Home Left

ଭାରତକୁ ଦମ୍‌ଦାର ଅଫର ଦେଲେ ପୁଟିନ୍‌: ଶୁଣିଲେ ନିଆଁ ହୋଇଯିବେ ଟ୍ରମ୍ପ

ନୂଆଦିଲ୍ଲୀ,୨୦।୯: ଭାରତ ଏବଂ ଆମେରିକା ମଧ୍ୟରେ ଟାରିଫ୍‌କୁ ନେଇ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ରୁଷିଆ ଭାରତକୁ ଏକ ବଡ଼ ପ୍ରସ୍ତାବ ଦେଇଛି। ରୁଷିଆ କହିଛି ଯେ ଯଦି ଟାରିଫ୍‌ ଯୋଗୁଁ ଆମେରିକୀୟ ବଜାରର ଦ୍ୱାର ଭାରତୀୟ ସାମଗ୍ରୀ ପାଇଁ ବନ୍ଦ ହୋଇଯାଏ,…

ବ୍ଲକ୍‌ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ

ଧର୍ମଶାଳା,୨୦ା୮: ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପଦରୁ ପ୍ରଭାତ ବଳବନ୍ତରାୟ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରଭାତଙ୍କ ବିରୋଧରେ ଅଗଷ୍ଟ ୧୧ରୁ ୩୮ରୁ ଅଧିକ ସମିତି ସଭ୍ୟ ଓ ସରପଞ୍ଚ ଅନାସ୍ଥା ପ୍ରସ୍ତାବ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧,୦୮,୦୦,୦୦,୦୦୦ ଟଙ୍କାର ବଡ଼ ଠକେଇ! ଲୋକଙ୍କ ଆକାଉଣ୍ଟକୁ ପଳାଉଛି ଟଙ୍କା

ନୂଆଦିଲ୍ଲୀ,୨୦।୯: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମୋଦି ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ମଧ୍ୟରୁ ଗୋଟିଏ, ଏପର୍ଯ୍ୟନ୍ତ ଏହି ଯୋଜନାରେ ସେହି ଲୋକମାନଙ୍କୁ ଘର ଯୋଗାଇ ଦିଆଯାଇଛି ଯେଉଁମାନଙ୍କର ମୁଣ୍ଡ ଉପରେ ଛାତ ନାହିଁ। କିନ୍ତୁ ପ୍ରୟାଗରାଜରେ ଏହି ଯୋଜନା ସହିତ ଜଡିତ ଏପରି…

ଆଗତ ହେଲା ଅନ୍‌ଲାଇନ୍‌ ଗେମିଂ ବିଲ୍‌, ମନ୍ତ୍ରୀ କହିଲେ ବେଟିଂ ସହ…

ନୂଆଦିଲ୍ଲୀ,୨୦ା୮: ଲୋକ ସଭାରେ ଉପସ୍ଥାପିତ ହୋଇଛି ଅନ୍‌ଲାଇନ୍‌ ଗେମିଂ ବିଲ୍‌ ୨୦୨୫। ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବିଲ୍‌ ଉପସ୍ଥାପନ କରିଛନ୍ତି। ବେଟିଂ ସହିତ ଜଡ଼ିତ ଅନ୍‌ଲାଇନ ଟଙ୍କା ଖେଳକୁ ନିଷିଦ୍ଧ କରିବା ଲକ୍ଷ୍ୟରେ ଏହି ବିଲ୍‌ ଆଗତ…

ରାସ୍ତାରେ ଅଟୋ ଚଳାଇ ଚର୍ଚ୍ଚାରେ ଏହି ଯୁବତୀ, କହିଲେ କାର୍‌ ଚଳାଇବା ମୋର ନିଶା, ହେଲେ ବଜେଟ୍‌ ନ ଥିବାରୁ…

ଜଣେ ଯୁବତୀ ନିଜର ଦୃଢ଼ ଇଚ୍ଛାଶକ୍ତି ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ଏହି ଯୁବତୀ ଜଣକ ହେଉଛି ସଫୁରା, ଯିଏ କି ବେଙ୍ଗାଲୁରୁର ବ୍ୟସ୍ତବହୁଳ ରାସ୍ତାରେ ଅଟୋ ଚଳାଇ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ…

ସଂସଦରେ ତାତିଲା ବିଜେଡି! କେନ୍ଦ୍ର ସରକାରଙ୍କ ବିରୋଧରେ କରିଦେଲା…

ଭୁବନେଶ୍ୱର,୨୦।୮ ମେଟ୍ରୋ ରେଳ ପ୍ରକଳ୍ପର ଅନିଶ୍ଚିତତା ନେଇ ସଂସଦରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ଏମପି ସସ୍ମିତ ପାତ୍ର । କେନ୍ଦ୍ର ସରକାରଙ୍କ ନିକଟରୁ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ବିଷୟରେ ସେ ସ୍ପଷ୍ଟୀକରଣ ମାଗିଛନ୍ତି। ସଂସଦ ଅଧିବେଶନରେ ଏମପି ସମ୍ବିତ ପାତ୍ର କେନ୍ଦ୍ରୀୟ…

ଛାଡ଼ପତ୍ର ପରେ ପ୍ରଥମଥର ମୁହଁ ଖୋଲିଲେ ଧନଶ୍ରୀ: ଚହଲଙ୍କୁ ନେଇ କଲେ ବଡ଼ ଖୁଲାସା

ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା କିଛି ମାସ ପୂର୍ବରୁ ଛାଡପତ୍ର ନେଇଥିଲେ। କିନ୍ତୁ ଉଭୟ ପ୍ରାୟତଃ ଖବରରେ ଅଛନ୍ତି। କିଛି ଦିନ ପୂର୍ବରୁ ଚହଲ ପ୍ରଥମ ଥର ପାଇଁ ଛାଡପତ୍ର ବିଷୟରେ କହିଥିଲେ। କୋରିଓଗ୍ରାଫର ଏବଂ ଅଭିନେତ୍ରୀ…

ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକ

ଭୁବନେଶ୍ୱର,୨୦।୮: ବିଶିଷ୍ଟ ସାହିତି୍ୟକ ପଦ୍ମଶ୍ରୀ ବିନୋଦ ପଶାୟତ ପରଲୋକ ଘଟିଛି। ୯୧ ବର୍ଷ ବୟସରେ ଆଖି ବୁଜିଛନ୍ତି ପଦ୍ମଶ୍ରୀ ବିନୋଦ ପଶାୟତ। ସମ୍ବଲପୁର ସଦର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ସେ ଚିକିତ୍ସିତ…

୧୦ ଦଫା ଦାବି ନେଇ ଜିଲା କୃଷକ ମହାସଂଘ ପକ୍ଷରୁ ଗଣଧାରଣା

ବଲାଙ୍ଗୀର, ୨୦।୮:( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୃଷକ ମହାସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ବୁଧବାର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ସାର କଳା ବଜାର ବନ୍ଦ, ଧାନ ପଞ୍ଜିକରଣ ସମୟ ବୃଦ୍ଧି, ବଲାଙ୍ଗୀରରେ କୃଷି…

ବୋଲେରୋ ଧକ୍କାରେ ବାଇକ ଦୁର୍ଘଟଣାଗ୍ରସ୍ତ: ଗୋଡ଼ରେ ଚଢ଼ିଗଲା

ରାୟଗଡ଼ା,୨୦।୮(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ବ୍ଲକ ପେଣ୍ଟା ପଞ୍ଚାୟତ ମହକୁମାସ୍ଥିତ ଶିବ ମନ୍ଦିର ନିକଟରେ ବୋଲେରୋ ଧକ୍କାରେ ମୋଟରସାଇକେଲ ଚାଳକ ଓ ଆରୋହୀ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ବାଇକ ଚାଳକ ସାମାନ୍ୟ ଆହତ ହୋଇଥିଲେ ହେଁ ଆରୋହୀଙ୍କ ଗୋଡ଼ ଉପରେ ବୋଲେରୋ ମାଡ଼ିଯିବାରୁ ତାଙ୍କ…

ନାମାଙ୍କନ ଭରିଲେ ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍‌

ନୂଆଦିଲ୍ଲୀ,୨୦ା୮: ବୁଧବାର ନାମାଙ୍କନ ଭରିଛନ୍ତି ଏନ୍‌ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍‌। ଦଳୀୟ ନେତାଙ୍କ ଉପସ୍ଥିତିରେ ରାଧାକ୍ରିଷ୍ଣନ୍‌ ଆଜି ନାମାଙ୍କନ ଭରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ଭାଜପା ସଭାପତି…

୪ ହାର୍ଡକୋର୍‌ ମାଓବାଦୀଙ୍କ ଆତ୍ମସମର୍ପଣ: ଥିଲା ୨୨ ଲକ୍ଷର…

ମାଲକାନଗିରି,୨୦।୮(ଦୁର୍ଯ୍ୟୋଧନ ପାତ୍ର): ୪ ହାର୍ଡକୋର୍‌ ମାଓବାଦୀ ବୁଧବାର ଆତ୍ମସମର୍ପଣ କରିଛନ୍ତି। ସୀମାନ୍ତ ଛତିଶଗଡ଼ କୋଣ୍ଡାଗାଁ ଜିଲାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ସେମାନେ ଦୀର୍ଘଦିନ ଧରି ଓଡ଼ିଶାଛତିଶଗଡ଼ ସୀମାରେ ସକ୍ରିୟ ଥିଲେ। ସମସ୍ତ ମାଓବାଦୀଙ୍କ ନାଁରେ ୨୨ ଲକ୍ଷର ପୁରସ୍କାର ଥିଲା।

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri