ଖୋଲିଲା ହୀରାକୁଦ ଜଳଭଣ୍ଡାର: ୪ଟି ଗେଟ୍ରେ ହେଉଛି ବନ୍ୟାଜଳ ନିଷ୍କାସନ
ସମ୍ବଲପୁର,୨୨।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର କ୍ୟାଚମେଣ୍ଟ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଜଳଭଣ୍ଡାରକୁ ଅତିରିକ୍ତ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ପାଇଛି। ଫଳରେ ଜଳଭଣ୍ଡାରର ଜଳପତ୍ତନ ମଧ୍ୟ କ୍ରମଶଃ ବୃଦ୍ଧି ପାଇଛି। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା…
ଟ୍ରମ୍ପଙ୍କୁ ବଡ଼ ଝଟକା ଦେଲା ଭାରତ, ଏହି ଦେଶ ସହ କଲା ବଡ଼ ଡିଲ୍!
ନୂଆଦିଲ୍ଲୀ,୨୩।୮: ଭାରତ ଏବେ ଲଢ଼ୁଆ ଜେଟ ଇଞ୍ଜିନ ତିଆରି ଦିଗରେ ଆତ୍ମନିର୍ଭରଶୀଳ ହେବାକୁ ଯାଉଛି। ଫ୍ରାନ୍ସ ସହିତ ମିଳିତ ଭାବରେ, ଭାରତ ଏହାର ସ୍ବଦେଶୀ ପଞ୍ଚମ ପିଢ଼ିର ଷ୍ଟେଲ୍ଥ ଲଢ଼ୁଆ ଜେଟ ପାଇଁ ଏକ ନୂତନ ଶକ୍ତିଶାଳୀ ଜେଟ ଇଞ୍ଜିନ ବିକଶିତ…
କେଉଁ କୁକୁର ହିଂସ୍ର, କେଉଁଟା ନୁହେଁ, ଜାଣନ୍ତୁ ସେମାନଙ୍କୁ କିପରି କରିବେ ଚିହ୍ନଟ
ନୂଆଦିଲ୍ଲୀ,୨୩ା୮: ସୁପ୍ରିମକୋର୍ଟ ବୁଲା କୁକୁର, ବିଶେଷକରି ପାଗଳ କିମ୍ବା ହିଂସ୍ର କୁକୁରଙ୍କ ମୁକାବିଲା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହି କୁକୁରମାନଙ୍କୁ ବନ୍ଧ୍ୟାକରଣ, କୃମିନାଶକ ଏବଂ ଟିକାକରଣ ପରେ ସେହି ଅଞ୍ଚଳରେ ଫେରାଇ ଦେବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ…
ଚାଇନା-ପାକିସ୍ତାନର ବଢିଲା ଟେନସନ, ଭାରତ ସୀମାରୁ ଆସିଲା ବଡ଼ ଖବର…
ନୂଆଦିଲ୍ଲୀ,୨୩।୮: ଆଫଗାନିସ୍ତାନରୁ ବଢ଼ୁଥିବା ସୁରକ୍ଷା ଚିନ୍ତା, ଆଭ୍ୟନ୍ତରୀଣ ଅସ୍ଥିରତା ଏବଂ ଆର୍ଥିକ ସ୍ବାର୍ଥକୁ ଚାଇନା ଏବଂ ପାକିସ୍ତାନ ଭୟ କରୁଛନ୍ତି। ପାକିସ୍ତାନ-ଚାଇନା ଉପରେ ଆକ୍ରମଣ କରୁଥିବା 3ଟି ପ୍ରମୁଖ ଉଗ୍ରବାଦୀ ସଂଗଠନ ଆଫଗାନିସ୍ତାନ ମାଟିରୁ କାର୍ଯ୍ୟ କରୁଥିବା ଅଭିଯୋଗ ଆସିଛି। ଏହି…
ବନ୍ଧାହେଲେ କୋଟିପତି ବାବୁ: ୧ କୋଟି ୨୪ ଲକ୍ଷ ଟଙ୍କା ହେରଫେର ଅଭିଯୋଗ
କଟକ,୨୩।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ କଟକ ସିଟି ହସ୍ପିଟାଲର ବରିଷ୍ଠ ସହାୟକ କିଶୋର କୁମାର ସାହାଣୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ୧ କୋଟି ୨୪ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାପଡିଛି। ଭିଜିଲାନ୍ସର…
ଭୟଙ୍କର ସଡ଼କ ଦୁର୍ଘଟଣା: ଅଟୋକୁ ଧକ୍କା ଦେଲା ଟ୍ରକ, ୮ ମୃତ
ପାଟନା,୨୩।୮: ଶନିବାର ସକାଳେ ପାଟନା ଜିଲାର ଦାନିଆୱାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୬ ଜଣ ଆହତ ହୋଇଛନ୍ତି। ସମସ୍ତ ଲୋକ ଏକ ଅଟୋରେ ଗଙ୍ଗାରେ ସ୍ନାନ କରିବାକୁ ନାଳନ୍ଦାରୁ ଫତୁହା ଯାଉଥିବା ସମୟରେ…
ଏସିଆ କପ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍କା: ଦଳରୁ ବିଦା ହେଲେ…
ନୂଆଦିଲ୍ଲୀ,୨୩।୮: ଏସିଆ କପ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍କା ଲାଗିଛି। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ୧୫ ବର୍ଷ ଧରି ଦଳ ସହିତ ଜଡିତ ଥିବା ଜଣେ ସପୋର୍ଟ ଷ୍ଟାଫ୍ଙ୍କୁ ବହିଷ୍କାର କରିଛି। ବୋର୍ଡ ତାଙ୍କ ଚୁକ୍ତିକୁ ବୃଦ୍ଧି…
କଫି ଉଦ୍ୟାନ ବୁଲି ଦେଖିଲେ ସ୍ବତନ୍ତ୍ର ସଚିବ: ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ
ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି)-କଳାହାଣ୍ଡି ଜିଲାକୁ ୨ ଦିନିଆ ଗସ୍ତରେ ଆସିଥିଲେ ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗର ସ୍ବତନ୍ତ୍ର ସଚିବ ତେମଜେନ ଓୱାପାଙ୍ଗ ଏଓ। ପ୍ରଥମ ଦିନ ଗୁରୁବାର ସେ ଜିଲାର ଥୁଆମୂଳ ରାମପୁର ବ୍ଲକ୍ର ସାଇସୁରନିସ୍ଥିତ ଉପ ସ୍ବାସ୍ଥ୍ୟ…
ଜଙ୍ଗଲ ଛାଡ଼ି ଏବେ ସହରରେ ପଶିଲେ ଦନ୍ତା ହାତୀ: ଭୟଭୀତ ଲୋକେ
ଜି.ଉଦୟଗିରି, ୨୩।୮(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳର ଜଙ୍ଗଲ ନିକଟ ବର୍ତ୍ତି ଗାଁ ଗୁଡ଼ିକରେ ଉପଦ୍ରବ କରି ୩ ମଣିଷ,୧୦ରୁ ଉର୍ଦ୍ଧ୍ୱ ଗାଈ ମାରିଥିବାବେଳେ ୨୨ ତାରିଖ ପ୍ରାୟ ରାତି ୨ଟା ହେବ ସ୍ଥାନୀୟ ଧବଳେଶ୍ୱର ମନ୍ଦିରର ନିକଟରେ…
ଟ୍ରମ୍ପଙ୍କ ବଡ଼ ଘୋଷଣା: ଆସନ୍ତା ୫୦ ଦିନ ମଧ୍ୟରେ…ବିଶ୍ବରେ ଚହଳ
ଓ୍ବାଶିଂଟନ,୨୩।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫର୍ଣ୍ଣିଚର ଆମଦାନୀ ଉପରେ ଟାରିଫ୍ ଲଗାଇବା ପାଇଁ ଏକ ନୂତନ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ୫୦ ଦିନ ମଧ୍ୟରେ ତଦନ୍ତ ସମାପ୍ତ ହେବ ଏବଂ ଏହା ପରେ ଅନ୍ୟ…
୧୦ ଶ୍ରେଣୀ ଛାତ୍ରୀଙ୍କୁ ଆଇ ଲଭ୍ ୟୁ କହୁଥିଲେ ଟ୍ୟୁସନ୍ ଶିକ୍ଷକ: ଶେଷରେ ଘଟିଲା…
ମାର୍ଶାଘାଇ, ୨୩ା୮(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):ପାଠପଢ଼ା ଆଳରେ ନାବାଳିକା ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ବିଫଳ ହେବାରୁ ତାଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଧମକ ଦେବା ଜଣେ ଟିଉଶନ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି। ଥାନାରେ ନାବାଳିକା ଛାତ୍ରୀଙ୍କ ମା’ଙ୍କ ଅଭିଯୋଗ ଆଧାରରେ ପୋଲିସ…
ଆଜି ପୁଣି ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍
ଭୁବନେଶ୍ୱର,୨୩।୮: ଆଜି ପୁଣି ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍। ଜଳଭଣ୍ଡାରରେ ଜଳସ୍ତର ବଢୁଥିବାରୁ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ହୀରାକୁଦ ଜଳଭଣ୍ଡାର ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି। ଏହା ସହ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ସତର୍କ ସୂଚନା ଜାରି କରିଛନ୍ତି।…
Archives


