ଶହବାଜ-ମୁନିରଙ୍କ ଟେନସନ ବଢାଇଲା ଭାରତ!
ନୂଆଦିଲ୍ଲୀ,୧୮।୭: ଅପରେଶନ ସିନ୍ଦୂର ପରେ ଭାରତ ନିଜର ଶକ୍ତିକୁ ଆହୁରି ବୃଦ୍ଧି କରିବା ପାଇଁ କାମ ଆରମ୍ଭ କରିଛି। ସେନା କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟାରେ ବହୁତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ୧୬ ଏବଂ ୧୭ ଜୁଲାଇରେ ପ୍ରତିରକ୍ଷା କ୍ଷେତ୍ରରେ ଦେଶ ତିନୋଟି…
ନିର୍ଦ୍ଦେଶର ଘଣ୍ଟାକ ପରେ ପ୍ରତ୍ୟାହାର କରିନେଲା ରେଭେନ୍ସା
ଭୁବନେଶ୍ୱର,୧୮।୭: ସନ୍ଧ୍ୟା ସାଢେ ୫ଟା ପରେ ଅଧ୍ୟାପିକା, ମହିଳା କର୍ମଚାରୀ ଓ ଛାତ୍ରୀଙ୍କୁ କ୍ୟାମ୍ପସ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲା ରେଭେନ୍ସା ବିଶ୍ବବିଦ୍ୟାଳୟ । ହେଲେ ନିର୍ଦ୍ଦେଶର ଘଣ୍ଟାକ ମଧ୍ୟରେ ନିଷ୍ପତ୍ତି ପ୍ରତ୍ୟାହୃତ କରିନେଇଛି। ମହିଳା କର୍ମଚାରୀ, ଅଧ୍ୟାପିକା ଓ ଛାତ୍ରୀମାନଙ୍କ ପାଇଁ…
ଫେରିବେ ବିରାଟ କୋହଲି! କ’ଣ କହୁଛନ୍ତି ପୂର୍ବତନ କ୍ରିକେଟର
ନୂଆଦିଲ୍ଲୀ,୧୮।୭: ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସ୍ଥାନ ନେବା କଷ୍ଟକର,ଏହାକୁ ମାନିବାକୁ ପଡିବ। କିନ୍ତୁ ଏବେ ଏହି ଦୁଇ ମହାନ ଖେଳାଳିଙ୍କଠାରୁ ଆଗକୁ ବଢ଼ିବାର ସମୟ ଆସିଛି। ଯୁବ ପିଢ଼ି ସହିତ ଆଗକୁ ବଢ଼ିବାର ସମୟ ଆସିଛି। ଏହା ପୂର୍ବତନ…
ଜେଲ ଭିତରେ ଏହି ସବୁ ଖାଦ୍ୟ ଖାଉଛନ୍ତି ସମୀର ସାର୍ , ହେଲେ…
ଭୁବନେଶ୍ୱର,୧୮।୭: ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ବାଲେଶ୍ବର ଜେଲ ଭିତରେ ଅଛନ୍ତି ପୂର୍ବତନ ଅଧ୍ୟାପକ ସମୀର ସାହୁ ଏବଂ ପୂର୍ବତନ ଅଧ୍ୟକ୍ଷ ଦିଲୀପ ଘୋଷ । ଜେଲ ଭିତରେ ଦୁହେଁ କେମିତି ଅଛନ୍ତି ତାହାକୁ ନେଇ ଚର୍ଚ୍ଚା ଚାଲିଛି। ଜେଲର…
ସରକାରୀ ଅର୍ଥ ହଡ଼ପ କରିବା ପଡ଼ିଲା ମହଙ୍ଗା: ନିଲମ୍ବିତ ହେଲେ ସରପଞ୍ଚ
ଉଦଳା,୧୮।୭: ଆକ୍ସନରେ ପଞ୍ଚାୟତିରାଜ ବିଭାଗ। ମୟୁରଭଞ୍ଜ ଜିଲା ଉଦଳା ବ୍ଲକ ରାଢ଼ୋ ପଞ୍ଚାୟତ ସରପଞ୍ଚ ବସେନ ମାରାଣ୍ଡିଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଶୁକ୍ରବାର ନିଲମ୍ବିତ କରାଯାଇଛି। ସରକାରୀ ଅର୍ଥ ହେରଫେର ଅଭିଯୋଗରେ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ରାଢ଼ୋ ପଞ୍ଚାୟତରେ…
ସୁନା, ରୂପାର ମୂଲ୍ୟରେ ହ୍ରାସ: ଜାଣନ୍ତୁ ଭୁବନେଶ୍ୱରରେ ଦାମ୍ କେତେ ?
ଭୁବନେଶ୍ୱର,୧୮ା୭: ଶୁକ୍ରବାର ଅମେରିକୀୟ ଡଲାରର ମଜବୁତି ଏବଂ ଆମେରିକାର ସ୍ଥିର ଅର୍ଥନୈତିକ ରିପୋର୍ଟ ମଧ୍ୟରେ ସୁନା ଓ ରୂପାର ମୂଲ୍ୟରେ ହ୍ରାସ ଦେଖାଦେଇଛି। ମୁମ୍ବାଇରେ ଆଜି ୨୨ କ୍ୟାରେଟ ସୋନାର ମୂଲ୍ୟ ୧୦ ଗ୍ରାମ ପିଛା ୯୧,୧୪୦ ଟଙ୍କା ଏବଂ ୨୪…
FM କଲେଜ ଛାତ୍ରୀ ମୃତ୍ୟୁ ଘଟଣା: ବାଲେଶ୍ୱରରେ ପହଞ୍ଚିଲା UGC ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍
ବାଲେଶ୍ୱର,୧୮ା୭(ବାଞ୍ଛାନିଧି ଦେ): ଫକୀର ମୋହନ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍ ବିଏଡ୍ର ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ମାମଲାରେ ବାଲେଶ୍ୱରେ ଶୁକ୍ରବାର ଆସି ପହଞ୍ଚିଛି UGC ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ପ୍ରଫେସର ରାଜ କୁମାର ମିତ୍ତଲଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ଟିମ୍…
ତୃତୀୟ ବିଶ୍ୱଯୁଦ୍ଧ ହେବା ନିଶ୍ଚିତ! ପୂର୍ବତନ ରୁଷିଆ ରାଷ୍ଟ୍ରପତିଙ୍କ ଧମକକୁ ନେଇ ହଇଚଇ
ମସ୍କୋ,୧୮।୭: ପୂର୍ବତନ ରୁଷିଆ ରାଷ୍ଟ୍ରପତି ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘନିଷ୍ଠ ସହଯୋଗୀ ଦିମିତ୍ରୀ ମେଦଭେଦେବ ୟୁକ୍ରେନ ଯୁଦ୍ଧ ସହିତ ଜଡିତ ବିପଦକୁ ଇଙ୍ଗିତ କରିଛନ୍ତି। ସେ କହିଛନ୍ତି, ଯଦି ପାଶ୍ଚାତ୍ୟ ଦେଶଗୁଡ଼ିକ ଦ୍ୱାରା ଯୋଗାଇ ଦିଆଯାଇଥିବା ଅସ୍ତ୍ରଶସ୍ତ୍ର ଯୋଗୁ ୟୁକ୍ରେନରେ…
ପାକିସ୍ତାନ-ତୁର୍କୀ ସହ ମିଶି ବଡ ଗେମ୍ ପ୍ଲାନ୍ କରୁଛନ୍ତି ୟୁନୁସ୍: ଟେନ୍ସନ୍ରେ ଭାରତ
ଢାକା,୧୮।୭: ବାଂଲାଦେଶରେ ବିଦ୍ରୋହ ପରେ, ସରକାରଙ୍କ ମନୋଭାବ ଦେଶ ଭିତରେ ଏବଂ ବାହାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଛି। ମହମ୍ମଦ ୟୁନୁସ ସରକାରଙ୍କ ଅଧୀନରେ, ବାଂଲାଦେଶ ଘରେ ମୌଳବାଦୀ ଶକ୍ତିକୁ ପ୍ରୋତ୍ସାହିତ କରିଛି ଏବଂ ବିଶ୍ୱର ଦେଶଗୁଡ଼ିକ ସହିତ ଏହାର ବଢ଼ୁଥିବା ଘନିଷ୍ଠତା…
ରାଜଧାନୀ ପରେ ବେଙ୍ଗାଲୁରୁ, ୪୦ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ
ବେଙ୍ଗାଲୁରୁ,୧୮।୭: ଦିଲ୍ଲୀ ପରେ, ଏବେ ବେଙ୍ଗାଲୁରୁର ଅତି କମରେ ୪୦ଟି ସ୍କୁଲକୁ ବୋମା ଧମକ ମିଳିଛି। ଏହି ବିଷୟରେ ସୂଚନା ପାଇବା ପରେ, ପୋଲିସ ସକ୍ରିୟ ହୋଇ ସର୍ଚ୍ଚ ଅପରେଶନ ଆରମ୍ଭ କରିଛି। ତଥାପି, ଏପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳିବାର…
FM କଲେଜର ନୂଆ ପ୍ରିନ୍ସପାଲଙ୍କ ସାଂଘାତିକ ଖୁଲାସା, ଫେବର କଥାକୁ ନେଇ କହିଲେ…
ଭୁବନେଶ୍ୱର,୧୮।୭: ବାଲେଶ୍ୱରର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସମସ୍ତ ଦିଗକୁ ନେଇ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ। ଏହି ସମୟରେ କଲେଜର ନୂଆ ପ୍ରିନ୍ସପାଲ ପିରୋଜ ପାଢୀ ବଡ଼ ସୂଚନା…
ବଳାତ୍କାର ପରେ ବାଳିକାକୁ କରିଥିଲେ ହତ୍ୟା, ଏବେ ଏନକାଉଣ୍ଟରରେ ଗଲା ଜୀବନ
ଫରୁଖାବାଦ,୧୮।୭: ଜଣେ ବାଳିକଙ୍କୁ ବଳାତ୍କାର ଏବଂ ହତ୍ୟା ମାମଲାରେ, ଅଭିଯୁକ୍ତଙ୍କ ପାଇଁ ୫୦,୦୦୦ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଏବେ ଏହି ମଧ୍ୟବୟସ୍କ ବ୍ୟକ୍ତିଙ୍କୁ ପୋଲିସ ଏନକାଉଣ୍ଟରକରିଛି। ଫଳରେ ଅସମୟରେ ଯାଇଛି ଅଭିଯୁକ୍ତଙ୍କ ଜୀବନ। ପୋଲିସ ତାଙ୍କୁ ବହୁତ ଦିନ ଧରି…
Archives


