ଭାରସାମ୍ୟ ହରାଇ ଗଛକୁ ପିଟି ଓଲଟିଲା ମାକ୍ସ ପିକଅପ
ମୋହନା,୧୪।୮ ( ମନ୍ମଥ ମିଶ୍ର ): ଗତ କିଛିଦିନ ହେବ ଲଘୁଚାପ ଜନିତ ବର୍ଷା ଲାଗିରହିଥିବାରୁ ଗାଡ଼ି ଚଳାଇବାର ଅସୁବିଧା ସହ ଧନ ଜୀବନ ଅସ୍ତ ବ୍ୟସ୍ତ ହେଉଥିବା ଦେଖିବାକୁ ମିଳୁଛି। ଆଜି ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି…
ସ୍ବାଧୀନତା ଦିବସ ପାଳନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ତଦାରଖ କଲେ ବିଡିଓ
ଦାରିଙ୍ଗବାଡ଼ି,୧୪ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ହେଲିପ୍ୟାଡ୍ ପଡ଼ିଆଠାରେ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳନ କରାଯିବାକୁ ରହିଥିବା ବେଳେ ସ୍ଥାନୀୟ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ନେତୃତ୍ୱରେ ବିଭିନ୍ନ କାର୍ଯ୍ୟକ୍ରମର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି। ତେବେ ଅଞ୍ଚଳରେ ବାରମ୍ବାର ବର୍ଷା ଲାଗି…
ଅଟକ ଚାଷୀଙ୍କ ଅଭିନବ ପ୍ରତିବାଦ: ଆଗ ପଞ୍ଜୀକରଣ ଶେଷ କର, ପରେ ଆମକୁ ଛାଡ଼
ବରଗଡ଼,୧୪ା୮(ପ୍ରେମାନନ୍ଦ ଖମାରୀ): ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ସରକାରଙ୍କ ନୂତନ ପଞ୍ଜୀକରଣ ନୀତିକୁ ବିରୋଧ ଗୁରୁବାର ବରଗଡ଼ ଜିଲା ସଂଯୁକ୍ତ କୃଷକ ସଂଗଠନ ରାସ୍ତାରୋକୋ ଆନ୍ଦୋଳନକୁ ଓହ୍ଲାଇଥିଲା। ତେବେ ପୋଲିସ ସେଠାକୁ ପହଞ୍ଚି ସମସ୍ତ ଚାଷୀ ଏବଂ ଚାଷୀନେତାଙ୍କୁ…
ପ୍ରେମରେ ବିଫଳ ହୋଇ ଏମିତି ଚରମ ନିଷ୍ପତ୍ତି ନେଲେ ପ୍ରେମିକ, ପରିବାର ଲୋକେ ଶୋଇଥିବାବେଳେ କଲେ ଏହି କାମ…
ରାୟଗଡ଼ା,୧୪ା୮(ଆଶିଷ ରଞ୍ଜନ ପଣ୍ଡା): ପ୍ରେମରେ ପ୍ରତାରଣା ପାଇବା ପରେ ଜଣେ ୨୨ବର୍ଷୀୟ ଯୁବକ ଏକ ଅଭାବନୀୟ ଘଟଣା ଘଟାଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସହରର ଡିଏଫ୍ଓ କଲୋନୀରେ ଦେଖିବାକୁ ମିଳିଛି। ମୃତ ଯୁବକ ଜଣକ ହେଲେ ରାକେଶ ପରିଡ଼ା।…
ଦେଶାତ୍ମକ ଭାବନାରେ ଭାଇଚାରାର ବାର୍ତ୍ତା, ହାତରେ ତ୍ରିରଙ୍ଗା ଧରି…
ଦାରିଙ୍ଗବାଡ଼ି,୧୪ା୮(ଅରୁଣ ସାହୁ): ଆଉ କିଛି ଘଣ୍ଟାର ଅପେକ୍ଷା ଦେଶ ପାଳିବ ୭୯ତମ ସ୍ବାଧୀନତା ଦିବସ। ଏହି ଅବସରରେ ଏହାର ଜୋରଦାର ପ୍ରଭାବ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଡଃ ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବିଦ୍ୟାଳୟର ଛାତ୍ରୀଛାତ୍ର ବିରାଟ…
ଅବସର ଚର୍ଚ୍ଚା ମଧ୍ୟରେ କୋହଲିଙ୍କ ଏହି ଫଟୋ ଭାଇରାଲ: ସାରା ବିଶ୍ୱରେ ହଲଚଲ
ନୂଆଦିଲ୍ଲୀ,୧୪।୮:ଟି-୨୦ ଏବଂ ଟେଷ୍ଟ କ୍ରିକେଟକୁ ଅଲବିଦା କହିସାରିଥିବା ପୂର୍ବତନ ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଦିନିକିଆ ଫର୍ମାଟରେ ଧ୍ୟାନ ଦେଉଛନ୍ତି। ଅଗଷ୍ଟରେ ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ ବାତିଲ ହେବା ପରେ, ତାଙ୍କର ପରବର୍ତ୍ତୀ ବଡ଼…
ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେଉଛି ହରଘର ତ୍ରିରଙ୍ଗା
ବଲାଙ୍ଗୀର,୧୪ା୮(ସୁନୀଲ କୁମାର ମହାନ୍ତି): ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ରାଜ୍ୟର ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇ ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେଉଛି । ଏହି ଅବସରରେ ଭାଜପାର ନେତା କର୍ମୀ ଓ ବିଭିନ୍ନ କ୍ଲବର କର୍ମକର୍ତ୍ତା,…
ଉତ୍ଫୁଲିତ ହୋଇ ଭାରତ ନାଁରେ କଞ୍ଚାମିଛ କହିଦେଲେ ଶେହବାଜ: ଆଣ୍ଠୁମାଡ଼ି ବସିଲା…
ନୂଆଦିଲ୍ଲୀ,୧୪।୮: ଅପରେଶନ ସିନ୍ଦୂରରେ ପରାଜୟ ପରେ ମଧ୍ୟ ପାକିସ୍ତାନରେ ଉନ୍ନତିର କୌଣସି ସଙ୍କେତ ଦେଖାଯାଉନାହିଁ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମଧ୍ୟ ସ୍ବାଧୀନତା ଦିବସ ଅବସରରେ ପାକିସ୍ତାନର ବିଜୟର ମିଛ ଧ୍ୱନି ଗାଇଥିଲେ। ସେ କହିଛନ୍ତି, ଚାରି ଦିନିଆ ସଂଘର୍ଷରେ ପାକିସ୍ତାନ…
ପଞ୍ଜୀକରଣ ନୂଆ ନୀତିକୁ ବିରୋଧ, ଚାଷୀଙ୍କୁ ଉଠାଇ ନେଲା ପୋଲିସ
ବରଗଡ଼,୧୪ା୮(ପ୍ରେମାନନ୍ଦ ଖମାରୀ): ଚଳିତ ଖରିଫ୍ ଋତୁରେ ଧାନ ବିକ୍ରି ପାଇଁ ସରକାରଙ୍କ ନୂତନ ପଞ୍ଜୀକରଣ ନୀତିକୁ ନେଇ ବିରୋଧ ଜୋର୍ ଧରିଛି। ଏହି କ୍ରମରେ ଗୁରୁବାର ବରଗଡ଼ ଜିଲା ସଂଯୁକ୍ତ କୃଷକ ସଂଗଠନ ରାସ୍ତାରୋକୋ ଡାକରା ଦେଇଥିଲା। ଅନେକ ଚାଷୀ ବରଗଡ଼…
ପାହାଡ଼ରେ ପ୍ରଳୟ, ଭାସିଗଲା ଗାଡ଼ି, ଘର ପେଟ୍ରୋଲ ପମ୍ପ, ଦେଖନ୍ତୁ ଛାତିଥରା ଭିଡ଼ିଓ
ଶିମଲା,୧୪।୮: ବନ୍ୟା ଏବଂ ବର୍ଷା ଯୋଗୁ ହିମାଚଳର ପରିସ୍ଥିତି ସଙ୍ଗିନ ହୋଇପଡିଛି। ଗୁରୁବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ହିମାଚଳ ପ୍ରଦେଶର କିଛି ସ୍ଥାନରେ ହଠାତ ବନ୍ୟା ଆସିବା ପରେ ଭାରତୀୟ ସେନା ଜଣେ ଆହତ ବ୍ୟକ୍ତିଙ୍କ…
ଫସିଗଲେ ଶିଳ୍ପା ସେଟ୍ଟୀ: ୬୦ କୋଟି ଟଙ୍କାର ଠକେଇ ମାମଲା ରୁଜୁ
ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। କାରଣ କୌଣସି ଫିଲ୍ମ କିମ୍ବା ବ୍ୟକ୍ତିଗତ ଜୀବନ ନୁହେଁ। ବରଂ ଉଭୟଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଛି। ଯଦିଓ ରାଜ କୁନ୍ଦ୍ରାଙ୍କ…
ଆଲାସ୍କାର କୌଣସି ଘରୋଇ ଷ୍ଟାର ହୋଟେଲ ନୁହେଁ ଏଇଠି ଟ୍ରମ୍ପଙ୍କୁ ଭେଟିବେ ପୁଟିନ, ଜାଣନ୍ତୁ କାହିଁକି
ଓ୍ବାଶିଂଟନ,୧୪।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅଗଷ୍ଟ ୧୫ ରେ ଆଲାସ୍କାରେ ସାକ୍ଷାତ କରିବାକୁ ଯାଉଛନ୍ତି। ସମଗ୍ର ବିଶ୍ୱର ନଜର ଏହି ବୈଠକ ଉପରେ ରହିଛି। ଏହି ବୈଠକ ୟୁକ୍ରେନରେ ଯୁଦ୍ଧବିରାମ ପାଇଁ ପଥ…
Archives


