Home Left

ଭୟଙ୍କର ଆକ୍ସିଡେଣ୍ଟ ପରେ କାହିଁକି ନିୟମିତ ଖେଚୁଡ଼ି ଖାଉଥିଲେ ପନ୍ତ,ଡାକ୍ତର କହିଲେ…

ନୂଆଦିଲ୍ଲୀ,୨୯।୭: ଭାରତୀୟ କ୍ରିକେଟ ଦଳର ଷ୍ଟାର ୱିକେଟକିପର ବ୍ୟାଟସମ୍ୟାନ ରିଷଭ ପନ୍ତ ଆଘାତ ଯୋଗୁ ଭାରତୀୟ ଦଳରୁ ବାଦ ପଡ଼ିଛନ୍ତି। ଇଂଲଣ୍ଡରେ ଚାଲିଥିବା ଟେଷ୍ଟ ସିରିଜ ସମୟରେ ପନ୍ତଙ୍କୁ ଆଘାତ ଲାଗିଥିଲା, ଯାହା ପରେ ଜଣାପଡିଥିଲା ଯେ ତାଙ୍କ ପଞ୍ଝାର ଫ୍ରାକ୍ଚର…

କାହିଁକି ପିଚ କ୍ୟୁରେଟରଙ୍କ ଉପରେ ରାଗିଲେ ଗୌତମ ଗମ୍ଭୀର? ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୯।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ପଞ୍ଚମ ଏବଂ ଶେଷ ମ୍ୟାଚ ଜୁଲାଇ ୩୧ରୁ ଖେଳାଯିବ। ପଞ୍ଚମ ଟେଷ୍ଟ ମ୍ୟାଚର ଦୁଇ ଦିନ ପୂର୍ବରୁ, ମଙ୍ଗଳବାର ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଓଭାଲ…

ସ୍ତ୍ରୀ, ଶାଶୁଙ୍କୁ ମାରି ପୋତିଦେଲେ ସ୍ବାମୀ, ଦୋଷ ଲୁଚାଇବାକୁ ଯାଇ ଉପରେ ଲଗାଇଦେଲେ କଦଳୀ ଗଛ, ତା’ପରେ…

ବାରିପଦା,୨୯।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା କୁଳିଅଣା ଥାନା ସରପଙ୍ଖା ନୂଆଗାଁ ଗ୍ରାମରେ ଏକ ଲୋମହର୍ଷଣ ହତ୍ୟାକାଣ୍ଡକୁ ପୋଲିସ ଖୁଲାସା କରିଛି। ସ୍ତ୍ରୀ ଓ ଶାଶୁଙ୍କୁ ମାରି ଘରବାଡିରେ ପୋତି ଉପରେ କଦଳୀ ଗଛ ଲଗାଇ ଦେଇଥିଲେ ଅଭିଯୁକ୍ତ। ପୋଲିସ ଅଭିଯୁକ୍ତଙ୍କୁ…

ଅହମଦାବାଦ ଭଳି ପୁଣି ଆକାଶମାର୍ଗରେ ଖରାପ ହେଲା ଇଞ୍ଜିନ ପାଇଲଟ କହିଲେ Mayday Mayday

ଓ୍ବାଶିଂଟନ,୨୯।୭: ଅହମଦାବାଦରେ ବୋଇଂ ବିମାନ ଦୁର୍ଘଟଣା ପରେ, ଆମେରିକାରେ ସମାନ ଘଟଣା ଘଟିଥିଲା, ଯେଉଁଠାରେ 787-8 ଡ୍ରିମଲାଇନରର ଇଞ୍ଜିନ ଉଡ଼ାଣ ଭରିବା ମାତ୍ରେ ବିଫଳ ହୋଇଯାଇଥିଲା। ଏହା ପରେ, ପାଇଲଟଙ୍କୁ ଏକ ମେ ଡେ ଘୋଷଣା କରିବାକୁ ପଡିଥିଲା ଏବଂ ବିମାନରେ…

ବାହାର ସୁନ୍ଦର ଭିତର ଫମ୍ପା: ବିପଦପୂର୍ଣ୍ଣ ଶ୍ରେଣୀ ଗୃହରେ ଚାଲିଛି ରଙ୍ଗଦିଆ

ଦାରିଙ୍ଗବାଡ଼ି,୨୯।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଲାଣ୍ଡାଗୁଡ଼ି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ। ଗୋଟିଏ ପକ୍କା ଘର ରହିଥିବା ଶ୍ରେଣୀ ଗୃହ ଏବେ ଭାଙ୍ଗି ଛାତ ଭୁଶୁଡିବା ଭଳି ପରିସ୍ଥିତି ରହିଛି । ତାକୁ ମରାମତି କରାଯାଉନଥିବା…

ମନ୍ତ୍ରୀଙ୍କ ବଡ଼ ସୂଚନା: ପୂର୍ତ୍ତ ବିଭାଗ କାମରେ ଲାଗିବ AI

ଭୁବନେଶ୍ୱର,୨୯।୭: ଆଇନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ପୂର୍ତ୍ତ ବିଭାଗ କାର୍ଯ୍ୟରେ AI ଆଧାରିତ ସଫ୍ଟୱେର୍‌ ବ୍ୟବହାର କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏପରିକି ଟେଣ୍ଡର୍‌ ମ୍ୟାନେଜମେଣ୍ଟ ପ୍ରକ୍ରିୟା ସମ୍ପୂର୍ଣ୍ଣ…

ଅଧ୍ୟାପକଙ୍କ ନାଁରେ ଅଭିଯୋଗ ଆଣିଲେ ଛାତ୍ରୀ, ଟ୍ୟୁଶନ ନ ହେବାରୁ…

ଜଗତସିଂହପୁର,୨୯।୭: ପୁଣି ଜଣେ ଗଣିତ ଅଧ୍ୟାପକଙ୍କ ନାଁରେ ଅଭିଯୋଗ। ତିର୍ତ୍ତେଲର ଏକ କଲେଜରେ ଗଣିତ ଅଧ୍ୟାପକଙ୍କ ନାଁରେ ଛାତ୍ରୀ ଅଭିଯୋଗ ଆଣିଛନ୍ତି। ଇଣ୍ଟରନାଲ ପରୀକ୍ଷାରେ ମାର୍କ କମାଇ ଦେଇଥିବା ଅଭିଯୋଗ କରିଛନ୍ତି ଛାତ୍ରୀ। ଟ୍ୟୁଶନ ନ ହେବାରୁ ଇଣ୍ଟରନାଲ ମାର୍କ କମାଇ…

‘ମୋ ମାଆଙ୍କ ଆଖିରୁ ସେତେବେଳେ ଲୁହ ଝରିଥିଲା ଯେତେବେଳେ….’, ଶାହାଙ୍କୁ ପ୍ରିୟଙ୍କାଙ୍କ ଜବାବ

ନୂଆଦିଲ୍ଲୀ,୨୯।୭: ମଙ୍ଗଳବାର (୨୯ ଜୁଲାଇ, ୨୦୨୫) ସଂସଦରେ ଅପରେଶନ ସିନ୍ଦୂର ଉପରେ ଆଲୋଚନା ସମୟରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିବା ସମୟର ଉଲ୍ଲେଖ କରିଥିଲେ। ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଥିଲେ ଯେ ଯେତେବେଳେ…

ପ୍ରଶାନ୍ତ କିଶୋରଙ୍କ ବିରୋଧରେ ଏଫଆଇଆର ରୁଜୁ, ଭାଜପା ଖେଳୁଛି ବଡ଼ ଗେମ୍‌!

ପାଟନା,୨୯।୭: ୨୦୨୫ରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ରାଜନୀତି ବିହାରରେ ଏକ ନୂତନ ଝଡ଼ ସୃଷ୍ଟି କରିଛି। ଆଜିକାଲି ବିହାର ରାଜନୀତିରେ ଯଦି କେହି ସବୁଠାରୁ ଅଧିକ ଚର୍ଚ୍ଚିତ, ତେବେ ସେ ହେଉଛନ୍ତି ପ୍ରଶାନ୍ତ କିଶୋର…

ସାତକୋଶିଆରେ ନାହାନ୍ତି ବାଘ: ପିସିସିଏଫ

ଭୁବନେଶ୍ୱର,୨୯।୭: ପିସିସିଏଫ ପ୍ରେମ କୁମାର ଝା ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ସାତକୋଶିଆରେ ବାଘ ଶୂନ୍ୟ ହୋଇଯାଇଥିବା ପିସିସିଏଫ ଝା ପ୍ରକାଶ କରିଛନ୍ତି। ବର୍ତ୍ତମାନ ସାତକୋଶିଆକୁ କୌଣସି ବାଘ ଆଣିବାକୁ ଯୋଜନା ନାହିଁ। ୫ ବର୍ଷ ତଳେ ସାତକୋଶିଆରେ ବାଘ…

ବଡ଼ ପରଦାରେ ଚର୍ଚ୍ଚିତ ହନିମୁନ ହତ୍ୟାକାଣ୍ଡ, ସାମ୍ନାକୁ ଆସିଲା ପୋଷ୍ଟର, ଟାଇଟଲ ବି ଭୟଙ୍କର

ଶିଲଂ,୨୯।୭: ଇନ୍ଦୋରର ପ୍ରସିଦ୍ଧ ରାଜା ରଘୁବଂଶୀ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି, ଯେତେବେଳେ ଆଜି ରାଜାଙ୍କ ପରିବାର ରାଜା ରଘୁବଂଶୀଙ୍କ ପରିବାରର ମୃତ୍ୟୁ ପାଇଁ ଏକ ଅନନ୍ୟ ଅଭିଯାନ ଆରମ୍ଭ କରିଛନ୍ତି। ପରିବାର ଏବେ ଏକ ଫିଲ୍ମ…

ଅଗଷ୍ଟରେ ୩ଦିନ ସ୍କୁଲ-କଲେଜ ଛୁଟି! ୧୫, ୧୬,୧୭ରେ ବନ୍ଦ ରହିବ…

ଭୁବନେଶ୍ୱର,୨୯।୭: ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର। ପୁଣି ଲଗାତାର ୩ ଦିନ ସ୍କୁଲ ଛୁଟି ହେବାକୁ ଯାଉଛି । ଜାଣନ୍ତୁ ଏହା କେଉଁଠି ଓ କେଉ କେଉଁ ଦିନ ସ୍କୁଲ ଛୁଟି ରହିବ? ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri