Home Left

ଆୟକର ବିଲ-୨୦୨୫ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୮।୮: କେନ୍ଦ୍ର ସରକାର ଲୋକସଭାରେ ଆୟକର ବିଲ ପ୍ରତ୍ୟାହାର କରିନେଇଛନ୍ତି। ସରକାର ଏବେ ଏହା ସ୍ଥାନରେ ଏକ ନୂତନ ବିଲ ଆଣିବେ। ଫେବୃଆରୀ ୨୦୨୫ରେ ଲୋକସଭାରେ ଉପସ୍ଥାପିତ ହେବା ପରେ, ଏହାକୁ ସିଲେକ୍ଟ କମିଟିକୁ ପଠାଯାଇଥିଲା। ସିଲେକ୍ଟ କମିଟିର ସମସ୍ତ ପରାମର୍ଶ…

ଇତିହାସ ପାଲଟିଯିବ ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନ! କାହିଁକି NASA ନେଲା ଏହି ନିଷ୍ପତ୍ତି; କାରଣ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ

ନୂଆଦିଲ୍ଲୀ,୮।୮: ୪୩୦ ଟନରୁ ଅଧିକ ଓଜନର ଏକ ଫୁଟବଲ ଗ୍ରାଉଣ୍ଡ ପରି ଏକ ପରୀକ୍ଷାଗାର ଏବଂ ପୃଥିବୀଠାରୁ ପ୍ରାୟ ୪୦୦ କିଲୋମିଟର ଉଚ୍ଚ। ଘଣ୍ଟା ପ୍ରତି ୨୮ ହଜାର କିଲୋମିଟର ବେଗରେ ଘୂରୁଥିବା ଏହି ପରୀକ୍ଷାଗାରକୁ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ କୁହାଯାଏ।…

ଗୋଲାପଡ଼ା ଜଙ୍ଗଲରେ ବାଘ ଆତଙ୍କ: ଟାର୍ଗେଟ୍‌ରେ ଗାଈ-ବାଛୁରୀ

ଭଞ୍ଜନଗର,୮/୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଗୋଲାପଡ଼ା ଜଙ୍ଗଲରେ ଗୁରୁବାର ରାତିରେ ହେଟା ବାଘ ଆକ୍ରମଣରେ ଗୋଟିଏ ଗାଈ ବାଛୁରୀ ଗୁରୁତର ଭାବେ ଆହତ ହୋଇଛି। ସେହିଭଳି ମୁଜାଗଡ ରେଞ୍ଜ ଦୁର୍ଗାପ୍ରସାଦ ଠାରେ କଲରାପତରିଆ ବାଘ ଆକ୍ରମଣରେ ଆଉ…

ଭାରତ, ପାକିସ୍ତାନର ଏହି ୨ କ୍ରିକେଟରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ, କ୍ୟାରିୟର ବିପଦରେ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୮।୮: କ୍ରିକେଟ ଜଗତରେ ହଇଚଇ ସୃଷ୍ଟି ହୋଇଛି। ଭାରତ ଏବଂ ପାକିସ୍ତାନର ଦୁଇ ଜଣ ଯୁବ କ୍ରିକେଟରଙ୍କ ଉପରେ ବଳାତ୍କାରର ଅଭିଯୋଗ ଆସିଛି। ଏହି କ୍ରିକେଟରଙ୍କ ମଧ୍ୟରୁ ଜଣଙ୍କୁ ଜେଲ ଯିବାକୁ ପଡିଛି। କିନ୍ତୁ ପରେ ଖେଳାଳିଙ୍କୁ ଜାମିନ ମିଳିଛି। ସେହିପରି…

Video: ବୁଡ଼ିଗଲା ଚାଇନା! ପ୍ରଥମଥର ଦେଖିବାକୁ ମିଳିଲା ଚାଇନାର ଏଭଳି ଅବସ୍ଥା, ଠପ ହୋଇଯାଇଛି ସହର

ବେଜିଂ,୮।୮: ଚାଇନାର ଝେଙ୍ଗଝୋଉ ସହରରେ ସମ୍ପ୍ରତି ହୋଇଥିବା ମୁଷଳଧାରାରେ ବର୍ଷା ଯୋଗୁ ପ୍ରବଳ କ୍ଷୟକ୍ଷତି ହୋଇଛି। ଲଗାତାର ପ୍ରବଳ ବର୍ଷା ଯୋଗୁ ସହରରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ତୁରନ୍ତ ପ୍ରଭାବରୁ ସହରର…

ଯିଏ ସଲମାନଙ୍କ ସହ କାମ କରିବ, ତା’ ଛାତିରେ ଗୁଳି ବାଜିବ: ଆସିଲା ଧମକ

କମେଡିଆନ କପିଲ ଶର୍ମାଙ୍କ କାଫେ କ୍ୟାପ୍ସରେ ପୁଣି ଥରେ ଗୁଳିକାଣ୍ଡ ଘଟିଛି। ଏପର୍ଯ୍ୟନ୍ତ ଏହି କାଫେରେ ଦୁଇଥର ଗୁଳିକାଣ୍ଡ ଘଟିଛି। ଏହା ସହିତ, ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛନ୍ତି। ଏବେ ଏହି ଗ୍ୟାଙ୍ଗ ନିଜେ…

‘ଯଦି ଅଭିଯୋଗ ମିଥ୍ୟା, ତେବେ ରାହୁଲ ଗାନ୍ଧୀ କ୍ଷମା ମାଗିବା ଉଚିତ’, ରାହୁଲଙ୍କୁ ନିର୍ବାଚନ କମିଶନଙ୍କ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୮।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର (୭ ଅଗଷ୍ଟ) ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଭୋଟ ଚୋରିର ଅଭିଯୋଗ ଆଣିଥିଲେ। ରାହୁଲ ନିର୍ବାଚନ କମିଶନଙ୍କ ବିରୁଦ୍ଧରେ ମଧ୍ୟ ଗମ୍ଭୀର ଅଭିଯୋଗ…

ଟ୍ରମ୍ପଙ୍କ ଆଉ ଏକ ବୋମା: ଏବେ ଏତିକି ଟଙ୍କା ମହଙ୍ଗା ହୋଇଯିବ ସୁନା

ଓ୍ବାଶିଂଟନ୍‌,୮।୮: ଆମେରିକା ସରକାର ଏକ କିଲୋଗ୍ରାମ ଏବଂ ୧୦୦ ଆଉନ୍ସ ସୁନା ବାର୍‌ ଉପରେ ଟାରିଫ୍‌ ଲଗାଇବା ଆରମ୍ଭ କରିଛନ୍ତି। ଏହି ନିଷ୍ପତ୍ତି ଦୀର୍ଘକାଳୀନ ବାଣିଜ୍ୟ ମାର୍ଗକୁ ପ୍ରଭାବିତ କରିପାରେ ଏବଂ ସ୍ବିଜରଲାଣ୍ଡରୁ ଆମେରିକାକୁ ସୁନା ଏବଂ ରୂପାର ପ୍ରବାହକୁ ବାଧା…

ପାକିସ୍ତାନରେ ପରୀକ୍ଷା କେନ୍ଦ୍ର ପକାଇଲା SSC ! ଇଣ୍ଟରନେଟରେ ହଇଚଇ ସୃଷ୍ଟି କଲା…

ନୂଆଦିଲ୍ଲୀ,୮।୮: ନିକଟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଅଧିକ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ ଷ୍ଟାଫ ସିଲେକ୍ସନ କମିଶନ (SSC) ଷ୍ଟେନୋଗ୍ରାଫର ଗ୍ରେଡ ‘C’ ଏବଂ ‘D’ ପରୀକ୍ଷା ୨୦୨୫ ପାଇଁ ପରୀକ୍ଷା କେନ୍ଦ୍ର ପାକିସ୍ତାନରେ କରିଛି। ଏହି…

ଲୋକଙ୍କ ମଧ୍ୟରେ ଦେଶାତ୍ମବୋଧ ମନୋଭାବ ସୃଷ୍ଟି କଲେ ଛାତ୍ରୀଛାତ୍ର

ତୁମୁଡିବନ୍ଧ,୮।୮(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୁକ୍ରବାର ଆଜାଦି କି ଅମୃତ ଉପଲକ୍ଷେ ଅଧ୍ୟକ୍ଷ ଡକ୍ଟର ସୁନୀଲ କୁମାର ପାତ୍ରଙ୍କ ନେତୃତ୍ୱରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶୋଭାଯାତ୍ରା…

୨୪ ଘଣ୍ଟାରେ ଏହି ୭ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାରି ହେଲା ୟେଲୋ ଆଲର୍ଟ, ରୁହନ୍ତୁ ସତର୍କ

ଭୁବନେଶ୍ୱର,୮।୮: ପୁରୀରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେହିପରି ପ୍ରବଳ ବର୍ଷା ନେଇ ୭ ଜିଲାକୁ ୟେଲୋ ଆଲର୍ଟ ହୋଇଛି। ସେହି ୭ ଜିଲାଗୁଡିକ ହେଉଛି କଟକ, ଖୋର୍ଦ୍ଧା, ଜଗତସିଂହପୁର, ଗଞ୍ଜାମ, ଗଜପତି,…

ଓନାମ ପୂର୍ବରୁ କେରଳରେ ନଡ଼ିଆ ତେଲ ଦାମ୍ ଆକାଶଛୁଆଁ: ଦୋକାନରୁ ୩୦ ବୋତଲ ତେଲ ଲୁଟ୍

କେରଳ,୮।୮: କେରଳରେ ଓନାମ ପର୍ବ ପୂର୍ବରୁ ନଡ଼ିଆ ଏବଂ ନଡ଼ିଆ ତେଲର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ, କୋଚି ନିକଟସ୍ଥ ଏକ ଦୋକାନରୁ ନଡ଼ିଆ ତେଲ ଚୋରି ହେବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। କୋଚିଠାରୁ ପ୍ରାୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri