ପ୍ରେମିକାଙ୍କ ତଣ୍ଟି କାଟି ବିଷ ପିଇଦେଲେ ଯୁବକ, ଆଉ ତା’ ପରେ…
ବଲାଙ୍ଗୀର,୨୨ା୮(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟା ବରାହ ଗାଁର ଜଣେ ନାବାଳିକା ଝିଅର ତଣ୍ଟି କାଟି ଜଣେ ଯୁବକ ଫେରାର ହୋଇଯାଇ ଥିବା ପ୍ରକାଶ ପାଇଥିଲା। ନାବାଳିକାଙ୍କୁ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ପରିବାର ଲୋକେ ବଲାଙ୍ଗୀର ଭୀମଭୋଇ…
ଥଲାପତି ବିଜୟଙ୍କ ବଡ଼ ଘୋଷଣା: ଏକୁଟିଆ ଲଢିବେ…
ଚେନ୍ନାଇ, ୨୨ା୮:୨୦୨୬ରେ ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ସାଉଥ ଷ୍ଟାର୍ ବିଜୟଙ୍କ ତାମିଲଗା ଭେଟ୍ଟ୍ରି କାଜଗାମ୍ (ଟିଭିକେ) କୌଣସି ଦଳ ସହ ମେଣ୍ଟ ନ କରି ଏକାକୀ ଲଢ଼ିବ। ଚେନ୍ନାଇରେ ଏକ ରାଲିକୁ ସମ୍ବୋଧନ କରିବା ସମୟରେ…
୨୬ ପର୍ଯ୍ୟନ୍ତ ପ୍ରବଳ ବର୍ଷା
ଭୁବନେଶ୍ୱର,୨୨ା୮: ମୌସୁମୀ ରାଜ୍ୟରେ ସକ୍ରିୟ ରହିଛି। ଏଥିସହ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ଷା ଜାରି ରହିଛି। ଏଭଳି ସ୍ଥତିରେ ଆସନ୍ତା ୨୬ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ପାଇଁ ୨୦ ଜିଲାକୁ ପାଣିପାଗ…
ଓଡ଼ଗାଁରୁ ବ୍ରାଉନସୁଗାର ଆଣି ଭଞ୍ଜନଗର ଆସୁଥିଲେ ବେପାରୀ, ବିକିବା ପୂର୍ବରୁ ୩ ଜଣଙ୍କୁ ଧରି…
ଭଞ୍ଜନଗର,୨୨ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜାମ ଏସ୍ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ପୋଲିସ ପ୍ରାୟ ୩୨ ଗ୍ରାମ ବ୍ରାଉନସୁଗାର ସହ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ…
ଦୁର୍ନୀତି ଅଭିଯୋଗରେ ଗିରଫ ହେଲେ ପୂର୍ବତନ ରାଷ୍ଟ୍ରପତି
କଲମ୍ବୋ,୨୨।୮: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରନିଲ ବିକ୍ରମସିଂଘେ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଛନ୍ତି। ସେପ୍ଟେମ୍ବର ୨୦୨୩ରେ ଏକ ବ୍ରିଟିଶ ବିଶ୍ୱବିଦ୍ୟାଳୟରେ ତାଙ୍କ ସ୍ତ୍ରୀଙ୍କ ସମ୍ମାନାର୍ଥେ ଆୟୋଜିତ ଏକ ଉତ୍ସବରେ ଯୋଗଦେବା ପାଇଁ ବିକ୍ରମସିଂଘେଙ୍କ ଲଣ୍ଡନ ଯାତ୍ରା ବିଷୟରେ ପଚରାଯିବା ପରେ ତାଙ୍କୁ…
ଭାରତ ସହ ପଙ୍ଗା ନେବା ପଡିଲା ମହଙ୍ଗା, ବଡ଼ ସମସ୍ୟାରେ ଫସିଲେ ଟ୍ରମ୍ପ
ଓ୍ବାଶିଂଟନ୍,୨୨।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ପ୍ରତି କଠୋର ମନୋଭାବ ପୋଷଣ କରିଛନ୍ତି। ସେ ପୂର୍ବରୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍ ଲାଗୁ କରିଥିଲେ, କିନ୍ତୁ ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଏଥିପାଇଁ ଟ୍ରମ୍ପ ତାଙ୍କ ଦେଶରେ…
ପ୍ରେମବିବାହକୁ ପୂରିଲାନି ୫ ମାସ, ଚାଲିଗଲା ନବବଧୂଙ୍କ ଜୀବନ: ହତ୍ୟା ଅଭିଯୋଗ ଆଣି ବାପା କହିଲେ ମୋ’ ଝିଅକୁ…
ଭୋଗରାଇ,୨୨ା୮(ପ୍ରଦୀପ ଦାସ): ବିବାହର ୫ ମାସ ନ ପୂରୁଣୁ ଜଣେ ନବବଧୂଙ୍କୁ ଶାଶୁଘର ଲୋକେ ହତ୍ୟା କରି ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ କରିଥିବାର ମୃତା ମହିଳାଙ୍କ ବାପା ବାଲେଶ୍ୱର ଜିଲା ଭୋଗରାଇ ଥାନାରେ ଗୁରୁବାର ରାତିରେ ଅଭିଯୋଗ କରିଛନ୍ତି। ଅଭିଯୋଗ…
ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବଡ଼ ନିଷ୍ପତ୍ତି: ଆଉ ହେବ ନାହିଁ ନୂଆ ଆଧାର କାର୍ଡ
ଗୁଆହାଟୀ,୨୨ା୮: ଆସାମ ସରକାର ୧୮ ବର୍ଷରୁ ଊର୍ଦ୍ଧ୍ୱ ଯୁବପିଢ଼ିଙ୍କୁ ଆଉ ବର୍ଷେ ପାଇଁ ନୂଆ ଆଧାର କାର୍ଡ ଜାରି କରିବେ ନାହିଁ। ରାଜ୍ୟ କ୍ୟାବିନେଟ୍ରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି। କେବଳ ଅନୁସୂଚିତ ଜାତି, ଜନଜାତି ଓ…
ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା; ଶ୍ରେଣୀ କକ୍ଷରେ ରାତି କାଟିଲେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ
କେନ୍ଦୁଝର,୨୨।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଜଣେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ, ଜ୍ୟୋତ୍ସ୍ନା ଦେହୁରୀ, ସ୍କୁଲ ଛୁଟି ପରେ ଭୁଲବଶତଃ ଶ୍ରେଣୀ କକ୍ଷରେ ଅଟକ ରହିଥିଲେ।…
ଭାଜପାରେ ଯୋଗଦେବେ କି କଂଗେସ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର: RSS ଗୀତ ଗାଇବା ପରେ ଦେଲେ ସଫେଇ
ବେଙ୍ଗାଲୁରୁ,୨୨।୮: କର୍ନାଟକ କଂଗ୍ରେସ ନେତା ତଥା ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ସମ୍ପ୍ରତି ବିଧାନସଭାରେ ଏପରି କିଛି କରିଛନ୍ତି,ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଡିକେ ଶିବକୁମାର ବିଧାନସଭାରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ଗୀତ ଗାଇଥିଲେ। ସେ ଆରଏସଏସ ଗୀତ ଗାଇବା ପରେ,…
୨୬ରେ ରାଜ୍ୟସଭାପତି ମନମୋହନ ସାମଲଙ୍କ କଳାହାଣ୍ଡି ଗସ୍ତ: ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ଦେବେ ଗୁରୁମନ୍ତ୍ର
ଭବାନୀପାଟଣା,୨୨।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ଆସନ୍ତା ୨୬ ତାରିଖ ମଙ୍ଗଳବାର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଗସ୍ତ ରହିଛି। ଏହାକୁ ନେଇ ଶୁକ୍ରବାର ଭବାନୀପାଟଣା ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଭାଜପା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରାଯାଇଛି।…
ଏସିଆ କପ ଦଳ ଚୟନ ପରେ ବଡ଼ ପରିବର୍ତ୍ତନ, ଅଗରକରଙ୍କ ହାତ ଛାଡିବେ ଦୁଇ ଚୟନକର୍ତ୍ତା
ନୂଆଦିଲ୍ଲୀ,୨୨।୮: ଏସିଆ କପ ୨୦୨୫ ପାଇଁ ଦଳ ଚୟନର ଗୋଟିଏ ସପ୍ତାହ ମଧ୍ୟରେ, ଅଜିତ ଅଗରକରଙ୍କ ଦୁଇ ଜଣ ସହଯୋଗୀ ଚୟନକର୍ତ୍ତା ତାଙ୍କ ହାତ ଛାଡିଦେବେ। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଏହାର ବରିଷ୍ଠ ଭାରତୀୟ ପୁରୁଷ କ୍ରିକେଟ ଦଳ…
Archives


