀ,୫।୩: ୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ ୨ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ମ୍ୟାଚ ମୁମ୍ବାଇର ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ମ୍ୟାଚରେ ଭାରତୀୟ ଦଳ ପାଇଁ ଜସପ୍ରିତ ବୁମ୍ରା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ…
ବୁଗୁଡ଼ାରେ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ପାଳିତ, ପୂର୍ବତନ ଶ୍ରମ ମନ୍ତ୍ରୀ….
ବୁଗୁଡା,୫।୩(କାଳିଚରଣଦାଶ): ବୁଗୁଡ଼ା ବଳଦେବସ୍ବାମୀ ବସଷ୍ଟାଣ୍ଡ ପରିସରରେ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ…
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ମନ୍ତ୍ରୀ ସୁରେଶ ପୂଜାରୀ
ଭୁବନେଶ୍ୱର,୫ା୩: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହୋଇଛନ୍ତି। ତାଙ୍କର ହୃଦ୍ରୋଗ ସମସ୍ୟା ଥିବାରୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ। ଡାକ୍ତରମାନେ ତାଙ୍କର ଆଞ୍ଜିଓଗ୍ରାଫି କରିଥିବାବେଳେ ଅନ୍ୟ ଚିକିତ୍ସା ବି କରିଥିଲେ। ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ଅଧିକ…
ଭାରତ-ଇଂଲଣ୍ଡ ସେମିଫାଇନାଲ ପୂର୍ବରୁ ଖେଳାଳିଙ୍କ ଭବିଷ୍ୟବାଣୀ: ଫାଇନାଲରେ ନ୍ୟୁଜିଲାଣ୍ଡ ସହ ଖେଳିବ…
ନୂଆଦିଲ୍ଲୀ,୫।୩: ICC ଟି-୨୦ ବିଶ୍ୱକପ ୨୦୨୬ର ଦ୍ୱିତୀୟ ସେମିଫାଇନାଲ ମାର୍ଚ୍ଚ ୫ ତାରିଖରେ ଆୟୋଜକ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ସମସ୍ତଙ୍କ ନଜର ଏହି ମ୍ୟାଚ ଉପରେ। ପ୍ରଥମ ସେମିଫାଇନାଲ ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କୋଲକାତାରେ ଖେଳାଯାଇଥିଲା।…
‘ମୋଦି ଜଣେ ଭିନ୍ନ ପ୍ରକାରର ନେତା… ୨୫ ବର୍ଷ ମଧ୍ୟରେ ଗୋଟିଏ ଦିନ ବି ଛୁଟି ନେଇନାହାଁନ୍ତି’, କାନାଡିୟ ପ୍ରଧାନମନ୍ତ୍ରୀ ମାର୍କ କାର୍ନି କହିଲେ…
ନୂଆଦିଲ୍ଲୀ,୫।୩: ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କରେ କିଛି ସମୟ ପରେ, ଦୁଇ ଦେଶ ମଧ୍ୟରେ ଏକ ନୂତନ ଆରମ୍ଭ ସ୍ଥାପନ ପାଇଁ ପ୍ରୟାସ ତୀବ୍ର ହୋଇଛି ଏବଂ ଏହା ଦୃଶ୍ୟମାନ ହେଉଛି। ଏହି ସମୟରେ, କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି…
ରାଜ୍ୟ ସଭା ଯିବା ପରେ କେତେ ଦରମା ପାଇବେ ନୀତୀଶ କୁମାର?
ନୂଆଦିଲ୍ଲୀ,୫।୩: ରାଜ୍ୟ ସଭା ଯିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ନୀତୀଶ କୁମାର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଏହି ଖବରକୁ ନିଶ୍ଚିତ କରିଛନ୍ତି । ସେ ଲେଖିଛନ୍ତି, “ମୁଁ ଏହି ନିର୍ବାଚନରେ ରାଜ୍ୟ ସଭାର ସଦସ୍ୟ ହେବାକୁ ଚାହୁଁଛି।”…
ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ସହ ଚିଟିଙ୍ଗ୍! ତୃତୀୟ ଅମ୍ପାୟରଙ୍କ ନିଷ୍ପତ୍ତି ଉପରେ ଉଠିଲା ପ୍ରଶ୍ନ, Not Outକୁ କହିଲେ…
ନୂଆଦିଲ୍ଲୀ,୫।୩: ବୁଧବାର ନ୍ୟୁଜିଲାଣ୍ଡର ସ୍ପିନରମାନେ ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ମାର୍କୋ ଜାନସେନଙ୍କ ପ୍ରଭାବଶାଳୀ ବ୍ୟାଟିଂ ଯୋଗୁ ଚମତ୍କାର ପ୍ରଦର୍ଶନ କରିଥିଲେ। ମାର୍କୋ ଜେନସେନଙ୍କ ଜବରଦସ୍ତ ବ୍ୟାଟିଂ ଯୋଗୁ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୮ ଉଇକେଟ୍ ହରାଇ ୧୬୯ ରନ…
Archives


