Home Left

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବଡ଼ ନିଷ୍ପତ୍ତି: ଆଉ ହେବ ନାହିଁ ନୂଆ ଆଧାର କାର୍ଡ

ଗୁଆହାଟୀ,୨୨ା୮: ଆସାମ ସରକାର ୧୮ ବର୍ଷରୁ ଊର୍ଦ୍ଧ୍ୱ ଯୁବପିଢ଼ିଙ୍କୁ ଆଉ ବର୍ଷେ ପାଇଁ ନୂଆ ଆଧାର କାର୍ଡ ଜାରି କରିବେ ନାହିଁ। ରାଜ୍ୟ କ୍ୟାବିନେଟ୍‌ରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି। କେବଳ ଅନୁସୂଚିତ ଜାତି, ଜନଜାତି ଓ…

ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା; ଶ୍ରେଣୀ କକ୍ଷରେ ରାତି କାଟିଲେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ

କେନ୍ଦୁଝର,୨୨।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଜଣେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ, ଜ୍ୟୋତ୍ସ୍ନା ଦେହୁରୀ, ସ୍କୁଲ ଛୁଟି ପରେ ଭୁଲବଶତଃ ଶ୍ରେଣୀ କକ୍ଷରେ ଅଟକ ରହିଥିଲେ।…

ଭାଜପାରେ ଯୋଗଦେବେ କି କଂଗେସ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର: RSS ଗୀତ ଗାଇବା ପରେ ଦେଲେ ସଫେଇ

ବେଙ୍ଗାଲୁରୁ,୨୨।୮: କର୍ନାଟକ କଂଗ୍ରେସ ନେତା ତଥା ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ସମ୍ପ୍ରତି ବିଧାନସଭାରେ ଏପରି କିଛି କରିଛନ୍ତି,ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଡିକେ ଶିବକୁମାର ବିଧାନସଭାରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ଗୀତ ଗାଇଥିଲେ। ସେ ଆରଏସଏସ ଗୀତ ଗାଇବା ପରେ,…

୨୬ରେ ରାଜ୍ୟସଭାପତି ମନମୋହନ ସାମଲଙ୍କ କଳାହାଣ୍ଡି ଗସ୍ତ: ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ଦେବେ ଗୁରୁମନ୍ତ୍ର

ଭବାନୀପାଟଣା,୨୨।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ଆସନ୍ତା ୨୬ ତାରିଖ ମଙ୍ଗଳବାର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଗସ୍ତ ରହିଛି। ଏହାକୁ ନେଇ ଶୁକ୍ରବାର ଭବାନୀପାଟଣା ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଭାଜପା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରାଯାଇଛି।…

ଏସିଆ କପ ଦଳ ଚୟନ ପରେ ବଡ଼ ପରିବର୍ତ୍ତନ, ଅଗରକରଙ୍କ ହାତ ଛାଡିବେ ଦୁଇ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୨।୮: ଏସିଆ କପ ୨୦୨୫ ପାଇଁ ଦଳ ଚୟନର ଗୋଟିଏ ସପ୍ତାହ ମଧ୍ୟରେ, ଅଜିତ ଅଗରକରଙ୍କ ଦୁଇ ଜଣ ସହଯୋଗୀ ଚୟନକର୍ତ୍ତା ତାଙ୍କ ହାତ ଛାଡିଦେବେ। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଏହାର ବରିଷ୍ଠ ଭାରତୀୟ ପୁରୁଷ କ୍ରିକେଟ ଦଳ…

ସଂସଦର ସୁରକ୍ଷାରେ ବଡ଼ ତ୍ରୁଟି : କାନ୍ଥ ଡେଇଁ ଭିତରକୁ ପଶିଗଲେ ବ୍ୟକ୍ତି

ନୂଆଦିଲ୍ଲୀ,୨୨।୮: ଶୁକ୍ରବାର ଜଣେ ବ୍ୟକ୍ତି ସଂସଦ ଭବନର ସୁରକ୍ଷା ବ୍ୟବସ୍ଥା ଭାଙ୍ଗି ପାଚେରୀ ଉପରକୁ ଚଢ଼ିଥିଲେ। କିନ୍ତୁ, ପରେ ସୁରକ୍ଷା କର୍ମୀମାନେ ତାଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ସୂତ୍ର ଅନୁଯାୟୀ, ଏହି ଘଟଣା ସକାଳ ପ୍ରାୟ ୬.୩୦ ସମୟରେ ଘଟିଥିଲା…

ସାମ୍ନାକୁ ଆସିଲା ବଡ଼ କାରଣ, ଯୁବକ କାହିଁକି କାଟିଲେ ନାବାଳିକାଙ୍କ ତଣ୍ଟି

ବଲାଙ୍ଗୀର,୨୨ା୮(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବର୍ହା ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ମାୟାବର୍ହା ଗାଁର ଜଣେ ନାବାଳିକା ଝିଅର ତଣ୍ଟି କାଟି ଜଣେ ଯୁବକ ଫେରାର ହୋଇଯାଇଛନ୍ତି। ନାବାଳିକାଙ୍କୁ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ପରିବାର…

ବିହାରରୁ ପାକିସ୍ତାନକୁ ଏଭଳି ମେସେଜ୍‌ ପଠାଇଲେ ପିଏମ ମୋଦି, ଶୁଣିଲେ ଥରିବେ ଅସୀମ ମୁନିର-ଶେହବାଜ

ନୂଆଦିଲ୍ଲୀ,୨୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ନିର୍ବାଚନ ପୂର୍ବରୁ ଲୋକମାନଙ୍କୁ ସମ୍ବୋଧିତ କରିବା ସମୟରେ ଗୟାକୁ ସେହି ଭୂମି ଭାବରେ ବର୍ଣ୍ଣନା କରିଥିଲେ ଯେଉଁଠାରେ ଭଗବାନ ବୁଦ୍ଧ ଜ୍ଞାନ ପାଇଥିଲେ। ସେ ଏଠାରେ ଅନେକ ପ୍ରକଳ୍ପର ଉଦଘାଟନ ମଧ୍ୟ କରିଛନ୍ତି। ଲୋକମାନଙ୍କୁ…

କୁମ୍ଭୀର ସଂରକ୍ଷଣ , ମତ୍ସ୍ୟଜୀବୀଙ୍କ ସୁରକ୍ଷାକୁ ନେଇ ବୈଠକ: ଯୋଗ ଦେଲେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୨।୮: (ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଶ୍ରୀ ଗୁପ୍ତେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ଘୋଡାହାଡ ଡ଼୍ୟାମ ଉପରେ ନିର୍ଭରଶୀଳ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ଏବଂ ଡ୍ୟାମରେ ରହୁଥିବା କୁମ୍ଭୀରଙ୍କ ସୁରକ୍ଷାକୁ ନେଇ ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି…

ହସ୍ପିଟାଲ୍‌ରେ କୋକିଲାବେନ୍‌: ଅମ୍ବାନୀ ପରିବାର ବଢୁଛି ଚିନ୍ତା

ମୁମ୍ବାଇ,୨୨।୮: ଶିଳ୍ପପତି ମୁକେଶ ଏବଂ ଅନିଲ ଅମ୍ବାନୀଙ୍କ ମା’ କୋକିଳାବେନ ଅମ୍ବାନୀଙ୍କୁ ଶୁକ୍ରବାର ସକାଳେ ଏୟାରଲିଫ୍ଟ କରାଯାଇ ମୁମ୍ବାଇର HN ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ। ତଥାପି, ତାଙ୍କର ବର୍ଦ୍ଧିତ…

୫ଲକ୍ଷରୁ ଅଧିକ ଲୋକଙ୍କୁ ଆଉ ମିଳିବନି ମାଗଣା ରାଶନ, ଏହି କାରଣରୁ ତାଲିକାରୁ କଟିଲା ନାଁ

ସୀତାପୁର, ୨୨।୮: ମାଗଣା ରାଶନର ଲାଭ ପାଉଥିବା ଲୋକଙ୍କ ପାଇଁ ବଡ଼ ଖବର। ଏମାନଙ୍କର ରାସନ କାର୍ଡ଼ ତାଲିକାରୁ କଟିଯିବ ନାଁ। ପ୍ରାୟ ୫ ଲକ୍ଷ ୩୭ ହଜାର ୮୪୪ ଜଣ ରାସନ କାର୍ଡଧାରୀ ନାଁ ଲିଷ୍ଟରୁ କଟିଯିବ। ଏହା ସହିତ,…

ପାଟଣାରେ ହେବ ବୃହତ ଇସ୍ପାତ କାରଖାନା, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ…

ପାଟଣା,୨୨ା୮(ବୀରକିଶୋର ଦାଶ): ଦକ୍ଷିଣକୋରିଆର ଜଣାଶୁଣା କମ୍ପାନୀ ପୋସ୍କୋ ଏବଂ ଭାରତର ଜେଏସ୍‌ଡବ୍ଲ୍ୟୁର ମିଳିତ ସହଯୋଗରେ କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ରାଜ୍ୟର ଦ୍ବିତୀୟ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି। କେନ୍ଦୁଝର ଜିଲାବାସୀ୍‌ଙ୍କ ଦୀର୍ଘଦିନର ଦାବି ମୁଖ୍ୟମନ୍ତ୍ରୀ ମୋହନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri