ପାକିସ୍ତାନୀ ଫିଲ୍ମ, ୱେବ ସିରିଜ ଉପରେ ପ୍ରତିବନ୍ଧକ ଲଗାଇଲେ ଭାରତ ସରକାର
ନୂଆଦିଲ୍ଲୀ,୮।୫: ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପରେ, ଭାରତ ସରକାର ସମସ୍ତ ଅନଲାଇନ୍ ଷ୍ଟ୍ରିମିଂ ପ୍ଲାଟଫର୍ମ, ଓଟିଟି ସେବା ଏବଂ ଡିଜିଟାଲ୍ ମଧ୍ୟସ୍ଥତାକାରୀମାନଙ୍କୁ ପାକିସ୍ତାନ ଫିଲ୍ମ, ୱେବ ସିରିଜ ଆଦି ଷ୍ଟ୍ରିମିଂ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଓ ପ୍ରସାରଣ...
ପାକିସ୍ତାନକୁ ଘାଇଲା କଲା ଭାରତର ଦେଶୀ ‘ଆତ୍ମଘାତୀ ଡ୍ରୋନ’, ଶତ୍ରୁଙ୍କୁ ନିଶାନା କରିବାରେ ଏକ୍ସପର୍ଟ
ନୂଆଦିଲ୍ଲୀ,୮।୫: ପାକିସ୍ତାନରେ ଆତଙ୍କବାଦୀ ଶିବିର ଧ୍ୱଂସ କରିବା ପାଇଁ ଭାରତର ପସନ୍ଦଯୋଗ୍ୟ ଅସ୍ତ୍ର ସ୍କାଲ୍ପ କ୍ରୁଜ ମିସାଇଲ ଏବଂ ହାମର ବୋମା ସହିତ, ଭାରତୀୟ ସେନା ମଧ୍ୟ ଦେଶୀୟ ନିର୍ମିତ ‘ସ୍କାଇଷ୍ଟ୍ରାଇକର’ ଆତ୍ମଘାତୀ ଡ୍ରୋନକୁ ସଠିକ ଆକ୍ରମଣ ପାଇଁ ମୁତୟନ...
ହାତ ଛାଡିଲା ଚାଇନା! ଭୋ ଭୋ ହୋଇ କାନ୍ଦିଲେ ଶେହବାଜଙ୍କ ଏମପି, କହିଲେ ଭାରତଠୁ ଆମକୁ ବଞ୍ଚାଅ…
ଇସଲାମବାଦ,୮।୫: ଆତଙ୍କବାଦୀ ଆଡ୍ଡା ଉପରେ ଭାରତ ଦ୍ୱାରା କରାଯାଇଥିବା ବିମାନ ଆକ୍ରମଣ ପରେ ପାକିସ୍ତାନରେ ଭୟର ବାତାବରଣ ରହିଛି। ପାକିସ୍ତାନ ଭୟ କରୁଛି ଯେ ଭାରତ ପୁଣି ଥରେ ଆଟାକ୍ କରିପାରେ। ଏହି ସମୟରେ, ପିଏମଏଲଏନ (ପାକିସ୍ତାନ ମୁସଲିମ ଲିଗ-ଏନ)...
ପ୍ରଧାନମନ୍ତ୍ରୀ ଆବାସ ଯୋଜନା-୨: ହିତାଧିକାରୀଙ୍କୁ ମିଳିବ ପ୍ରୋତ୍ସାହନ ରାଶି
କେସିଙ୍ଗା,୮ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏ୍ସିରେ ପ୍ରଧାନମନ୍ତ୍ରୀ ଆବାସ-୨ ର ପ୍ରଚାର ପ୍ରସାର ଓ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚୟନ ପାଇଁ କେସିଙ୍ଗା, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ଗୁରୁବାରଠାରୁ ଆରମ୍ଭ କରିଛି। ଏ ନେଇ ପୌର ପରିଷଦର...
India Pakistan War: ଘନେଇଲା ଯୁଦ୍ଧ ଆଶଙ୍କା, ଜାଣନ୍ତୁ କିଏ କରିବ ଯୁଦ୍ଧ ଘୋଷଣା?
ନୂଆଦିଲ୍ଲୀ,୮।୫: ପାକିସ୍ତାନ ବିରୋଧରେ ଭାରତ ଅପରେଶନ ସିନ୍ଦୂର ଆରମ୍ଭ କରିବା ପରେ, ଦୁଇ ଦେଶ ମଧ୍ୟରେ ପରିସ୍ଥିତି କ୍ରମାଗତ ଭାବରେ ଖରାପ ହେବାରେ ଲାଗିଛି। ଖବର ଆସୁଛି ଯେ ଅପରେଶନ ସିନ୍ଦୂର ପରେ, ପାକିସ୍ତାନ ଭାରତର 15ଟି ସହରରେ ଅବସ୍ଥିତ...
ଓଡ଼ିଶାକୁ ଫେରିଲା ହିଟ୍ଓ୍ବେଭ୍: ମେ ୧୪ ପର୍ଯ୍ୟନ୍ତ ତାତିରୁ ନାହିଁ ତ୍ରାହି
ଭୁବନେଶ୍ୱର ,୮।୫: କିଛି ଦିନର ବିରାମ ପରେ ତାପମାତ୍ରା ବୃଦ୍ଧି ସହିତ ଓଡ଼ିଶାକୁ ଗରମ ଏବଂ ଗୁଳୁଗୁଳି ଫେରିଛି, ଯାହା ସାଧାରଣ ଜୀବନଯାତ୍ରାକୁ ଗମ୍ଭୀର ଭାବେ ପ୍ରଭାବିତ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ, ଏହି ପାଗ ମେ...
ଭାରତର ସୁଦର୍ଶନ ଚକ୍ର ବନାମ ଇସ୍ରାଏଲର ଆଇରନ ଡୋମ: କିଏ ଅଧିକ ଭୟଙ୍କର?
ନୂଆଦିଲ୍ଲୀ,୮।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଜାରି ରହିଛି। ମେ ୭ରେ ଭାରତ ପାକିସ୍ତାନ ବିରୁଦ୍ଧରେ ଅପରେଶନ ସିନ୍ଦୂର ଆରମ୍ଭ କରି ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି। ଏହା ପରେ, ସମସ୍ତେ ଭାରତର ବାୟୁ...
ପିପୁଲ୍ସ କଲେଜରେ ଚାଲିଥିଲା ରେଡ୍କ୍ରସ୍ ଦିବସ ପାଳନ: ଏହି ସମୟରେ ପଶିଗଲା ନାଗ, ଆଉ ତା’ ପରେ…
ଭଞ୍ଜନଗର/ବୁଗୁଡ଼ା,୮ା୫(ବାବୁଲା ପ୍ରଧାନ/କାଳୀ ଚରଣ ଦାସ): ଗ୍ରୀଷ୍ମ ଛୁଟି ଯୋଗୁ କଲେଜ ଏବଂ ସ୍କୁଲଗୁଡ଼ିକ ବର୍ତ୍ତମାନ ବନ୍ଦ ଅଛି। ଅଧ୍ୟାପକ ଏବଂ ଶିକ୍ଷକମାନେ ରୋଷ୍ଟର ଡ୍ୟୁଟିରେ ଯାଇ ଅଫିସ କିମ୍ବା କମନ ରୁମ୍ରେ ବସୁଛନ୍ତି। ଶ୍ରେଣୀଗୁଡ଼ିକ ବନ୍ଦ ଯୋଗୁ କେଉଁଠି କ୍ଲାସ...
“ସିନ୍ଦୂର ଅଭିଯାନ ଚାଲୁ ଅଛି, ପାକିସ୍ତାନ ଉପରେ ବର୍ଷା ହେବ ମିସାଇଲ୍: ରାଜନାଥ ସିଂହ
ନୂଆଦିଲ୍ଲୀ,୮।୫: ଭାରତୀୟ ସେନାର ଅପରେସନ ସିନ୍ଦୂର ଏବେ ମଧ୍ୟ ଜାରି ରହିଛି ଏବଂ ପାକିସ୍ତାନ ଉପରେ ମିସାଇଲ ଆକ୍ରମଣର ତୀବ୍ରତା ଆହୁରି ବୃଦ୍ଧି ପାଇବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଘୋଷଣା କରିଛନ୍ତି। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର...
ଘରେ ପଶି ମାରିଲା ଭାରତ, ପାକିସ୍ତାନର ମିଲିଟାରୀ ବେସ୍ରେ ବଡ଼ ଷ୍ଟ୍ରାଇକ୍
ନୂଆଦିଲ୍ଲୀ,୮।୫: ଆଜି ସକାଳୁ ସକାଳୁ ପାକିସ୍ତାନର ଲାହୋରରେ ଏକ ବଡ଼ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାକିସ୍ତାନ ସେନାର ବାୟୁ ପ୍ରତିରକ୍ଷା ୟୁନିଟ ଉପରେ ହୋଇଥିଲା। ଏହି ଆକ୍ରମଣରେ ପାକିସ୍ତାନ ସେନାର ଚାରି ଜଣ ସୈନିକଙ୍କ ମୃତ୍ୟୁ ଘଟିଛି।...
‘ଧରିତ୍ରୀ’ରେ ଖବର ପ୍ରକାଶ ପରେ ବାଡ଼ାବାଙ୍ଗାକୁ ଗଡ଼ିଲା ଲକ୍ଷ୍ମୀବସ୍, ଅଞ୍ଚଳବାସୀଙ୍କ ଖୁସି କହିଲେ ନ ସରେ…
ଦାରିଙ୍ଗବାଡ଼ି,୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଛି ୨୫ଟି ପଞ୍ଚାୟତ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଯେବେଠାରୁ ଲକ୍ଷ୍ମୀବସ୍ ଚଳାଚଳ ଆରମ୍ଭ କରିଛି ସେହି ଦିନଠାରୁ ଉକ୍ତ ବ୍ଲକର ବାଡ଼ାବାଙ୍ଗା ପଞ୍ଚାୟତକୁ ଏହି ବସ୍ ସେବାରୁ ବଞ୍ଚିତ...
୪ ବର୍ଷ ଶିଶୁକନ୍ୟାର ଅଶ୍ଳୀଳ ଫଟୋ କରୁଥିଲେ ଭାଇରାଲ: ଧରିଲା ଦିଲ୍ଲୀ ସିବିଆଇ, ଜଣେ ଅଟକ
ବାଣପୁର,୮ା୫(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ଅନ୍ତର୍ଗତ କୁଲେଇ ପଞ୍ଚାୟତ ହରିଚନ୍ଦନପୁର ଗ୍ରାମର ରାଜୁ ଜେନାଙ୍କ ପୁତ୍ର ଦୋଳଗୋବିନ୍ଦ ଜେନା ୪୫ ବର୍ଷୀୟ ବ୍ୟକ୍ତି ୪ବର୍ଷ ଝିଅର ଫଟୋ ଭାଇରାଲ କରି ଦିଲ୍ଲୀ ସିବିଆଇ ଦ୍ୱାରା ଅଟକ...
Archives


