ଚାଷୀ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଲା ପ୍ରଶାସନ: ବିଭାଗୀୟ ଅଧିକାରୀ ଦେଲେ ପ୍ରତିଶ୍ରୁତି
ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ):ଖରିଫ ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣରେ ରାଜ୍ୟ ସରକାର ଆଣିଥିବା ନୂଆନୀତିକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି। ଅନ୍ୟପଟେ ପଞ୍ଜୀକରଣକୁ ନେଇ ବିଭାଗୀୟ ମନ୍ତ୍ରୀ ଏବଂ ଅଧିକାରୀଙ୍କ ଦୋ ମୁହାଁ ନୀତି ଚାଷୀ ଅସନ୍ତୋଷକୁ ଦ୍ୱିଗୁଣିତ କରିଛି। ଏହି…
ଗାଁଠୁ ସହର ସବୁଠି କମ୍ପି ଉଠୁଛି ଜାତୀୟ ସଙ୍ଗୀତ
ଦାରିଙ୍ଗବାଡି, ୧୫।୮ (ଅରୁଣ ସାହୁ): ୭୯ତମ ସ୍ବାଧୀନତା ଦିବସ ଅବସରରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ୨୫ ପଞ୍ଚାୟତର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ଏହି ଦିବସ ବଡ଼ ଧୂମଧାମରେ ପାଳିତ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ ଭୋର ସମୟରୁ…
ଅର୍ଜୁନ ତେନ୍ଦୁଲକର Net Worth କେତେ? ବାପାଙ୍କ ସମ୍ପତ୍ତି ଛାଡ଼ି କେଉଁଠୁ ସେ କରନ୍ତି କେତେ ରୋଜଗାର
ନୂଆଦିଲ୍ଲୀ,୧୪।୮: ଭାରତର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପଅ ଅର୍ଜୁନ ତେନ୍ଦୁଲକର ମୁମ୍ବାଇରେ ନିର୍ବନ୍ଧ କରିବା ପରଠାରୁ ଚର୍ଚ୍ଚାରେ ଅଛନ୍ତି। ରିପୋର୍ଟ ଅନୁଯାୟୀ, ସେ ମୁମ୍ବାଇର ବ୍ୟବସାୟୀ ରବି ଘାଇଙ୍କ ନାତୁଣୀ ସାନିଆ ଚାନ୍ଦୋକଙ୍କ ସହ ନିର୍ବନ୍ଧ କରିଛନ୍ତି। ରବି ଘାଇ…
Indian Navyରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ: ୧୨୬୬ ପଦବୀ ଲାଗି ନିଯୁକ୍ତି, ITI ପାସ୍ ଯୁବକ…
ନୂଆଦିଲ୍ଲୀ,୧୪।୮: ଆଇଟିଆଇ କରିଥିବା ଯୁବକଙ୍କ ଲାଗି ସରକାରୀ ଚାକିରି କରିବାରେ ବଡ଼ ସୁଯୋଗ। ଭାରତୀୟ ନୌସେନାରେ ସିଭିଲିଆନ ଟ୍ରେଡସ୍ମ୍ୟାନ ସ୍କିଲ୍ଡ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ମୋଟ ୧,୨୬୬ଟି ପଦବୀ ପାଇଁ ଆବେଦନ ଆହ୍ବାନ କରାଯାଇଛି। ଆବେଦନ ପ୍ରକ୍ରିୟା ୧୩…
ମାଧ୍ୟମିକ ଶିକ୍ଷା ପରିଷଦରେ ନୂଆ ଉପସଭାପତି ନିଯୁକ୍ତି
କଟକ,୧୪।୮: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE)ରେ ନୂଆ ନିଯୁକ୍ତି ଘୋଷଣା କରାଯାଇଛି। ଅମୁଲ୍ୟ ପ୍ରଧାନଙ୍କୁ ପରିଷଦର ଉପସଭାପତି ଏବଂ ଚକ୍ରଧର ବେହେରାଙ୍କୁ ନୂଆ ଡେପୁଟି କଣ୍ଟ୍ରୋଲର ଭାବେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ପରିଷଦର ପ୍ରଶାସନିକ କାର୍ଯ୍ୟକୁ ସୁଦୃଢ଼ କରିବା…
ଆଇପିଏଲ ୨୦୨୫: ସିଏସକେ କିପରି ଡେୱାଲ୍ଡ ବ୍ରେଭିସଙ୍କୁ ହାସଲ କଲା, ଖୁଲାସା କଲେ ଅଶ୍ୱିନ
ଚେନ୍ନାଇ,୧୪।୮: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଆଇପିଏଲ ୨୦୨୫ରେ ଦକ୍ଷିଣ ଆଫ୍ରିକାର ତାରକା ବ୍ୟାଟସମ୍ୟାନ ଡେୱାଲ୍ଡ ବ୍ରେଭିସଙ୍କୁ ହାସଲ କରି ଏକ ବଡ଼ ସଫଳତା ପାଇଥିଲା। ରବିଚନ୍ଦ୍ରନ ଅଶ୍ୱିନ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ପ୍ରକାଶ କରିଛନ୍ତି ଯେ, ଅନେକ ଦଳର ଆଗ୍ରହ…
ଭାରତର ଉପରେ ଟାରିଫ ଲାଗୁ ପରେ ଆଲୋଚନା ପାଇଁ ବାଧ୍ୟ ହେଲେ ପୁଟିନ: ଟ୍ରମ୍ପ
ନୂଆଦିଲ୍ଲୀ,୧୪।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫକ୍ସ ନିଉଜ ରେଡିଓକୁ ଦେଇଥିବା ଏକ ସାକ୍ଷାତକାରରେ ଦାବି କରିଛନ୍ତି ଯେ, ଭାରତର ଉପରେ ଲଗାଯାଇଥିବା ଦ୍ୱିତୀୟକ ଶୁଳ୍କ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ତାଙ୍କ ସହ ଆଲୋଚନା ପାଇଁ ରାଜି କରାଇଥାଇପାରେ। ସେ…
ଅଶ୍ଳିଳ କମେଣ୍ଟ ପରେ କେହି ନ ଥିବାର ସୁଯୋଗ ନେଇ ମହିଳାଙ୍କୁ ବଳାତ୍କାର, ବନ୍ଧା ହେଲେ SI
ଫୁଲବାଣୀ, ୧୪।୮(ରାକେଶ କୁମାର ରାଉତ)-ଖାକିରେ ଲାଗିଛି ଦାଗ। ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ କନ୍ଧମାଳ ଜିଲା କୋଟଗଡ ଥାନାରେ କାର୍ଯ୍ୟରତ ଜଣେ ପୋଲିସ ସବ୍ ଇନ୍ସପେକ୍ଟର(ଏସ୍ଆଇ) ଗୁରୁବାର ଗିରଫ ହୋଇଛନ୍ତି। ସେ ହେଲେ ସ୍ମୃତି ସାଗର ସାମଲ। ତାଙ୍କ ଘର କଟକରେ।…
ପୁରୀ ହୋଟେଲ୍ରୁ ଦୁଇ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ
ପୁରୀ,୧୪ା୮: ପୁରୀ ସହରର ଚକ୍ରତୀର୍ଥ ରୋଡ଼ସ୍ଥିତ ଏକ ହୋଟେଲରୁ ପଶ୍ଚିମବଙ୍ଗର ଜଣେ ପୁରୁଷ ଓ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସମୁଦ୍ରକୂଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ସୂତ୍ର…
ଓଡ଼ିଶାରେ ୧୮ ତାରିଖ ପର୍ଯ୍ୟନ୍ତ ବର୍ଷା: ଏହି ଜିଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
ଭୁବନେଶ୍ୱର,୧୪ା୮: ଗୁରୁବାରଠାରୁ ଆସନ୍ତା ୧୮ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଏହାର ମୁଖ୍ୟ କାରଣ। ଏହି ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ…
ଶିକ୍ଷକ ନିଯୁକ୍ତି ଦାବି ତେଜିଲା: ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର
ନୂଆପଡ଼ା,୧୪ା୮(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ୍ ଜଟଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ଗୁରୁବାର ଛାତ୍ରୀଛାତ୍ର ଓ ଅଭିଭାବକ ତାଲା ପକାଇ ଧାରଣାରେ ବସିଥିଲେ ା ସୂଚନା ଅନୁଯାୟୀ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା…
ଭିନ୍ନ ଭିନ୍ନ ସ୍ଥାନରୁ ଶିକ୍ଷକ ଦମ୍ପତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ଓ ଆତ୍ମହତ୍ୟା ସନ୍ଦେହ
କେନ୍ଦୁଝର,୧୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ବାରିଆ ଥାନା ଅଞ୍ଚଳର ଶିକ୍ଷକ ଦମ୍ପତି ବୃନ୍ଦାବନ ମହାନ୍ତ (୫୦) ଓ ମଞ୍ଜୁଳା ମହାନ୍ତଙ୍କ (୪୫) ମୃତଦେହ ଦୁଇଟି ଭିନ୍ନ ସ୍ଥାନରୁ ଉଦ୍ଧାର ହୋଇଛି। ବୃନ୍ଦାବନ, ଯିଏ ବାରିଆ ଥାନା…
Archives


