ଜମିରେ ପାଣି ମଡ଼ାଉଥିଲେ ଶଳା-ଭିଣୋଇ, ଶଟ୍ସର୍କିଟ୍ରେ ଚାଲିଗଲା ଦୁହିଁଙ୍କ ଜୀବନ
ଭବାନୀପାଟଣା/କୋକସରା,୧୦ା୭(ଉତ୍ତମ ଦାଶ/ଦୁଷ୍ମନ୍ତ କୁମାର ପାଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ୍ ଆମପାଣି ଥାନା ପୋଡ଼ାଗୁଡ଼ା ଗାଁରେ ଗୁରୁବାର ଏକ ଅଘଟଣ ଘଟିଛି। ଚାଷଜମିରେ ପାଣି ମଡ଼ାଉଥିବା ବେଳେ ବିଦ୍ୟୁତ ଆଘାତରେ ୨ ଚାଷୀଙ୍କ ମୃତ୍ୟୁହୋଇଛି। ମୃତକ ହେଲେ କଳାହାଣ୍ଡି ଜିଲା କୋକସରା…
ଅଧରାତିରେ ଚୋର ଚୋର କହି ପିଟିଲେ, ସକାଳୁ କଲେ ଜ୍ୱାଇଁ: ଜାଣନ୍ତୁ ରାତିରେ ଏମିତି କ’ଣ ଘଟିଲା
ଜୌନପୁର,୧୦।୭:ଅଧରାତିରେ ଜଣେ ଯୁବକ ଗୋଟିଏ ଘରେ ପ୍ରବେଶ କରିଥିଲେ। ଠିକ ସେତିକିବେଳେ ଲାଇଟ ଜଳିଗଲା ଏବଂ ଘରର ଲୋକମାନେ ଉଠିପଡ଼ିଲେ। ଯୁବକକୁ ଦେଖିବା ମାତ୍ରେ ସେମାନେ ଚିତ୍କାର କଲେ, ଚୋର-ଚୋର। ସେମାନେ ତାଙ୍କୁ ଖୁବ୍ ପିଟିଲେ। ଯୁବକ ଜଣକ କହିବା ଆରମ୍ଭ…
ଡ୍ରାଇଭରଙ୍କ ଦାବି ମାନିନେବେ ସରକାର, ପ୍ରତିଶ୍ରୁତି ଦେଇ ମନ୍ତ୍ରୀ କହିଲେ…
ଭୁବନେଶ୍ୱର,୧୦ା୭: ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପ୍ରସଙ୍ଗରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଗୁରୁବାର ରାତି ସୁଦ୍ଧା ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଯିବ। ଡ୍ରାଇଭରମାନଙ୍କ ପ୍ରାୟ ଦାବି…
କିମ ଜୋଙ୍ଗ ଉନ ପାଇଁ କାଳ ସାଜିଲେ ଏହି ମହିଳା: ଏବେ ନେବେ ପ୍ରତିଶୋଧ
ପ୍ୟାଙ୍ଗୟୋଙ୍ଗ,୧୦।୭: ପ୍ରଥମ ଥର ପାଇଁ ଉତ୍ତର କୋରିଆର ଶାସକ କିମ ଜୋଙ୍ଗଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଉତ୍ତର କୋରିଆରୁ ପଳାଇ ଆସିଥିବା ଜଣେ ବ୍ୟକ୍ତି ଦକ୍ଷିଣ କୋରିଆର ଏକ କୋର୍ଟରେ କିମଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏଥିରେ କିମଙ୍କ…
ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଶିକ୍ଷକଙ୍କୁ ଉଠାଇ ନେଲା ପୋଲିସ, ପୀଡ଼ିତାଙ୍କ ବୟାନ ରେକର୍ଡ ସହ ଡାକ୍ତରୀ ମାଇନା
ମହାକାଳପଡ଼ା,୧୦ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଞ୍ଚଳର ଜଣେ ୩୯ ବର୍ଷିଆ ମହିଳାଙ୍କୁ ବତିଘର ଅଞ୍ଚଳର ଶିକ୍ଷକ ବଳାତ୍କାର କରିଥିବା ବୁଧବାର ଅଭିଯୋଗ ହୋଇଛି। ସରକାରୀ ଶିକ୍ଷକ ଜଣକ ହେଲେ ରଞ୍ଜିତ ମଣ୍ଡଳ।…
ନିଜ ଜାଲରେ ଫଶିଗଲା ଚାଇନା: ଭାରତରେ ବି ପଡ଼ିବ ପ୍ରଭାବ
ବେଜିଂ,୧୦।୭: ରେୟାର୍ ଆର୍ଥ ଏଲିମେଣ୍ଟ୍ସ ଉପରେ ଚାଇନା ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକ ଏହାର ନିଜ କମ୍ପାନୀଗୁଡ଼ିକ ପାଇଁ ସମସ୍ୟା ସୃଷ୍ଟି କରିପାରେ। ରେୟାର୍ ଆର୍ଥ ଏଲିମେଣ୍ଟ୍ସ କ୍ଷେତ୍ରରେ ଚାଇନାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରଭାବଶାଳୀ। ଚାଇନା ବିଶ୍ୱର ସର୍ବବୃହତ ରେୟାର୍…
ଡ୍ରାଇଭରଙ୍କ ଆନ୍ଦୋଳନ ଭିତରେ ଚମକାଇଲା ପେଟ୍ରୋଲ ଦର! କିଛି ସମୟରେ…
ଭୁବନେଶ୍ୱର, ୧୦।୭: ଓଡ଼ିଶାରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁ ପେଟ୍ରୋଲ ଓ ଡିଜେଲ ସପ୍ଲାଇ ପ୍ରଭାବିତ ହୋଇଛି। ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଫଳରେ ଜଟଣୀ, ପାରାଦୀପ ଓ ବାଲେଶ୍ୱର ଭଳି ସ୍ଥାନରେ ତୈଳ ଡିପୋରୁ ପରିବହନ ସମ୍ପୂର୍ଣ୍ଣ ବନ୍ଦ…
ହିର୍ଲିପାଲିରେ ବ୍ୟାପୁଛି ଝାଡ଼ାବାନ୍ତି, ୬୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ
ଅତାବିରା,୧୦ା୭(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ହିର୍ଲିପାଲି ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଗତ ୫ଦିନ ମଧ୍ୟରେ ୬୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୭ଜଣଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେଥିରୁ ୪ଜଣ ସୁସ୍ଥ…
ଲିଫ୍ଟରେ ଫସିଲେ ମହିଳା ଡାକ୍ତର
ଟିଟିଲାଗଡ଼,୧୦ା୭(ଶରତ ମିଶ୍ର): ଏକ ଅଭାବନୀୟ ଘଟଣାକ୍ରମେ ଟିଟିଲାଗଡ଼ ସହରର ପିପଲପଦରସ୍ଥିତ ମାତୃ ଓ ଶିଶୁ ଡାକ୍ତରଖାନାର ଲିଫ୍ଟରେ ଜଣେ ଡାକ୍ତରାଣୀ ଦୀର୍ଘ ସମୟ ଧରି ଫସି ରହିବା ଚର୍ଚ୍ଚାର ବିଷୟ ହୋଇଛି l ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ…
୫୦ ନିୟୁତ ଟନ୍ ଖଣିଜ ଉତ୍ପାଦନ ଲକ୍ଷ୍ୟ, ଆଗାମୀ ବର୍ଷ ପେଲେଟ ପ୍ଲାଣ୍ଟ ସ୍ଥାପନ ଯୋଜନା
ଭୁବନେଶ୍ୱର,୧୦।୭: ଓଡ଼ିଶା ମାଇନିଂ କର୍ପୋରେସନ ଲିମିଟେଡ୍ (ଓଏମସି) ୨୦୨୫-୨୬ ଆର୍ଥିକ ବର୍ଷରେ ୫୦ ନିୟୁତ ଟନ୍ ଖଣିଜ ଉତ୍ପାଦନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ରାଜ୍ୟର ଏହି ସରକାରୀ ଉଦ୍ୟୋଗ ଏହି ଆର୍ଥିକ ବର୍ଷରେ ୩୦,୦୦୦ କୋଟି ଟଙ୍କାର ବିକ୍ରୟ ରାଜସ୍ୱ…
ଟ୍ରମ୍ପଙ୍କ ନାଭିରେ ପଡ଼ିବ ଡ୍ରୋନ୍: ଧମକ ଦେଲା ଇରାନ
ଓ୍ବାଶିଂଟନ୍,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଏକ ବଡ଼ ବୟାନ ଆସିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ବରିଷ୍ଠ ପରାମର୍ଶଦାତା ଜୱାଦ ଲାରିଜାନି ଖୋଲାଖୋଲି ଭାବରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧମକ ଦେଇଛନ୍ତି।…
ଲକ୍ଷ୍ମୀ ବସକୁ ଅଟକାଇଲେ ଡ୍ରାଇଭର ସଂଘ: ପେଟ୍ରୋଲ ନ ମିଳିବା ଆଶଙ୍କାରେ ଟାଙ୍କିରେ ଗ୍ରାହକଙ୍କ ଭିଡ
ଭଞ୍ଜନଗର,୧୦।୭(ବାବୁଲା ପ୍ରଧାନ): ଡ୍ରାଇଭର ସଂଘ ଏକାଧିକ ଦାବି ନେଇ ଆଜକୁ ତିନିଦିନ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଏହାଦ୍ବାରା ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଲେଣି। ଯାନବାହାନ ଚଳାଚଳ ବନ୍ଦ ଯୋଗୁ ବିଭିନ୍ନ ଜିନିଷର ଦରଦାମ ବୃଦ୍ଧି…
Archives


