ବୋମା ବିସ୍ଫୋରଣ, ଗୁଳିମାଡ଼ ଏବଂ ବିମାନ ଅପହରଣ…ଏହି ୬ ଆକ୍ରମଣକୁ ଏବେ ଯୁଦ୍ଧ ମାନିବ ଭାରତ
ନୂଆଦିଲ୍ଲୀ,୧୦।୫: ପାକିସ୍ତାନ ସହିତ ଉତ୍ତେଜନାରେ ବିରାମ ଲାଗିଥିଲେ ହେଁ ଭାରତ ଆତଙ୍କବାଦ ବିରୋଧରେ ତାର ନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଏବେ ଆତଙ୍କବାଦ କାର୍ଯ୍ୟକଳାପକୁ ଯୁଦ୍ଧ ଭାବରେ ଦେଖାଯିବ ବୋଲି ଭାରତ ସରକାର ସ୍ପଷ୍ଟ କରିଛନ୍ତି। ଆତଙ୍କବାଦୀ ଆକ୍ରମଣର...
ପାଣିପାଗ ବିଭାଗର ବଡ଼ ଆକଳନ, କେରଳରେ ଶୀଘ୍ର ଛୁଇଁବ ମୌସୁମୀ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୦।୫: ପାଣିପାଗ ବିଭାଗ ପକ୍ଷରୁ ଏକ ବଡ଼ ପୂର୍ବନୁମାନ ସାମ୍ନାକୁ ଆସିଛି। ଚଳିତ ବର୍ଷ ଶୀଘ୍ର ମୌସୁମୀ ଛୁଇଁ ପାରେ ବୋଲି ପୂର୍ବନୁମାନ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ୨୭ ମେ’ ରେ...
ଆତଙ୍କବାଦ ବିରୋଧୀ ଲଢ଼େଇ ଜାରି ରହିବ: ଜୟଶଙ୍କର
ନୂଆଦିଲ୍ଲୀ,୧୦।୫: ଭାରତ-ପାକିସ୍ତାନ ଅସ୍ତ୍ରବିରତି ପାଇଁ ସହମତି ହୋଇଛନ୍ତି। ଏନେଇ ବଡ଼ ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ୍ସରେ ଏହି ଘୋଷଣା ପରେ ବିକ୍ରମ ମିଶ୍ରି ଏହି ସୂଚନା ଦେଇଥିଲେ। ଏପରିକି ଅସ୍ତ୍ରବିରତି...
କାହିଁକି ହେଲାନି ଭାରତ-ପାକିସ୍ତାନ ଯୁଦ୍ଧ! ଜଣାପଡିଲା ବଡ଼ କାରଣ…
ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ଅସ୍ତ୍ରବିରତି ନେଇ ଘୋଷଣା ହୋଇଛି। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ସ୍ପଷ୍ଟ କରିଛନ୍ତି। ଏହି ସମୟରେ, ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଡାର...
ଆଉ ଫୁଟିବନି ଗୁଳି, ମାଡ ହେବନି ମିଶାଇଲ, ୪୮ ଘଣ୍ଟାରେ ଏମିତି କ’ଣ ହେଲା, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା
ନୂଆଦିଲ୍ଲୀ,୧୦।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଥିଲେ ଯେ ଭାରତ ଏବଂ ପାକିସ୍ତାନ ସୀମାରେ ତୁରନ୍ତ ଯୁଦ୍ଧବିରତି ପାଇଁ ଉଭୟ ଦେଶ ରାଜି ହୋଇଛନ୍ତି। ଏହା ପରେ, ପ୍ରଶ୍ନ ଉଠିଲା ଯେ ଗତ ୪୮ଘଣ୍ଟା...
‘ଅପରେଶନ ସିନ୍ଦୂର’ ଜବାବରେ ପାକିସ୍ତାନର ‘ଅପରେଶନ ବୁନୟାନ ଉଲ ମାରସୁସ୍’, ଜାଣନ୍ତୁ ଏହାର ଅର୍ଥ କ’ଣ…
ଇସଲାମାବାଦ,୧୦।୫: ପହଲଗାମରେ ନିର୍ଦ୍ଦୋଶ ନାଗରିକଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା ପରେ ‘ଅପରେଶନ ସିନ୍ଦୂର’ ନାମରେ ଭାରତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହାପରଠାରୁ ଉଭୟ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଉପୁଜିଛି। ଗୋଟିଏ ପଟେ ପାକିସ୍ତାନ...
ବଢ଼ିଲା ସତର୍କତା: ପାକ୍ ସୀମାରେ ରାତିରେ ଚାଲିବ ନାହିଁ ଟ୍ରେନ
ନୂଆଦିଲ୍ଲୀ,୧୦ା୫: ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ମେ’ ୭ରେ ‘ଅପରେଶନ୍ ସିନ୍ଦୂର’ ପରଠୁ ଭାରତ- ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମସୀମାରେ ପହଞ୍ଚିଛି। ଏଭଳିସ୍ଥତିରେ ଶନିବାର ରେଳବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଜମ୍ମୁ ଏବଂ ପଞ୍ଜାବର ପାକିସ୍ତାନ ସୀମା...
ଜାଣନ୍ତି କି? ଭାରତର ଟଙ୍କାଟେ ପାଇବା ପାଇଁ ପାକିସ୍ତାନୀଙ୍କୁ କେତେ ଟଙ୍କା ଦେବାକୁ ପଡିବ
ନୂଆଦିଲ୍ଲୀ/ଇସଲାମାବାଦ, ୧୦।୫: ଭାରତୀୟ ଟଙ୍କା (INR) ଓ ପାକିସ୍ତାନୀ ଟଙ୍କା (PKR) ମଧ୍ୟରେ ବିନିମୟ ହାର ସାମ୍ପ୍ରତିକ ଭାରତ-ପାକିସ୍ତାନ ସୀମା ଉତ୍ତେଜନା ମଧ୍ୟରେ ଆଲୋଚନାର ବିଷୟ ହୋଇଛି। ୧ ଭାରତୀୟ ଟଙ୍କାର ମୂଲ୍ୟ ପାକିସ୍ତାନୀ ଟଙ୍କାରେ ୩.୨୯ ରୁ ୩.୩୩...
କୋହଲିଙ୍କୁ ସନ୍ନ୍ୟାସ ନେବାରୁ ରୋକିପାରେ ଗୋଟିଏ ଫୋନ୍ କଲ୍? ସଚିନଙ୍କ ସହ ବି ହୋଇଥିଲା…
ନୂଆଦିଲ୍ଲୀ,୧୦।୫: ରୋହିତ ଶର୍ମାଙ୍କ ପରେ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଇପାରନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ କ୍ରିକେଟ ଜଗତରେ ହଇଚଇ ସୃଷ୍ଟି ହୋଇଛି। ଯଦିଓ ବିରାଟ କୋହଲି ଏପର୍ଯ୍ୟନ୍ତ ଏହାକୁ...
ଓଡ଼ିଶାରେ ଉଡ଼ି ପାରିବନି ରକ୍ ଡ୍ରୋନ୍: ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
ଭୁବନେଶ୍ୱର,୧୦।୫: ଓଡ଼ିଶାରେ ଉଡ଼ି ପାରିବନି ରକ ଡ୍ରୋନ୍। ଓଡ଼ିଶାର ବଡ଼ ଅନୁଷ୍ଠାନ ଉପରେ ଏହି ରକ୍ ଡ୍ରୋନ ଉଡ଼ି ପାରିବ ନାହିଁ। ଏହାକୁ ଦେଖିବା ମାତ୍ରେ ଖସାଇ ଦେବାକୁ ନିର୍ଦ୍ଦେଶ ରହିଛି। ଆଇନ ଶୃଙ୍ଖଳା ADGଙ୍କ ପକ୍ଷରୁ ଏ ନେଇ...
ଭାରତ-ପାକିସ୍ତାନ ଯୁଦ୍ଧ ଭିତରେ ଏଣ୍ଟ୍ରି କଲା ଆମେରିକା! ଖେଳିଲା ବଡ଼ ଗେମ୍
ନୂଆଦିଲ୍ଲୀ, ୧୦।୫: ଭାରତ ଓ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ସାମରିକ ଓ ରାଜନୈତିକ ଘଟଣାକ୍ରମ ବିଶ୍ୱ ଦୃଷ୍ଟି ଆକର୍ଷଣ କରିଛି। ଭାରତର ଅପରେଶନ ସିନ୍ଦୂର ଏବଂ ପାକିସ୍ତାନକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପକ୍ଷରୁ ମିଳିଥିବା ଋଣକୁ ନେଇ ଉଭୟ...
EXPLAINED: କେବେ ଏବଂ କିପରି ଫେରସ୍ତ ପାଇବେ IPL ୨୦୨୫ର ଟିକେଟ ଟଙ୍କା, ଜାଣନ୍ତୁ ପ୍ରକ୍ରିୟା…
ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ବୃଦ୍ଧି ପାଇବା ପରେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍)କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ପିଟିଆଇ ଅନୁଯାୟୀ, ବିସିସିଆଇ (ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ)ର ଜଣେ ଶୀର୍ଷ ଅଧିକାରୀ...
Archives


