Home Left

ବର୍ଷାରେ ଛତା ଧରି ଅପେକ୍ଷା କଲେ ଛାତ୍ରୀଛାତ୍ର: ବହୁ ବିଳମ୍ବରେ ଖୋଲିଲା ମୁଖ୍ୟ ଫାଟକ ପରେ….

ଦାରିଙ୍ଗବାଡି, ୮।୮ (ଅରୁଣ ସାହୁ): ଦାରିଙ୍ଗବାଡି ଅଞ୍ଚଳର ବିଭିନ୍ନ ଗ୍ରାମରେ   ଶୁକ୍ରବାର ସକାଳ ସମୟରେ ବର୍ଷା ଲାଗିରହିଥିଲା ।ଫଳରେ କିଛି ସମୟ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ।ଏହି ଭଳି ସ୍ଥିତିରେ ଉକ୍ତ ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ସିକରମାହା ସରକାରୀ ଉନ୍ନିତ…

ଟାରିଫର ପ୍ରଭାବ: ଆମେରିକାରେ ପନିର ତିଆରି କରିବ ଅମୂଲ

ନୂଆଦିଲ୍ଲୀ/ଓ୍ବାଶିଂଟନ,୮।୮: ଆମେରିକା ଦ୍ୱାରା ଭାରତୀୟ ଆମଦାନୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ଦ୍ୱାରା ଅନେକ ଭୟଙ୍କର ପରିଣାମ ହୋଇପାରେ। ଏବେ ଏପରି ଆଲୋଚନା ମଧ୍ୟ ହେଉଛି ଯେ ଭାରତୀୟ କମ୍ପାନୀଗୁଡ଼ିକ ବିଦେଶରେ ସେମାନଙ୍କର ଉତ୍ପାଦନ ସ୍ଥାପନ କରିବାକୁ ଯୋଜନା…

ଯୁବତୀ ଜୀଅନ୍ତା ଜଳିଯିବା ଘଟଣା: ଅଟକ ପୁରୁଷ ବନ୍ଧୁଙ୍କ ମା’ ଭଉଣୀ ଆଣିଲେ ସାଙ୍ଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ,୮।୮: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଯୁବତୀ ଜୀଅନ୍ତା ଜଳିଯିବା ଘଟଣାରେ ମୁହିଁ ଖୋଲିଛନ୍ତି ଅଟକ ପୁରୁଷ ବନ୍ଧୁଙ୍କ ମା’ ଏବଂ ଭଉଣୀ। ପୁଅକୁ ଫସାଇ ଦିଆଯାଇଥିବା ଅଟକ ଯୁବକଙ୍କ ମା’ ସାଙ୍ଘାତିକ ଅଭିଯୋଗ କରିଛନ୍ତି। ଉଭୟପୁଅ-ଝିଅ ପରସ୍ପରକୁ ଭଲ ପାଉଥିଲେ। ଏହି…

ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ସାଂଘାତିକ ଖୁଲାସା କଲେ ଆମେରିକା ବୈଦେଶିକ ମନ୍ତ୍ରୀ: ଟ୍ରମ୍ପ କରିଥିଲେ…

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୮।୮: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଆଣିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାରମ୍ବାର ଦାବି ପରେ, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏକ ବଡ଼ ଦାବି କରିଛନ୍ତି। ରୁବିଓ ଦାବି କରିଛନ୍ତି, ଯେତେବେଳେ ଭାରତ ଏବଂ…

ସର୍ବାଧିକ ପାକିସ୍ତାନୀ ନାଗରିକଙ୍କୁ ସାଉଦି ଆରବରେ ଦିଆଯାଇଛି ଫାଶୀ! ଚମକାଇ ଦେଉଛି ସଂଖ୍ୟା

ରିୟାଦ,୮।୮: ସାଉଦି ଆରବରେ ମୃତ୍ୟୁଦଣ୍ଡ ରୋକିବାର ଦାବି ଏବେ ଫମ୍ପା ପ୍ରମାଣିତ ହେଉଛି। ଯଦିଓ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ୨୦୨୨ ମସିହାରେ କହିଥିଲେ ଯେ ବର୍ତ୍ତମାନ କେବଳ ସେହି ମାମଲାରେ ମୃତ୍ୟୁଦଣ୍ଡ ଦିଆଯିବ ଯାହା ସ୍ପଷ୍ଟ ଭାବରେ କୁରାନରେ…

କିଏ ନେବେ ଧନକରଙ୍କ ସ୍ଥାନ? ଚର୍ଚ୍ଚାରେ ଜାଟ ନେତାଙ୍କ ନାମ, ରାଜନୀତି ହେଲାଣି ସରଗରମ

ନୂଆଦିଲ୍ଲୀ,୮।୮: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ଇସ୍ତଫା ପରେ, ଦେଶରେ ନୂଆ ଉପରାଷ୍ଟ୍ରପତିଙ୍କ ସନ୍ଧାନ ଜୋରଦାର ହୋଇଛି। ନିର୍ବାଚନ କମିଶନ କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି। ଲୋକ ସଭା ଏବଂ ରାଜ୍ୟ ସଭାରେ NDAର ଶକ୍ତିକୁ ଦେଖିଲେ ସ୍ପଷ୍ଟ ଯେ ବିଜୟ ତାଙ୍କ…

ସାଲୱାର ଶୁଟ୍‌ ପିନ୍ଧି ସ୍ବାମୀଙ୍କ ସହ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ସ୍ତ୍ରୀ: ଏମିତି କିଛି ଘଟିଲା ମୁଖ୍ୟମନ୍ତ୍ରୀ ଦେଲେ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ,୮।୮: ରାଜଧାନୀ ଦିଲ୍ଲୀରେ ସାଲୱାର ଶୁଟ ପିନ୍ଧିଥିବା ଜଣେ ମହିଳାଙ୍କୁ ତାଙ୍କ ପୋଷାକ ଯୋଗୁ ରେଷ୍ଟୁରାଣ୍ଟକୁ ପ୍ରବେଶ କରିବାକୁ ଦିଆଯାଇ ନ ଥିଲା। ତାଙ୍କ ସ୍ବାମୀ ମଧ୍ୟ ପ୍ୟାଣ୍ଟ ଏବଂ ଟି-ଶର୍ଟ ପିନ୍ଧିଥିଲେ, ଯାହାକୁ ଦେଖି ରେଷ୍ଟୁରାଣ୍ଟ କର୍ମଚାରୀମାନେ କହିଥିଲେ, ତୁମର…

ଥରୁର କହିଲେ କେମିତି ହେବ ଟାରିଫ ବିବାଦର ସମାଧାନ

ନୂଆଦିଲ୍ଲୀ,୮।୮: କଂଗ୍ରେସ ଏମପି ଶଶି ଥରୁର ଶୁକ୍ରବାର (୮ ଅଗଷ୍ଟ, ୨୦୨୫) କହିଛନ୍ତି ଯେ ସେ ଆଶା କରୁଛନ୍ତି ଯେ ଭାରତ ଏବଂ ଆମେରିକା ଆଲୋଚନା ମାଧ୍ୟମରେ ଶୁଳ୍କ ବିବାଦର ସମାଧାନ କରିବେ। ଏହି ବିବୃତ୍ତି ଏପରି ସମୟରେ ଆସିଛି ଯେତେବେଳେ…

ମୋଦି କ୍ୟାବିନେଟ ବୈଠକରେ ବଡ଼ ଘୋଷଣା: ନିଆଗଲା ଏହି ୫ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୮: ଶୁକ୍ରବାର କେନ୍ଦ୍ର କ୍ୟାବିନେଟ ୫୨,୬୬୭ କୋଟି ଟଙ୍କାର ଏକ ପ୍ୟାକେଜ ମଞ୍ଜୁର କରିଛି, ଯାହା ଅଧୀନରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ଶିକ୍ଷା, ଏଲପିଜି, ଭିତ୍ତିଭୂମି ଏବଂ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ…

ଆନ୍ଦୋଳନ ଚେତାବନୀ ଦେଲେ ଅଙ୍ଗନଓ୍ବାଡି କର୍ମୀ: ବିଭିନ୍ନ ଦାବି ପୂରଣ କର ନଚେତ୍‌…

କେସିଙ୍ଗା,୮।୮(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକରେ ଥିବା ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ରରେ ପୋଷଣ ଟ୍ରାକ ଏଫଆରଏସରେ ହେଉଥିବା ସମସ୍ୟା ସହ ଅନ୍ୟ ସମସ୍ୟାର ସମାଧାନ ପାଇଁ ଅଙ୍ଗନଓ୍ବାଡି କର୍ମୀମାନେ ବିଡ଼ିଓ, ସିଡିପିଓଙ୍କ ମାଧ୍ୟମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର…

ଭାରତ ଉପରେ ଟାରିଫ ଲଗାଇ ଫସିଗଲେ ଟ୍ରମ୍ପ! ଆମେରିକା ସିନେଟର କହିଲେ, ସମ୍ପର୍କକୁ ବିପଦକୁ ଠେଲି ଦିଆଗଲା

ଓ୍ବାଶିଂଟନ,୮।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଟ୍ରମ୍ପ ବାଣିଜ୍ୟ ଚୁକ୍ତି ପାଇଁ ଶୁଳ୍କ ଲାଗୁ କରି ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରିପାରନ୍ତି, କିନ୍ତୁ ଏହି ନିଷ୍ପତ୍ତିକୁ…

ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖୁଥିଲେ ଏହି ବ୍ୟକ୍ତି: ମିଳିଲା ଏମିତି ଦଣ୍ଡ

ବ୍ରହ୍ମପୁର, ୮।୮(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକସ କୋର୍ଟରେ ଶୁକ୍ରବାର ଏକ ଅପ୍ରାକୃତିକ ଯୌନ ସମ୍ପର୍କ ମାମଲାର ଶୁଣାଣି ହୋଇଛି। ଉପଯୁକ୍ତ ପ୍ରମାଣ ଆଧାରରେ ଜଜ ପ୍ରଣତି ପଟ୍ଟନାୟକ ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ହେଲେ ନିତ୍ୟାନନ୍ଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri