Home Left

ଟ୍ରେନ୍‌ ଲାଇନ୍‌ କଡ଼ରେ ଠିଆ ହୋଇ ରିଲ୍ସ କରୁଥିଲେ ଯୁବକ, ଦ୍ରୁତଗତିରେ ମାଡ଼ି ଆସିଲା ଟ୍ରେନ୍‌, ଆଉ ତା’ ପରେ…

ଯଦି ଆମେ ଆଜିକାଲି ଲୋକଙ୍କୁ ଦେଖିବା, ତେବେ ରିଲ୍‌ ତିଆରି କରିବାର କ୍ରେଜ୍‌ ଲୋକଙ୍କ ଉପରେ ରହିଛି ଏବଂ ଏଥିପାଇଁ ଲୋକମାନେ ଯେକୌଣସି ସୀମା ଅତିକ୍ରମ କରିବାକୁ ପ୍ରସ୍ତୁତ। ଯାହା ଦ୍ୱାରା ଏହି ଲୋକମାନେ କୌଣସି ପ୍ରକାରେ ଭାଇରାଲ ହୋଇଯାଆନ୍ତି।...

ଯାହାପାଇଁ ବ୍ୟାକୁଳ ଥିଲା ପାକିସ୍ତାନ, ତାହା ଘଟିବା ପୂର୍ବରୁ ଭାରତ ପାଇଁ ଆସିଲା ଭଲ ସଙ୍କେତ

ଶ୍ରୀନଗର,୫।୫: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନ ଭୟରେ ବଞ୍ଚୁଛି। ପାକିସ୍ତାନ ଭୟ କରୁଛି ଯେ, ଭାରତ ଯେକୌଣସି ସମୟରେ ଆକ୍ରମଣ କରିପାରେ। ଏହି କାରଣରୁ ଭୟଭୀତ ପାକିସ୍ତାନ ଜାତିସଂଘର ଦ୍ୱାରସ୍ଥ ହୋଇଛି। ଭାରତ ସହିତ ଉତ୍ତେଜନାକୁ ଦୃଷ୍ଟିରେ...

Video:ଚଳନ୍ତା ଅଟୋରେ ବାନ୍ଧି ଗାଈକୁ ଟାଣି ଟାଣି ନେଲେ ମାଲିକ: ଭିଡିଓ ହେଉଛି ଭାଇରାଲ

ଦାରିଙ୍ଗବାଡି,୫/୫ (ଅରୁଣ ସାହୁ): ହିନ୍ଦୁ ଧର୍ମରେ ଗାଈକୁ ପୂଜା କରାଯାଏ। କୁହାଯାଏ, ଗାଈ ଦେହରେ ୩୩ କୋଟି ଦେବୀ ଦେବତା ବାସ କରନ୍ତି। ଗାଈକୁ ଖାଦ୍ୟ ଖୁଆଇଲେ ବହୁ ପୁଣ୍ୟ ମିଳିଥାଏ। କିନ୍ତୁ କିଛି ଲୋକ ଥାନ୍ତି ପଶୁମାନଙ୍କ ସହ...

ଫିଲ୍ମ ଇଣ୍ଡଷ୍ଟ୍ରିକୁ ଲାଗିପାରେ ଶକ୍ତ ଧକ୍କା, ପୁଣିଥରେ ଚମକାଇବା ଭଳି ନିଷ୍ପତ୍ତି ନେଲେ ଟ୍ରମ୍ପ

ଓ୍ବାଶିଂଟନ,୫।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛନ୍ତି। ସେ ଏବେ ଶୁଳ୍କ ସମ୍ପର୍କିତ ଜାରି ଥିବା ପ୍ରସଙ୍ଗରେ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ସାମିଲ କରିଛନ୍ତି। ଆମେରିକା ବାହାରେ ନିର୍ମିତ ଚଳଚ୍ଚିତ୍ର ଉପରେ ଟ୍ରମ୍ପ ୧୦୦ ପ୍ରତିଶତ...

ବଢୁଛି ଲକ୍ଷ୍ମୀ ବସ୍‌ର ଚାହିଦା: ବାଡାବାଙ୍ଗା ପଞ୍ଚାୟତ ଏବେ ମଧ୍ୟ ବଞ୍ଚିତ

ଦାରିଙ୍ଗବାଡି,୫।୫ (ଅରୁଣ ସାହୁ)- ଯାତ୍ରୀଙ୍କ ମଧ୍ୟରେ ବଢୁଛି ଲକ୍ଷ୍ମୀ ବସ୍‌ର ଚାହିଦା। ସରକାରୀ ହେଉ କି ବେସରକାରୀ ବସ ଯାତ୍ରୀମାନେ ବିଶେଷ କରି ମହିଳା ଯାତ୍ରୀମାନେ ଲକ୍ଷ୍ମୀ ବସ୍‌ରେ ଯାତ୍ରା କରିବାକୁ ଗୁରୁତ୍ୱ ଦେଉଛନ୍ତି। ଯାତ୍ରୀଙ୍କ ଚାହିଦା ଯୋଗୁ ସ୍ଥାନୀୟ...

ହେବ ନାହିଁ କି ଯୁଦ୍ଧ! ଭାରତର ମିତ୍ର ଦେଶ ନିକଟରେ ପହଞ୍ଚି ଫୁସୁଲାଇଲାଣି ପାକିସ୍ତାନ, ଉଠାଇଲାଣି ତାସକେଣ୍ଡ କଥା

ଇସଲାମାବାଦ,୫।୫: ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସହିତ ଉତ୍ତେଜନା ହ୍ରାସ କରିବା ପାଇଁ ମସ୍କୋରେ ଥିବା ପାକିସ୍ତାନର ରାଷ୍ଟ୍ରଦୂତ ରୁଷିଆର ସାହାଯ୍ୟ ଲୋଡ଼ିଛନ୍ତି। ସୂଚନାଯୋଗ୍ୟ, ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏକ...

ପହଲଗାମ ଆକ୍ରମଣକୁ ନେଇ ବଡ଼ ପଦକ୍ଷେପ ନେଲା ପାକିସ୍ତାନ: ସମର୍ଥନ ଘୋଷଣା କଲା ଚାଇନା

ଇସଲାମାବାଦ୍‌,୫।୫: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଏବଂ ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାହକ୍‌ ଡାର ଫୋନ୍‌ରେ କଥାବାର୍ତ୍ତା କରିଛନ୍ତି। ଏହା ପରେ,ଚାଇନା ପାକିସ୍ତାନର ନିରପେକ୍ଷ ତଦନ୍ତ...

ବାଲ୍ୟ ବିବାହକୁ ବିରୋଧ: ଆର୍ଥିକ ଅନଗ୍ରସର ପିଲାଙ୍କୁ ଉଚ୍ଚଶିକ୍ଷା ଦେବା ଜରୁରୀ

ଦେବଗଡ଼,୫ା୫(ଶଶାଙ୍କ ଶେଖର ଝାଙ୍କର)- ତିଳେଇବଣି ବ୍ଲକ ଛେପିଲିପାଲି ଗ୍ରାମପଞ୍ଚାୟତ ଅଧୀନ ବୁଢିବିଲ ଆମ୍ବତୋଟାରେ ଗୋପାଳ ଚନ୍ଦ୍ରିକା ସମାଜ, କୁଶପଙ୍ଗା ଗ୍ରୁପ୍‌ର ବାର୍ଷିକ ସାଧାରଣ ଅଧିବେଶନ ରବିବାର ଅନୁଷ୍ଠିତ ହୋଇଯାଇଛି। ଗ୍ରୁପ୍‌ ସଭାପତି ଶୂନ୍ୟଚନ୍ଦ୍ର ବଣିଚୁଳଙ୍କ ସଭାପତିତ୍ୱରେ ଆୟୋଜିତ ଅଧିବେଶନରେ ଉତ୍କଳ...

ବ୍ଲାକ୍‌ମେଲ୍‌ କରି ମା’, ଝିଅଙ୍କୁ ବଳାତ୍କାର: ଧରାପଡିରେ ଘରୋଇ ସହାୟକ

ଭୁବନେଶ୍ୱର,୫ା୫(ସତ୍ୟଜିତ୍‌ ରାଉତ):ରାଜଧାନୀ ବଡ଼ଗଡ଼ ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ଯୁବକ ବ୍ଲାକମେଲ୍‌ କରି ମହିଳା ଓ ତାଙ୍କ ୧୪ବର୍ଷୀୟା ନାବାଳିକା ଝିଅଙ୍କୁ ଏକାଧିକ ଥର ବଳାତ୍କାର କରିଛନ୍ତି। ଏନେଇ ଅଭିଯୋଗକ୍ରମେ ବଡ଼ଗଡ଼ ଥାନା ପୋଲିସ ସମ୍ପୃକ୍ତ...

୧୭ ବର୍ଷ ପରେ ସୈଫ୍‌, ଅକ୍ଷୟ ଏକାଠି

ମୁମ୍ବାଇ: ବଲିଉଡ୍‌ର ୨ ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ଏବଂ ସୈଫ୍‌ ଅଲୀ ଖାନ୍‌ ୧୭ ବର୍ଷର ଲମ୍ବା ଅପେକ୍ଷା ପରେ ପୁଣିଥରେ ବଡ଼ ପରଦାରେ ଏକାଠି ନଜରକୁ ଆସିବେ। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୨୦୧୬ରେ ରିଲିଜ୍‌ ହୋଇଥିବା...

୩୦୦ କେ.ଜି. ଓଜନର ବାଘ: ଏସିଆର ସର୍ବବୃହତ୍‌ ବୋଲି ଅନୁମାନ

ଡେରାଡୁନ, ୫।୫:ଉତ୍ତରାଖଣ୍ଡର ରାମନଗର ଅଞ୍ଚଳରେ ଥିବା ଜିମ୍‌ କର୍ବେଟ ଜାତୀୟ ଉଦ୍ୟାନ ଅନ୍ତର୍ଗତ ଫାଟୋ ଟୁରିଜମ ଜୋନ୍‌ ଏବେ ଚର୍ଚ୍ଚାରେ ରହିଛି। ଏଠାରେ ଥିବା ଏକ ବିଶାଳକାୟ ବାଘ ସମ୍ପ୍ରତି ପର୍ଯ୍ୟଟକ ତଥା ବନ୍ୟପ୍ରାଣୀପ୍ରେମୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବିଶାଳକାୟ...

ଆଜି ତାଣ୍ଡବ ରଚିବ କାଳବୈଶାଖୀ: ୧୬ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୫ା୫(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ଜାରି ରହିଛି। ଦିନରେ ଖରା ଗୁଳୁଗୁଳି ଓ ଅପରାହ୍ନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ପବନ ଜନଜୀବନକୁ ପ୍ରଭାବିତ କରୁଛି। ରବିବାର କାଳବୈଶାଖୀରେ ସାରା ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟିଥିବାବେଳେ ସୋମବାର ୧୬ ଜିଲା ପାଇଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri